Browsing Tag

sonepur

କାଁକରି ବଲାଙ୍ଗିରନେ ଏତେ ଫାଇନ୍ ଭରୁଛନ୍ ଲୋକ୍

କରୋନାକେ ସଂକ୍ରମଣକେ କମାବାର୍ ଲାଗି ଇହାଦେ ଲକଡାଉନ୍ ଚାଲିଛେ । ଜାଗା ଜାଗାନେ କଡାକଡି ଭାବେ ଚେକିଂ ଚାଲିଛେ । ଯେନ୍ ମାନେ ଅଯଥା ବାହାରୁଛନ୍ ଫାଇନ୍ ବି ପଡୁଛେ । କି ଯେନ୍ ମାନେ କୋଭିଡ ନିୟମ୍ ନାଇଁ ମାନବାର୍ ସେମାନେ ବି ଫାଇନ୍ ଦଉଛନ୍ । ହେଲେ ବି ଲୋକ୍ ମାନୁଛନ୍ କାଏଁ । ବଲାଙ୍ଗିର…

ରଝୋ ରଝୋ ବରଷା

ଏତକି ସାଧିହେଲା ଉତାରୁ ଟିକେ ରାହତ୍ ମିଲିଛେ । କରୋନା ସାଙ୍ଗେ ଖରାର ତାତି ଏତକି ବଢିଛେ ଯେ ଲୋକ୍ ଇଥିତାହିଁ ହେଇଯାଉଛନ୍ । ଏନ୍ତାଥି ରଝୋରଝୋ ବର୍ଷା କୁଟଲାକେ ଜୀବନଥି ଟିକେ ଜୀବନ୍ ପସଲା ଲେଖେଁ ଲାଗଲା । ରାଜ୍ୟନେ ଖରାର ତାତି ସାଙ୍ଗେ ଏତକି ଗହଦ ହେଉଛେ ଯେ ଇହାଦେ କେନଦିନ୍ କେନ୍ତା ବର୍ଷା…

ଖରା ଲାଗି ଗୁଲଗୁଲା

ଦେହେ ହାତ ଜଲିଯାଉଛେ । ମୁହୁଁ ସିଝିଯାଉଛେ । ଆଏଁଖ୍ କାନ୍ ଅନ୍ଧାର ହେଇଯାଉଛେ । ଦିନର ୧୦ ବାଜିଗଲେ ଅବସ୍ଥା ଏନ୍ତା ସାଂଘାତିକ୍ । ଘରୁ ଭଟାକେ ବାହାରିବାରଟା ମୁସ୍କିଲ ହେଇଯାଉଛେ । ଇ ଏପ୍ରିଲ ପହେଲାନୁ ଏତକି ତାତି ଯେ ଆଗକେ କାଣା ହେବା ସେଟା ଭାବଲେ ମୁଡ ଦୁଖେଇଯାଉଛେ । ଆକାଶୁ ଅଙ୍ଗରା ରୁକି…

କେତେ ଦାମ୍‌କିଆ ଜଙ୍ଗଲି ଜିନିଷ୍

ଗାଁ ଗଅଁଲି ନେ ରହୁଥିବାର୍ ଆଦିବାସୀ ମାନେ କି ଗାଁ ନେ ରହୁଥିବାର୍ ଗରିବ୍ ଲୋକମାନେ ସଭେ , ବେଶିକରି ନିଜର୍ ଜୀବନ୍ ଜୀବକା ଲାଗି ଜଙ୍ଗଲି ଜିନିଷ୍ ଉପ୍‌ରେ ନିର୍ଭର୍ କରିଥିସନ୍ । ସେମାନେ ଜଙ୍ଗଲ୍ ନେ ହେଉଥିବାର୍ ମହୁଲ୍ ଫୁଲ୍ , ହର୍‌ଡା , ବାହାଡା , ଚାର୍ ଆର୍ ବହୁତ୍‌ଟେ ଜଙ୍ଗଲ୍‌ଜାତ ଜିନିଷ୍…

ସମ୍ବଲପୁରୀ ଶାଢୀନେ ଭାରତ ମାନଚିତ୍ର

ସମ୍ବଲପୁରୀ ବାନ୍ଧ ଶାଢୀ । ଆଦର ତାର ସବୁଆଡେ । କାରନ୍ ସେ ଶାଢୀନେ ଯେନ୍‌୍ ସୁନ୍ଦର କାମ୍ ହେଇଥିସି ତାକେ ଦେଖଲେ ଆଏଁଖ୍ ଝଲସି ଯାଏସି । ତ ହେଥିରଲାଗି ବନେ ପରିଶ୍ରମ୍ କରିଥିସି ବୁନାକାରଟେ । ଆର ସମିଆଁ ସମିଆଁନେ ବୁନାକାର ମାନେ ନୂଆ ନୂଆ ଡିଜାଇନନେ ବି ଶାଢୀ ମାନେ ବୁନିଥିସନ୍ । କେତେବେଲେ…

ବିହା ବେଦୀନୁ ଯାଇନାଇଁ ପାରଲେ ଶାଶୂଘର

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଯୁଲୁଣ୍ଡା ଗାଁନେ ଗୁଟେ ଦୁଃଖଦ୍ ଘଟନା ଦେଖବାର ଲାଗି ମିଲିଛେ । ଇଠାନେ ବିହା ଉତାରୁ ଟୁକେଲ ବଟାଲା ବେଲେ ନୂଆଁକରି ବହୁ ହେଇଥିବାର ଝିର ଜୀବନ୍ ଚାଲିଗଲା । ମୃତକ୍ ହେଲେ ଯୁଲୁଣ୍ଡୁ ଗାଁର ରୋଜି ସାହୁ । ବଲାଙ୍ଗିର ଜିଲ୍ଲା ତେନ୍ତେଲ ଗାଁର ବିଶିକେଶନ…

ଚାଷ୍ କରି ଲାଭ୍ ନାଇଁ ହେବାର୍ । ଇଥିରଲାଗି ଗାଁ ଛାଡି ଦାଦନ୍ ଖଟବାରକେ ଚାକିରୀ କରବାରକେ ସହରମୁହାଁ ହେଉଛନ୍ ଲାଖ୍ ଲାଖ୍ ଲୋକ୍ । ହେଲେ ଗାଁ ଗାଁନେ ଏନ୍ତା ବି ଲୋକ୍ ଅଛନ୍ ନିଜର ଇଚ୍ଛାଶକ୍ତି ଲାଗି ନିଜର ମେହେନତ୍ ରେ ଗାଁରେ ରହି ଝନେ ସଫଲ ଚାଷୀ ହେଇ ପାରିଛନ୍ । ସୁବର୍ଣ୍ଣପୁର ଜିଲ୍ଲା…

ବିନିକା ଥାନାନେ ନାଟ୍‌

ଦିହେ କିରାସିନି ଢାଲି ହେଇକରି ଆତ୍ମହୁତି ଚେଷ୍ଟା କରିଥିବାର ଘଟନା ଇହାଦେ ଚର୍ଚ୍ଚାନେ । ସୁବର୍ଣ୍ଣପୁର ଜିଲ୍ଲା ବିନକା ଥାନାନେ ଠିକା ଟଙ୍କାକେ ନେଇକରି ଜନେ ଯୁଆନ୍ ଆତ୍ମହୁତି ଚେଷ୍ଟା କରିଛନ୍ । ଦିହେ କିରାସିନି ଢାଲି ହେଇକରି ନିଆଁ ଲଗାବାର ଲାଗି ଯାଉଥିବାର ବେଲକେ ପୁଲିସ ତାକୁଁ କାବୁ…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଖୁଲବା ୧୧ଟା ଅଫିସ୍

ପରିଷଦ ଅଧୀନନେ ଥିବାର୍ ୧୦ଟା ଜିଲ୍ଲାର ଆର ଆଠମଲ୍ଲିକନେ ୧୧ଟା ଅଫିସ୍ ଖୁଲବା । ପରିଷଦର ବାର୍ଷିକ୍ ଅନୁଦାନକେ ଦୁଇଗୁଣା କରବାର୍ ଲାଗି ଲାଗି ବି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ୍ ଦେଇଛନ୍ । ତ ୨୦୨୧-୨୨ ଆର୍ଥିକ୍ ବର୍ଷେ ୨୦୦ କୋଟି ହେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ…