Browsing

Video

କମେଡି ସୁପର୍‌ଷ୍ଟାର୍ ଜୋଜୋ

ତାଁକର୍ କଥାନେ ଅଛେ ଜାଦୁ.. ମୁହେଁ ମୁହେଁ ଏନ୍ତା ଭୁର୍‌କୁଟି ମାନେ କରସନ୍ ଯେ ଲୁକକଁର୍ ହଁସି ହଁସି ପେଟ୍ ଦୁଖେଇ ଯାଏସି । ତାଁକର୍ ସେ ଟୁରୁ ଲଭ୍ ଭିଡିଓ ତ ଲୋକ୍ ମାନ୍‌କୁ ପୁରା ରସେଇ ଦେଇଥିଲା, ଆର୍ ଇହାଦେ ସେ ନିଜେ ହେଇ ଯାଇଛନ୍ ହେଉଛନ୍ ଲୋକ୍ ମାନ୍‌କର୍ ‘ଟୁରୁ ଲଭ୍‌’ କମେଡି…

କରୋନା ଡଣ୍ଡ୍‌ପାର୍ଟି

ଇହାଦେ ସବୁନେ ସ୍ଥିତି ଖରାପ୍ ରହିଛେ । ଯାହିଁ ଦେଖ ଖାଲି କରୋନା କରୋନା ଆଉ କରୋନା କଥା । କରୋନାର ଦୁଇ ନମ୍ବର ଲହର ପହେଲା ଥର ଅପେକ୍ଷା ଅଏତକା ସଂକ୍ରମିତ୍ ହେଉଛେ । ଆଉ ଦେଶନେ ଫି ଦିନ୍ ଲାଖ୍ ଲାଖ୍ ସଂଖ୍ୟାନେ ସଂକ୍ରମଣ ବଢୁଛେ । ବାରମ୍ବାର ସରକାର ଲୋକମାନକୁଁ ସଚେତନ୍ ରହେବାର ଲାଗି ସତର୍କ…

ଚଇତ୍ ମଙ୍ଗଲବାରେ କେନ୍ତା ପୂଜା ପାଉଛନ୍ ମାଁ ମଙ୍ଗଲା

ଆଏଜ୍ ହେଉଛେ ଚଇତ୍ ମଙ୍ଗଲ୍‌ବାର୍ ର ଶେଷ୍ ପାଲି । ଆର୍ ବରଗଡ୍‌ନେ ଘରେ ଘରେ ମା ମଙ୍ଗଲାକୁଁ ପୂଜା କରୁଛନ୍ ଘରର୍ ମାଁ ଭୂଆଷେନ୍ ମାନେ । ଚଇତ୍ ମଙ୍ଗଲବାର୍ ଦିନ ମା ମଙ୍ଗଲାକୁଁ ଘରର୍ ଶୁଭ୍ ମନାସି କରି ପୂଜା କରାଯାଇଥିସି ସେନ୍ତା ମାଁ ମଙ୍ଗଲାକୁଁ ଘରର୍ ଦାଣ୍ଡ୍ ମୁହେଁ ପୂଜା କରିକିନା ଦୂବ୍‌,…

ଇଟା କରୋନାର କେନ୍ତା ରୂପ୍ ..

ମରବାରକେ ସମକୁଁ ଡର, ନିଜର ଲୁକକୁଁ ଛାଡିକି ଯିବାର୍ ସମକୁଁ ଡର, ଆର୍ ନିଜର ଲୁକକୁଁ ହରାବାର ବି ସମକୁଁ ଡର । ଇହାଦେ ତକ୍ ମୃତ୍ୟୁ ଜୀବନ୍କେ ଡରଉଥିଲା, ହେଲା ଗଲା ୧୦୦ ବର୍ଷ ଭିତରେ ମୃତ୍ୟୁର ଏତକି ଭୟଙ୍କର ରୂପ ଦେଖବାରକେ ନାଇଁ ମିଲିଥାଇ । ସମକୁଁ ଡର ଇଟା ଲାଗୁଛେ ଏବେ ମରିଗଲେ କେନ୍ତା ହେବା…

ସମକୁଁ ମାହାଲିଆନେ ଦିଆଯିବା ଟିକା

କରୋନା ଟିକା ମାହାଲିଆନେ ଦିଆଯିବା ସମକୁଁ । ଗଲାକାଲି ରାଜ୍ୟବାସୀକୁଁ ସମ୍ବୋଧନ୍ କରି ଏନ୍ତା କହିଛନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ଟିକାର ଦାମ୍ କେ ନେଇ ସାରା ରାଜ୍ୟନେ ଜୋରସୋର ଆଲୋଚନା ହେଉଥିବାର୍ ବେଲକେ ଲୁକକୁଁ ମାହାଲିଆନେ ଟିକା ଦେବାର୍ ଲାଗି କହିଛନ୍ । ଯେନଥିରଲାଗି…

ତିନଟା ଗଖା ସାପ୍ ବାହାରିଛନ୍ ଗୁଟେ ଜାଗାନୁ

ଗୁଟେ ନୁହେଁ ଏକା ସାଙ୍ଗେ ତିନ୍ ତିନ୍‌ଟା ଗଖା ସାପ୍ ଉଦ୍ଧାର । ୧୫ ଫୁଟିଆ ସାପ୍ ଭିଲ୍ ରହିଛେ ଇ ଉଦ୍ଧାର ସାପ୍ ମାନକଁର ଭିତରେ । ଗଲା କିଛି ଦିନ୍ ହେଲା ସାପ୍ ମାନକଁର ଲାଗି ଇଠାନର ଲୋକ୍ ଡରିକରି ରହୁଥିଲେ ଏନ୍ତାକି ତାକଁର ଗାଏ, ଦାମୁର ଭିଲ୍ ସାପ୍ ମାନକଁର ହାବଡେ ପଡିଥିଲେ । ରାସ୍ତାଘାଟେ…

ବିଧାୟକ୍ କିଶୋର ମହାନ୍ତି କଲେ କନ୍ୟାଦାନ୍

ଦିନେ ମହାନଦୀନେ ଭାସି ଭାସି ଆସିକରି ମାଛ ଧରୁଆକଁର ହାତେ ଲାଗିଥିଲେ । ୫୦ କିଲୋମିଟର ବାଟ୍ ୧୨ ଘଣ୍ଟା ଭାସି ଭାସି ସେ ଲାଗିଥିଲେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ୍ କୁଶମେଲ ଗାଁର ନଦୀ ଘାଟେ । ତାକୁଁ ଉଦ୍ଧାର କରିଥିଲେ ଗାଁର ସନ୍ୟାସୀ ନାଁର ଜନେ ଲୋକ୍ ଆର ଘରେ ଟୁକେଲ କରିକିନା ରଖିଥିଲେ ।…

ଖରିଆର ଏନଏସି ଆର ଖରିଆର ରୋଡନେ ଇ ସବୁ ରହେବା ବନ୍ଦ୍

କରୋନାର ୨ ନମ୍ବର ଲହରନେ ପଶ୍ଚିମ ଓଡ଼ିଶାର ସବୁଠାନୁ ବେଶୀ ପ୍ରଭାବିତ୍ ହେଇଛେ । ଭୟଙ୍କର ହିସାବେ କରୋନା ଲାଗି ପ୍ରଭାବିତ୍ ହେଇଥିବାର୍ ପଡୋଶୀ ଛତିଶଗଡ ରାଜ୍ୟ ସୀମାକେ ଲାଗି ରହିଥିବାର୍ ଓଡ଼ିଶାର ୧୦ ଜିଲ୍ଲାନେ ଫିଦିନ୍ ବଢୁଛେ ପଜିଟିଭକଁର୍ ସଂଖ୍ୟା । ଶୁକ୍ରବାର ରାଜ୍ୟନେ ୩୦୦୦ ପାର କରିଛେ…

କରୋନା ଲାଗି ସାରା ରାଏଜ୍‌ନେ ନାଇଟ୍‌କର୍ଫ୍ୟୁ

ରାଏଜର୍ କରୋନା ସ୍ଥିତି ଇହାଦେ ଡର୍‌ଡରନିଆ ହେଇ ଗଲାନ । ସେ ଭିତ୍‌ରେ ଲୋକ୍ ଟିକେ ସଚେତନ୍ ନାଇ ହେଉଥିବାର୍ ନୁ ରାଜ୍ୟ ସରକାର୍ ୧୭ ତାରିଖ୍‌ନୁ ସାରା ରାଏଜ୍ ନେ କରୋନା ମୁକାବିଲା ଲାଗି କଡା ନିୟମ୍‌୍ ଲାଗୁ କରିଛନ୍ । ପଶ୍ଚିମ୍ ଓଡିଶାନେ ଇହାଦେ ବି ସୀମା ପାଖାପାଖି ଥିବାର୍ ଅଂଚଲ୍ ମାନକୁଁ ସଟ୍…

ଗୁଟେ ରାତିଥି ଛାର୍‌ଖାର୍ କରିଦେଲେ ହାତୀ

ସୁନ୍ଦରଗଡ଼ ଜିଲ୍ଲାର ଭିନ୍ ଭିନ୍ ଅଂଚଲନେ ହାତୀ ଉତ୍‌ପାତ୍ ହେଉଥିବାର ବେଲକେ ଘର, ଦୁଆର, ଚାଷବାସ୍ ସବୁ ନଷ୍ଟ୍ କରୁଛନ୍ । ଗଲା କିଛି ଦିନ୍ ହେଲା ହିମଗିରି ବ୍ଲକ୍ ଗାଁଦାଘୋରାନେ ଗୁଟେ ୧୩ ପଟିଆ ହାତୀ ଆସିକରି ବୁଲୁଛନ୍ । ଇମାନେ ରାତି ଅଧିଆ ଆସିକରି ଚାଷ୍ କ୍ଷତି କରୁଥିବାର ଅଭିଯୋଗ କରିଛନ୍ ଇ…