Browsing Tag

odisha

ମ୍ୟୁଜିଅମ୍ ହେବା ସମ୍ବଲପୁରର୍ ଟାଉନ ହଲ୍

‌ସମ୍ବଲପୁରର୍ ବୀର୍ ସୁରେନ୍ଦ୍ର ସାଏ ଟାଉନ ହଲ୍ ନେ ବନ୍‌ବା ମ୍ୟୁଜିଅମ୍ । ପଶ୍ଚିମ୍ ଓଡିଶାର୍ ଜନ୍‌ଜୀବନ୍ , ଲୋକ୍‌ସଂସ୍କୃତି ,ପରମ୍ପରା ଉପରେ ଲୋକମାନକୁଁ ଜନାବାର୍ ଲାଗି ଇ ମ୍ୟୁଜିଅମ୍ ତିଆରି ହେଉଛେ ବଲି କୁହାଯାଇଛେ । ଇ ମ୍ୟୁଜିଅମ୍ ନେ ସମ୍ବଲପୁରୀ ହସ୍ତତନ୍ତ ଲାଗି ଅଲଗା କର୍ଣ୍ଣର୍ ତିଆରି…

ଫିର୍‌ ଚାଲ୍‌ବା ସମ୍ବଲପୁରୁ ସିଟି ବସ୍

ଲକ୍‌ଡାଉନ ଉତାରୁ ସମ୍ବଲପୁରେ ଚାଲୁଥିବାର୍ ସିଟି ବସ୍ ମାନେ ବନ୍ଦ୍ ହେଇଯାଇଥିଲା । ଆଗରୁ ସମ୍ବଲପୁରର୍ ପାଖର୍ ଆଖର୍ ଯାଗା ମାନକୁଁ ଗୁଟେ ଦୁଇଟା ସିଟି ବସ୍ ଚାଲୁଥିବାର୍ ବେଲେ ମଝିନେ କେନସି କାରଣ୍ ଲାଗି ସେଟା ବନ୍ଦ୍ ହେଇଯାଇଥିଲା । ସେଥିର୍‌ଲାଗି ସମ୍ବଲପୁର୍ ଜିଲ୍ଲାନେ ଲୋକ୍ ମାନକଁର୍…

ଖୁଲଲା ପୁରୀ ଜଗନ୍ନାଥ ମନ୍ଦିର

ନଅମାସ୍ ଉତାରୁ ଭକତକଁର ଦର୍ଶନ୍ ଲାଗି ଖୁଲଲା ପୁରୀ ଜଗନ୍ନାଥ ମନ୍ଦିର । ଭକତକଁର ଦର୍ଶନ ଲାଗି ମନ୍ଦିର ଖୁଲାଯାଇଥିବାର ବେଲକେ ମନ୍ଦିର ସେବାୟତକଁର ପରିବାର ଲୁକକୁଁ ପହେଲା ମାହାପୁରୁକଁର ଦର୍ଶନ୍ ଲାଗି ସୁଯୋଗ ମିଲିଛେ । ସଖାଲୁ ସଖାଲୁ ସେବାୟତ୍ ପରିବାରର ଲୁକକୁଁ ମନ୍ଦିରକେ ଦର୍ଶନ ଲାଗି…

୨୦୨୦ ନେ ଓଡିଶାର୍ ଟୁକେଲ୍ ପାୱାର୍‌

ନାରୀ.....ଯାହକେ ଦୁନିଆ କହେସି ଆଦିଶକ୍ତି ...... ଯାହାର୍ ନୁ ଇ ସଂସାର୍ ର ସୃଷ୍ଟି । ମାଁ , ଝି ,ବହ ,ବହେନ୍ , ମାଉସି ,ପିଉସି ଇ ସବୁ ଯାକ ହେଉଛେ ନାରୀ ର୍ ଗୁଟେ ଗୁଟେ ରୂପ୍ । ଏନ୍ତା ସବୁ ରୂପଥି ନାରୀ ଇ ସାରା ସଂସାର୍ କେ ସମ୍ପର୍କ ର ଡୋରୀ ନେ ବାନ୍ଧି କରି ରଖିଛେ ..... ଏକ୍ କରିକି…

ସର୍‌ପଂଚ ନୁ ମୁଖ୍ୟମନ୍ତ୍ରୀ ତକ୍ ସଭେ ଦେବେ ସମ୍ପତ୍ତିର୍ ତାଲିକା

ଆମର୍ ରାଏଜେ ସବୁଦିନ୍ ଗୁଟେ ଗୁଟେ ଦୁର୍ନୀତି ର୍ ଘଟନା ସାମ୍ନାକେ ଆସୁଛେ । ଆର୍ ଇ ଦୁର୍ନୀତି ଲାଗି ଆମର୍ ରାଏଜର୍ ବିକାଶ୍ ଦିଗେ ବହୁତ୍ ଅସୁବିଧା ହେଉଛେ । ହେଲେ ଇ ଦୁର୍ନୀତି କେ ବନ୍ଦ କରବାର୍ ଲାଗି ଆମର୍ ରାଜ୍ୟ ସରକାର୍ ବହୁତ୍ ବଡ ପଦକ୍ଷେପ୍ ନେଇଛନ୍ । ରାଏଜର୍ ସବୁ ନେତା, ମନ୍ତ୍ରୀ,…

ବରଗଡନେ ହେବା ମେଡିକାଲ୍ କଲେଜ୍

ବରଗଡ ନେ ଥିବାର୍ ବିକାଶ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନର୍ ହସ୍ପିଟାଲ୍ ଇହାଦେ ମେଡିକାଲ୍ କଲେଜ୍ ହେବା ବଲିକରି ରାଜ୍ୟ ସରକାରକଁର୍ ପାସକେ ବିକାଶ୍ ଗୃପ୍ ଆଡୁ ପ୍ରସ୍ତାବ୍ ଆସିଛେ । ବରଗଡନେ ମେଡିକାଲ୍ କଲେଜ୍ ହେଲେ ବରଗଡ ଆର୍ ବରଗଡ୍ ଆଖର୍ ପାଖର୍ ଅଂଚଲ୍ ର ଲୋକ୍ ମାନେ ଭଲ୍ ଚିକିତ୍ସାର୍ ସୁବିଧା…

ଶୀତେ ଥରୁଛେ ଓଡିଶା

ଓଡିଶା ନେ ଇ କିଛିଦିନ୍ ହେବା ଶୀତର୍ ଲହରୀ ବେଶି ବଢିଯାଇଥିବାର୍ ଦେଖବାର୍ କେ ମିଲିଛେ । ଉତ୍ତର୍ ଭାରତ୍ ଆଡୁ ଓଡିଶା କେ ଥଣ୍ଡା ପବନ ବହି ଥିବାର୍ ନୁ ସାରା ରାଏଜ୍ ନେ ସର୍ବନିମ୍ନ୍ ତାପମାତ୍ରା ୪ ନୁ ୫ ଡିଗ୍ରୀ ତକ୍ ହେଇଯାଇଛେ । ଫୁଲବାଣୀନେ ସବୁନୁ କମ୍ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସ୍…

‘ଧନୁଯାତ୍ରା ହେଉ’

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତରା । ସବୁନୁ ବଡ ଖୁଲା ରଙ୍ଗ ମଞ୍ଚନେ ଯେତେବେଲେ ଧନୁଯାତରା ଚାଲିଥିସି ସେତେବେଲେ ଉଠୁଥିସି ପଡୁଥିସି ବରଗଡ ସହର । ବରଗଡ ସହର ତ ନାଇଁ ଥାଏ ସେତେବେଲକେ ମଥୁରା ନଗରୀ ପାଲଟିଯାଏସି ବରଗଡ ସହର ଆର ଅମ୍ବାପାଲି ହେଇଯାଇଥିିସି ଗୋପପୁର । ହେଲେ ଇ ବର୍ଷ ନାଇଁ ହୁଏ ବରଗଡ…

ବାହାରଲା ୨୦୨୧ ର ଛୁଟି ଲିଷ୍ଟ୍‌

ଇ ବରଷ କରୋନା ସଂକ୍ରମଣ କେ ଦେଖିକରି ସବୁ ସ୍କୁଲ୍‌ ମାନେ ବନ୍ଦ କରାଯାଇଥିଲା । ହେଲେ ସ୍କୁଲ୍‌ ମାନେ ବନ୍ଦ ହେବାର୍‌ନୁ ଛୁଆ ମାନକଁର୍‌ ପାଠ୍‌ପଢା ମାଡ୍‌ ଖାଇ ଯାଇଛେ । ସେଥିର୍‌ ଲାଗି ରାଜ୍ୟ ସରକାର୍‌ ଆଏବା ବଛର୍‌ ସ୍କୁଲ୍‌ ଖୁଲବାର୍‌ କେ ନେଇକରି ଇହାଦେ ତକ୍‌ ଭିଲ୍‌ ଚୁପି ଜାରି ରଖିଛନ୍‌ ।…

ନାଇଁ ଉଠିପାରବାର ଧାନ୍‌, ପଡିରହିଛେ ୨୮ ହଜାର ବସ୍ତା ଧାନ୍‌

ରାଜ୍ୟନେ ଚାଲିଛେ ଧାନ୍ ଘିନା କାମ୍ । ନୂଆପଡା ଜିଲ୍ଲାନେ ଭିଲ୍ ୨୦୨୦-୨୧ ଖରିଫ୍ ଧାନ୍ ଘିନା ଗଲା ନଭେମ୍ବର ୧୮ ତାରିଖନୁ ମୁଲ ହେଇଛେ । କିନ୍ତୁ ମଣ୍ଡି ଖୁଲବାର ଗୁଟେ ମାସ୍ ହେଇଯାଇଥିଲେ ଭିଲ୍ ଇହାଦେ ତକ୍ ବସ୍ତା ବସ୍ତା ଧାନ୍ ପଡିରହିଛେ ମଣ୍ଡିନେ । ପହେଲା ଖେପ୍‌ର ୫୦ ଭାଗ୍ ଧାନ୍ ଘିନା…