ଚେନ୍ନେଇ ଟେଷ୍ଟ: ମଜଭୂତ୍ ସ୍ଥିତିନେ ଭାରତ

ଚେନ୍ନେଇ ଠାନେ ଭାରତ ଆର୍ ଇଂଲଣ୍ଡ ଭିତରେ ଚାଲିଥିବାର୍ ଦୁଇ ନମ୍ବର୍ ଟେଷ୍ଟ ମ୍ୟାଚ୍‌ରେ ଭାରତ ବହୁତ୍ ବରକଶ୍ ସ୍ଥିତିନେ ଅଛେ । ଗଲା କାଲି ଭାରତ ଅଲ୍‌ଆଉଟ୍ ହେବାର୍ ପରେ ଇଂଲଣ୍ଡ ଦଲ୍ ବ୍ୟାଟିଂ କରବାର୍‌କେ ଆସିଥିଲା । ବାକି ଭାରତର୍ ସ୍ପିନ୍ ବୋଲିଂ ସାମନେ ତାଁକର୍ ବ୍ୟାଟିଂ କିଛି କାମ୍ ନାଇଁ…

ଭାରତ-ଇଂଲଣ୍ଡ ଦୁଇ ନମ୍ବର୍ ଟେଷ୍ଟ୍‌, ପହେଲା ଦିନ ଭାରତ ୩୦୦/୬ ; ରୋହିତ୍ ଶର୍ମା ୧୬୧

ଭାରତ ଆର୍ ଇଂଲଣ୍ଡ ଭିତରେ ଚାଲିଥିବାର୍ ଟେଷ୍ଟ ସିରିଜ୍‌ର ଦୁଇ ନମ୍ବର୍ ମ୍ୟାଚ୍ ଚେନ୍ନେଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ନେ ମୂଲ୍ ହେଇଯାଇଛେ । ପହଲା ଦିନର୍ ଖେଲ୍ ସର୍‌ବାର୍‌ତକ୍ ଭାରତର୍ ୬ ଜନ୍ ବ୍ୟଟ୍ସମ୍ୟାନ୍ ଆଉଟ୍ ହେଇକରି ୩୦୦ ରନ୍ ହେଇସାରିଛେ । ଇହାଦେ ଭାରତ ଆଡୁ ରିଷଭ୍ ପନ୍ଥ ୩୩…

ସମ୍ବଲପୁରୀ-କୋଶଲୀକେ ଜଲ୍‌ଦି ସାମ୍ବିଧାନିକ୍ ମାନ୍ୟତା ମିଲୁ

ଓଡିଶାର୍ ସାମଗ୍ରିକ୍ ବିକାଶ୍‌ଲାଗି ରାଜ୍ୟ ସରକାର୍ ବହୁତ୍‌ଟେ ପ୍ରସ୍ତାବ୍ କେନ୍ଦ୍ର ସରକାରଙ୍କୁ ଦେଇଥିଲେବି ସେ ସବୁକେ ଇହାଦେତକ୍ ଅବହେଲା କରାଯାଇଛେ । ହେଥିର୍ ଲାଗି ଓଡିଶାର୍ ଲୁକେ ଟାକିକରି ଅଛନ୍ ତାଲି ଯେ କେଭେ ସେମାନ୍‌କର୍ ଦାବୀ ସବୁ ପୁରା ହେବା ବଲିକରି ଆଏଜ୍‌କା ରାଜ୍ୟସଭାନେ ପ୍ରଶ୍ନ…

ଉତ୍ତରାଖଣ୍ଡନେ ଫାଟ୍‌ଲା ଗ୍ଲେସିୟର୍

ଉତ୍ତରାଖଣ୍ଡର୍ ଚମୋଲି ଜିଲ୍ଲାନେ ଜୋଶୀ ମଠର୍ ୩୦ କିଲୋମିଟର୍ ଆଗକେ ଗୁଟେ ଗ୍ଲେସିୟର ଫାଟି ଯାଇଛେ । ସେନେ ଧଉଲିଗଙ୍ଗା ଠାନେ ଚାଲିଥିବାର୍ ବହୁତ୍ ଋଷିଗଙ୍ଗା ପାୱାର୍ ପ୍ରୋଜେକ୍ଟ୍ ଆର୍ ଆଖେ ପାଖେ ଚାଲିଥିବାର୍ ବହୁତ୍‌ଟେ ପ୍ରୋଜେକ୍ଟ୍‌ର ବହୁତ୍ କ୍ଷତି ହେଇଛେ । ବିଷ୍ଣୁଗଙ୍ଗା ପ୍ରୟାଗ୍‌ରେ…

ଚେନ୍ନେଇ ଟେଷ୍ଟ୍‌:ଦୁଇ ନମ୍ବର୍ ଦିନେ ଇଂଲଣ୍ଡର ଦବ୍‌ଦବା: ୫୫୫/୮, ରୁଟ୍ ହିରୋ

ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍‌ର ଚେନ୍ନେଇଠାନେ ଚାଲିଥିବାର୍ ପହେଲା ଟେଷ୍ଟ୍‌ର ଦୁଇ ନମ୍ବର୍ ଦିନେ ଆଏଜ୍ ଇଂଲଣ୍ଡ୍ ବହୁତ୍ ଭଲ୍ ଖେଲିକରି ୮ ୱିକେଟ୍‌ନେ ୫୫୫ ରନ୍ କରିନେଇଛେ । ହେଥିର୍ ଲାଗି ଇଂଲଣ୍ଡ୍‌ର ସ୍ଥିତି ଇହାଦେ ବହୁତ୍ ଭଲ୍ ହେଇସାରିଛେ । ଆଏଜ୍ ଦିନ୍ ସାରା ତିନିହ୍ ସେସନ୍‌ରେ…

ମୂଲ୍ ହେଲା ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌

ଭାରତ ଗୁଟେ କ୍ରିକେଟ୍ ପାଗଲ୍ ଦେଶ୍ ବଲିକରି ଦୁନିଆଁ ଜାନିଛେ । ଯଦି କେହେନି ଗୁଟେ ମାସେ କ୍ରିକେଟ୍ ବନ୍ଦ୍ ହେଇଯାଏସି ବଏଲେ ଲୁକେ ଉଠ୍ ବସ୍ ହେଇଯାଏସନ୍ । ବାକି କରୋନା ଲାଗି ଗଲା ବର୍ଷେ ହେଲା ଭାରତରେ କ୍ରିକେଟ୍ ନାଇଁ ହେଇ ପାରୁଥାଇ । ଆଇ-ପି-ଏଲ୍ ବି ଦେଶ୍ ଭିତରେ ନାଇଁ ହେଇକରି ୟୁଏଇ…

ଭାରତର୍ ଅର୍ଥନୀତିକେ ରିସଭ୍ ପନ୍ଥ ଆର୍ ପୂଜାରା ଭରସା !

ଜାନୁୟାରୀ ୨୯ ତାରିଖ୍‌ ଆସିଥିଲା ଦେଶର୍ ଇକୋନୋମିକ୍ ସର୍ଭେ ୨୦୨୦-୨୧ । ଭାରତ ସରକାରକଁର୍ ମୁଖିଆ ଅର୍ଥନୈତିକ୍ ପରାମର୍ଶଦାତା(ଚିଫ୍ ଇକୋନୋମିକ୍ ଆଡ୍‌ଭାଇଜର୍‌) ଶ୍ରୀ କୃଷ୍ଣମୂର୍ତୀ ସୁବ୍ରମଣ୍ୟମ୍ ଇ ସର୍ଭେଟା ଦେଶ ସାମନେ ରଖିକରି ଭାରତ ଗୁଟେ ଅର୍ଥନୀତି ହିସାବେ ଇହାଦେ କେନ୍ତା ଚାଲିଛେ,…

କ୍ରିକେଟ୍ ଇତିହାସ୍‌ରେ ଶିଳାଲେଖ୍‌: ୨-୧ରେ ବର୍ଡର୍‌-ଗାଭାସ୍କର୍ ସିରିଜ୍ ଜିତ୍‌ଲା ଭାରତ

କିଛିଟା ଘଟ୍‌ନା କେ ଖବର୍ କୁହାଯାଏସି ତ ଆର୍ କେତେଟା କେ ଐତିହାସିକ୍ ମୁହୂର୍ତ୍ତ । ଯେତକି ବେଲକେ ମୁନୁଷ୍ ସମାଜ୍ ପଛକେ ଉଲଟି କରି ଦେଖସି ସେତେବେଲେ ସେଇ ଜିନିଷ୍ ମାନେ ହିଁ ତାହାକେ ଇତିହାସ୍ ବାବଦରେ ବତାସି ଆର୍ ଭବିଷ୍ୟତ୍ ଲାଗି ରାହା ଦେଖାସି । ବାକି ଆଏଜ୍ ଭାରତର କ୍ରିକେଟ୍ ଦଲ୍…

ସିଡନି ଟେଷ୍ଟ୍‌: ହାରିଯିବା କାଏଁ ଭାରତ୍ !

ଭାରତ ଆର୍ ଅଷ୍ଟ୍ରେଲିଆ ଭିତରେ ଚାଲିଥିବାର୍ ସିଡ୍‌ନିନେ ଚାଲିଥିବାର୍ ଟେଷ୍ଟ୍ ମ୍ୟାଚ୍‌ର ୩ ନମ୍ବର ଦିନ୍‌ର ଖେଲ୍ ସର୍‌ବାର୍‌ତକ୍ ଯାହା ସ୍ଥିିତି ସାମ୍ନାକେ ଆସୁଛେ ସେନେ ଭାରତ ଅଡୁଆ ଭିତରେ ପଡିବାରେ ବାଗିର୍ ଲାଗୁଛେ । ଆଏଜ୍ ଭାରତ୍ ୯୪/୨ ରୁ ଦିନ୍ ମୂଲ୍ କରିଥିଲା । ପିଚ୍ ବ୍ୟାଟିଂ ଲାଗି…

କଚର୍ କଚର୍‌… ଲାବୁସେନ୍

ଯେତେବେଲେ ବି ଭାରତ ଆର୍ ଅଷ୍ଟ୍ରେଲିଆ ଭିତରେ କ୍ରିକେଟ୍ ମଏଦାନ୍‌ନେ ମୁକାବିଲା ହେସି କିଛି ନା କିଛି ଗରମା ଗରମ୍ କଥା ସାମ୍ନାକେ ଆସି ଏକା ଥିସି । ବ୍ୟାଟ୍ ଆର୍ ବଲ୍‌ର ମୁକାବୁଲା ସାଙ୍ଗେ ସାଙ୍ଗେ ଖିଲାଡି ମାନକର୍ ଭିତରେ ଗୁଟେ ମାଇଣ୍ଡ୍ ଗେମ୍ ବି ଚାଲିଥିବାର୍ ଦେଖାଯାଏସି । ଆର୍ ଅଷ୍ଟ୍ରେଲିଆ…