Browsing Tag

nuapada

ରଝୋ ରଝୋ ବରଷା

ଏତକି ସାଧିହେଲା ଉତାରୁ ଟିକେ ରାହତ୍ ମିଲିଛେ । କରୋନା ସାଙ୍ଗେ ଖରାର ତାତି ଏତକି ବଢିଛେ ଯେ ଲୋକ୍ ଇଥିତାହିଁ ହେଇଯାଉଛନ୍ । ଏନ୍ତାଥି ରଝୋରଝୋ ବର୍ଷା କୁଟଲାକେ ଜୀବନଥି ଟିକେ ଜୀବନ୍ ପସଲା ଲେଖେଁ ଲାଗଲା । ରାଜ୍ୟନେ ଖରାର ତାତି ସାଙ୍ଗେ ଏତକି ଗହଦ ହେଉଛେ ଯେ ଇହାଦେ କେନଦିନ୍ କେନ୍ତା ବର୍ଷା…

ଅକ୍ସିଜେନ୍ ଥାଇକରି ବି କେନ୍ତା ଯାଉଛେ କରୋନା ରୋଗୀକଁର୍ ଜୀବନ୍

ରାଏଜ୍‌ନେ କରୋନା ର୍ ୨ନଂ ଲହର୍ ଥି ଇହାଦେ କେତ୍‌ନି ଟେ ଲୁକକଁର୍ ଜୀବନ୍ ଗଲାନ । ସେନ୍ତା ପଶ୍ଚିମଓଡିଶାର୍ ଡାକ୍ତର୍‌ଖାନା ମାନକୁଁ ବି କେନ ବେଡ୍ ର୍ ଅଭାବ୍ ଦେଖା ଯାଉଛେ ତ ଆର୍ କେନ ଅକ୍ସିଜେନ୍ ର ଅଭାବ୍ । ପଶ୍ଚିମଓଡିଶାର୍ ନୂଆପଡା ଜିଲ୍ଲାନୁ ଇହାଦେ ବହୁତ୍‌ଟେ କରୋନା ସଂକ୍ରମିତ୍…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଖୁଲବା ୧୧ଟା ଅଫିସ୍

ପରିଷଦ ଅଧୀନନେ ଥିବାର୍ ୧୦ଟା ଜିଲ୍ଲାର ଆର ଆଠମଲ୍ଲିକନେ ୧୧ଟା ଅଫିସ୍ ଖୁଲବା । ପରିଷଦର ବାର୍ଷିକ୍ ଅନୁଦାନକେ ଦୁଇଗୁଣା କରବାର୍ ଲାଗି ଲାଗି ବି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ୍ ଦେଇଛନ୍ । ତ ୨୦୨୧-୨୨ ଆର୍ଥିକ୍ ବର୍ଷେ ୨୦୦ କୋଟି ହେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ…

ନୂଆପଡ଼ା କୋମନାନେ ବାଘ୍‌!

ଫେର୍ ନୂଆଁପଡ଼ାନେ ବାଘ୍ ଡର୍ । ଜିଲ୍ଲାର କୋମନା ରେଞ୍ଜ ବିରସିଂଜପଡ଼ା ଗାଁନେ ବାଘ୍ ବୁଲୁଥିବାର ନେଇକରି ଜନାପଡିଛେ । ଗାଁର ୩ ଜନ୍‌କଁର ଛେଲ୍‌, ବଲଦ୍ ଆରୁ ବାଛୁରୀକେ ମାରିକରି ବାଘ୍ ଖାଇଥିବାର ଅଭିଯୋଗ କରିଛନ୍ ଗ୍ରାମବାସୀ । ସେଆଡେ ଏନ୍ତା ଖବର ଶୁନଲା ବାଦ୍ କୋମନା ରେଞ୍ଜର ବନ ଅଧିକାରୀ…

ନାଇଁ ଉଠିପାରବାର ଧାନ୍‌, ପଡିରହିଛେ ୨୮ ହଜାର ବସ୍ତା ଧାନ୍‌

ରାଜ୍ୟନେ ଚାଲିଛେ ଧାନ୍ ଘିନା କାମ୍ । ନୂଆପଡା ଜିଲ୍ଲାନେ ଭିଲ୍ ୨୦୨୦-୨୧ ଖରିଫ୍ ଧାନ୍ ଘିନା ଗଲା ନଭେମ୍ବର ୧୮ ତାରିଖନୁ ମୁଲ ହେଇଛେ । କିନ୍ତୁ ମଣ୍ଡି ଖୁଲବାର ଗୁଟେ ମାସ୍ ହେଇଯାଇଥିଲେ ଭିଲ୍ ଇହାଦେ ତକ୍ ବସ୍ତା ବସ୍ତା ଧାନ୍ ପଡିରହିଛେ ମଣ୍ଡିନେ । ପହେଲା ଖେପ୍‌ର ୫୦ ଭାଗ୍ ଧାନ୍ ଘିନା…

ଦାଦନ୍ ଶ୍ରମିକ୍ ହଟାବାର ମିଶନ୍‌ନେ ରାଜ୍ୟ ସରକାର

ଆର ବାହାର ରାଜ୍ୟକେ ଦାଦନ ଖଟିଯିବାକେ ନାଇଁ ପଡେ କାହାକେ । ରାଜ୍ୟ ସରକାର ଦାଦନ ଶ୍ରମିକ୍ ହଟାବାର ଲାଗି ମୁଲ କରୁଛନ୍ ଗୁଟେ ନୂଆଁ ଯୋଜନା । ୫ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଗୁଟେ କରିକିନା ଇ ଦିଗନେ ବିକାଶ ମୂଲକ କାମ୍ କରବାର ଲାଗି ଯୋଜନା କରିଛନ୍ । ଇ ଯୋଜନା ଗଲା ଜାନୁଆରୀନୁ ପ୍ରସ୍ତୁତ…

କପା-ମକା ମଣ୍ଡି ଖୁଲବାର ଲାଗି ଦାବି

ନୂଆପଡା ଜିଲ୍ଲା କପା ଆରୁ ମକା ଚାଷ ଉପରେ ଚାଷୀ ଅଏତକା ନିର୍ଭର କରିଥିସନ୍ । ଇ ବରଷ୍ ନୂଆପଡ଼ା ଜିଲ୍ଲାନେ ୮ ହଜାର ହେକ୍ଟର ଜମିନେ ମକା ଆରୁ ୧୨ହଜାର ହେକ୍ଟର ଜମିନେ କପାଚାଷ କରାଯାଇଛେ । ହେଲେ ଇହାଦେ ତକ୍ ଜିଲ୍ଲାନେ ମଣ୍ଡି ନାଇଁ ଖୁଲିଥିବାରନୁ ଚାଷୀ ମାନକଁର ଭିତରେ ଅସନ୍ତୋଷ ଦେଖବାକେ ମିଲିଛେ…

କାର୍ତିକ୍‌ ମାସେ ସମ୍ପର୍ଦା ନାଚ୍‌

ଗାଁ ମାନକୁଁ ଇହାଦେ ବି ପଂଞ୍ଚ୍‌କ ସମିୟାନେ ଲୋକମାନେ ପାହାନ୍ତିଆନୁ ଉଠିକରି ପୂଜା କରବାର ସାଙ୍ଗେ ପୁରାଣ୍‌ ପାଠ୍‌ ,ସତସଙ୍ଗ୍‌, ପାଲା କାରିଥିସନ୍‌ । ସେନ୍ତା ନୁଆପଡା ଜିଲ୍ଲା ର୍‌ ଖଡିଆଲ୍‌ନେ କାର୍ତିକ୍‌ ମାସେ ପୂଜା ପାଠ୍‌ ସାଙ୍ଗେ ନାଚ୍‌ ଗାନା ଭିଲ୍‌ ଦେଖବାର୍‌କେ ମିଲିଛେ । ଖଡିଆଲ୍‌ନେ…