ସମ୍ବଲପୁର ବନିଛେ କରୋନା ହଟସ୍ପଟ୍‌

ସମ୍ବଲପୁର ଜିଲ୍ଲାନେ କରୋନା ରୋଗୀକଁର ସଂଖ୍ରା ବଢି ବଢି ଚାଲିଛେ । ପହେଲା ଭିସୁଟ୍ କଲେଜନୁ କେତନି ଛାତ୍ର ଛାତ୍ରୀକଁର ପଜିଟିଭ୍ ରିପୋର୍ଟ ଆସିଥିବାର ବେଳକେ ଫେର୍ ଇହାଦେ ଜିଲ୍ଲାନେ ଆର୍ ୧୬ ଜନକୁଁ କରୋନା ହେଇଥିବାର ନେଇକରି ଜନାପଡିଛେ । ରାଜ୍ୟନେ ଇହାଦେ ସବୁନୁ ବେଶୀ କରୋନା ରୋଗୀ ସମ୍ବଲପୁର…

ଚାଷ୍ କରି ଲାଭ୍ ନାଇଁ ହେବାର୍ । ଇଥିରଲାଗି ଗାଁ ଛାଡି ଦାଦନ୍ ଖଟବାରକେ ଚାକିରୀ କରବାରକେ ସହରମୁହାଁ ହେଉଛନ୍ ଲାଖ୍ ଲାଖ୍ ଲୋକ୍ । ହେଲେ ଗାଁ ଗାଁନେ ଏନ୍ତା ବି ଲୋକ୍ ଅଛନ୍ ନିଜର ଇଚ୍ଛାଶକ୍ତି ଲାଗି ନିଜର ମେହେନତ୍ ରେ ଗାଁରେ ରହି ଝନେ ସଫଲ ଚାଷୀ ହେଇ ପାରିଛନ୍ । ସୁବର୍ଣ୍ଣପୁର ଜିଲ୍ଲା…

ଇ ବଛର ତାତିନୁ ତ୍ରାହି ନାଇଁ

ମାର୍ଚ୍ଚ ମାସ୍ ଆରମ୍ଭ ହେଉନ କି ଖରାର ପ୍ରକୋପ୍ ଦେଖବାର ଲାଗି ମିଲଲାନ । ଆଗକେ ତିନ୍ ମାସ୍ ତାତିନୁ ଆରୁ ନିସ୍ତାର ନାଇଁନ୍ । ଖରା ଆଗକେ ବେଶୀ ବଢବାର ନେଇକରି ସୂଚନା ରହିଛେ । ଆଂଚଳିକ୍ ପାଣିପାଗ ବିଭାଗ ଆଡୁ ଏନ୍ତା ପୂର୍ବାନୁମାନ୍ କରାଯାଇଛେ । ବେଶୀ କରି ଓଡ଼ିଶାନେ ଖରାର ପ୍ରକୋପ୍ ଅଏତକା…

ନିଆଁ ଲାଗିଯିବାରନୁ ଗୁଟା ଜଲିଗଲେ ଟୁକେଲ୍‌

ଘରେ ନିଆଁ ଲାଗିକରି ଗୁଟେ ଟୁକେଲକଁର ଜୀବନ୍ ଯାଇଛେ । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଖପ୍ରାମାଲ ଗାଁନୁ ଆସିଛେ ଏନ୍ତା ଗୁଟେ ଦୁଃଖଦ୍ ଘଟନା । ଆଏଜ୍ ସଖାଲୁ ଘରେ ଅଚାନକ୍ ନିଆଁ ଲାଗିଯାଇଥିବାର ବେଲକେ ସେ ନିଆଁଥି ଗୁଟା ଜଲିଯାଇଥିଲେ । ମରିଥିବାର ଟୁକେଲ ଜନକ୍ ଧର୍ମଗଡ଼ କଲେଜନେ ଯୁକ୍ତ ୩ ଦୁଇ…

ଭିସୁଟ୍‌ନେ ବଢୁଛେ ପଜିଟିଭ୍‌କଁର ସଂଖ୍ୟା

ଦେଶ୍‌କେ ଫେର୍ ଫିରିଛେ କରୋନା । ଗଲା କିଛି ମାସ୍ ହେଲା କରୋନା ସ୍ଥିତି ନିୟନ୍ତ୍ରିତ ରହିଥିଲା, ହେଲେ ଇହାଦେ ଇ ସଂଖ୍ୟା ଫେର୍ ବଢବାରନେ ଲାଗିଛେ । ଯେନଟା ସବୁ ରାଜ୍ୟ ସରକାରକଁର ଚିନ୍ତା ବଢେଇଛେ । ଓଡ଼ିଶାନେ ଭିଲ୍ କିଛିଟା ଜିଲ୍ଲାନେ କରୋନା ପଜିଟିଭ୍ ଦେଖବାର ଲାଗି ମିଲିଛେ । ଇହାଦେ…

ମାର୍ଚ୍ଚ ୧ନୁ ଦୁଇ ନମ୍ବର ଖେପ୍ ଟିକାକରଣ

ମାର୍ଚ୍ଚ ୧ ତାରିଖନୁ ଦୁଇ ନମ୍ବର ଖେପ୍ କରୋନା ଟିକା ଆରମ୍ଭ ହେବା । ଇଥର ବୟଷ୍କ ଲୋକ ମାନକୁଁ କରୋନା ଟିକା ଦିଆଯିବା । ୪୫ ବରଷ୍‌ନୁ ଅଏତକା ବରସର ବ୍ୟକ୍ତି ଆରୁ ଭିନ୍ ଭିନ୍ ରୋଗନେ ପଡିଥିବାର ରୋଗୀକୁଁ ଟିକା ଦିଆଯିବା । ୩ଟା ଖେପ୍ ହେଇକରି ଇମାନକଁର କରୋନା ଟିକାକରଣ କରାଯିବା । ଭୁବନେଶ୍ୱରନେ…

‘ଫିଫେମ୍‌’ନେ ବିଚାରକ୍ ହେଲେ ଜିତେନ୍ଦ୍ର ମିଶ୍ର

ପଶ୍ଚିମ ଓଡିଶାର୍ ଟିଟଲାଗଡ ର୍ ପୁଓ ଜିତେନ୍ଦ୍ର ମିଶ୍ର ଯିଏକି ଜଣେ ସିନେମା ନିର୍ମାତା ହିସାବେ ସାରା ଦେଶ  ଆର୍ ଦେଶ୍ ବାହାରେ ନିଜର୍ ନାଁ ଆର୍ ନିଜର୍ ମାଁ ମାଏଟ୍ ର୍ ନାଁ ରଖିଛନ୍ । ସେ ଇହାଦେ ୨୪ନଂ ମୋଣ୍ଟାରିଲ୍ ଆନ୍ତର୍ଜାତିକ୍ ଶିଶୁ ଚଲଚ୍ଚିତ୍ର ମହୋତ୍ସଭ (ଏଫଆଇଏଫଇଏମ୍ )ର୍ ବିଚାର୍‌କ…

ପିଚ୍‌ ଲାଗି ହୋ-ବମ୍‌

ଅହମଦାବାଦ୍ ଠାନେ ବିଶ୍ୱର୍ ସବୁନୁ ବଡ୍ କ୍ରିକେଟ୍ ଷ୍ଟାଡିୟମ୍ । ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମ୍ । ସେନେ ହେଇଥିଲା ଭାରତ ଆର୍ ଇଂଲଣ୍ଡ ଭିତ୍‌ରେ ଟେଷ୍ଟ୍ ସିରିଜ୍‌ର ୩ ନମ୍ବର୍ ମ୍ୟାଚ୍ । ଡେ-ନାଇଟ୍ ମ୍ୟାଚ୍‌, ହେଥର୍ ଲାଗି ଖେଲା ଯାଇଥିଲା ପିଙ୍କ୍ ବଲ୍‌ନେ । ସଭେ ଆଶ୍ କରିଥିଲେ ଯେ…

ଡିଏସପି ହିମା ଦାସ

ହିମା ଦାସ, ବୟସ୍ ୨୧ ବରଷ୍ । ଆସାମ୍‌ର ନାଗାଓଁ ଜିଲ୍ଲାର ଢିଙ୍ଗଠାନେ ରଞ୍ଜିତ୍ ଦାସ ଆରୁ ଜୋନାଲି ଦାସ୍‌କଁର କୁଲେ ଜନମ୍ ହେଇଥିବାର ଟୁକେଲ ଯେ ଦିନେ ଦେଶ ଲାଗି ଏତକି ନାଁ ଆନିଦେବା କେହି କେଭେ ଭାବି ନାଇଁଥାଇ । ସ୍ପିଣ୍ଟର ହିସାବେ ଜନା ହିମା କମନ୍ ୱେଲ୍‌ଥ ଗେମ୍‌ନୁ ନେଇକରି ଏସିଆନ୍ ଗେମ୍‌,…

ନିର୍ବାଚନ୍ ତାରିଖ୍ ଘୁଷଣା

ଭାରତ ନିର୍ବାଚନ ଆୟୋଗ ଆଡୁ ନିର୍ବାଚନ୍ ତାରିଖ୍ ଘୁଷଣା କରାଯାଇଛେ । ଦେଶର ୪ଟା ରାଜ୍ୟ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ସାଙ୍ଗେ କେନ୍ଦ୍ର ଶାସିତ ଅଂଚଳ ପୁଡୁଚେରୀନେ ହେବାକେ ଥିବାର ନିର୍ବାଚନ୍ ତାରିଖ୍ ଘୁଷଣା କରାଯାଇଛେ । ମୁକ୍ୟ ନିର୍ବାଚନ୍ କମିଶନର ସୁନୀଲ ଆରୋରା ଦିଲ୍ଲୀର ବିଜ୍ଞାନ…