Browsing Tag

odisha

୯ ମାସ ଉତାରୁ ଦର୍ଶନ ଦେଲେ ମାଁ ସମଲେଇ

କରୋନା ମହାମାରି ଲାଗି ସବୁ ଧର୍ମାନୁଷ୍ଠାନ ମାନେ ବନ୍ଦ ରହିଥିଲା ହେଲେ ୯ ମାସ୍ ଉତାରୁ ଆଏଜ୍ ଖୁଲିଛେ ସମ୍ବଲପୁର ର ଅଧୀଷ୍ଠାତ୍ରି ଦେବୀ ମା ସମଲେଇକଁର୍ ମନ୍ଦିର୍ । ହେତ୍‌କି ଦିନ୍ ଟାକଲା ଉତାରୁ ଆଏଜ୍ ମାଁ କେ ଦର୍ଶନ କରିଛନ୍ ଭକତ୍ । କରୋନା ଲାଗି ସବୁ ଗାଇଡଲାଇନ୍ ଭିତରେ ଖୁଲାଗଲା ମନ୍ଦିର୍ ।…

ଇସ୍ରୋ ବୈଜ୍ଞାନିକ୍ ନିହାର ରଂଜନ ପ୍ରଧାନ

ବରଗଡ଼ ଅମ୍ବାଭନା ବ୍ଲକ୍ ଝାରପାଲି ଗାଁର ନିହାର ରଂଜନ ପ୍ରଧାନ ଯିବେ ଇସ୍ରୋ । ବୈଜ୍ଞାନିକ୍ ହିସାବେ ଇସ୍ରୋ ଯିବା ଲାଗି ବଛା ହେଇଛନ୍ ନିହାର ରଂଜନ । ଜାନୁଆରୀ ମାସେ ସେ ଇସ୍ରୋନେ ଯୋଗଦେବେ ବଲିକରି କହିଛନ୍ । ନିହାର ଝାରପାଲି ଗାଁର ଗୁଟେ ଚାଷୀ ପରିବାରନେ ଜନମ୍ ହେଇଛନ୍ । ମାଁ ପଙ୍କଜିନୀ…

ସୋର୍ ପଡୁଛନ୍ ମାଧୋ ସିଂ

ବରଗଡ ଜିଲ୍ଲା ସ୍ୱାଧିନତା ସଂଗ୍ରାମୀ ଆର୍ ବିଳ୍ପବୀ ମାନକଁର୍ ବୀରଗାଥାର ମୁକସାକ୍ଷୀ ପାଲଟିଛେ । ପାଣି ମୋରାର ସ୍ୱାଧିନତା ଆନ୍ଦୋଲନର ଗୁଟେ କେନ୍ଦ୍ର ଥିବାର୍ ବେଲକେ ଇ ଗାଁନୁ ୨୦ନୁ ଅଧିକା ସ୍ୱାଧିନତା ସଂଗ୍ରାମୀ ମହାତ୍ମା ଗାନ୍ଧୀକଁର୍ ଡାକରାନେ ସ୍ୱାଧିନତା ସଂଗ୍ରାମନେ ଝାସ୍ ଦେଇଥିଲେ । ହେଲେ…

ଡେର୍ ରାଏତ୍‌ନେ ଲାଗଲା ନିଆଁ, ଟିକେକେ ବଂଚଲେ ଘରର ମାଲିକ୍‌

ଡେର୍ ରାଏତ୍‌ନେ ଘରେ ନିଆଁ ଲାଗିକରି ଜଲିଗଲା ଘର୍ । ରାଉରକେଲା ବାସନ୍ତୀ କଲୋନୀ ଏଲ-୫୭(ଫେଜ୍‌-୧) ଘରେ ନିଆଁ ଲାଗିଯାଇଥିଲା । ନିଆଁଲାଗିକରି ଗୁଟେ କାର, ଦୁଇଟା ବାଇକ୍‌, ସ୍କୁଟି, ସାଇକଲ ସାଙ୍ଗେ ଘର ଦୁଶରା ସାମାନ୍ ଜଲିପୁଡିକରି ଖାର୍ ହେଇଯାଇଛେ । ଘରର କେନସି ସଦସ୍ୟକଁର କିଛି କ୍ଷତି ନାଇଁ…

ଜରୁରୀ ପ୍ରସ୍ତାବନେ ବାଜଲା ମୋହର

ରାଜ୍ୟ କ୍ୟାବିନେଟ ବୈଠକନେ କେତେଟା ଜରୁରୀ ପ୍ରସ୍ତାବନେ ମୋହର ଲଗାଲେ ରାଜ୍ୟ ସରକାର । ୨୦୨୦ର ଶେଷ୍ କେବିନେଟ୍ ବୈଠକନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇକରି ଭିନ୍ ଭିନ୍ ପ୍ରସ୍ତାବନେ ମୋହର ଲଗେଇଛନ୍ । ସରକାରୀ ସ୍କୁଲ ମାନକେ ପଢୁଥିବାର ଛାତ୍ରଛାତ୍ରୀକଁର ଲାଗି ବଡ ଉପହାର ଦେଇଛନ୍…

ବ୍ରିଟେନ୍‌ନୁ ଫିରିଥିବାର ଯାତ୍ରୀକୁଁ ନେଇକରି ବଢିଛେ ଚିନ୍ତା

ବ୍ରିଟେନ୍‌ନେ ଦେଖାଦେଇଥିବାର କରୋନା ଭାଇରସର ନୂଆଁ ଷ୍ଟ୍ରେନ୍ ଲାଗି ଇହାଦେ ଫେର୍ ଚିନ୍ତା ବଢିଛେ । ବାକି ଦେଶ ମାନକେ ଭିଲ୍ ଇତାର ନୂଆଁ ଷ୍ଟ୍ରେନ୍ ଥିବାର ନେଇକରି ସନ୍ଦେହ କରାଯାଉଛେ । ସେଆଡେ ଗଲା କିଛି ଦିନ୍ ଭିତରେ ବ୍ରିଟେନ୍‌ନୁ ଫିରିଥିବାର ଯାତ୍ରୀକଁର ଭିତରେ କରୋନା ପଜିଟିଭ୍ ଥିବାର…

ବିଜେଡିର ପ୍ରତିଷ୍ଠା ଦିବସ୍‌, ମହିଲା ସଶକ୍ତିକରଣକେ ମୁଖ୍ୟମନ୍ତ୍ରୀକଁର ଗୁରୁତ୍ୱ

ବିଜୁ ଜନତା ଦଲର ଆଏଜ୍ ୨୪ ନମ୍ବର ପ୍ରତିଷ୍ଠା ଦିବସ୍ । ଇ ଅବସରନେ ରାଜ୍ୟ ମୁଖ୍ୟାଳୟ ସାଙ୍ଗେ ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀ ମାନକେ ବିଜେଡି ପ୍ରତିଷ୍ଠା ଦିବସ୍ ପାଲନ୍ କରାଯାଉଛେ । ଭର୍ଚୁଆଲ୍ ମାଧ୍ୟମନେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମନେ ଯୋଗ ଦେଇଥିଲେ ।…

ଅନଲାଇନ୍‌ଥି ପାଲନ୍ କରାଯିବା ବଡଦିନ୍

ଇ ବଛର୍ କରୋନା ମହାମାରୀ ଲାଗି ସବୁ ପରବ୍ ବନ୍ଦ ହେଇଥିବାର୍ ବେଲ୍‌କେ ବଡଦିନ୍ ଭିଲ୍ ଫିକା ପଡିଛେ । ସବୁ ବରଷ ଖ୍ରୀଷ୍ଟମାସ୍ କେ ବହୁତ୍ ଭଲ୍ ହିସାବେ ଚର୍ଚ୍ଚନେ ଲୋକ ମାନେ ଠୋଲ୍ ହେଇକରି ପାଲନ କରିଥିସନ୍ । ହେଲେ ଇ ବଛର୍ କରୋନା ଲାଗି ଅନଲାଇନ୍‌ଥି ଖ୍ରୀଷ୍ଟମାସ୍ କେ ପାଲନ୍ କର୍‌ବେ ଲୁକେ ।…

ପଶ୍ଚିମଓଡିଶାନେ ୪ ନୂଆଁ ଏସ୍‌ପି

ରାଜ୍ୟ ସରକାରକଁର୍ ନିଷ୍ପତି ହିସାବେ ରାଜ୍ୟର୍ କେତେଟା ଜିଲ୍ଲା ଆର୍ ପଶ୍ଚିମଓଡିଶାନେ ଭିଲ୍ ଏସ୍‌ପିମାନକଁର୍ ଅଦ୍‌ଲାବଦ୍‌ଲି କରାଯାଇଛେ । ପଶ୍ଚିମ୍‌ଓଡିଶାର୍ ସମ୍ବଲପୁର୍ ,ରାଉରକେଲା, ବଲାଙ୍ଗିର୍ ଆର୍ କଲାହାଣ୍ଡି ନେ ନୂଆ ଏସ୍‌ପିକଁର୍ ନିଯୁକ୍ତି ହେଇଛେ । ସମ୍ବଲପୁର୍ ର ନୂଆ ଆଇଜି ହିସାବେ…

ଭିଏସ୍‌ଏସ୍ ବିମାନ୍ ବନ୍ଦର୍‌ନେ ଲାଗୁ ହେଲା କଟକନା

କରୋନା ଲାଗି ଇହାଦେ ସବୁ ବିମାନ୍ ବନ୍ଦର୍ ମାନକୁଁ ନିୟମ୍ କଡାକଡି କରାଯାଇଥିବାର୍ ବେଲେ ଝାରସୁଗୁଡା ଜିଲ୍ଲାର୍ ଭିଏସ୍‌ଏସ୍ ବିମାନ ବନ୍ଦର୍ ନେ ଭିଲ୍ କଟ୍‌କନା ବଢେଇ ଦିଆଯାଇଛେ । ଲଣ୍ଡନ୍ ଆର୍ ଦକ୍ଷୀଣ୍ ଆଫ୍ରିକାନେ ଇହାଦେ ନୂଆ କରୋନା ଭାଇରସ୍ ଦେଖାଯାଇଥିବାର୍‌ନୁ ସେଥିର୍ ଲାଗି ଆମର୍ ଦେଶ୍…