Browsing Tag

sambalpur

ସମ୍ବଲପୁରନେ ସେଞ୍ଚୁରୀ

କରୋନା ପଜିଟିଭ୍‌କଁର ସଂଖ୍ୟା କମବାର ନାଁ ନାଇଁ ନେବାର । ଗଲା ବଛରନୁ ଲେଖେଁ ଦୁଇ ନମ୍ବର ଲହରନେ ସଂକ୍ରମଣ ବଢୁଥିବାରନୁ ଚିନ୍ତା ବଢିଛେ । ପଶ୍ଚିମ ଓଡ଼ିଶାନେ ସୁନ୍ଦରଗଡ଼, ନୂଆଁପଡା, ବଲାଙ୍ଗିର ଲେଖେଁ ଜିଲ୍ଲା ମାନକେ ସ୍ଥିତି ଗମ୍ଭୀର ରହିଥିବାର ବେଲକେ ଇହାଦେ ସମ୍ବଲପୁର ସହରନେ ଭିଲ୍ କରୋନା…

ଖରା ଲାଗି ଗୁଲଗୁଲା

ଦେହେ ହାତ ଜଲିଯାଉଛେ । ମୁହୁଁ ସିଝିଯାଉଛେ । ଆଏଁଖ୍ କାନ୍ ଅନ୍ଧାର ହେଇଯାଉଛେ । ଦିନର ୧୦ ବାଜିଗଲେ ଅବସ୍ଥା ଏନ୍ତା ସାଂଘାତିକ୍ । ଘରୁ ଭଟାକେ ବାହାରିବାରଟା ମୁସ୍କିଲ ହେଇଯାଉଛେ । ଇ ଏପ୍ରିଲ ପହେଲାନୁ ଏତକି ତାତି ଯେ ଆଗକେ କାଣା ହେବା ସେଟା ଭାବଲେ ମୁଡ ଦୁଖେଇଯାଉଛେ । ଆକାଶୁ ଅଙ୍ଗରା ରୁକି…

ରାତି ସାରା ର‌୍ୟାଗିଂ

ସିନିଅର ଛାତ୍ର ଡାକିଥିବାର ମିଟିଂକେ ନାଇଁ ଗଲେ ବଲି ର‌୍ୟାଗିଂର ଶିକାର ହେଲେ ଜୁନିଅର ଛାତ୍ର । ସମ୍ବଲପୁର ବୁର୍ଲା ଭିମସାର ମେଡିକାଲ କଲେଜନୁ ଆସିଛେ ଏନ୍ତା ଅଭିଯୋଗ । କଲେଜର ଚତୁର୍ଥ ବଛରର ଛାତ୍ରକଁର ବିରୋଧନେ ଅଭିଯୋଗ କରିଛନ୍ କଲେଜର ଦୁଇ ନମ୍ବର ବଛରର ଏମବିବିଏସ୍ ଛାତ୍ର । ସୂଚନା ହିସାବେ…

ଭକତ୍‌କୁଁ ହୁମା ମନ୍ଦିର୍ ମନା

ଇ ବଛର ନାଇଁ ହୁଏ ହୁମା ମେଲା । ଅଷ୍ଟଶମ୍ଭୁକଁର ମନ୍ଦିର ଭିତରେ ଥିବାର ସମ୍ବଲପୁର ହୁମାର ବକ୍ର ମନ୍ଦିରନେ ଫି ବଛର ଶିବରାତ୍ରୀନୁ ହୁମା ମେଲା ହେଇଥିସି । ଯେନଟା ୭ ଦିନ୍ ଧରିକରି ଧୁମ୍‌ଧାମ୍‌ନେ ହେଇଥିସି । ଆଶର ପାଶର ଜାଗାନୁ କେତନି ସଂଖ୍ୟାନେ ଭକତ୍ ଇଠାନେ ଠୋଲ୍ ହେଇଥିସନ୍ । ଭଜନ୍‌,…

ଟ୍ରେନ୍‌ନେ ପିଟି ହେଇକରି ଗଲା ଯୁଆନକଁର ଜୀବନ୍‌

ନିଜର ଭୁଲ୍ ଲାଗି ଅକାରଣଥି ଗଲା ଯୁଆନକଁର ଜୀବନ୍ । ରେଲ ଲାଇନ୍ ପାର୍ ହେଉଥିବାର ବେଲକେ ଆସୁଥିବାର ଟ୍ରେନ୍ ଦିହେ ପିଟିହେଇକରି ଜନେ ଯୁଆନକଁର ଜୀବନ୍ ଯାଇଛେ । ଘଟନାଟା ସମ୍ବଲପୁର ଫାଟକ ରେଲ ଷ୍ଟେସନର ହେଇଥିବାର ନେଇକରି ଜନାପଡିଛେ । ଦୁର୍ଘଟଣାର ଚିତ୍ର ସିସିଟିଭିନୁ ମିଲିଛେ ଯେନଟାକି ଇହାଦେ…

ସମ୍ବଲପୁର ବନିଛେ କରୋନା ହଟସ୍ପଟ୍‌

ସମ୍ବଲପୁର ଜିଲ୍ଲାନେ କରୋନା ରୋଗୀକଁର ସଂଖ୍ରା ବଢି ବଢି ଚାଲିଛେ । ପହେଲା ଭିସୁଟ୍ କଲେଜନୁ କେତନି ଛାତ୍ର ଛାତ୍ରୀକଁର ପଜିଟିଭ୍ ରିପୋର୍ଟ ଆସିଥିବାର ବେଳକେ ଫେର୍ ଇହାଦେ ଜିଲ୍ଲାନେ ଆର୍ ୧୬ ଜନକୁଁ କରୋନା ହେଇଥିବାର ନେଇକରି ଜନାପଡିଛେ । ରାଜ୍ୟନେ ଇହାଦେ ସବୁନୁ ବେଶୀ କରୋନା ରୋଗୀ ସମ୍ବଲପୁର…

ଭିସୁଟ୍‌ନେ ବଢୁଛେ ପଜିଟିଭ୍‌କଁର ସଂଖ୍ୟା

ଦେଶ୍‌କେ ଫେର୍ ଫିରିଛେ କରୋନା । ଗଲା କିଛି ମାସ୍ ହେଲା କରୋନା ସ୍ଥିତି ନିୟନ୍ତ୍ରିତ ରହିଥିଲା, ହେଲେ ଇହାଦେ ଇ ସଂଖ୍ୟା ଫେର୍ ବଢବାରନେ ଲାଗିଛେ । ଯେନଟା ସବୁ ରାଜ୍ୟ ସରକାରକଁର ଚିନ୍ତା ବଢେଇଛେ । ଓଡ଼ିଶାନେ ଭିଲ୍ କିଛିଟା ଜିଲ୍ଲାନେ କରୋନା ପଜିଟିଭ୍ ଦେଖବାର ଲାଗି ମିଲିଛେ । ଇହାଦେ…

ସମ୍ବଲପୁର୍ ପାଏବା ଜାତୀୟସ୍ତର୍ ପୁରସ୍କାର୍‌

 ସାଧାରଣ ଲୁକକଁର୍ ଅଭିଯୋଗ୍ ଶୁଣାଣି ଲାଗି ଜାତୀୟସ୍ତର୍ ନେ ସମ୍ବଲପୁର୍ ଜିଲ୍ଲା କେ ପୁରସ୍କାର୍ ମିଲ୍‌ବା ବଲି ଘୋଷଣା କରାଯାଇଛେ । ପ୍ରଧାନମନ୍ତ୍ରୀ କଁର୍ ଇ ଉତ୍କର୍ଷତା ପୁରସ୍କାର୍ ଲାଗି ଦେଶର୍ ୧୩୯ ଟା ଜିଲ୍ଲା ସାମିଲ୍ ହେଇଥିବାର୍ ବେଲେ । ସେ ଭିତ୍‌ରେ ୧୩ଟା ଜିଲ୍ଲା ମନୋନୀତ୍ ହେଇଛେ ଆର୍…

ସୁନ୍ଦର ହେବା ସମଲେଇ ମନ୍ଦିର

ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇ । ଷୋଡଶ ଶତାବ୍ଦୀନେ ତିଆର ହେଇଥିବାର ସମଲେଇ ମନ୍ଦିର ବିକାଶ ଲାଗି ରାଜ୍ୟ ସରକାର ଆରମ୍ଭ କରିଛନ୍ ଗୁଟେ ନୂଆଁ ଯୋଜନା । ଦୁଇ ଶହ କୋଟି ଟଙ୍କା ଖର୍ଚ୍ଚାନେ ପ୍ରସ୍ତୁତ କରାଯାଇଛେ ସମଲେଇ ଯୋଜନା । ପୁରୀ ଶ୍ରୀମନ୍ଦିର ଆରୁ ଲିଙ୍ଗରାଜ ମନ୍ଦିରର…

ସମ୍ବଲପୁରର ଟୁକେଲ ଅନ୍ତର୍ଜାତୀୟ ସୁଟର ଶ୍ରୀୟଙ୍କା ଷଡଙ୍ଗୀ

ପଶ୍ଚିମ ଓଡ଼ିଶାର ଟୁକେଲ ମାନେ ଖେଲଥି ନିଜର ପ୍ରତିଭା ଦେଖେଇକରି ସବୁଆଡେ ନାଁ କରୁଛନ୍ । ହକି, କ୍ରିକେଟ, ଫୁଟବଲ, ଏନ୍ତା ସବୁଥି । ତ ହେନ୍ତା ସେ ଭିତରୁ ଆର ଝନେ ଏବେ ଆଇଏସଏସଏଫ ବିଶ୍ୱକପ୍ ଲାଗି ଭାରତୀୟ ଦଲନେ ଜାଗା ପାଇଛନ୍ । ସେ ହେଉଛନ୍ ସମ୍ବଲପୁରର ଟୁକେଲ ଆର ଅନ୍ତର୍ଜାତୀୟ ସୁଟର…