Browsing Tag

odisha govt

ସବୁ ଜରୁରୀ ସେବା ଲାଗି ‘୧୧୨’

ରାଜ୍ୟନେ ପୋଲିସ ଆଡୁ ଯୁଗେଇଦିଆଯାଉଥିବାର ସବୁ ଜରୁରୀ ସେବା ଲାଗି ଏତକର ଅଲଗ ଅଲଗ ନମ୍ବରର ଦରକାର ନାଇଁପଡେ । ପୁଲିସ ସାହାଜ୍ ଲାଗି ଏତକର୍ ଗୁଟେ ନମ୍ବର ବେଭହାର କରାଯିବା, ସେଟା ହେଉଛେ ୧୧୨ । ଇ ନମ୍ବର ଜଲଦି ଲାଗୁ କରାଯିବାର ନେଇକରି ରାଜ୍ୟ ସରକାରକଁର ଆଡୁ କୁହାଯାଇଛେ । ପୁଲିସ,…

ଶ୍ରୀମନ୍ଦିର ଉତାରୁ ସମଲେଇ ମନ୍ଦିର ପାଶୁ ହେବା ଉଚ୍ଛେଦ୍

ପୁରୀ ଜଗନ୍ନାଥ ମନ୍ଦିର ଉତାରୁ ଇହାଦେ ସମ୍ବଲପୁର ସମଲେଇ ମନ୍ଦିର ଚାରିଚକାର ସୁନ୍ଦରତା ଲାଗି କାମ୍ କରାଯିବା । ମନ୍ଦିର ଚାରିଚକା ଥିବାର ଦୁକାନ୍‌, ବଜାର ବସ୍ତି ସବୁକେ ଇଥିର ଲାଗି ଉଠାଯାଉଛେ । ରାଜ୍ୟ ସରକାରକଁର ଗୁଟେ ଟିମ୍ ଆଡୁ ଟପୋଗ୍ରାଫିକାଲ ସର୍ଭେ ଜାରି ରହିଛେ । ଇ ରିପୋର୍ଟ ଆଏଲା ବାଦ୍…

ଲକ୍‌ଡାଉନ୍‌ନେ ୧୦ କ୍ୱିଣ୍ଟାଲ ମାଛ ବିକଲେ ଏସଏଚଜି ଗୃପ୍‌

ରାଜ୍ୟ ସରକାର ମହିଲା ସଶକ୍ତିକରଣ ଦିଗନେ କରିଛନ୍ କେତନିଟେ ଯୋଜନା । ଆର୍ ଦେଖବାର୍ କେ ମିଲୁଛେ ଯେ ସରକାରକଁର୍ ମିଶନ୍ ଶକ୍ତି କାର୍ଯ୍ୟକ୍ରମ୍ ଚାଲ୍‌ଲା ଦିନୁ ବହୁତ୍ ଟେ ସ୍ୱୟଂ ସହାୟକ ଗୋଷ୍ଠୀ ନିଜର୍ ଗୁଡେ ନିଜେ ଠିଆ ହେଇକରି କେତେ କେତେ ସଫଲ୍ କଥାର୍ ନାୟିକା ହେଇପାରିଛନ୍ ଆର୍…

ଆଏଜ୍‌ନୁ ବିଧାନସଭାର ଶୀତ ଅଧିବେଶନ୍

ମୁଲ୍ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ୍ । ଆଏଜ୍ ପହେଲା ବାଚସ୍ପତି ତଥା ଆଘରର ମନ୍ତ୍ରୀ ଶରତ କରକଁର ଲାଗି ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନରୟକ ଇ ଶୋକ ପ୍ରସ୍ତାବ ଦେଇଥିଲେ । ଇତାର ସାଙ୍ଗେ କରୋନା ଯୋଦ୍ଧାକୁଁ ମନେ ପକେଇ କରି ତାକୁଁ ଶ୍ରଦ୍ଧାଞ୍ଜଳି…

ହୀରାକୁଦର ଇକୋ ରିଟ୍ରିଟ୍ କାମ୍ ମୁଲ୍‌

ଡିସେମ୍ବର ପହେଲାନୁ ହୀରାକୁଦନେ ହେବାକେ ଯାଉଛେ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମ୍ । ୩ ମାସ ଲାଗି ହେବାକେ ଥିବାର ଇ ଫେଷ୍ଟିଭାଲ୍ ଲାଗି ଚାଲିଛେ ଜୋରଦାର୍ ସଜ୍‌ବାଜ୍ । ପର୍ଯ୍ୟଟକ ମାନକଁର ଲାଗି ଏନ୍ତା ଗୁଟେ କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ ରାଜ୍ୟ ସରକାର । ପର୍ଯ୍ୟଟକକଁର ଲାଗି ବୋଟିଂ ସାଙ୍ଗେ…

ଛଟ୍ ପୂଜା ଲାଗି ଲାଗୁ ହେଲା ନିୟମ

ଆଗକେ ଆସୁଛେ ଛଟ୍ ପୂଜା । କରୋନା ବଢବାର ଡର ଦେଖିକରି ରାଜ୍ୟ ସରକାର ଛଟ୍ ପୂଜା ଉପରେ କିଛିଟା ନିୟମ ଲାଗୁ କରିଛନ୍ । ଇ ନିୟମ ହିସାବେ ଆଏବାର ୨୦ ଆରୁ ୨୧ ତାରିଖନେ ନଦୀ ଘାଟ୍ ମାନକେ ପୂଜା କରବାର ଆରୁ ଗାଧବାରକେ ମନା କରାଯାଇଛେ । ଇ ନେଇକରି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନରକଁର ଆଡୁ ଗୁଟେ…

ଠିକ୍ ହିସାବେ ଚାଲିଛେ ଧାନ୍ ଘିନା

ରାଜ୍ୟନେ ଭିନ୍ ଭିନ୍ ଜାଗାନେ ଚାଷୀକଁର ଠାନୁ ଧାନ୍ ଘିନା ମୁଲ ହେଇଥିବାର ନେଇକରି ପ୍ରତିକ୍ରିୟା ରଖିଛନ୍ ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଇହାଦେ ତକ୍ ଧାନ୍ ଘିନାନେ କେନସି ଅସବିଧା ନାଇଁ ହେଇଥିବାର କହିଛନ୍ ମନ୍ତ୍ରୀ । ଯେନମାନେ ଧାନ୍ ବିକବାର ଲାଗି ପୂରା ପ୍ରସ୍ତୁତ…

ଜିଏମ୍‌ୟୁନେ ହେବା ବୟସ୍କ ଲୁକକଁର ଉପରେ ଗବେଷଣା

ବୁଢା ଲୁକକଁର ଦିହିପାହା, ଶିକ୍ଷା, ସାମାଜିକ୍ ସ୍ଥିତି ଉପରେ ଗବେଷଣା କରବାର ଲାଗି ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକେ ମିଲିଛେ ଅନୁମତି । ବୃଦ୍ଧାବସ୍ଥାକେ ନେଇକରି ରାଜ୍ୟର ପହେଲା ଗବେଷଣା କେନ୍ଦ୍ର ହିସାବେ ଜିଏୟୁକେ ରାଜ୍ୟ ସରକାର ଦେଇଛନ୍ ମଞ୍ଜୁରୀ । ଗଲା ଶନିବାର ଦିନ ବନାରସ…

୯୨,୭୧୩ କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ମିଲଲା ମଞ୍ଜୁରୀ

କୋଭିଡ୍ ବେମାରୀ ଇହାଦେ ପୁରା ଦୁନିଆଁର ବିକାଶର ଧାରାନେ ବାଧକ ସାଜିଛେ । ଗୁରଦୁଟେ ଦେଶେ ଇହାଦେ ଲୋକ ରୁଜଗାର ଭିଲ୍ ହରେଇଛନ୍ । ଇ ସବୁ ଭିତରେ ଭିଲ ଓଡ଼ିଶାନେ ଶିଳ୍ପର ବିକାଶ ଦିଗନେ ରାଜ୍ୟ ସରକାର ୯୨,୭୧୩ କୋଟି ଟଙ୍କାର ୫ଟା ବୃହତ୍ ପୁଞ୍ଜିନିବେଶ ପ୍ରସ୍ତାବକେ ଅନୁମୋଦନ କରିଛନ୍ । ଇଆଡୁ…

ବିନା ଫଟ୍‌କରାନେ ଦୀଆଲି

ଇ ବଛର ଦୀଆଲି ବିନା ଫଟ୍‌କରାଥି ମନାଯିବା । ଖାଲି ଦୀପ୍ ଜଲେଇକରି ଲୁକେ ଦୀଆଲି ମାନବେ । ଇହାଦେ ଭିଲ କରୋନା ବେମାରୀ ବଢବାର ଡର୍ ରହିଥିବାର ବେଲକେ କରୋନା ନିୟମ ମାନବାକେ ପଡବା । କରୋନା ଲାଗି ଇ ବଛର ପରବ ମାନେ ସବୁ ଫିକା ପଡିଛେ । ପହେଲାନୁ ଦଶହରା ପୂଜା, କାଲୀ ପୂଜା, ଗଜଲକ୍ଷ୍ମୀ ପୂଜାନେ…