Browsing Tag

govt of india

ଡିସେମ୍ବର୍‌ ୮ନେ ହେବା ଭାରତ‌ ବନ୍ଦ୍‌

ନୁଆ କୃଷି ବିଲ୍‌ର ବିରୋଧ୍‌କେ ନେଇକରି ଚାଷୀ ମାନକଁର୍‌ ଆନ୍ଦୋଲନ୍‌ ଇହାଦେ ଜୋର୍‌ ଧରିଛେ । କୃଷି ବିଲ୍‌କେ ନେଇକରି ସରକାରକଁର୍‌ ସାଙ୍ଗେ ଆଲୋଚନା ବିଫଲ୍‌ ହେବାର୍‌ ଉତାରୁ ୪୦ଟା କୃଷକ୍‌ ସଂଗଠନ୍‌ ଆଡୁ ୮ ଡିସେମ୍ବର୍‌(ମଙ୍ଗଲବାର୍‌) ଦିନ ଭାରତ୍‌ ବନ୍ଦ୍‌ ର୍‌ ଡାକ୍‌ରା ଦିଆଯାଇଛେ । କୃଷି…

ଗିରଫ ହେଲେ ୨ ଜନ ଆତଙ୍କ୍‌ବାଦୀ

ଗଲା ସୋମବାର ରାତି ଦିଲ୍ଲୀ ପୁଲିସ ରାଜଧାନୀ ଦିଲ୍ଲୀନେ ଜସ-ଇ-ମହମ୍ମଦ୍‌ ର ଦୁଇ ଜନ୍‌ ଆତଙ୍କ୍‌ବାଦୀକେ ଗିରଫ୍‌ କରିଥିବାର ଜନା ଯାଇଛେ । ଆତଙ୍କବାଦୀ ହମ୍‌ଲା କେ ଅଟ୍‌କାବାର ଲାଗି ଦିଲ୍ଲୀ ପୁଲିସ୍‌ ଦିଲ୍ଲୀର୍‌ ସରାୟକାଲେ ଗାଁନୁ ଇ ଦୁହି ଆତଙ୍କବାଦୀ କେ ଗିରଫ କରିଛେ । ଆତଙ୍କବାଦୀ ମାନେ…