Browsing Tag

odisha

ଗୁଟେ କୁଟୁମ୍‌ନୁ‌ ୬ଜନକଁର ମର୍ଡର

ବଲାଙ୍ଗୀର ଜିଲ୍ଲା ପାଟନାଗଡ୍‌ ଆର୍‌ଥରେ ଚର୍ଚ୍ଚାକେ ଆସିଛେ । ଇ କିଛି ବଛର ଆଗରୁ ପାଟନାଗଡ୍‌ ପାର୍ସଲ୍‌ବମ୍‌ ବ୍ଲାଷ୍ଟ୍‌ର ସେ ଘ୍‌ଟନା ଲୋକ ମାନକଁର୍‌ ମନୁ ନାଇ ଲିଭି ଥିବାର୍‌ ବେଲେ ଇହାଦେ ପାଟନାଗଡ୍‌ର ଆର୍‌ ଗୁଟେ କୁଟୁମ୍‌ନୁ‌ ୬ଜନକଁର ମର୍ଡର ହେଇଛେ । ବଲାଙ୍ଗୀର୍‌ ପାଟନାଗଡ୍‌…

ତିର୍ତ୍ତୋଳ ଆର୍‌ ବାଲେଶ୍ୱରନେ ବିଜେଡି

ବାଲେଶ୍ୱର ଆର୍‌ ତିର୍ତ୍ତୋଳ ନେ ଚାଲିଥିବାର ବିଧାନସଭା ଉପନିର୍ବାଚନ୍‌ର ଲଢେଇନେ ବିଜେଡି ଜିତିଛେ । ବାଲେଶ୍ୱର ଆସନ୍‌କେ ଭାଜପାର୍‌ ହାତୁ ଛଡେଇ ଆନଛେ ବିଜେଡି । ଆର୍‌ ତିର୍ତ୍ତୋଳନେ ଭିଲ୍‌ ନିଜର ଆସନକେ ହାତଛଡା ହେବାରକେ ନାଇ ଦେଇ । ତିର୍ତ୍ତୋଳ୍‌ନେ ଭାଜପା ୨ନଂ ଜାଗାନେ ରହିଥିବାର ବେଲେ…

ଅନଲାଇନ୍‌ନେ ବିକ୍ରି ହେଉଛେ ଡିଜାଇନର୍‌ ସମ୍ବଲପୁରୀ ଡ୍ରେସ୍‌

ସମ୍ବଲପୁରୀର୍‌ କ୍ରେଜ୍‌ ଇହାଦେ ସବୁଆଡେ ଦେଖ୍‌ବାରକେ ମିଲୁଛେ ସବୁ ବଡ୍‌ ବଡ୍‌ ଲୋକ୍‌ନୁ ଧରିକରି ସେଲବ୍ରେଟି ମାନେ ଭିଲ୍‌ ସମ୍ବଲପୁରୀ କପଡାକେ ପସନ୍ଦ୍‌ କରୁଛନ । ସମ୍ବଲପୁରୀର୍‌ ବଢୁଥିବାର ଇ ପ୍ରକାରର ଲୋକପ୍ରିୟତା ଦେଖିକରି ଆମର୍‌ ସମ୍ବଲପୁରର୍‌ ଡିଜାଇନର୍‌ ପ୍ରମୋଦ୍‌ ମହାପାତ୍ରଙ୍କର୍‌…

କରୋନାଥି ଗଲା ଆଉ ୧୩ଟା ଜୀବନ୍‌

କରୋନା ସଂକ୍ରମନ ରାଏଜ୍‌ନେ ଇଆଡେ କମୁଥିବାର ବେଲ୍‌କେ ମରବାର୍‌ ସଂଖ୍ୟା ବଢୁଛେ । ଗଲା ୨୪ ଘଣ୍ଟାଥି ୧୩ ଜନ କୋରୋନା ରୋଗୀର ଜୀବନ ଯାଇଛେ ଆର୍‌ ଇତାକେ ମିଶେଇକରି ରାଏଜ୍‌ନେ ମୋଟ୍‌ କେରୋନା ମର୍‌ବାର ସଂଖ୍ୟା ୧୪୫୪ ହେଇଛେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ୍‌ ଆଡୁ ସୁଚନା ମିଲିଛେ ।…

ବନ୍ଦ୍‌ ହେବା ସମ୍ବଲପୁର୍‌ର କୋଭିଡ୍‌ ହସ୍ପିଟାଲ୍‌

ସମ୍ବଲପୁରନେ କୋଭିଡ୍‌ ସଂକ୍ରମନ୍‌ ରୋଗୀ ମାନ୍‌ଙ୍କର୍‌ ସଂଖ୍ୟା ଧିରେ ଧିରେ କମବାର୍‌କେ ଲାଗିଥିବାର ବେଲେ ହସ୍ପିଟାଲନେ ଇହାଦେ ୨୪ ଜନ୍‌ କୋରୋନା ରୋଗୀଙ୍କର ଚିକିତ୍ସା ସରବାର ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛେ । ସେଥିରଲାଗି ୫ଦିନ୍‌ ହେଲା ନୁଆ କୋଭିଡ୍‌ ରୋଗୀ ଭିଲ୍‌ ଭର୍ତି ନାଇ ହେବାର ।…

ଫେର୍ ମାଡ଼ି ଆସୁଛେ କରୋନା!

ଓଡିଶାନେ ଇହାଦେ କରୋନା ସଂକ୍ରମଣ୍‌ର୍ ହାର୍ ଟିକେବାଗିର୍ କମିଥିବାର୍ ଦେଖାଯାଇଛେ । ଗଲାମାସର୍ ହିସାବେ ଦେଖଲେ ଇ ମାସେ କୋରୋନାଥି କମ୍ ଲୋକ୍‌ବି ମରିଛନ୍ । ହେଥିର୍‌ଲାଗି ଲୁକେବି କରୋନାର୍ ନିୟମ୍ ସବୁକେ ନେଇକରି ଟିକେ ହେଲୁଆ ହେଇ ବସୁଥିବାର୍ ଦେଖ୍‌ବାର୍‌କେ ମିଲିଛେ । ଅଧା ଲୋକ୍‌ତ କରୋନା…

କଲା ମଣ୍ଡଲକେ ଝୁରୁଛେ କଲାକାର

ବଲାଙ୍ଗିର କଲା ମଣ୍ଡଲ ତରଫନୁ ଫି ବଛର ଇ ସମିୟାନେ ଲୋକ ସଂସ୍କୃତିକେ ବଂଚେଇ କରି ରଖବାର ଲାଗି ସବୁ କଲାକାର ମାନଙ୍କୁ ନେଇ କରି ଲୋକ ମୋହତ୍ସବ ଆୟୋଜିତ କରାଯାଇଥିସି । ସବୁ ଆଡର କଲାକାର ମାନେ ନିଜର ନାଚ୍‌ ଗାନା ବାଜନା କରିକିନା ନିଜର୍‌ କଲାର୍‌ ଯାଦୁ ଦେଖେଇଥିସନ ହେଲେ ଇ ବରଷ କୋଭିଡ୍‌ କଟକନା…

ରାଜ୍ୟନେ ହେବା ପ୍ରକୃତି ପର୍ଯ୍ୟଟନକେନ୍ଦ୍ରର୍‌ ବିକାଶ୍‌

ଗଲା ୫ ବଛର ଭିତରେ ପର୍ଯ୍ୟଟନ୍‌ ବିଭାଗ୍‌ନେ ୧୦୧ପ୍ରତିଶତ ରାଜସ୍ୱ ବଢିଛେ । ଫି ବରଷ୍‌ ବରେହିପାନି, ଚାନ୍ଦିପୁର, ଚିତ୍ରକୋଣ୍ଡା, ସିତାଗୁଡା, ନୃସିଂନାଥ, କୋରାପୁଟ ର ପାଇନ ଜଙ୍ଗଲ୍‌ ,ପାଟୋରା ଡେମ୍‌, ଆର ଟେନସାକେ ପ୍ରକୃତି ପର୍ଯଟନକେନ୍ଦ୍ର ହିସାବେ ତାର ବିକାଶ୍‌ କରବାର ଲାଗି ରାଜ୍ୟ ସରକାର…

ସମଲେଶ୍ୱରୀ ମନ୍ଦିର୍‌ ଲାଗି ଆସଲା ୨କୋଟି

ସମ୍ବଲପୁର୍‌ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀକଁର୍‌ ମନ୍ଦିର୍‌ ବିକାଶ୍‌ ଲାଗି ରାଜ୍ୟ ସରକାର୍‌ ଆଡୁ ୨କୋଟି ଟଙ୍କା  ପର୍ଯ୍ୟଟନ୍‌ ବିଭାଗ୍‌କେ ଦିଆଯାଇଛେ । ସବୁ ବଛର ସମଲେଶ୍ୱରୀ ଗୁଡିକେ ଦେଶ ଆର ଦେଶ ବାହାରୁ ହଜାର ହଜାର ପର୍ଯ୍ୟଟକ୍‌ ଦର୍ଶନ୍‌ ଲାଗି ଆସିଥିସନ । ଗଲା ବଛର ରିପୋର୍ଟ…

ଭଲ୍ ହିସାବେ ସରଲା ଭୋଟିଂ

ରାଜ୍ୟନେ ଚାଲିଥିବାର ଉପନିର୍ବାଚନ୍‌ର ଶେଷ ହେଲା ମତ୍‌ଦାନ୍ । ବାଲେଶ୍ୱର ଆରୁୁ ତିର୍ତ୍ତୋଲନେ ଉପନିର୍ବାଚନ ଚାଲିଥିବାର ବେଲକେ ମଙ୍ଗବାର ଦିନ୍ ଭୋଟର ବାଛିଥିବାର ନିଜର ପ୍ରତିନିଧିକୁଁ ଦେଇଛନ୍ ଭୋଟ୍ । ଇହାଦେ ପ୍ରାର୍ଥୀକଁର ଭାଗ୍ୟ ଇଭିଏମ୍‌ନେ ସିଲ୍ ହେଇକରି ସୁରକ୍ଷିତ୍ ରହିଛେ । ଆଏବାର ୧୦…