ପ୍ରଥମନୁ ଅଷ୍ଟମ ଶ୍ରେଣୀ ଛୁଆକଁର କ୍ଲାସ୍ ପ୍ରମୋସନ୍‌

ପ୍ରଥମନୁ ଅଷ୍ଟମ୍ ଶ୍ରେଣୀ ଛାତ୍ରଛାତ୍ରୀକୁଁ ଇ ବଛର ଦେବାର ଲାଗି ନାଇଁପଡେ ବାର୍ଷିକ୍ ପରୀକ୍ଷା । ବିନା ପରୀକ୍ଷାନେ ସବୁ ଛୁଆକୁଁ କ୍ଲାସ୍ ପ୍ରମୋସନ୍ ଦିଆଯିବା ବଲୀ କହିଛନ୍ ବିଦ୍ୟାଳୟ ଆରୁ ଗଣଶିକ୍ଷା ମନ୍ତ୍ରୀ ସମିର ରଂଜନ ଦାଶ । ଇହାଦେ ଛୁଆକଁର କ୍ଲାସ୍ ନାଇଁ କରାଯାଏ । ଇହାଦେ ଫେର୍ କରୋନାର…

ରାତି ସାରା ର‌୍ୟାଗିଂ

ସିନିଅର ଛାତ୍ର ଡାକିଥିବାର ମିଟିଂକେ ନାଇଁ ଗଲେ ବଲି ର‌୍ୟାଗିଂର ଶିକାର ହେଲେ ଜୁନିଅର ଛାତ୍ର । ସମ୍ବଲପୁର ବୁର୍ଲା ଭିମସାର ମେଡିକାଲ କଲେଜନୁ ଆସିଛେ ଏନ୍ତା ଅଭିଯୋଗ । କଲେଜର ଚତୁର୍ଥ ବଛରର ଛାତ୍ରକଁର ବିରୋଧନେ ଅଭିଯୋଗ କରିଛନ୍ କଲେଜର ଦୁଇ ନମ୍ବର ବଛରର ଏମବିବିଏସ୍ ଛାତ୍ର । ସୂଚନା ହିସାବେ…

ପହେଲା ଟି-୨୦: ହାରିଗଲା ଭାରତ

ଭାରତ ଆର୍ ଇଂଲଣ୍ଡ ଭିତ୍‌ରେ ମୂଲ୍ ହେଇଥିବାର୍ ଟି-୨୦ ସିରିଜ୍‌ର ପହେଲା ମ୍ୟାଚ୍‌ନେ ଭାରତ୍ ଇଂଲଣ୍ଡ ଠାନୁ ୮ ୱିକେଟ୍‌ନେ ହାରି ଯାଇଛେ । ଭାରତ ୨୦ ଓଭର୍‌ରେ ୭ ୱିକେଟ୍‌ନେ ୧୨୪ କରିପାରିଥିଲା । ଇ ଟାର୍ଗେଟ୍ କେ ଇଂଲଣ୍ଡ ବହୁତ୍ ସହଜ୍‌ନେ ୨ ଟା ୱିକେଟ୍ ନେ କରିନେଇଥିଲା ଆର୍ ଭାରତ୍ ମ୍ୟାଚ୍…

ଦଶ ହଜାର କ୍ଲବନେ ମିତାଲି ରାଜ

ଶୁକ୍ରବାର ସାଉଥ ଆଫ୍ରିକା ବିରୋଧନେ ତିନ୍ ନମ୍ବର ଦିନକିଆନେ ପହେଲା ଭାରତୀୟ ହିସାବେ ଅନ୍ତର୍ଜାତୀୟ କ୍ରିକେଟନେ ୧୦,୦୦୦ ରନ୍ ପୁରା କରିଛନ୍ । ବିଶ୍ୱ କ୍ରିକେଟନେ ମିତାଲି ବି ୨ ନମ୍ବର କ୍ରିକେଟର ହିସାବେ ଇ ଗୌରବ୍ ଆନିଛନ୍ । ଆଘୋନୁ ଝନେନ ଖେଲାଲି ହିସାବେ ଇଂଲଣ୍ଡର ଚାର୍ଲୋଟ ଏଡୱାର୍ଡସ ଇ…

ନେଗେଟିଭ୍ ରିପୋର୍ଟ ଜରୁରୀ

ଦେଶର ଭିନ୍ ଭିନ୍ ରାଜ୍ୟନେ କରୋନା ଆକ୍ରାନ୍ତକଁର ସଂଖ୍ୟା ବଢବାରନେ ଲାଗିଛେ । ଯାର ଉତାରୁ ଇହାଦେ ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଡୁ ସତର୍କତା ବଢେଇଦିଆଯାଇଛେ । ସ୍ୱାସ୍ଥ୍ୟ ବିଭାଗ ଆଡୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଆରଏମଆରସି ନିର୍ଦ୍ଦେଶକ, ଆଇଏଲଏସ୍ ନିର୍ଦ୍ଦେଶକକୁଁ ନେଇକରି ଟିମ୍ ଗୁଟେ…

କରୋନା ହଟସ୍ପଟ୍ ହେଇଛେ ମହାରାଷ୍ଟ୍ର

କରୋନା ହଟସ୍ପଟ୍ ବନିଛେ ମହାରାଷ୍ଟ୍ର । ରାଜ୍ୟନେ ଧୀରେ ଧୀରେ ବଢବାରନେ ଲାଗିଛେ କରୋନା ରୋଗୀକଁର ସଂଖ୍ୟା । ପର୍ଭାନି ଜିଲ୍ଲାକେ ପୂରା ଲକ୍‌ଡାଉନ୍ ଘୋଷଣା କରାଯାଇଥିବାର ବେଲକେ ମାର୍ଚ୍ଚ ୧୫ ତାରିଖ ତକ୍ ମଝା ରାତିନୁ ସଖାଲର ୬ ବଜା ତକ୍ ପୂରା ଅଂଚଲକେ ସଟ୍‌ଡାଉନ୍ କରାଯିବା । ଇତାର ଆଘୋନୁ…

ମହିଲାକୁଁ ଶୁଭେଚ୍ଛା ଜନାଲେ ମୁଖ୍ୟମନ୍ତ୍ରୀ

ଆଏଜ ଅନ୍ତର୍ଜାତୀୟ ମହିଲା ଦିବସ ଅବସରନେ ମହିଲାକୁଁ ଶୁଭେଚ୍ଛା ଜନେଇଛନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହିଲା ଦିବସ ଲାଗି ରାଜ୍ୟ ବିଜେଡି କାର୍ଯ୍ୟାଳୟନେ ହେଇଥିବାର ଗୁଟେ କାର୍ଯ୍ୟକ୍ରମ୍‌ନେ ମୁଖ୍ୟମନ୍ତ୍ରୀ ସାମିଲ ହେଇକରି ଉଦବୋଧନ୍ ଦେଇଛନ୍ । ମହିଲାକଁର ଉନ୍ନତି ଲାଗି ବିଜୁବାବୁ କାମ୍…

ଡାଲଖାଇ ସୁପରଷ୍ଟାର ଗୁରୁବାରୀ

ଡାଲଖାଇ, ରସରକେଲି, ମାଏଲାଜଡ, ଚୁଟକୁଚୁଟା ଲେଖେଁ ଲୋକଗୀତ୍‌ଥି ଯେତେବେଲେ ବଜାପାର୍ ବାଜସି ସେତକି ବେଲକେ ନାଇଁ ନାଚଲା ଲୋକ ଭିଲ୍ ନାଚି ପକାସି । ଆଏଜ୍ କାଲି ତ ଭିନ୍ ଭିନ୍ ମହୋତ୍ସବ ହଉ କି କେନସି କାର୍ଯ୍ୟକ୍ରମ୍ ମାନକୁଁ ଟୁକେଲ ମାନେ ପାରମ୍ପରିକ୍ ବେଶଭୂଷାଥି ସମ୍ବଲପୁରୀ ଲୋକଗୀତ୍‌ଥି…

ବିହା ବେଦୀନୁ ଯାଇନାଇଁ ପାରଲେ ଶାଶୂଘର

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଯୁଲୁଣ୍ଡା ଗାଁନେ ଗୁଟେ ଦୁଃଖଦ୍ ଘଟନା ଦେଖବାର ଲାଗି ମିଲିଛେ । ଇଠାନେ ବିହା ଉତାରୁ ଟୁକେଲ ବଟାଲା ବେଲେ ନୂଆଁକରି ବହୁ ହେଇଥିବାର ଝିର ଜୀବନ୍ ଚାଲିଗଲା । ମୃତକ୍ ହେଲେ ଯୁଲୁଣ୍ଡୁ ଗାଁର ରୋଜି ସାହୁ । ବଲାଙ୍ଗିର ଜିଲ୍ଲା ତେନ୍ତେଲ ଗାଁର ବିଶିକେଶନ…

ବିଜୁ ପଟ୍ଟନାୟକକଁର ୧୦୫ ତମ୍ ଜନମ୍ ଜୟନ୍ତୀ

ଆଏଜ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକକଁର ୧୦୫ ତମ୍ ଜନମ୍ ଜୟନ୍ତୀ । ଇ ଅବସରନେ ଭିନ୍ ଭିନ୍ ଜାଗାନେ ସ୍ୱର୍ଗତ୍ ବିଜୁ ପଟ୍ଟନାୟକକଁର ଜୟନ୍ତୀ ପାଲନ୍ କରାଯାଇଛେ । ବିଜୁ ଜନତା ଦଲ ଆଡୁ ଭିଲ୍ ବିଜୁ ବାବୁକଁଣ ଜୟନ୍ତୀ ପାଲନ କରାଯାଇଛେ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…