Browsing Tag

india

ସିରମ୍ ଇନଷ୍ଟିଚ୍ୟୁଟ୍‌ନେ ନିଆଁ ଲାଗବାର ଘଟନା, ୫ ଜନକଁର ମୃତ୍ୟୁ

ପୁନେ ସିରମ୍ ଇନଷ୍ଟିଚ୍ୟୁଟନେ ହେଇଥିବାର ଅଗ୍ନିକାଣ୍ଡ ଘଟନାନେ ୫ ଜନ୍‌କଁର ଜୀବନ୍ ଯାଇଥିବାର ନେଇକରି ସୂଚନା ରହିଛେ । ଆଏଜ୍ ଦୁଇପହରେ ଇଠାନର ଗୁଟେ ତିଆର ଚାଲିଥିବାର କୁଠାନେ ନିଆଁ ଲାଗିଯାଇଥିଲା । ଖବର ପାଇକରି ଦମକଲ ବାହିନୀ ଆରୁ ପୁଲିସ ନିଆଁ ଲିଭାବାର ଲାଗି ଚେଷ୍ଟା କରିଥିଲେ ଆରୁ ଉଦ୍ଧାର…

ଜଲିଗଲା କାଏଁ କରୋନା ଟିକା

ପୁନେର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବିଲ୍ଡିଂନେ ଲାଗଲା ନିଆଁ । ଟର୍ମିନାଲ-୧ନେ ଥିବାର ଗୁଟେ କୁଠାନେ ନିଆଁ ଲାଗିଥିବାର ନେଇକରି ଜନାପଡିଛେ । ଘଟନା ଜାଗାନେ ୧୦ଟା ଦମକଲ ଗାଡି ପୁହୁୂଞ୍ଚିକରି ନିଆଁ ଲିଭା କାମେ ଲାଗିଛନ୍ । ସେଆଡେ କୁଠା ତିଆର କାମ୍ ଚାଲିଥିବାରନୁ ଭିତରେ କେହି ଫସି ନାଇଁ…

ଆମେରିକାର ପ୍ରଶାସନ୍‌ନେ ୨୦ ଭାରତୀୟ-ଆମେରିକୀୟ

ଆମେରିକା ରାଜନୀତିନେ ଆର ଗୁଟେ ନୂଆଁ ଅଧ୍ୟାୟ ଆରମ୍ଭ ହେଇଛେ । ଟ୍ରମ୍ପ ଶାସନ୍ ଶେଷ୍ ହେବାର ସାଙ୍ଗେ ଜୋ ବାଇଡେନ୍‌କଁର ଶାସନ ମୂଲ ହେଇଛେ । ଗଲାକାଲି ରାଷ୍ଟ୍ରପତି ଜୋ ବାଇଡେନ୍ ଆରୁ ଉପରାଷ୍ଟ୍ରପତି କମଲା ହାରିସ ଶପଥ ନେଇକରି ଶାସନ୍ ଭାର ହାତକେ ନେଇଛନ୍ । ଉପରାଷ୍ଟ୍ରପତି କମଲା ହାରିସ ଭାରତୀୟ…

ଭୁଟାନ୍‌କେ କରୋନା ଟିକା ପଠାଲା ଭାରତ

ଭୁଟାନ୍‌କେ କରୋନା ଟିକା ପଠାଲେ ଭାରତ ସରକାର । ଆଏଜ ସକାଲେ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ୍ ମନ୍ଦରନୁ ଭୁଟାନ୍ ପଠାଯାଇଛେ କୋଭିଡ୍ ଟିକା । ୧.୫ ଲାଖ୍ ଡୋଜ୍ ‘କୋଭିସିଲ୍ଡ୍‌’ ଟିକା ପଠାଯାଇଥିବାର ନେଇକରି ସୂଚନା ରହିଛେ । ‘ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଉତ୍ପାଦିତ୍…

ସାଧାରଣତନ୍ତ୍ର ଦିବସନେ ରାଫେଲ୍‌ର ଶକ୍ତି ଦେଖବା ଦୁନିଆଁ

ଗଣତନ୍ତ୍ର ଦିବସ ଲାଗି ପ୍ରସ୍ତୁତି ଜୋରଦାର ଚାଲିଛେ । କରୋନା ନିୟମ୍ ମାନିକରି ଇ ବରଷ୍ ସାଧାରଣତନ୍ତ୍ର ଦିବସ ପାଲନ୍ କରାଯିବା । ଇ ବରଷ୍ ପରେଡ୍‌ନେ ରାଫେଲ୍ ଭିଲ୍ ନିଜର ଶକ୍ତି ଦେଖାବା । ମେଡ୍ ଇନ୍ ଇଣ୍ଡିଆ ଥିମନେ ଭାରତୀୟ ବାୟୁସେନା ଇ ପରେଡନେ ଲଢୁଆ ବିମାନ୍‌କେ ପ୍ରଦର୍ଶନ୍ କରାଯିବା ।…

ଭାରତୀୟ ସେନା ଉପମୁଖ୍ୟ ହେବେ ଓଡ଼ିଆ ପୁଓ

ଭାରତୀୟ ସେନାର ଉପମୁଖ୍ୟ ହେବେ ଓଡ଼ିଆ ପୁଓ ଚଣ୍ଡିପ୍ରସାଦ ମହାନ୍ତି । ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଜୟବଡ଼ନେ ଚଣ୍ଡିପ୍ରସାଦ ମହାନ୍ତିକଁର ଜନମ୍ । ଇହାଦେ ସେ ସଦର୍ଣ୍ଣ କମାଣ୍ଡର କମାଣ୍ଡିଂ ଇନ୍ ଚିଫ୍ ରହିଛନ୍ । ଇହାଦେ ଭାରତୀୟ ସେନାନେ ଉପମୁଖ୍ୟ ଥିବାର ସତିନ୍ଦର କୁମାର ସାଇନି ଆଏବାର ୩୧…

ଚାଷୀକଁ ଟ୍ରାକ୍ଟର ରାଲି ଉପରେ ପୁଲିସ ନେବେ ନିଷ୍ପତ୍ତି:ସୁପ୍ରିମ୍ କୋର୍ଟ

ଚାଷୀ ଆନ୍ଦୋଲନକେ ନେଇକରି ଫେର୍ ଗୁଟେ ଶୁଣାଣି କରିଛନ୍ ଦେଶର ସର୍ବୋଚ୍ଚ ଅଦାଲତ । ଆଏବାର ଜାନୁଆରୀ ୨୬ ତାରିଖନେ ଦିଲ୍ଲୀ ସୀମାନେ ଟ୍ରାକ୍ଟର ରାଲି କରବାର ଲାଗି ନିଷ୍ପତ୍ତି ନେଇଛନ୍ । ଚାଷୀକଁର ଟ୍ରାକ୍ଟର ରାଲି ପ୍ରସଙ୍ଗର ଆବେଦନ ଶୂଣାଣିନେ ସୁପ୍ରିମ୍ କୋର୍ଟ କହିଛନ୍ ଯେ , ଇଟା ଆଇନଶୃଙ୍ଖଳାର…

ଦିଲ୍ଲୀ ସୀମାନେ ହେବା ଟ୍ରାକ୍ଟର ରାଲି

ନୂଆଁ କୃଷି ଆଇନ୍‌କେ ନେଇକରି କେନସି ସମାଧାନ୍‌ର ବାଟ୍ ନାଇଁ ବାହାରି ପାରବାର । ସରକାର ଆରୁ କୃଷକ ସଂଗଠନ୍ ଭିତରେ ବାରମ୍ବାର ବୈଠକ୍ ହେଉଛେ ଆର୍ ଯେ ଯାର ଜିଦ୍‌ନେ ରହୁଛନ୍ । ଆଏବାର ଜାନୁଆରୀ ୨୬ ତାରିଖନେ ଖାଲି ହରିଆଣା ନୁହେଁ ଦିଲ୍ଲୀ ସୀମାନେ ଭିଲ୍ ରାଲି ହେବା । ଲାଲକିଲ୍ଲାନେ ହେବା ବଲି…

ହୀରାକୁଦ୍ ପ୍ରତିଷ୍ଠା ଦିବସ୍‌

ଦୁନିଆଁର ସବୁନୁ ଲମ୍ବା ଡେମ୍ ହୀରାକୁଦ ଡେମ୍‌ର ଆଏଜ୍ ପ୍ରତିଷ୍ଠା ଦିବସ୍ । ୬୪ ବଛର ପୁରିଛେ ଇତାର ଶୁଭାରମ୍ଭ ହେବାର । ୧୯୪୬ ମସିହା ମାର୍ଚ୍ଚ ୧୫ ତାରିଖ ହୀରାକୁଦ ନଦୀବନ୍ଧ ଯୋଜନାର ଶିଳାନ୍ୟାସ ହେଇଥିଲା । ୧୯୪୮ ମସିହା ଏପ୍ରିଲ୍ ୧୨ ତାରିଖନେ ସେତେବେଲର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ…

ପହେଲା ଥର ଉଡବା ନନ୍ ଷ୍ଟପ୍ ମହିଲା କ୍ରିଉ୍ ବିମାନ୍‌

ସାନଫ୍ରାନ୍ସିସ୍‌କୋନୁ ବେଙ୍ଗାଲୁରୁକେ ଏୟାର ଇଣ୍ଡିଆର ପହେଲା ନନ୍‌ଷ୍ଟପ୍ ବିମାନ୍ ସେବା ଆଏଜ୍ ଠାନୁ ଆରମ୍ଭ ହେଲା । ବିମାନ୍ ସେବା ମୁଲ୍ ହେଲା ଉତାରୁ ଯାତ୍ରୀକଁର ଭିତରେ ଉସନାକି ଦେଖବାକେ ମିଲିଛେ । ଏତକର ଯାତ୍ରୀ ସାନ୍‌ଫ୍ରାନ୍ସିସକୋନୁ ବେଙ୍ଗାଲୁରୁକେ ସିଧା ଆସିପାରବେ । ଭାରତୀୟ ବିମାନ…