Browsing Tag

india govt

ଦେଶନେ ବିନା ଡ୍ରାଇଭରନେ ଚାଲଲା ଟ୍ରେନ୍‌

ବିନା ଡ୍ରାଇଭରନେ ଚାଲବା ଟ୍ରେନ୍ । ଦେଶର ପହେଲା ଡ୍ରାଇଭର ନାଇଁଥାଇକରି ଚାଲୁଥିବାର ଟ୍ରେନ୍‌ର ଆରମ୍ଭ ହେଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ୍ ଭାବେ ଦିଲ୍ଲୀ ମେଟ୍ରୋର ମଜେଣ୍ଟା ଲାଇନ୍‌ନେ ଦେଶର ପହେଲା ବିନା ଡ୍ରାଇଭର ରେଲ୍ ସେବାର ଶୁଭାରମ୍ଭ କରିଛନ୍ । ଇ ଅବସରନେ…

ପେଟ୍ରୋଲ ୯୦ କେ ଡିଜେଲ୍‌ ୮୦

ପେଟ୍ରୋଲ୍‌ ଆର୍‌ ଡିଜେଲ୍‌ ର ଦାମ୍‌ ବଢବାର୍‌ ଟା ଇହାଦେ ଲୁକକଁର୍‌ ମୁଡବଥା ବିଷୟ ହେଇଛେ । ବିଶ୍ୱ ତେଲ୍‌ ବଜାର୍‌ନେ ବଢବାର୍‌ କେ ଲାଗିଛେ ପେଟ୍ରୋଲ୍‌ ଆର ଡିଜେଲ୍‌ ଦାମ୍‌ । ଅନ୍ତରାଷ୍ଟ୍ରିୟ ବଜାର୍‌ ନୁ ଧରିକରି ଘରୋଇ ବଜାର୍‌ନେ ଭିଲ୍‌ ଦାମ୍‌ ବଢବାର୍‌ କେ ଲାଗିଛେ । ନୁଆ ଦିଲ୍ଲୀ ଆର୍‌…

ପାକିସ୍ତାନର ଦୁହି ଟୁକେଲକୁଁ ଫିରାବାର୍‌ ଚେଷ୍ଟା

ପାକିସ୍ତାନ୍‌ର ଅଧିନ୍‌ନେ ଥିବାର୍‌ କାଶ୍ମୀର୍‌ନୁ ଭାରତ୍‌ ର ଜାମ୍ମୁ କାଶ୍ମୀର୍‌ ର ପୁଂନଚ୍‌ ଅଂଚଲ୍‌ କେ ଭୁଲ୍‌ଥି ପଲେଇ ଆସିଥିଲେ ଦୁଇଟା ନାବାଲିକାକୁଁ ନିୟନ୍ତ୍ରଣ ରେଖା ପାସେ ଭାରତୀୟ ଯବାନ୍‌ ମାନେ ଦେଖିଥିଲେ । ଫର୍‌ୱାର୍ଡ କଠୁଆ ତହସିଲ୍‌ର ଆଦ୍ଦାସପୁର୍‌ନେ ସେ ଦୁହି ଟୁକେଲ ମାନକଁର୍‌…

ଫେର୍ ୪୩ଟା ଆପ୍ ବେନ୍‌

ଆର ୪୩ଟା ଆପ୍ ବେନ୍ କଲେ ଭାରତ୍ ସରକାର । ଦେଶର ସୁରକ୍ଷାକେ ନେଇକରି ଏନ୍ତା ପଦକ୍ଷେପ୍ ନେଇଛନ୍ କେନ୍ଦ୍ର ସରକାର । ଧାରା ୬୯(ଏ) ହିସାବେ ଇ ସବୁ ଆପ୍ ମାନକେ ଭାରତନେ ବେନ୍ କରାଯାଇଛେ । ଇ ନେଇକରି ସରକାରକଁର ଆଡୁ ଗୁଟେ ବିଜ୍ଞପ୍ତି ଲାଗୁ ହେଇଛେ । ଇ ସବୁ ଆପ୍‌ର କାମ୍ ଉପରେ ଆଘୋ ନଜର…