ପଶ୍ଚିମ ଓଡ଼ିଶାର ପରିଚୟ କବି ହଲଧରକଁର୍ ଜନମ୍ ଦିନ

ପଶ୍ଚିମ ଓଡ଼ିଶାର ଗୁଟେ ଐତିହାସିକ୍ ଗାଁ ଘେଁସ୍ । ଇଂରେଜ୍‌କଁର୍ ବିରୋଧନେ ହେଇଥିବାର୍ ସଶସ୍ତ୍ର ଆନ୍ଦୋଲନ୍‌ର ତୀର୍ଥ ଭୂମି ହେଉଛେ ଘେଁସ୍ । ହେଲେ ସେହି ଐତିହାସିକ୍ ଗାଁନେ ୧୯୫୦ ମସିହାନେ ମାର୍ଚ୍ଚ ୩୧ ତାରିଖ୍ ଦିନ ପିଲାଟେ ଜନମ୍ ହେଇଥିଲା । ଘେଁସ୍ ଗାଁର୍ ସେ ଅତି ସାଧାରନ୍ ପିଲାର ମୁହୁଁନୁ…

ଦିଦି ହେବ ତ ଏନ୍ତା

ଅଙ୍ଗନବାଡି ସେଣ୍ଟର ମାନକଁର୍ କଥା ଯେତେବେଲେ ପଡସି ଅଧିକାଂଶ ସମିଆଁନେ ବହୁତଟେ ସେଣ୍ଟରନେ ଲାଗି ରହୁଥିବାର୍ ସମସ୍ୟାକେ ନେଇକରି ଏକା ଚର୍ଚ୍ଚା ହେସି । ହେଲେ ସେସବୁ ଭିତରେ ଏନ୍ତା ବି ସେଣ୍ଟର ମାନେ ଅଛେ ଯେନ ସେଣ୍ଟର ଆର୍ ସେନେ ଥିବାର୍ ଦିଦି କୁଁ ଦେଖଲେ କୁହାଯାଇପାରବା ଯେ ସେଣ୍ଟର ହେବା ତ…

କେତେ ଦାମ୍‌କିଆ ଜଙ୍ଗଲି ଜିନିଷ୍

ଗାଁ ଗଅଁଲି ନେ ରହୁଥିବାର୍ ଆଦିବାସୀ ମାନେ କି ଗାଁ ନେ ରହୁଥିବାର୍ ଗରିବ୍ ଲୋକମାନେ ସଭେ , ବେଶିକରି ନିଜର୍ ଜୀବନ୍ ଜୀବକା ଲାଗି ଜଙ୍ଗଲି ଜିନିଷ୍ ଉପ୍‌ରେ ନିର୍ଭର୍ କରିଥିସନ୍ । ସେମାନେ ଜଙ୍ଗଲ୍ ନେ ହେଉଥିବାର୍ ମହୁଲ୍ ଫୁଲ୍ , ହର୍‌ଡା , ବାହାଡା , ଚାର୍ ଆର୍ ବହୁତ୍‌ଟେ ଜଙ୍ଗଲ୍‌ଜାତ ଜିନିଷ୍…

ଭଟଲିର୍ ଫଗୁନ୍ ମେଲା

ଓଡିଶାର୍ ଦୁଇ ନଂ ଜାଗା ଯେନଟା ପୁରୀ ଉତାରୁ ରଥ ଯାତ୍ରା ଲାଗି ପ୍ରସିଦ୍ଧ୍ ଆଏ ସେଟା ହେଉଛେ ପଶ୍ଚିମ୍‌ଓଡିଶା ବରଗଡ ଜିଲ୍ଲାର୍ ଭଟଲି ଗାଁ । ତାର୍ ସାଙ୍ଗେ ଭଟଲି ଗାଁ ଫଗୁନ୍ ମେଲା ଲାଗି ବି ପ୍ରସିଦ୍ଧି ଲାଭ କରିପାରିଛେ । ସେନ ରହିଥିବାର୍ ଶ୍ୟାମ୍‌ବିହାରୀ ମନ୍ଦିର୍‌ନେ ସବୁ ବଛର୍ ଫଗୁନ୍ ପୁନି…

୧୨୫ ବଛର ପୁରୁନା ଷ୍ଟେସନ୍ ହେବା ବନ୍ଦ

ରେଲୱେ ବିଭାଗ ଆଡୁ ସମ୍ବଲପୁର ଫାଟକ ଷ୍ଟେସନ୍‌କେ ସବୁଦିନର ଲାଗି ବନ୍ଦ କରାଯିବାର ନେଇକରି ନିଷ୍ପତ୍ତି ଶୁନେଇଛନ୍ । ଆଏବାର ଏପ୍ରିଲ୍ ୧ ତାରିଖନୁ ସବୁ ଦିନର ଲାଗି ଇ ଷ୍ଟେସନ୍‌କେ ବନ୍ଦ କରାଯିବାର ନେଇକରି ଜନାପଡିଛେ । ଏନ୍ତା ନିଷ୍ପତ୍ତିକେ ସହରବାସୀ ବିରୋଧ୍ କରବାର ସାଙ୍ଗେ ଏନ୍ତା ହେବାକେ…

ଇଥର ନାଇଁ ରହେ ପାଏନ୍ ସମସ୍ୟା !

ମାର୍ଚ୍ଚ ମାସ୍ ଆରମ୍ଭ ହେଉନ୍ କି ନାଇଁ ଖରା ବଢବାର ଲାଗି ଲାଗଲାନ୍ । ଆଗକେ ଖରା ତାତି ବଢବାର ସମ୍ଭାବନା ଅଏତକା ରହିଥିବାର ନେଇକରି ପାଣି ପାଗ ବିଭାଗ ଆଡୁ ଭିଲ୍ ସତର୍କ କରାଯାଇଛେ । ଏନ୍ତାଥି ଖରାଦିନ୍ ଆସୁନ୍‌କି କେତନି ସମସ୍ୟା ବଢବାରନେ ଲାଗିଥିସି । ଖରାଦିନେ ପ୍ରାୟ ସବୁ ଜାଗାନେ ପାଏନ୍…

ଏପ୍ରିଲ୍ ୧ନୁ ବିଦେଶ୍ କେ ନାଇ ଉଡେ ଉଡା ଜାହାଜ୍

କରୋନା ର୍ ସଂକ୍ରମିତ୍ ସଂଖ୍ୟା ଫେର୍ ଥରେ ଦେଶ୍‌ନେ ହୁ ହୁ କରି ବଢି ଚାଲିଛେ । ସେଥିର୍ ଲାଗି କେନ୍ଦ୍ର ସରକାର୍‌କଁର୍ ଆଡୁ କରୋନା କେ ନେଇକରି କେତେଟା ଗାଇଡ ଲାଇନ୍ ଲାଗୁ କରାଯାଇଛେ । ଯେନ୍‌ଟା ଏପ୍ରଲ୍ ୧ ତାରିଖ୍ ନୁ ୩୦ ତକ୍ ଲାଗୁ କରାଯିବା । କରୋନା ସଂକ୍ରମଣ ନେ କେନ୍ଦ୍ର ସରକାର୍ ଗୁଟେ…

ନିୟମ୍ ନାଇଁ ମାନଲେ ଲକଡାଉନ୍‌!

ଗଲା ବଛର କରୋନା ଲାଗି ଖାଲି ଦେଶ ନାଇଁସେ ପୂରା ବିଶ୍ୱ ଚିନ୍ତାନେ ରହିଥିଲା । ବେମାର ଧୀରେ ଧୀରେ ବଢବାରନେ ଲାଗିଥିଲା ଆରୁ ଇଥରେ ବହୁତ୍ ଲୋକ୍‌କଁର ଜୀବନ୍ ଭିଲ୍ ଯାଇଥିଲା । ଅଦୃଶ୍ୟ ବେମାରର କେନସି ଟିକା ସେତେବେଲେ ନାଇଁଥାଇ ଆରୁ ଇ ମହାମାରୀଟା ଚାପି ଚାପି ଚାଲିଥିଲା । କରୋନା ମୁକାବିଲା…

ଟପ୍‌ନେ ଶେଫାଳି

ଆଇସିସି ତରଫୁଁ ଜାରି ହେଇଥିବାର୍ ମହିଲା ଟିଟ୍ୱେଣ୍ଟି ବ୍ୟାଟିଂ ମାନ୍ୟତାର ଟପକେ ପହଞ୍ଚିଛନ୍ ଭାରତର ଶେଫାଳି ବର୍ମା । ସାଉଥ ଆଫ୍ରିକା ବିରୋଧନେ ଟ୍ୱେଣ୍ଟି୨୦ ସିରିଜନେ ଶେଫାଳି ୨୩ ଆର୍ ୪୭ ରନ୍ କରି ମାନ୍ୟତାନେ ଗୁଟେ ଜାଗା ଉପରକେ ଉଠି ଅଷ୍ଟ୍ରେଲିଆର ବେଥ ମୁନିକୁଁ ପଛେ ପକେଇ ଟପ୍‌କେ…

ସମ୍ବଲପୁରୀ ଶାଢୀନେ ଭାରତ ମାନଚିତ୍ର

ସମ୍ବଲପୁରୀ ବାନ୍ଧ ଶାଢୀ । ଆଦର ତାର ସବୁଆଡେ । କାରନ୍ ସେ ଶାଢୀନେ ଯେନ୍‌୍ ସୁନ୍ଦର କାମ୍ ହେଇଥିସି ତାକେ ଦେଖଲେ ଆଏଁଖ୍ ଝଲସି ଯାଏସି । ତ ହେଥିରଲାଗି ବନେ ପରିଶ୍ରମ୍ କରିଥିସି ବୁନାକାରଟେ । ଆର ସମିଆଁ ସମିଆଁନେ ବୁନାକାର ମାନେ ନୂଆ ନୂଆ ଡିଜାଇନନେ ବି ଶାଢୀ ମାନେ ବୁନିଥିସନ୍ । କେତେବେଲେ…