ସମ୍ବଲପୁର ରାଜ୍ୟନେ ୧ ଆରୁ ଦେଶନେ ୯ ନମ୍ବରଥି ପୁହୁଞ୍ଚିଲା
କରୋନା ସଂକ୍ରମଣ ଯେନ୍ ହିସାବେ ବଢୁଛେ ଯେ ବେମାରୀ ମାନକଁର ଲାଗି ବେଡ୍ ଭିଲ୍ ନାଇଁ ମିଲବାର । ଫିଦିନ୍ ଏତକି ଏତକି ସଂଖ୍ୟାନେ ବାହାରୁଛନ୍ ପଜିଟିଭ୍ । ପଶ୍ଚିମ ଓଡ଼ିଶାର ପ୍ରାୟ ଜିଲ୍ଲାନେ କରୋନା ରୋଗୀକଁର ସଂଖ୍ୟା ଅଏତକା ରହିଥିବାର ବେଲକେ ସମ୍ବଲପୁର ଜିଲ୍ଲା ହଟସ୍ପଟ୍ ବନିଛେ । ଗୁଟେ ରିପୋର୍ଟ…