ଜାତୀୟ ପୁରସ୍କାର ୨୦୧୯ ଲାଗି ମନୋନୀତ୍ ହେଇଛେ ଫିଲ୍ମ ‘କାଲିର ଅତୀତ’ ଆରୁ ‘ଶଲା ବୁଢାର ବଦଲା’

ଓଡ଼ିଆ ଆରୁ ସମ୍ବଲପୁରୀ-କୋଶଲୀ ଫିଲ୍ମ ଜଗତ ଲାଗି ଖୁସିର ଖବର । ଫିଲ୍ମ କାଲିର ଅତୀତ ଆରୁ ଶଲା ବୁଢାର ବଦଲା କେ ମିଲଲା ଜାତୀୟ ପୁରସ୍କାର । ୬୭ ନ୍ୟାସନାଲ୍ ଫିଲ୍ମ ଆୱାର୍ଡ ୨୦୧୯ନେ ଇ ଦୁହି ଫିଲ୍ମକେ ଆୱାର୍ଡ ମିଲିଛେ । ଫିଚର ଫିଲ୍ମ କାଟାଗୋରୀନେ ଦୁହି ଫିଲ୍ମକେ ଜାତୀୟ ପୁରସ୍କାର ମିଲିଥିବାର…

ଶିକ୍ଷାର୍ ବିକାଶ୍ ଦିଗେ ‘ମୋ କଲେଜ୍‌’

ମୋ ସ୍କୁଲ୍ ଅଭିଯାନ ଉତାରୁ ରାଏଜ୍‌ନେ ଉଚ୍ଚଶିକ୍ଷା ର୍ ଭିତ୍ତିଭୁମି ଆର୍ ପରିବେଶ୍ ର ବିକାଶ ଲାଗି ରାଜ୍ୟ ସରକାର୍ ଇହାଦେ ମୋ କଲେଜ୍ ଅଭିଯାନ ର ଶୁଭାରମ୍ଭ କରିଛନ୍ । ଶିକ୍ଷା ର ବିକାଶ୍ ଲାଗି ରାଜ୍ୟ ସରକାର୍ ଭିନ୍ ଭିନ୍ ଯୋଜନା ସବୁ ଆର୍‌ମ୍ଭ କରିଥିବାର୍ ବେଲ୍‌କେ ମୋ ସ୍କୁଲ୍ ଅଭିଯାନ୍ ଉତାରୁ…

ହୋଲି ଲାଗି କଡା ନିୟମ୍ ଲା୍‌ଗୁ କର୍‌ଲେ ରାଜ୍ୟ ସରକାର୍

କରୋନା ସଂକ୍ରମଣ ବଢୁଥିବାର୍ ଦେଖିକରି ରାଜ୍ୟ ସରକାର୍‌କଁର୍ ବୈଷୟିକ୍ କମିଟି ଆଡୁ ହୋଲି ଖେଲ୍ ଉପ୍‌ରେ କଟକଣା ଲଗାବାର୍ ଲାଗି ରାଜ୍ୟ ସରକାର୍‌କୁଁ ଚିଠି ଦେଇଥିଲେ । ରଙ୍ଗ୍ ଖେଲ୍ ନେ କରୋନା ସଂକ୍ରମଣ ବଢବାର୍ ଡର୍ ରହିଥିବାର୍ ନୁ ହୋଲି ପରବ୍ ଉପ୍‌ରେ ରୋକ୍ ଲଗେଇଛନ୍ ରାଜ୍ୟ ସରକାର୍ । କରୋନା…

ପରୀକ୍ଷା ନାଇ ଦେଇକରି ପାସ୍ କର୍‌ବେ ଛାତ୍ର ଛାତ୍ରୀ

କରୋନା ର୍ ସ୍ଥିତି ଧିରେ ଧିରେ ଫେର୍‌ଥରେ ବିଗଡିବାର୍ ନେ ଲାଗିଛେ । ଆର୍ ସେଥିର୍ ଲାଗି ଛୁଆ ମାନକଁର୍ ଭବିଷ୍ୟତ୍ ଆଗ୍‌କେ କାଣା ହେବା ସେତାକେ ନେଇକରି ଚିନ୍ତା ବଢିଛେ । ସବୁ ଶିକ୍ଷାନୁଷ୍ଠାନ୍ ମାନେ ରାଏଜ୍ ନେ ଖୁଲ୍‌ବାର୍ କେ ବସିଥିବାର୍ ବେଲ୍‌କେ ଫେର୍ ଥରେ କରୋନା ସଂକ୍ରମଣ ବଢିଥିବାର୍ ନୁ…

ମାହାଲିଆନେ ପାତଲଘଣ୍ଟା

ମାହଲିଆନେ ଦେଇ ଦେଉଥିଲେ ପାତଲଘଣ୍ଟା । ବିକରି ତ ହେବାର ନାଇଁ । ରଖି କରି ହେଲେ କାଁ କରିଥିତେ । ସବୁ ଯାହା ଆନିଥିଲେ ବିକବାର୍ ଲାଗି ସବୁକେ ବାଣ୍ଟିଦେଲେ । ଏନ୍ତା ଗୁଟେ ଘଟନା ଦେଖବାରକେ ମିଲିଥିବାର୍ ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଗାଁନେ । ବନେ ଧାର ଉଧାର କରି ଚାଷ୍ କରିଥିଲେ ଚାଷୀ ।…

ସତର୍କ ରହ ସଚେତନ୍ ରହ

ଦେଶନେ କରୋନା ବେମାର ହେବାର ବଛରେ ପୂରି ସାରିଥିବାର ବେଲକେ ଫେର୍ ଦୁଇନମ୍ବର ଲହର ଆସିଛେ । ଦେଶର ଭିନ୍ ଭିନ୍ ରାଜ୍ୟ ମାନକେ ଇହାଦେ କରୋନା ପଜିଟିଭ୍‌କଁର ସଂଖ୍ୟା ବଢୁଥିବାର ଦେଖବାର ଲାଗି ମିଲିଛେ । କରୋନା ବେମାରକେ ଯେନ୍ତା ଆଉ ଅଏତକା ନାଇଁ ବଢବା ସେ ଦିଗନେ ଲୋକମାନକୁଁ ସଚେତନ କରବାର ଇହାଦେ…

କଳାହାଣ୍ଡି ଚାଷୀ ନମ୍ବର ୱାନ୍‌

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆର ଫିକି ସହଯୋଗନେ ଭୁବନେଶ୍ୱର ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଲ ପଡିଆନେ ଉଦଘାଟିତ୍ ହେଇଯାଇଛେ ରାଜ୍ୟସ୍ତରୀୟ କୃଷି ମହାକୁମ୍ଭ କୃଷି ଓଡ଼ିଶା ୨୦୨୧ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମନେ କାର୍ଯ୍ୟକ୍ରମର ଉଦଘାଟନ୍ କରିଛନ୍ । କାର୍ଯ୍ୟକ୍ରମନେ…

ଧରାପଡଲା ନିଆଁଲଗଉ

ନିଆଁର ଆଁ ଭିତରେ ରହିଛେ ରାଜ୍ୟର କେତନି ଜଙ୍ଗଲ । ଜଙ୍ଗଲନେ ନିଆଁ ଲାଗବାର ଘଟନା ନୂଆଁ ନାଇଁ ହେଇଥିଲେ ଭିଲ୍ ଏକାସାଙ୍ଗେ ଏତକିଟେ ଜଙ୍ଗଲ ନିଆଁ ଘେରନେ ରହେବାର କଥା ଚିନ୍ତା ବଢେଇଛେ । ବନବିଭାଗ ଆରୁ ରାଜ୍ୟ ସରକାରକଁର ମୁଡଦୁଖା ବନିଥିବାର ବେଲକେ ଜଙ୍ଗଲୀ ଜୀବ୍ ସହର ମୁହାଁ ହେଇଛନ୍ । ବନବିଭାଗ…

ମୁଖ୍ୟମନ୍ତ୍ରୀକଁର୍ ସନ୍ଦେଶ୍

ରୋଗ୍କେ ନେଇ କମ୍ ହେଲାନ ବଲି ଉସାସ୍ ହେବାରଟା ଠିକ୍ ନାଇଁସେ । ବିପଦ୍ ଇହାଦେ ବି ନାଇଁ ଟଲି । ତ ବାହାରକେ ଗଲେ ମାସ୍କ ପିନ୍ଧବାର୍ ଜରୁରୀ । ବେକେ ଝୁଲେଇକରି ନାଇଁସେ, ବରଂ ମୁହେଁ ପିନ୍ଧବାର୍ କଥା ଯେନ୍ତା ଟୁଣଁ ଆର୍ ନାକ୍ ଢାପି ହେଉଥିବା । ଘରକେ ଫିରଲେ ସଫା ସୁତର ହେଇ ଧୁଇ ହେବାର୍ କଥା ।…

ଝାରସୁଗୁଡ଼ାନୁ ଚେନ୍ନାଇ ଉଡବା ବିମାନ୍‌

ଯୁଡି ହେଉଛେ ଝାରସୁଗୁଡ଼ା । ଉଡ଼ାଣ ଯୋଜନା ଆଡୁ ଗୁଟେ ଉତାରୁ ଗୁଟେ ରାଜ୍ୟ ସହରକେ ସାଙ୍ଗେ ଯୁଡି ହେଉଛେ ଝାରସୁଗୁଡ଼ା ଆର ପଶ୍ଚିମ ଓଡ଼ିଶା । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରନୁ ଏତକର ୍ଣକ୍ଟ୍ରନ୍ନାଇକେ ଉଡବା ବିମାନ । ଆଏବାର ୨୮ ତାରିଖନୁ ଇ ସୁବିଧା ଯୁଗେଇ ଦିଆଯିବା ଯାତ୍ରୀକୁଁ ।…