Browsing Tag

western odisha

ସୂତା ଦାମ୍ ବଢିଗଲା ଉତାରୁ ଚିନ୍ତା ନେ ସମ୍ବଲପୁରୀ ବୁଣାକାର୍

କେନ୍ଦ୍ର ବଜେଟ୍ ୨୦୨୧ ନେ ସୂତା ର ଦାମ୍ ଉପରେ ଟିକସ୍ ଲାଗ୍‌ବାର୍ ନୁ ଇହାଦେ ମୁଡେ ହାତ୍ ଦେଇଛନ୍ ବୂଣାକାର୍ । କଟନ୍ ର ଦାମ୍ ବଢି ଯିବାର୍ ନୁ ସୂତା ର୍ ଦାମ୍ ଭିଲ୍ ବଢିଯିବା ଯେନଥିର୍ ଲାଗି ଗୁଟେ ବୁଣାକାର୍ କେ ଯେତ୍‌କି ଲାଭ୍ ମିଲୁଥିଲା ସେତ୍‌କି ଭିଲ୍ ନାଇ ମିଲେ । ସେଥିର୍ ଲାଗି ବଲିକରି…

ହରିଶଙ୍କର-ନୃସିଂହନାଥ ମନ୍ଦିରନେ ହେବା ରୋପୱେ

ପଶ୍ଚିମ ଓଡ଼ିଶା ଗସ୍ତ କରିଛନ୍ ଆଏଜ୍ ୫-ଟି ସଚିବ ଆର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବଲାଙ୍ଗିର ଆରୁ ବରଗଡ ଜିଲ୍ଲା ଗସ୍ତ କରିଥିବାର ବେଲକେ ପାଇକମାଲନେ ନୃସିଂହନାଥ ମନ୍ଦିର ବୁଲି ଦେଖିଛନ୍ । ବରଗଡ଼ ସତିଭଟା ଏୟାରଷ୍ଟ୍ରିପ୍‌ନେ ପୁହୁଞ୍ଚିଲା ଉତାରୁ ସେଠାନୁ ନୃସିଂହନାଥ ମନ୍ଦିରକେ…

ପଟ୍ଟଚିତ୍ର କଲା ଲାଗି ରାଉରକେଲାର୍ ଝି କୁଁ ପ୍ରଶଂସା କର୍‌ଲେ ମୋଦୀ

ରାଉରକେଲା ଟୁକେଲ୍ ଭାଗ୍ୟଶ୍ରୀକୁଁ ତାକଁର୍ ପଟ୍ଟଚିତ୍ର କଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ । ଭାଗ୍ୟଶ୍ରୀ ବିନା ତାଲିମ୍ ନେ ପଥର୍ ,କାଚ୍ ବୁତଲ୍‌, ବଲ୍‌ବ୍ ଥି ସୁନ୍ଦର୍ ସୁନ୍ଦର୍ ଚିତ୍ର କରୁଛନ୍ । ସେ ନିଜର୍ ତୁଲୀ ନେ ପଥର୍ ଥି ଜଗନ୍ନାଥ୍‌କଁର୍ ଭିନ୍ ଭିନ୍ ବେଶ,…

ଝାରସୁଗୁଡା ଜଙ୍କସନ୍ ର ବିକାଶ୍ କେଭେ ?

ଝାରସୁଗୁଡା ଜିଲ୍ଲା ର ରେଲୱେ ଷ୍ଟେସନ୍ ଅବସ୍ଥା ଦିନ୍‌କୁ ଦିନ୍ ଖରାପ୍ ହେବାର୍‌କେ ଲାଗିଛେ । ଝାରସୁଗୁଡା ଜିଲ୍ଲାର୍ ରେଲୱେ ଜଙ୍କ୍‌ସନ୍ ଅଧିନ୍ ଥି ୫ଟା ରେଲୱେ ଷ୍ଟେସନ୍ ଆର୍ ୩ଟା ରେଲଡିଭିଜନ୍ ରହିଛେ । ଝାରସୁଗୁଡା ରେଲୱେ ଷ୍ଟେସନ୍ ଓଡିଶାର୍ ଗୁଟେ ବଡ ଆର୍ ପୁରଣା ରେଲୱେ ଜଙ୍କସନ୍ ହେଇଥିବାର୍…

ଚାଷୀର ପରବ୍‌ଥି ଚାଷୀ ନିରାଶ୍‌

ଆମର କଲା, ସଂସ୍କୃତି, ଯାତରା, ପୁନି ପରବ ସବୁ କିଛି ସୁନ୍ଦର । ଭାରତନେ ୧୨ ମାସନେ ୧୩ ପରବ୍ ପାଲନ୍ ହେଇଥିସି । ଆର ସବୁନୁ ବଡ କଥା ହେଲା ସବୁ ପରବ୍ ତିହାର ବାହାର ଆମର ସବୁଦିନିଆଁ ଜୀବନ୍ ସାଙ୍ଗେ ଯୁଡି ହେଇକରି ଥିସି । ହେନ୍ତା ଗୁଟେ ପରବ୍ ହେଉଛେ ପୁଷପୁନୀ । ଲୋକ୍ ପୁଷପୁନିକେ ଟାକି…

ରାଉରକେଲା ନେ ରାଏଜର୍ ସବୁନୁ ଉଚ୍ଚା ପତାକା ସ୍ତମ୍ଭ

ଆଏବାର୍ ଜାନୁଆରୀ ୨୬ ନେ ରାଏଜର୍ ସବୁନୁ ବଡ୍ ପତାକା ସ୍ତମ୍ଭ ନେ ଜାତୀୟ ପତାକା ଉଡାବାର୍ ଲାଗି ପ୍ରସ୍ତୁତି ଚାଲିଛେ । ରଉରକେଲା ଇସ୍ପାତ୍ କାରଖାନା(ଆର୍‌ଏସ୍‌ପି) ଆଡୁ ଓଡିଶାର୍ ସବୁନୁ ଉଚ୍ଚା ପତାକା ସ୍ତମ୍ଭ କେ ସହରର୍ ସେକ୍ଟର୍‌-୬ ଟେଲିଫୋନ୍ ଭବନ୍ ଆର୍ ଭଞ୍ଜ କଲାମଣ୍ଡପ୍ ପାସେ ତିଆରି…

ଭବିଷ୍ୟତ୍ କେ ଦେଖେଇ ଦେଉଛେ ‘କାଲିର ଅତୀତ’

ଏନ୍ତା ବି ଗୁଟେ ସିନେମା ହେଇପାରବା ଯେନେ ସମୁଦ୍ର ବି ଗୁଟେ ଚରିତ୍ର ଆଏ । ପୁରା ସିନେମାନେ ସମୁଦ୍ର ସାଙ୍ଗେ ଆର ଗୁଟେ ମୁଖ୍ୟ ଚରିତ୍ର ହେଉଛେ ଗୁନୁ । ଇ ଦୁହି ଚରିତ୍ରକେ ନେଇକରି ସିନେମାର କଥାନୀକେ ଜୀବନ୍ତ କରିଦେଇଛନ୍ ଆନ୍ତର୍ଜାତିକ୍ ନାଁକରା ସିନେମା ନିର୍ମାତା ନିର୍ଦ୍ଦେଶକ୍ ଶ୍ରୀ ନୀଳ…

ଫେର୍ ରକତ୍ ସର୍ ସର୍ ହେଲା ଶୁଲିଆ ପୀଠ୍

ବଲାଙ୍ଗିର୍ ନାଁ କରା ଶୁଲିଆ ଯାତ୍‌ରା ଫେର୍ ଥରେ ରକତ୍ ନେ ଭିଜି ଯାଇଛେ । କରୋନା କାଲ୍ ନେ ସବୁ ନିୟମ୍ ଭିତ୍‌ରେ ଶେଷ୍ ହେଇଛେ ଶୁଲିଆ ଯାତ୍‌ରା । ବଲି ପଡିଛନ୍ ପଶୁ ,ପକ୍ଷୀ । ଶୁଲିଆ ଯାତ୍‌ରା ବଡଖଲା ଆର୍ ସାନ୍‌ଖଲା ନେ ମାନସିକ୍‌ଧାରୀ ମାନେ ପଶୁ, ପକ୍ଷୀ ମାନକୁଁ ବଲି ପକେଇଛନ୍ ।…

ଆରମ୍ଭ ହେବା ସମଲେଇ ମନ୍ଦିର୍ ର୍ ବିକାଶ୍ କାମ୍

ସମ୍ବଲପୁର୍ ର ସମଲେଇ ମନ୍ଦିର୍ ର୍ ବିକାଶ୍ କାମ୍ ମୂଲ କର୍‌ବାର୍ କେ ନେଇକରି ଆଏଜ୍ ମୁଖ୍ୟମନ୍ତ୍ରୀକଁର୍ ନିର୍ଦ୍ଦେଶ ଅନୁସାରେ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଲ୍ ସମ୍ବଲପୁର୍ ର୍ ସମଲେଇ ମନ୍ଦିର୍ ପରିଦର୍ଶନ୍ କରିଛନ୍ । ମନ୍ଦିର୍ ର ବିକାଶ୍ ଆର୍ ମନ୍ଦିର୍ କେ ଆହୁରି ସୁନ୍ଦର୍ ବନାବାର୍ ଲାଗି ଆଗ୍‌ରୁ…

ଫୋକସ୍‌ନେ ପଶ୍ଚିମ ଓଡ଼ିଶା

ପଶ୍ଚିମ ଓଡ଼ିଶାନେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆରୁ ୫-ଟି ସଚିବ । ସମ୍ବଲପୁର ଆରୁ ରାଉରକେଲା ଗସ୍ତନେ ଯାଇଛନ୍ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆରୁ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ । ଇହାଦେ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ଉପରେ ଫୋକସ୍ ରଖିଛନ୍ । ସମ୍ବଲପୁର ମାଁ ସମଲେଇ ମନ୍ଦିର ବିକାଶ କାମ୍…