Browsing Tag

narendra modi

ଆର ଖେପେ ଟିକା ନେବେ ପ୍ରଧାନମନ୍ତ୍ରୀ ଆର୍ ମୁଖ୍ୟମନ୍ତ୍ରୀ

ଦେଶ୍‌ନେ ଇହାଦେ ପହେଲା ଖେପ୍‌ର ଟିକାଦାନ୍ ଚାଲୁଥିବାର୍ ବେଲ୍‌କେ ବହୁତ୍ ଜଲ୍‌ଦି ଟିକାଦାନ୍ ର ୨ନଂ ଖେପ୍ ଆରମ୍ଭ ହେଇଯିବା । ପହେଲା ଖେପ୍ ଥି ସବୁ ସ୍ୱାସ୍ଥ୍ୟକର୍ମୀ ମାନକୁଁ ଟିକା ଦିଆଯାଇଥିଲା ହେଲେ ଆଏବାର୍ ଖେପେ ପ୍ରଧାନମନ୍ତ୍ରୀ ଆର୍ ସବୁ ରାଏଜ୍ ର ମୁଖମନ୍ତ୍ରୀ ମାନେ ଟିକା ନେବେ । ପହେଲା…

ଆରମ୍ଭ ହେଲା ଦେଶ୍‌ବ୍ୟାପି ଟିକାଦାନ୍ ପ୍ରକ୍ରିୟା

ଆଏଜ୍ ସାରା ଦେଶେ ମୂଲ୍ ହେଇଯାଇଛେ କରୋନା ଟିକାଦାନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ୍‌ବ୍ୟାପି ଈ ଟିକାଦାନ୍ ପ୍ରକ୍ରିୟାର୍ ଆରମ୍ଭ ନେ ଦେଶ୍ ର ଲୋକମାନକୁଁ ସମ୍ବୋର୍ଦ୍ଧନ୍ କରିଛନ୍ । ଦେଶନେ ଦୁଇ ପ୍ରକାର୍ ର୍ କରୋନା ଟିକା ପ୍ରସ୍ତୁତ୍ କରାଯାଇଥିବାର୍ ବେଲେ ଆଏଜ୍ ସେ ଟିକା ଦାନ୍…

‘ଜୟ ଯବାନ୍‌’

ଜାନୁଆରୀ ୧୫ ସେନା ଦିବସ୍ । ଦେଶର ସୁରକ୍ଷା ଲାଗି ଅହରହ ସୀମାନେ ପହରା ଦେଉଛନ୍ ଆମର ବୀର ଯବାନ୍ । ଜୀବନ୍‌ର ବାଜି ଲଗେଇ କରି ଦେଶବାସୀକଁର ଲାଗି ନିଜର ସବୁକିଛି ସମର୍ପି ଦେଇଥିବାର ବୀର ଯବାନକୁଁ ସମ୍ମାନ ଦେବାର ଦିନ୍ ଯବାନ୍ ଦିବସ୍ । ସେନା ଦିବସନେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁଭେଚ୍ଛା…

ସରଲା ଟକା, ଆଏଲା କରୋନା ଟିକା

ଶେଷ ହେଲା ସବୁ ଟକା ରାଜ୍ୟନେ ପୁହୁଞ୍ଚିଲା କରୋନା ଟିକା । ଆଏଜ୍ ଓଡ଼ିଶାକେ ସ୍ପାଇସଜେଟ୍‌ର ସ୍ୱତନ୍ତ୍ର ବିମାନନେ ପୁନେର ସେରମ୍ ଇନଷ୍ଟିଚ୍ୟୁଟ୍‌ନୁ ଭୁବନେଶ୍ୱର ଆସିକରି ପୁହୁଞ୍ଚିଛେ କରୋନା ଟିକା । ରାଜ୍ୟନେ ପୁହୁଞ୍ଚିଲା ଉତାରୁ ଟିକା ମାନକୁଁ ଭୁବନେଶ୍ୱର ରାମ ମନ୍ଦିର ପାଶେ ଥିବାର ଔଷଧ ନିଗମ…

ସ୍ଥଗିତ୍ ହେବା କୃଷି ଆଇନ୍‌!

କେନ୍ଦ୍ର ନୂଆଁ କୃଷି ଆଇନ ବିରୋଧନେ ଇହାଦେ ଭିଲ୍ ଚାଷୀ ପ୍ରତିବାଦ୍ କରିଆସୁଛନ୍ । ଚାଷୀ ସଂଗଠନ୍ ଆରୁ ସରକାରକଁର ଭିତରେ ଇ ପ୍ରସଙ୍ଗନେ ବାରମ୍ବାର ବୈଠକ ହେଇଆସୁଥିଲେ ଭିଲ୍ ଇହାଦେ ତକ୍ କେନସି ସମାଧାନ୍ ନାଇଁ ହେଇପାରି । ସେଆଡେ ଇ ପ୍ରସଙ୍ଗନେ ଫେର୍‌ଘାଏ ସୁପ୍ରିମ୍‌କୋର୍ଟ ହସ୍ତକ୍ଷେପ୍ କରିଛନ୍…

ଟିକା ଦାମ୍‌କେ ନେଇକରି ଘିଚାଟନା ସରକାର ଆରୁ କମ୍ପାନୀ

ଦୁନିଆଁର ବଡ ବିପତ୍ତି ହିସାବେ ଠିଆ ହେଇକରି ରହିଛେ କରୋନା ବେମାର । ଇହାଦେ ଫେର୍ କରୋନାର ନୂଆଁ ଷ୍ଟ୍ରେନ୍ ଚିନ୍ତାନେ ପକେଇଛେ ସମକୁଁ । କୋଭିଡ ଟିକା ବାହାର କରବାରନେ ବିଶ୍ୱର ସବୁ ଡାକ୍ତର, ବୈଜ୍ଞାନିକ୍ ଲାଗିକରି କିଛିଟା ଟିକା ବାହାର କରାଯାଇଛେ । ବ୍ରିଟେନ୍‌, ଆମେରିକା ଲେଖେଁ ଦେଶ ମାନକେ…

ଟ୍ରମ୍ପକଁର ସମର୍ଥକକଁର ବିକ୍ଷୋଭ୍‌, କ୍ୟାପିଟଲ ଭିତରକେ ପଶିକରି କଲେ ଭଙ୍ଗାରୁଜା

ଆମେରିକା କ୍ୟାପିଟାଲ ଭିତରକେ ପସିକରି ବିରୋଧ ପ୍ରଦର୍ଶନ୍ କରିଛନ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକଁର ସମର୍ଥକ ମାନେ । ଟ୍ରମ୍ପକଁର ହାର୍‌ନେ ରାଗିକରି ତାକଁର ସମର୍ଥକମାନେ ଜବରଦସ୍ତି କ୍ୟାପିଟଲ ଭିତରକେ ଢୁକି ଯାଇଥିଲେ । ଇ ସମିଆଁ ପୁଲିସ ଆରୁ ଟ୍ରମ୍ପ ସମର୍ଥକ ସାମ୍ନାସାମ୍ନି ହେଇଥିଲେ ।…

ସଂସଦ୍ ଭବନ ର ତିଆରି ଲାଗି ସୁପ୍ରିମକୋର୍ଟ ର ମଞ୍ଜୁରୀ

ନୂଆଦିଲ୍ଲୀ ନେ ରାଷ୍ଟ୍ରପତି ଭବନନୁ ଇଣ୍ଡିଆ ଗେଟ୍ ତକ୍ ନୁଆ ସଂସଦ୍ ଭବନ୍ (ସେଣ୍ଟ୍ରାଲ୍ ଭିଷ୍ଟା) ବନାବାର୍ ଲାଗି ମଙ୍ଗଲବାର୍ ଦିନ ଅନୁମତି ଦେଲା ସୁପ୍ରିମକୋର୍ଟ । ଇତାର୍ ଆଗ୍‌ରୁ ଡିସେମ୍ବର୍ ୭ ତାରଖ୍ ଦିନ ନୂଆ ସଂସଦ ଭବନ୍ ଲାଗି ଭୂମିପୂଜନ ଲାଗି ସୁପ୍ରିମକୋର୍ଟ ଅନୁମତି ଦେଇଥିବାର୍ ବେଲେ…

ଦେଶର ଗର୍ବ ଆମର ବୈଜ୍ଞାନିକ୍‌

କରୋନା ଟିକାକରଣ ନେଇକରି ପ୍ରତିକ୍ରିୟା ରଖଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ୱହୁତ୍ ଜଲଦି ଭାରତନେ ଟିକାକରଣ ଅଭିଯାନ୍ ମୁଲ୍ ହେବାକେ ଯାଉଥିବାର ନେଇକରି କହେଲେ ମୋଦି । ‘ନ୍ୟାସନାଲ୍ ମେଟ୍ରୋଲୋଜି କନକ୍ଲେଭ’୍ ନେ ଯୋଗ ଦେଇକରି କରୋନା ଟିକାକରଣ କଥା କହିଛନ୍ । ଇ ଅବସରନେ ପ୍ରଧାନମନ୍ତ୍ରୀ…

ପ୍ରଧାନମନ୍ତ୍ରୀକଁର ସାଙ୍ଗେ କଥାହେଲେ ନୂଆପଡ଼ା ଚାଷୀ

କୃଷକ୍ ଆନ୍ଦୋଲନ୍ ଲାଗି ଦେଶ ଉଠୁଛେ ପଡୁଛେ । ଇହାଦେ ଭିଲ୍ ସିଂଘୁ ସୀମାନେ ହଜାର ହଜାର ଚାଷୀ ଧାରନାନେ ବସିଛନ୍ । କେନ୍ଦ୍ର ସରକାରକଁର କୃଷି ଆଇନ୍‌କେ ବିରୋଧ କରିକିନା ଚାଷୀ ଗୁଟେ ଆଡେ ଆନ୍ଦୋଲନ୍ କରୁଥିବାର ବେଲକେ ଦୁଶରା ଆଡେ ପ୍ରଧାନମନ୍ତ୍ରୀ ଚାଷୀ ମାନକଁର ସାଙ୍ଗେ ସିଧାସଲଖ୍ କଥା ହେଇଛନ୍ ।…