Browsing Tag

odisha weather

ବଢବା ଜାଡ୍‌

ରାଏଜେ ବଢବା ଜାଡ୍ । ନଭେମ୍ବର ଶେଷ୍ ତକ୍ ଜବର୍ ଜାଡ୍ ବଢବାର ସମ୍ଭାବନା ରହିଛେ । ଆଗକେ ପାରା ଆହୁରି କମ୍‌ବାର ନେଇକରି ଆଞ୍ଚଳିକ ପାଏନ୍‌ପାଗ ବିଭାଗ ଆଡୁ କୁହାଯାଇଛେ । ଆଏବାର ୨ ଦିନ୍ ରାଜ୍ୟର କେତେଟା ଜାଗାନେ ବର୍ଷା ହେଇପାରେ , ଯେନଥିର ଲାଗି ପାରା ବେଶି ନାଇଁ କମେ । ହେଲେ ୨୨ ତାରିଖ…

୪ ଜିଲ୍ଲାକେ ରେଡ ୱାର୍ଣ୍ଣିଂ

ବଙ୍ଗୋପସାଗରନେ ଉଠିଥିବାର ଲଘୁଚାପ ଡିପ୍ରେସନନେ ପରିଣତ ହେଇସାରିଛେ । ଆର ଇହାଦେ ପାରାଦୀପନୁ ୧୫୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗକେ ୧୮୦ କିଲୋମିଟର ଆର ପଶ୍ଚିମବଙ୍ଗର ସାଗର ଆଇସଲ୍ୟାଣ୍ଡଠାନୁ ୩୫୦ କିଲୋମିଟର, ବାଙ୍ଗାଲାଦେଶ ଖେପୁଆପାରାଠାନୁ ୪୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗକେ…

ଦାନା ବାନ୍ଧୁଛେ ଆରଗୁଟେ ଲଘୁଚାପ

ଫେର ଗୁଟେ ଲଘୁଚାପ ଆସୁଛେ ଆଗକେ । ଆଏବାର ୧୯ ତାରିଖନେ ବଙ୍ଗୋପସାଗରର କେନ୍ଦ୍ରୀୟ ଉପକୂଲନେ ଗୁଟେ ଲଘୁଚାପ ଦାନା ବାନ୍ଧୁଛେ । ଇ ନେଇକରି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଡୁ ସର୍ତକ ସୂଚନା ଜାରି କରାଯାଇଛେ । ବଙ୍ଗୋପସାଗରର ପଶ୍ଚିମବଙ୍ଗ ଉପକୂଳନୁ ପୂର୍ବ କେନ୍ଦ୍ରୀୟ ଆରବ ସାଗର ତକ୍ ଗୁଟେ…