Browsing Tag

kalahandi

କେସିଙ୍ଗାନେ ହେବା ରାଏଜ୍‌ର ପହେଲା ମଡେଲ୍ ବସ୍ତି 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୍ କଁର୍ କଲାହାଣ୍ଡି ଗସ୍ତ ନେ କାଲି ଇନ୍ଦ୍ରାବତୀ ମେଗା ପ୍ରକଲ୍ପ ର ଉଦ୍‌ଘାଟନ୍ କରବାର୍ ସାଙ୍ଗେ କେସିଙ୍ଗା ର୍ ମଡେଲ୍ ବସ୍ତିର୍ ଉଦ୍‌ଘାଟନ୍ କରାଯାଇଛେ । କଲାହାଣ୍ଡି ଜିଲ୍ଲା ନେ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ୍ ଉଦଘାଟନ୍ କରିଥିବାର୍ ପ୍ରକଲ୍ପ୍ ମାନକଁର୍…

ଭୁକର ଭୂଗୋଳ ନୁହେଁ, ଭାତର ହାଣ୍ଡି କଳାହାଣ୍ଡି:ମୁଖ୍ୟମନ୍ତ୍ରୀ

କଳାହାଣ୍ଡିକେ ରାଜ୍ୟ ସରକାରକଁର ୨୦୮୫ କୋଟି ଟଙ୍କାର ଉପହାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ କରିକିନା ମଙ୍ଗଳପୁରନେ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ୍ କରିଛନ୍ । ଜୟ ମାଁ ମାଣିକେଶ୍ୱରୀ କହିକରି ଜିଲ୍ଲାବାସୀକୁଁ ସମ୍ବୋଧନ୍ କରିକିନା ସହିଦ୍ ରେଣ୍ଡୋ ମାଝିକୁଁ…

କଳାହାଣ୍ଡିକେ ୨୦୮୫ କୋଟି ଟଙ୍କାର ଭେଟି

କଳାହାଣ୍ଡିନେ ବୃହତ୍ ଇନ୍ଦ୍ରାବତୀ ଉଠାଜଳସେଚନ୍ ପ୍ରକଳ୍ପର ଉଦଘାଟନ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୮୫ କୋଟି ଟଙ୍କାର ଇ ପ୍ରକଳ୍ପ ଆଡୁ ଉଠାଜଳସେଚନ୍ ସୁବିଧା ଯୋଗେଇ ଦିଆଯାଇଛେ ଜିଲ୍ଲାବାସୀକୁଁ । ୨୦୧୫ ମସିହାନେ ଆରମ୍ଭ ହେଇଥିବାର ଇ ପ୍ରକଳ୍ପ ଗଲା ବଛର୍ ସେପ୍ଟେମ୍ବର ମାସେ ଶେଷ୍…

ଆଏବାର ୧୪ନେ କଳାହାଣ୍ଡି ଯିବେ ମୁଖ୍ୟମନ୍ତ୍ରୀ

କରୋନା ଉତାରୁ ମୁଖ୍ୟମନ୍ତ୍ରୀକଁର ପହେଲା ଜିଲ୍ଲା ଗସ୍ତ । ଆଏବାର ୧୪ ତାରିଖନେ ସରକାରୀ କାର୍ଯ୍ୟକ୍ରମନନେ ଯୋଗ ଦେବାର ଲାଗି କଳାହାଣ୍ଡି ଯିବେ ମୁଖ୍ୟମନ୍ତ୍ରୀ । ଇ ନେଇକରି ଗୁଟେ ଭିଡିଓ ମାଧ୍ୟମନେ ସୂଚନା ଦେଇଛନ୍ ନିଜେ ମୁଖ୍ୟମନ୍ତ୍ରୀ । କଳାହାଣ୍ଡିବାସୀକୁଁ ଜୁହାର ଜନେଇକରି ଜିଲ୍ଲା ଗସ୍ତ…

ଦିଲ୍ଲୀ ଗଲା ବଜାଶାଲ୍‌

ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସନେ ଦିଲ୍ଲୀ ପରେଡ୍ ପଡିଆନେ ଦୁଲକିବା ଢୋଲ୍‌, ନିଶାନ୍ । କଳହାଣ୍ଡି ଭବାନୀପାଟଣାର ପ୍ରତିଭା ଅନୁଷ୍ଠାନର ବଜାଶାଲ୍ ନୃତ୍ୟ ଦଲ୍ ଇଠାନେ ଦେଖାବେ ଆମର ରାଜ୍ୟର କଲା ସଂସ୍କୃତିକେ । ଦଲ ଆଡୁ ସବୁ ନୃତ୍ୟଶିଲ୍ପୀ ଗଲା କିଛି ଦିନ୍ ହେଲା ଜୋରଦାର ଅଭ୍ୟାସ୍ କରିଆସୁଥିଲେ…

ଅସନ୍ତୋଷ କପାଚାଷୀ

କପା ଚାଷ୍ ଲାଗି ଠିକ୍ ଜାଗା ହେଉଛେ କଳାହାଣ୍ଡି ଜିଲ୍ଲା । ଇଠାନେ ଦୁଶରା ଚାଷ୍ କରାଯାଉଥିଲେ ଭିଲ୍ କପା ଚାଷ୍ ଉପରେ ବହୁତ୍ ଚାଷୀ ନିର୍ଭର କରିଥିସନ୍ । ଅନୁକୂଲ ପାଗ ସାଙ୍ଗେ ଇଠାନର ମାଏଟ୍ କପା ଚାଷ ଲାଗି ଭଲ ଆର୍ ବଢିଆ ଅମଲ୍ ହେଇଥିସି । ହେଲେ ଇହାଦେ ଅଭାବି ବିକ୍ରି ଲାଗି ଚାଷୀ କପା ଚାଷ…

ପଶ୍ଚିମଓଡିଶାନେ ୪ ନୂଆଁ ଏସ୍‌ପି

ରାଜ୍ୟ ସରକାରକଁର୍ ନିଷ୍ପତି ହିସାବେ ରାଜ୍ୟର୍ କେତେଟା ଜିଲ୍ଲା ଆର୍ ପଶ୍ଚିମଓଡିଶାନେ ଭିଲ୍ ଏସ୍‌ପିମାନକଁର୍ ଅଦ୍‌ଲାବଦ୍‌ଲି କରାଯାଇଛେ । ପଶ୍ଚିମ୍‌ଓଡିଶାର୍ ସମ୍ବଲପୁର୍ ,ରାଉରକେଲା, ବଲାଙ୍ଗିର୍ ଆର୍ କଲାହାଣ୍ଡି ନେ ନୂଆ ଏସ୍‌ପିକଁର୍ ନିଯୁକ୍ତି ହେଇଛେ । ସମ୍ବଲପୁର୍ ର ନୂଆ ଆଇଜି ହିସାବେ…

ଆଗକେ ଫେର୍ କମ୍‌ବା ପାରା, ଶୀତେ ଥରବା ଓଡ଼ିଶା

ଇହାଦେ ଜାଡ୍ ଲାଗି ପୁରା ଓଡ଼ିଶା ଥରୁଛେ । ପାଗ ଶୁଖା ରହେବାର ସାଙ୍ଗେ ଥଣ୍ଡା ପବନ୍ ବୁହୁଛେ ଯେନଥିର ଲାଗି ଅଏତକା ଥଣ୍ଡା ଲାଗୁଛେ । ଆରୁ ରାଏତ୍ ହେଲେ ଥଣ୍ଡାଟା ବେଶୀ ବଢିଯାଉଛେ । ଆଗକେ ଆହୁରି କିଛି ଦିନ୍ ପାଗ୍ ଏନ୍ତା ସମାନ୍ ରହେବା ଆର୍ ଜାଡ୍ ବଢବାର ନେଇକରି ଭୁବନେଶ୍ୱର ଆଂଚଳିକ୍ ପାଣିପାଗ୍…

ଦାଦନ୍ ଶ୍ରମିକ୍ ହଟାବାର ମିଶନ୍‌ନେ ରାଜ୍ୟ ସରକାର

ଆର ବାହାର ରାଜ୍ୟକେ ଦାଦନ ଖଟିଯିବାକେ ନାଇଁ ପଡେ କାହାକେ । ରାଜ୍ୟ ସରକାର ଦାଦନ ଶ୍ରମିକ୍ ହଟାବାର ଲାଗି ମୁଲ କରୁଛନ୍ ଗୁଟେ ନୂଆଁ ଯୋଜନା । ୫ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଗୁଟେ କରିକିନା ଇ ଦିଗନେ ବିକାଶ ମୂଲକ କାମ୍ କରବାର ଲାଗି ଯୋଜନା କରିଛନ୍ । ଇ ଯୋଜନା ଗଲା ଜାନୁଆରୀନୁ ପ୍ରସ୍ତୁତ…

କଳାହାଣ୍ଡିନେ କିନ୍ନର ଦେଖାଲେ କମାଲ୍‌

କଳାହାଣ୍ଡି ଜିଲ୍ଲାନେ ପହେଲା କିନ୍ନର ହିସାବେ ଚାକିରୀ ପାଏଲେ ଜନେ କିନ୍ନର । ଧର୍ମଗଡ଼ ଏନ୍‌ଏସି ଅଫିସ୍‌ନେ ଜନେ କିନ୍ନର ନିଯୁକ୍ତି ପାଇଛନ୍ । ବୁଲ୍‌ବୁଲ୍ କିନ୍ନର ଏନଏସିନେ ସପୋର୍ଟିଂ ଷ୍ଟାଫ୍ ହିସାବେ କାମ୍‌ଥି ଯୋଗ୍ ଦେଇଛନ୍ । ଏସଏଚଜି ମାନକୁଁ ସଚେତନ୍ କରାବାର କାମ୍‌ନେ ତାକୁଁ ନିଯୁକ୍ତ…