Browsing Tag

odisha

ଖୁଲବା ପ୍ରାଥମିକ୍ ସ୍କୁଲ୍‌

ସରସ୍ୱତୀ ପୂଜା ଉତାରୁ ଖୁଲବା ରାଜ୍ୟର ସବୁ ପ୍ରାଥମିକ ସ୍କୁଲ । ଇଟାନେଇକରି ସ୍କୁଲ ଆରୁ ଗଣଶିକ୍ଷା ବିଭାଗ ଆଡୁ ସବୁ ପ୍ରକ୍ରିୟା ଆରମ୍ଭ ହେଇଛେ । ସ୍କୁଲ ଛୁଆ ଆସବାର ଆଘୋନୁ ସ୍କୁଲର ସବୁ ଶ୍ରେଣୀ କୁଠରୀ ସାଙ୍ଗେ ସ୍କୁଲ କ୍ୟାମ୍ପସ ମାନକୁଁ ସାନିଟାଇଜଡ୍ କରବାକେ ନିର୍ଦ୍ଦେଶ ଦିଆଯାଇଛେ । ହେଲେ…

ଫେବୃଆରୀ ୬ନୁ +୨ ଫର୍ମ ଫିଲପ୍‌

ମେ ୧୫ ତାରିଖନୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବାକେ ଯାଉଛେ । ଆଗକେ ପରୀକ୍ଷା ଥିବାର ବେଲକେ ଆଏବାର ୬ ତାରିଖନୁ ଫର୍ମ ଫିଲପ୍ ପ୍ରକ୍ରିୟା ଆରମ୍ଭ କରାଯିବାର ନେଇକରି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆଡୁ ବିଜ୍ଞପ୍ତି ଜାରି କରାଯାଇଛେ । ଫେବୃଆରୀ ୬ ତାରିଖନୁ ୧୨ ତାରିଖ ତକ୍…

ଦୌଡରାଣୀ ଦୂତୀକଁର୍ ଜନମ ଦିନ୍‌

ଓଡିଶାର୍ ଗର୍ବ ଆର୍ ଗୌରବ୍ , ଭାରତର୍ ର ଗର୍ବ ଆର୍ ଗୌରବ୍ ସବୁ ଟୁକେଲ୍ ଜାତିର୍ ଗର୍ବ ଆର୍ ଗୌରବ୍ , ଯିଏ ନର୍ଧୁ ଥିଲେ ସାରା ଦୂନିଆ ଦେଖୁଥିସି ଆଏଜ୍ ତାକଁର୍ ଜନମ୍ ଦିନ୍ । ନାଁ ତାକଁର୍ ଦୂତୀ ଚାନ୍ଦ । ଦୂତି ଜନେ ଆନ୍ତର୍ଜାତୀକ୍ ମହିଳା ଖେଲାଲୀ ହିସାବେ ସାରା ଦେଶ୍ ଆର୍ ଆମର୍ ଦେଶ୍ ବାହାରେ…

ରାଉରକେଲାନେ ‘ସେଲ୍‌’ ର ପହେଲା ମହିଲା ଅଧ୍ୟକ୍ଷା

ରାଉରକେଲା ଗସ୍ତନେ ସେଲ୍‌ର ପହେଲା ମହିଲା ଅଧ୍ୟକ୍ଷା ସୋମା ମଣ୍ଡଳ । ଗଲା ଜାନୁଆରୀ ୧ ତାରିଖନେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ (ସେଲ)ର ପହେଲା ମହିଲା ଅଧ୍ୟକ୍ଷା ଭାବେ ଦାୟିତ୍ୱ ନେଇଥିଲେ । ସେ ଦାୟିତ୍ୱ ନେଲା ଉତାରୁ ପହେଲା ଥର ରାଉରକେଲା ଗସ୍‌ତନେ ଆସିଥିବାର…

ବଜେଟ୍‌ନେ ଓଡିଶା ର୍ ବିକାଶ୍

ସଂସଦ୍ ନେ ହେଇଥିବାର୍ ୟୁନିଅନ୍ ବଜେଟ୍ ୨୦୨୧-୨୦୨୨ର ଉପସ୍ଥାପନା ନେ ଓଡିଶାର୍ ଭିତ୍ତିଭୂମି ବିକାଶ୍ ଆର୍ ନୀଳାଚଳ ଇସ୍ପାତ୍ ଇତ୍ୟାଦି ବିଷୟ୍ ଉପ୍‌ରେ କହିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଓଡିଶାର୍ ଭିତ୍ତିଭୂମି ବିକାଶ୍ ସାଙ୍ଗେ ନୀଳାଚଳ ଇସ୍ପାତ୍ ର୍ ପୂଞ୍ଜି ପ୍ରତ୍ୟାହାର୍…

ପଟ୍ଟଚିତ୍ର କଲା ଲାଗି ରାଉରକେଲାର୍ ଝି କୁଁ ପ୍ରଶଂସା କର୍‌ଲେ ମୋଦୀ

ରାଉରକେଲା ଟୁକେଲ୍ ଭାଗ୍ୟଶ୍ରୀକୁଁ ତାକଁର୍ ପଟ୍ଟଚିତ୍ର କଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ । ଭାଗ୍ୟଶ୍ରୀ ବିନା ତାଲିମ୍ ନେ ପଥର୍ ,କାଚ୍ ବୁତଲ୍‌, ବଲ୍‌ବ୍ ଥି ସୁନ୍ଦର୍ ସୁନ୍ଦର୍ ଚିତ୍ର କରୁଛନ୍ । ସେ ନିଜର୍ ତୁଲୀ ନେ ପଥର୍ ଥି ଜଗନ୍ନାଥ୍‌କଁର୍ ଭିନ୍ ଭିନ୍ ବେଶ,…

ଝାରସୁଗୁଡା ଜଙ୍କସନ୍ ର ବିକାଶ୍ କେଭେ ?

ଝାରସୁଗୁଡା ଜିଲ୍ଲା ର ରେଲୱେ ଷ୍ଟେସନ୍ ଅବସ୍ଥା ଦିନ୍‌କୁ ଦିନ୍ ଖରାପ୍ ହେବାର୍‌କେ ଲାଗିଛେ । ଝାରସୁଗୁଡା ଜିଲ୍ଲାର୍ ରେଲୱେ ଜଙ୍କ୍‌ସନ୍ ଅଧିନ୍ ଥି ୫ଟା ରେଲୱେ ଷ୍ଟେସନ୍ ଆର୍ ୩ଟା ରେଲଡିଭିଜନ୍ ରହିଛେ । ଝାରସୁଗୁଡା ରେଲୱେ ଷ୍ଟେସନ୍ ଓଡିଶାର୍ ଗୁଟେ ବଡ ଆର୍ ପୁରଣା ରେଲୱେ ଜଙ୍କସନ୍ ହେଇଥିବାର୍…

କାଲିନୁୁ ଖୁଲ୍‌ବା ଅଙ୍ଗନବାଡି

କରୋନା ମହାମାରୀ ଉତାରୁ ଇହାଦେ ରାଏଜ୍‌ନେ ସବୁ ସ୍କୁଲ୍ , କଲେଜ୍ ଖୁଲିଥିବାର୍ ବେଲ୍‌କେ ରାଜ୍ୟ ସରକାର୍‌କଁର୍ ଆଡୁ ଅଙ୍ଗନ୍‌ବାଡି ଖୁଲ୍‌ବାର୍ କେ ନେଇକରି ନିର୍ଦ୍ଦେଶ ଜାରି ହେଇଛେ । ରାଜ୍ୟ ସରକାର୍‌କଁର୍ ନିର୍ଦ୍ଦେଶ୍ ହିସାବେ ସବୁ ଜିଲ୍ଲା ର୍ ଜିଲ୍ଲାପାଲ ଆର୍ ମୁନସିପାଲିଟି କମିଶନର୍…

ଆଏବାର ମାସୁ ଖୁଲବା ଅଙ୍ଗନୱାଡି

ଫେବୃଆରୀ ମାସ ଲାଗି କରୋନା ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର । ନୂଆଁ ଗାଇଡ ଲାଇନ୍ ହିସାବେ କଣ୍ଟେନମେଣ୍ଟ ଜୋନ୍ ଅଂଚଲନେ ଲକ୍‌ଡାଉନ୍ ଜାରି କରାଯାଇପାରବା । ଫେବୃଆରୀନୁ ସ୍କୁଲ କଲେଜ ଖୁଲବାର ଉପରେ ରାଜ୍ୟ ଗଣଶିକ୍ଷା ଆରୁ ଉଚ୍ଚଶିକ୍ଷା ବିଭାଗ ଉପରେ ଛାଡିଦିଆଯାଇଛେ । ସେନ୍ତା ଆଏବାର ମାସ ୧…

ପଦ୍ମ ସମ୍ମାନନେ ସମ୍ମାନିତ୍ ଓଡିଶାର୍ ମହିଲା

ଆମର୍ ଦେଶର୍ ପଦ୍ମ ପୁରସ୍କାର୍ ବହୁତ୍ ବଡ ଟେ ସମ୍ମାନ ଆଏ ଆର୍ ଇ ସମ୍ମାନ୍ ଦେଶର୍ ଭିନ୍ ଭିନ୍ କ୍ଷେତ୍ର ନେ ନାଁ କରିଥିବାର୍ ଲୋକମାନକୁଁ ମିଲିଥିସି । ସେନ୍ତା ଇ ବରଷ୍ ଆମର୍ ଓଡିଶାର୍ ୬ ଜଣକୁଁ ପଦ୍ମ ପୁରସ୍କାର୍ ଦିଆଯିବା ବଲିକରି ଘୋଷଣା କରିଛନ୍ ଭାରତ ସରକାର୍ । ସେ ୬ ଜଣକଁର୍ ଭିତ୍‌ରୁ ଆମର୍…