Browsing Tag

sambalpur

କାଁକରି ବଲାଙ୍ଗିରନେ ଏତେ ଫାଇନ୍ ଭରୁଛନ୍ ଲୋକ୍

କରୋନାକେ ସଂକ୍ରମଣକେ କମାବାର୍ ଲାଗି ଇହାଦେ ଲକଡାଉନ୍ ଚାଲିଛେ । ଜାଗା ଜାଗାନେ କଡାକଡି ଭାବେ ଚେକିଂ ଚାଲିଛେ । ଯେନ୍ ମାନେ ଅଯଥା ବାହାରୁଛନ୍ ଫାଇନ୍ ବି ପଡୁଛେ । କି ଯେନ୍ ମାନେ କୋଭିଡ ନିୟମ୍ ନାଇଁ ମାନବାର୍ ସେମାନେ ବି ଫାଇନ୍ ଦଉଛନ୍ । ହେଲେ ବି ଲୋକ୍ ମାନୁଛନ୍ କାଏଁ । ବଲାଙ୍ଗିର…

ରଝୋ ରଝୋ ବରଷା

ଏତକି ସାଧିହେଲା ଉତାରୁ ଟିକେ ରାହତ୍ ମିଲିଛେ । କରୋନା ସାଙ୍ଗେ ଖରାର ତାତି ଏତକି ବଢିଛେ ଯେ ଲୋକ୍ ଇଥିତାହିଁ ହେଇଯାଉଛନ୍ । ଏନ୍ତାଥି ରଝୋରଝୋ ବର୍ଷା କୁଟଲାକେ ଜୀବନଥି ଟିକେ ଜୀବନ୍ ପସଲା ଲେଖେଁ ଲାଗଲା । ରାଜ୍ୟନେ ଖରାର ତାତି ସାଙ୍ଗେ ଏତକି ଗହଦ ହେଉଛେ ଯେ ଇହାଦେ କେନଦିନ୍ କେନ୍ତା ବର୍ଷା…

ସମ୍ବଲପୁରର କେନ୍ କେନ୍ ଜାଗାନେ କଣ୍ଟେନ୍‌ମେଣ୍ଟ୍ ଜୋନ୍

ସମ୍ବଲପୁର ଜିଲ୍ଲାନେ କରୋନା ଆକ୍ରାନ୍ତକଁର ସଂଖ୍ୟା ବଢତେଲ୍ ଚାଲିଛେ । ଦିନୁ ଦିନ୍ ଇ ସଂଖ୍ୟା ବଢୁଛେ ସିନା କମବାର ନାଁ ନାଇଁ ନେବାରକେ । ଏନ୍ତାଥି ଜିଲ୍ଲା ପ୍ରଶାସନ୍ ଆଡୁ କିଛିଟା ଜାଗାନେ କଣ୍ଟେନମେଣ୍ଟ୍ ଜୋନ୍ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ବଫର ଜୋନ୍ ଘୋଷଣା କରାଯାଇଛେ । ହୀରାକୁଦ ଆରୁ…

ସମ୍ବଲପୁରନେ ବଢୁଛନ୍ କରୋନା ପଜିଟିଭ୍

କରୋନାର ଦୁଇ ନମ୍ବର ଲହରନେ ଅଏତକା ସଂକ୍ରମଣ ହେଉଛନ୍ ଲୋକ୍ । ଗଲା ବଛର ହିସାବେ ଯଦି ଦେଖମା ଇ ବଛର ପଜିଟିଭ୍ କେସ୍ ବଢି ବଢି ଚାଲିଛେ । କରୋନା ବେମାର ଲାଗି ପୋକ ମାଛି ଲେଖେଁ ରୋଗୀକଁର ଜୀବନ୍ ଭିଲ୍ ଯାଉଛେ । ଦେଶର ସ୍ଥିତି ସାଂଘାତିକ୍ ଥିବାର ବେଲକେ ଓଡ଼ିଶାନେ ଭିଲ୍ କରୋନା କାୟା ମେଲେଇ…

ତାଲୁଫଟା ଖରା

ଦିନୁ ଦିନ୍ ଖରା ବଢବାରନେ ଲାଗିଛେ । ଖରାର ତାତି ଅସହ୍ୟ ହେଇଯାଉଛେ । ୧୦ ବଜା ଉତାରୁ ଲୋକ୍ ଘରୁ ଭଟାକେ ଡୁଙ୍ଗି ଦେଖବାର ଲାଗି ଭିଲ୍ ନାଇଁ ଚାହେଁବାର । ଖାଲି ଛାଇଁ ତଲେ ବସିକରି ଥଣ୍ଡା ଜିନିଷ୍ ଖାଉଛନ୍ ପିଉଛନ୍ । ହେଲେ କାମ୍ ପଡଲେ ଗଟାକେ ଯିବାକେ ବାଧ୍ୟ ହେଉଥିବାର ବେଲକେ କେନଠାନେ ପଇଡ, କି…

ରାସ୍ତା ଆରୁ ବ୍ରିଜ୍ କାମ୍ ଲାଗି ଅଧା ସମ୍ବଲପୁର କୁଡି ପକେଇଛନ୍

ସମ୍ବଲପୁର ସହରନେ ଇହାଦେ ପ୍ରାୟ ଛକ୍ ମାନକେ ରାସ୍ତା କାମ୍ ବ୍ରିଜ୍ କାମ୍ କରାଯାଉଛେ । ଯେନଥିର ଲାଗି ରାସ୍ତାଘାଟ୍ ସବୁ କୁଡାଯାଇଛେ । ସହରର ଦୁଇଟା ମେନ୍ ମେନ୍ ଛକ୍‌ର ବ୍ରିଜ୍ କାମ୍ ଚାଲିଥିବାର ବେଲକେ ଦୁଶରା ରାସ୍ତା ଯିବାର ଆଏବାର ଲାଗି ନାଇଁ ବାହାର କରାଯାଇ । ଯେନଥିର ଲାଗି ଲୋକମାନକଁର…

କୋଭିଡ୍ ରୋଗୀକଁରନେ ଭର୍ତ୍ତି ଭିମସାର ମେଡିକାଲ, ବାହାର ଜିଲ୍ଲାନୁ ବେଶୀ ବେମାରୀ

କରୋନା ପଜିଟିଭ୍‌କଁର ସଂଖ୍ୟା କମବାର ନାଁ ନାଇଁ ନେବାର । ଗଲା ବଛରନୁ ଲେଖେଁ ଦୁଇ ନମ୍ବର ଲହରନେ ସଂକ୍ରମଣ ବଢୁଥିବାରନୁ ଚିନ୍ତା ବଢିଛେ । ପଶ୍ଚିମ ଓଡ଼ିଶାନେ ସୁନ୍ଦରଗଡ଼, ନୂଆଁପଡା, ବଲାଙ୍ଗିର ଲେଖେଁ ଜିଲ୍ଲା ମାନକେ ସ୍ଥିତି ଗମ୍ଭୀର ରହିଥିବାର ବେଲକେ ଇହାଦେ ସମ୍ବଲପୁର ସହରନେ ଭିଲ୍ କରୋନା…

ସମ୍ବଲପୁର ଗୋବିନ୍ଦତଲା ରାସ୍ତାନେ ହାଟ ବସବାରନୁ ହେଉଛେ ସମସ୍ୟା

ସମ୍ବଲପୁରନେ ଟ୍ରାଫିକ୍ ସମସ୍ୟାଟା ସବୁବେଲେ ରହିଆସିଛେ । ଲୋକସଂଖ୍ୟା ସଂଖ୍ୟା ସାଙ୍ଗେ ଗାଡିମଟର ଭିଲ୍ ବଢୁଛେ ହେଲେ ରାସ୍ତାଘାଟର ସମାନ୍ ଅବସ୍ଥା ଭିଲ୍ ଏକା ରହିଛେ । ଇ ସବୁ ଭିତରେ ହାଟ ଲଗଉଥିବାର ବେପାରୀକଁର ଦୁଃଖ୍ ଅଏତକା ବଢିଛେ । ନିର୍ଦ୍ଧିଷ୍ଟ ହିସାବେ କେନସିନେ ପସରା ଲଗାବାର ଲାଗି ଜାଗା…

ସଜେଇ ହେଉଛେ ସମ୍ବଲପୁର

ସମ୍ବଲପୁର ସହର୍‌... କଲା, ସଂସ୍କୃତି, ଶିକ୍ଷା, ପ୍ରଥା, ପରମ୍ପରା ସବୁଥିର୍ ଗୁଟେ ମାଇଲ୍‌ଖୁଁଟା । ଆମର୍ ଅଞ୍ଚଲ୍‌ର ସବୁନୁ ଐତିହାସିକ୍ ସହର୍ ଭିତ୍‌ରେ ଗୁଟେ ହେଉଛେ ସମ୍ବଲପୁର । ବାକି ଇ କଥାକେ ଆର୍ କାହାକେ ଆମ୍‌କୁ ବତାବାର୍‌କେ ନାଇଁ ପଡେନ । ଏଥର୍ ନିଜର୍ କଥା ନିଜେ କହେବା ସମ୍ବଲପୁର…