ବଜାରକେ ଆଏବା ପତଞ୍ଜଳିର କରୋନିଲ୍‌

ବାବା ରାମଦେବକଁର କରୋନା ଉଷୋକେ ବଜାରକେ ଆଏବାର ଲାଗି ମିଲଲା ଗ୍ରୀନ୍ ସିଗନାଲ୍ । ପତଞ୍ଜଳି ଆଡୁ ପ୍ରସ୍ତୁତ କରାଯାଇଥିବାର ମେଡିସିନ୍ କରୋନିଲ୍‌କେ ଆୟୁଷ ମନ୍ତ୍ରଳାୟ ଆଡୁ ବଜାରକେ ଛାଡବାର ଲାଗି ସ୍ୱିକୃତି ମିଲିଛେ । ଇ ଉଷୋ ସିଓପିପି, ଡବ୍ଲୁଏଚଓ, ଜିଏମପି ସିର୍ଟିଫିକେଟ୍ ପାଇଛେ । ବିଶେଷଜ୍ଞ…

ଦେଶ୍‌ନେ ଆହୁରି ୧୩,୧୯୩ଟା ନୂଆ କରୋନା ପଜିଟିଭ୍ ଚିହ୍ନଟ୍

ଦେଶେ ଫେର୍ ଘାଏ ବଢବାର୍ କେ ଲାଗିଛେ କରୋନା ସଂକ୍ରମଣ । ଗଲା କାଲି ଗୁଟେ ଦିନେ ୧୩,୧୯୩ ଜଣକଁର୍ କରୋନା ପଜିଟିଭ୍ ବାହାରିଛେ । ଇହାଦେ ଦେଶେ ମୋଟ୍ କରୋନା ସଂକ୍ରମଣ ୧,୦୯,୬୩,୩୯୪ କେ ବଢିଛେ । ଚିକିତ୍ସାଧୀନ୍ ଅବସ୍ଥା ନେ ୯୭ ଜଣ ମରିଥିବାର୍ ବେଲ୍‌କେ ମୃତ୍ୟୁ ସଂଖ୍ୟା ୧,୫୬,୧୧୧ କେ ପହଂଚିଛେ ।…

ଓସ୍କାର ରେସନେ ‘କାଲିର ଅତୀତ’

ଯେନ କେନସି ନିର୍ଦ୍ଦେଶକ୍ ହେଉନ କି ଅଭିନେତା ହେଉନ୍ ସମକଁର୍ ଲାଗି ଓସ୍କାର ଗୁଟେ ସପନ୍ । ଆର ସେ ଓସ୍କାର ରେସନେ ଅଛେ ଇହାଦେ ନାଁକରା ନିର୍ମାତା ନିର୍ଦ୍ଦେଶକ୍ , ସୋନପୁର ମାଟିର ପୁଓ ନୀଳମାଧବ ପଣ୍ଡାକଁର୍ ପହେଲା ଓଡ଼ିଆ ଫିଲ୍ମ ‘କାଲିର ଅତୀତ’ । ଆଜିକାର ତାରିଖନେ ଓଡ଼ିଆ ଭାଷାନନେ ବନା…

ନର୍ଚରିଙ୍ଗ୍ ନେବର୍ ହୁଡ ଚେଲେଞ୍ଜ ନେ ବାଜି ମାରଲ‌ା ରାଉର୍‌କେଲା

ପଶ୍ଚିମଓଡିଶାର୍ ରାଉର୍‌କେଲା ବି ନର୍ଚରିଙ୍ଗ୍ ନେବର୍ ହୁଡ ଚେଲେଞ୍ଜ୍ ନେ ବାଜି ମାରିଛେ । କେନ୍ଦ୍ର ସହରାଂଚଳ ବିକାଶ୍ ମନ୍ତ୍ରାଳୟ୍ ର୍ ସ୍ମାର୍ଟ ସିଟି ମିଶନ୍ ଆଡୁ କରାଯାଇଥିବାର୍ ନର୍ଚରିଙ୍ଗ୍ ନେବର୍‌ହୁଡ ଚେଲେଞ୍ଜ ନେ ରାଉର୍‌କେଲା ବାଜି ମାରିଛେ । ରାଉର୍‌କେଲା ସହର୍ ଛୋଟ୍ ଛୁଆ ମାନକଁର୍…

ସମ୍ବଲପୁର୍ ପାଏବା ଜାତୀୟସ୍ତର୍ ପୁରସ୍କାର୍‌

 ସାଧାରଣ ଲୁକକଁର୍ ଅଭିଯୋଗ୍ ଶୁଣାଣି ଲାଗି ଜାତୀୟସ୍ତର୍ ନେ ସମ୍ବଲପୁର୍ ଜିଲ୍ଲା କେ ପୁରସ୍କାର୍ ମିଲ୍‌ବା ବଲି ଘୋଷଣା କରାଯାଇଛେ । ପ୍ରଧାନମନ୍ତ୍ରୀ କଁର୍ ଇ ଉତ୍କର୍ଷତା ପୁରସ୍କାର୍ ଲାଗି ଦେଶର୍ ୧୩୯ ଟା ଜିଲ୍ଲା ସାମିଲ୍ ହେଇଥିବାର୍ ବେଲେ । ସେ ଭିତ୍‌ରେ ୧୩ଟା ଜିଲ୍ଲା ମନୋନୀତ୍ ହେଇଛେ ଆର୍…

ଅହମଦାବାଦ୍‌ନେ ତିନ୍ ନମ୍ବର୍ ଟେଷ୍ଟ ମ୍ୟାଚ୍ ଲାଗି ସଜ୍‌ବାଜ୍‌

ଭାରତ ଆର୍ ଇଂଲଣ୍ଡ ଭିତରେ ଚାଲିଥିବାର୍ ଟେଷ୍ଟ ସିରିଜ୍ ଇହାଦେ ଏକ୍‌ଦମ୍ ଜୋର୍‌ଦାରିଆ ଲଢେଇର୍ ଗୁଟେ ସିରିଜ୍ ହେଇସାରିଛେ । ଇହାଦେ ଦୁହି ଦଲ୍ ଗୁଟେ ଗୁଟେ ମ୍ୟାଚ୍ ଜିତବାର୍ ପରେ ସିରିଜ୍ ୧-୧ନେ ଅଛେ ଆର୍ ହେଥିର୍ ଲାଗି ଆଏବାର୍ ଟେଷ୍ଟ୍‌ନେ ଜୋର୍‌ଦାର ଫାଇଟ୍ ହେବା ବଲି ସଭେ ଆଶ୍ ରଖିଛନ୍ ।…

ବଜେଟ୍ ଅଧିବେଶନ୍ ଆଘୋନୁ ସର୍ବଦଳୀୟ ବୈଠକ୍‌

ଫେବୃଆରୀ ୧୮ନୁ ବସବା ରାଜ୍ୟ ବଜେଟ୍ ଅଧିବେଶନ୍ । ଇତାର ଆଘୋନୁ ଆଏଜ୍ ସର୍ବଦଳିୟ ବୈଠକ୍ ଡକେଇଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଧାନସଭାର କନଫରେନ୍ସ ହଲନେ ବାଚସ୍ପତିକଁର ଅଧକ୍ଷତାନେ ବୈଠକ ବସିଥିଲା । କରୋନା ଲାଗି ଗଲା ଶୀତ୍ ଅଧିବେଶନ୍‌ନେ ପ୍ରଶ୍ନକାଳ ନାଇଁରହିଥିବାର ବେଲେ ଇଥର…

ନିୟମ ନାଇଁ ମାନଲେ ମିଲବା ‘ଲଭ୍ ଲେଟର’

ଟ୍ରାଫିକ୍ ନିୟମ୍ ନାଇଁ ମାନୁଥିବାର ଲୋକମାନକୁଁ ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ କଡା ତାଗିଦ୍ । ନିୟମ୍ ନାଇଁ ମାନଲେ ଘରକେ ପଠାଯିବା ଚାଲାଣ । ସେ କହିଛନ୍ ଯେ, ଯେନମାନେ ଭାବୁଛନ୍ କି ରାସ୍ତାନେ ଟ୍ରାଫିକ୍ ନିୟମ୍ ଭାଙ୍ଗଲେ କେହି ନାଇଁ ଦେଖବାର ବଲି ସେମାନେ ଭୁଲ୍ ଭାବୁଛନ୍ । ସେମାନକଁର ଉପରେ…

ମହାରାଷ୍ଟ୍ରନେ ଫିର୍‌ଘାଏ ଲକ୍‌ଡାଉନ୍ କଥାକେ ନେଇକରି ଲୁକକୁଁ ସତର୍କ କରାଲେ ଉଦ୍ଧବ୍ ଠାକ୍‌ରେ

କୋଭିଡ ସଂକ୍ରମଣ୍ ଫିର୍‌ଥରେ ବଢୁଥିବାର୍ ନେଇକରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ୍ ଠାକ୍‌ରେ ଆଉ ଥରେ ଲକ୍ ଡାଉନ୍ କରାଯିବା ବଲିକରି ଲୋକମାନକୁଁ ସତର୍କ କରେଇଛନ୍ । କୋଭିଡ ନିୟମ୍ କେ ନାଈ ମାନୁଥିବାର୍ ଲୁକକଁର୍ ଉପରେ କାର୍ଯ୍ୟନୁଷ୍ଠାନ୍ ନିଆଯିବା ବଲିକରି ସେ କହିଛନ୍ । ଲୋକମାନେ ନିୟମ୍ କେ…

କେନ୍ତା ହଟ୍‌ଲେ କିରଣ୍ ବେଦୀ !

ଦେଶର୍ ଟୁକେଲ୍ ପାୱାର୍‌ର ଗୁଟେ ବଡ୍ ଭାରି ଉଦାହରଣ୍‌, ଭାରତର୍ ପହେଲା ମହିଲା ଆଇ-ପି-ଏସ୍ ଅଫିସର୍ କିରଣ୍ ବେଦୀ ଯେ କି ପୁଡୁଚେରୀର ଉପ-ରାଜ୍ୟପାଲ୍ ଥିଲେ ତାହାଁକୁ ସେ ପଦ୍‌ନୁ କାଏଲ୍ ରାତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ହଟେଇ ଦେଇଛନ୍ । ଗଲାକାଲି ରାତି ୯ ବଜି ରାଷ୍ଟ୍ରପତି ଭବନ୍‌ନୁ ଜାରି…