Browsing Tag

women power

ପହେଲା ଥର ଉଡବା ନନ୍ ଷ୍ଟପ୍ ମହିଲା କ୍ରିଉ୍ ବିମାନ୍‌

ସାନଫ୍ରାନ୍ସିସ୍‌କୋନୁ ବେଙ୍ଗାଲୁରୁକେ ଏୟାର ଇଣ୍ଡିଆର ପହେଲା ନନ୍‌ଷ୍ଟପ୍ ବିମାନ୍ ସେବା ଆଏଜ୍ ଠାନୁ ଆରମ୍ଭ ହେଲା । ବିମାନ୍ ସେବା ମୁଲ୍ ହେଲା ଉତାରୁ ଯାତ୍ରୀକଁର ଭିତରେ ଉସନାକି ଦେଖବାକେ ମିଲିଛେ । ଏତକର ଯାତ୍ରୀ ସାନ୍‌ଫ୍ରାନ୍ସିସକୋନୁ ବେଙ୍ଗାଲୁରୁକେ ସିଧା ଆସିପାରବେ । ଭାରତୀୟ ବିମାନ…

ଛୁଆ ଜନମ୍‌ର ଦୁଇହପ୍ତା ପରେ ଦାୟିତ୍ୱ ସମ୍ଭଲାଲେ ଏସଡିଏମ୍‌

ଇ ପୁରୁଷ ପ୍ରଧାନ ସମାଜନେ ନାରୀ ନିଜର ଲାଗି ଗୁଟେ ଦୁଶରା ଜାଗା ତିଆର କରିପାରିଛେ । କେନସି କାମଥି ଭିଲ ଆର ପଛେ ନାଇଁନ, ପରିସ୍ଥିତି କିଛି ଭିଲ ହେଉ ନିଜର ଦାୟିତ୍ୱ ସବୁବେଲେ ଆଗ ଦେଖିକରି ନିଭେଇ ଆସିଛନ୍ ଇମାନେ । ତେଭେ ଇ କରୋନା ସମିୟାନେ ଝନେ ମହିଳା ଆଇଏଏସ୍ ଲୋକଙ୍କୁ ଦାୟିତ୍ୱବାନ ମୁନୂଷର…