Browsing Tag

odisha govt

‘ସୁଜଳ’ ଯୁଜନାନେ ଫି ଘରକେ ପୁହୁଁଚିବା ପାଏନ୍‌

ଏତକର ସୁବିଧାନେ ଲୋକ ପାଇପାରବେ ସଫା ପିଇବାର ପାଏନ୍ । ଲୋକଙ୍କୁ ସୁବିଧାନେ ପିଇବାର ପାଏନ ଯୁଗାବାର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନ ବା ସୁଜଳ ଯୁଜନାର ମୂଲ କରିଛନ୍ । ଆଏଝ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂଥି ଇ ଯୁଜନାର ଉଦଘାଟନ କରିଛନ୍ । ଇ ଯୁଜନା…

ଖୁଲବା କଲେଜ !

ପୂଜା ଛୁଟି ଉତାରୁ ଖୁଲିପାରେ କଲେଜ । ଦୁର୍ଗାପୂଜା ଉତାରୁ ରାଏଜେ କଲେଜ ଖୁଲାଯିବାର ନେଇକିନା ନିଷ୍ପତ୍ତି ନିଆଯାଇପାରେ । ଇ ନେଇକରି ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସୂଚନା ଦେଇଛନ୍ । କରୋନା ସଂକ୍ରମଣ ବଢବାର ଡର ରହିଥିବାରନୁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛେ । ଅନଲାଇନନେ ଇହାଦେ…

ଖୁଲବା ମନ୍ଦିର !

ଖୋବଟେ ଦିନ ଧରି କରି ଧାର୍ମିକ ସ୍ଥଲମାନେ ବନ୍ଦ ରହିଥିବାର ବେଲେ ଇ ସବୁ ଖୁଲବାର ନେଇକିନା ସରକାରଙ୍କର ଆଡୁ ମିଲିଛେ ସଂକେତ । ମହାମାରୀ କରୋନା ଲାଗି ମାସ ମାସ ଧରିକିନା ମନ୍ଦିରକେ ଭକତଙ୍କୁ ବାରଣ କରାଯାଇଥିଲା । ଇହାଦେ କୋଭିଡ ଗାଇଡ ଲାଇନ୍ ହିସାବେ ରାଏଜର ମନ୍ଦିର ମାନକୁ ଖୁଲାଯିବାର ନେଇକରି…