Browsing

Video

ସମ୍ବଲପୁରର କେନ୍ କେନ୍ ଜାଗାନେ କଣ୍ଟେନ୍‌ମେଣ୍ଟ୍ ଜୋନ୍

ସମ୍ବଲପୁର ଜିଲ୍ଲାନେ କରୋନା ଆକ୍ରାନ୍ତକଁର ସଂଖ୍ୟା ବଢତେଲ୍ ଚାଲିଛେ । ଦିନୁ ଦିନ୍ ଇ ସଂଖ୍ୟା ବଢୁଛେ ସିନା କମବାର ନାଁ ନାଇଁ ନେବାରକେ । ଏନ୍ତାଥି ଜିଲ୍ଲା ପ୍ରଶାସନ୍ ଆଡୁ କିଛିଟା ଜାଗାନେ କଣ୍ଟେନମେଣ୍ଟ୍ ଜୋନ୍ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ବଫର ଜୋନ୍ ଘୋଷଣା କରାଯାଇଛେ । ହୀରାକୁଦ ଆରୁ…

ସମ୍ବଲପୁରନେ ବଢୁଛନ୍ କରୋନା ପଜିଟିଭ୍

କରୋନାର ଦୁଇ ନମ୍ବର ଲହରନେ ଅଏତକା ସଂକ୍ରମଣ ହେଉଛନ୍ ଲୋକ୍ । ଗଲା ବଛର ହିସାବେ ଯଦି ଦେଖମା ଇ ବଛର ପଜିଟିଭ୍ କେସ୍ ବଢି ବଢି ଚାଲିଛେ । କରୋନା ବେମାର ଲାଗି ପୋକ ମାଛି ଲେଖେଁ ରୋଗୀକଁର ଜୀବନ୍ ଭିଲ୍ ଯାଉଛେ । ଦେଶର ସ୍ଥିତି ସାଂଘାତିକ୍ ଥିବାର ବେଲକେ ଓଡ଼ିଶାନେ ଭିଲ୍ କରୋନା କାୟା ମେଲେଇ…

ଯଦି ରହୁଛନ୍ ପଦମପୁରନେ ମାନବାରକେ ପଡବା ଇ ସବୁ ନିିୟମ୍

ଦିନ୍ କେ ଦିନ୍ ବଢୁଥିବାର୍ କୋଭିଡ ପଜିଟିଭ୍କଁର୍ ସଂଖ୍ୟା ଇହାଦେର ସରକାର ଆର୍ ପ୍ରଶାସନ୍ ଦୁହିକଁର୍ ଚିନ୍ତା କାରନ୍ ପାଲଟିଥିବାର୍ ବେଲକେ ଲୋକ୍ ମାନକଁର ଭିତରେ ଗୁଟେ ଡର ଦେଖାଦେଇଛେ । ସବୁ ଜିଲ୍ଲାନେ ଇହାଦେ ବଢୁଛେ କରୋନା ରୋଗୀକଁର୍ ସଂଖ୍ୟା । ତ ଆଜିର ଭିଡିଓନେ ଜାନମା ବରଗଡ ଜିଲ୍ଲା ପଦମପୁର…

କରୋନା ଟିକା ଲାଗି କେନ୍ ପୋର୍ଟାଲନେ କେନ୍ତା କରବେ ରେଜିଷ୍ଟ୍ରେସନ୍

ଟିକା ନେବାର୍ ଲାଗି ସଭେ ଟାକିଥିଲା ବେଲକେ କେନ୍ତା କରି କରବେ ରେଜିଷ୍ଟ୍ରେସନ୍ । ଆଏଜ୍୪ ବଜେନୁ କୋ-ୱିନ୍ ପୋର୍ଟାଲ ଆର୍ ଆରୋଗ୍ୟସେତୁ, ଉମଙ୍ଗ ଇ ଦୁହି ଆପରେ କରି େହେବା ରେଜିଷ୍ଟ୍ରେସନ୍ । ତ କେନ୍ତା କରି କରବେ ରେଜିଷ୍ଟ୍ରେସନ୍ ତାକେ ନେଇ ବହୁତ୍ ଲୁକକଁର୍ ମନ୍ ଭିତରେ ପ୍ରଶ୍ନ ଉଠୁଛେ । ତ…

କାହାକେ ଦିଆଯିବା କେନ୍ ଟିକା

କରୋନାର ଗ୍ରାଫ୍ ବଢି ଚାଲିଛେ । ଗଲା କେତେ ଦିନ୍ ହେଲା ଲଗାତାର ୬ ହଜାର ଉପରେ ରହୁଥିବାର୍ ବେଲକେ ଆଏଜ୍ ସଂଖ୍ୟା ୮ ହଜାର ପାର କରିଛେ । ସୁନ୍ଦରଗଡ ଜିଲ୍ଲାନୁ ୯୩୩ ଝନ୍ ପଜିଟିଭ୍ ବାହାରିଥିବାର୍ ବେଲକେ ଝାରସୁଗୁଡାନୁ ୪୩୩ ଆର୍ ବଲାଙ୍ଗିରନୁ ୩୫୮ ଝନ୍ ପଜିଟିଭ୍ ବାହାରିଛନ୍ । ଖାଲି ଇ ୩ ଟା…

କରୋନା ସ୍ଥିତି କେ ନେଇକରି କାଣା କହେଲେ ମୁଖ୍ୟମନ୍ତ୍ରୀ

କରୋନା ସଂକ୍ରମଣ ଇହାଦେ ସବ୍‌କର୍ ମୁଡଦୁଃଖା ବନିଛେ । ରାଏଜ୍‌ନେ ବି କରୋନା ସଂକ୍ରମଣ କମ୍ ନାଇ ଆର୍ କରୋନା କେ କେନ୍ତା କାବୁ କରାଯିବା ସେ ନେଇକରି ରାଜ୍ୟ ସରକାର କେତ୍‌ନିଟେ ଚେଷ୍ଟା ବି କରୁଛନ୍ । କରୋନା ସଂକ୍ରମିତ୍ ଲୋକ୍ ମାନକଁର୍ ସଂଖ୍ୟା ବଢୁଥିବାର୍ ନୁ କେନ ଜାଗା ରେ ଆଇସିୟୁ ର୍ ଅଭାବ୍…

ପୁରା ଦେଶ୍‌କେ ବଡ୍ ବିପତ୍ତି

କରୋନାର ଦୁଇ ନମ୍ବର ଲହରନେ ପୂରା ଦେଶ୍ ଜୁଝୁଛେ । ପହେଲା ଥର ଅପେକ୍ଷା ଦୁଇ ନମ୍ବର ଲହରଥି ସଂକ୍ରମଣ ଜଲଦି ହେଉଥିବାର ଦେଖବାର ଲାଗି ମିଲୁଛେ । ଅମ୍ଳଜାନ୍ ସଂକଟ୍ ବେଶୀ ଦେଖବାର ଲାଗି ମିଲୁଛେ ଆର ବିନା ଅମ୍ଳଜାନଥି କେତନି ରୋଗୀକଁର ଜୀବନ୍ ଯାଉଛେ । ଓଡ଼ିଶାନୁ ଇହାଦେ ଦୁଶରା ରାଜ୍ୟ ମାନେକେ…

ଘର ଭିତରେ ରହେଲେ ଭିଲ୍ ମାସ୍କ ପିନ୍ଧ

ରେକର୍ଡ ଉତାରୁ ରେକର୍ଡ କରିଚାଲିଛେ ଭାରତ । ଦେଶନେ କରୋନା ସଂଖ୍ୟା ଫିଦିନ୍ ଲାଖ୍ ଲାଖ୍ ସଂଖ୍ୟାନେ ବଢୁଛେ । ଇ ସଂଖ୍ୟାଟା ଆଗକେ ଆହୁରି ବଢବାର ନେଇକରି ଗୁଟେ ଆକଳନ କରିଛନ୍ ବୈଜ୍ଞାନିକମାନେ । ମେ ମାସ୍ ମଝି ଭିତରେ କରୋନା ସଂକ୍ରମଣକଁର ସଂଖ୍ୟା ୩୮ନୁ ୪୮ ଲାଖ୍ ଭିତରେ ପୁହିଁଞ୍ଚିବାର ଡର୍…

ପୁରୀ ପଠାଗଲା ରଥକାଠ୍

ବୌଦ୍ଧନୁ ପୁରୀ ପଠାଗଲା ରଥକାଠ୍ । ଇ ବଛର ରଥଯାତରା ଲାଗି ବୌଦ୍ଧ ଜିଲ୍ଲାନୁ ରଥକାଠ୍ ପଠାଯାଇଛେ । ଗଲା ମାର୍ଚ୍ଚ ମାସେ ରଥକାଠ୍ ଲାଗି ଗଛ କଟାଯାଇଥିବାର ବେଲକେ ଗଲାକାଲି ଇଟା ପଠାଯାଇଛେ ପୁରୀ । ପହେଲାନୁ ପୁରୀନୁ ଗୁଟେ ୩ ଜନିଆ ଟିମ୍ ଆସିକରି ରଥକାଠ୍ ଦେଖିକରି ଗଛ କାଟିଥିଲେ । ପହେଲା ଖେପ୍‌ଥି…

ହିମ୍‌ଗିରି ହେଇଛେ ସଟ୍‌ଡାଉନ୍

କରୋନା ବେମାର୍ ଇହାଦେ ପୁରା ଦେଶ୍‌କେ ହୁଲ୍‌ସ୍ତୁଲ୍ କରିଦେଲାନ । ଯେନ୍ ଆଡେ ଦେଖ ବଢି ଚାଲିଛେ କରୋନା ଫାସେ ପଡିଥିବାର୍ ଲୁକଙ୍କର୍ ସଂଖ୍ୟା । ସେ ବେମାର୍ କେ ଆଏତ୍ କର୍‌ବାର୍ ଲାଗି ରାଏତ୍‌ସରତା କର୍ଫ୍ୟୁ ଆର୍ ଶନିବାର୍‌-ରଏବାର୍ ସଟ୍‌ଡାଉନ୍‌ବି କରା ଯାଉଛେ । ବାକି ଫେର୍ ବି ନାଇଁ…