ଚାଷୀକଁ ଟ୍ରାକ୍ଟର ରାଲି ଉପରେ ପୁଲିସ ନେବେ ନିଷ୍ପତ୍ତି:ସୁପ୍ରିମ୍ କୋର୍ଟ
ଚାଷୀ ଆନ୍ଦୋଲନକେ ନେଇକରି ଫେର୍ ଗୁଟେ ଶୁଣାଣି କରିଛନ୍ ଦେଶର ସର୍ବୋଚ୍ଚ ଅଦାଲତ । ଆଏବାର ଜାନୁଆରୀ ୨୬ ତାରିଖନେ ଦିଲ୍ଲୀ ସୀମାନେ ଟ୍ରାକ୍ଟର ରାଲି କରବାର ଲାଗି ନିଷ୍ପତ୍ତି ନେଇଛନ୍ । ଚାଷୀକଁର ଟ୍ରାକ୍ଟର ରାଲି ପ୍ରସଙ୍ଗର ଆବେଦନ ଶୂଣାଣିନେ ସୁପ୍ରିମ୍ କୋର୍ଟ କହିଛନ୍ ଯେ , ଇଟା ଆଇନଶୃଙ୍ଖଳାର…