‘ଟାଇମସ’୍ ପତ୍ରିକାନେ ମହିଳା ପ୍ରତିବାଦକାରୀକଁର ଚିତ୍ର

‘ଟାଇମସ’୍ ପତ୍ରିକା କଭର ପେଜନେ ଦିଲ୍ଲୀ ଚାଷୀ ଆନ୍ଦୋଳନନେ ସାମିଲ ହେଇଥିବାର ମହିଲାକୁଁ ଜାଗା । ତିନଟା ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିନେ ଧାରନାନେ ମାସ୍ ମାସ୍ ଧରିକରି ଧାରଣାନେ ବସିଛନ୍ ଚାଷୀ । ‘ଟାଇମସ’୍ ପ୍ରତିକାନେ କଭର ପୃଷ୍ଠାନେ ମହିଲାକଁର ଫଟୋ ରହିଥିବାର ବେଲକେ ମତେ ଡରେଇ…

ବାଇକ୍ ଉପରେ ଚଢିଗଲା ବସ୍‌, ୩ ଜନକଁର ଗଲା ଜୀବନ୍

ବାଇକ୍ ଉପରେ ମାଡିଗଲା ବସ୍ । ଦୁର୍ଘଟଣାନେ ତିନ ଜନ୍‌କଁର ଜୀବନ୍ ଯାଇଥିବାର ବେଲକେ ଆର ଜନେ ଗୁରୁତର ହେଇଛନ୍ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଡଙ୍ଗରିଗୁଡା ଠାନେ ଏନ୍ତା ଦୁର୍ଘଟନା ଘଟିଛେ । ଗୁଟେ ବସ୍ ବାଇକ୍ ଉପରେ ମାଡିଯିବାରନୁ ଦୁର୍ଘଟନା ଘଟିଥିବାର ଜନାପଡିଛେ । ଘଟନା ଜାଗାନେ ହିଁ…

ଇବ୍ ନଦୀନୁ ଉଦ୍ଧାର ହେଲା ଖଁଣ ଖଁଣ ମଲାଦେହ୍‌

ସୁନ୍ଦରଗଡ଼ ଇବ ନଦୀନୁ ମଲାଦେହ ଖଁଣ ଖଁଣ ହେଇକରି ଭାସୁଥିବାର ଦେଖବାକେ ମିଲିଛେ । ଜନେ ଯୁଆନକଁର କଟାମୁଣ୍ଡ ଆରୁ ଗୁଟେ କଟା ଗୋଡ୍ ଉଦ୍ଧାର କରାଯାଇଛେ । ଆର ଗୁଟେ କଟା ଗୋଡ୍ ନାଇଁ ମିଲୁଥିବାର ବେଲକେ ପୁଲିସ ଖୁଜୁଛେ । ମଲାଦେହର ଅବସ୍ଥା ଦେଖିକରି ତାକଁର ମୁଡ୍ ଆରୁ ଗୋଡ୍ କାଟିକରି…

ବଢୁଛେ ଖରା: ଲୁକେ ଡହଲ୍ ବିକଲ୍‌

ମାର୍ଚ ମାସର୍ ପହେଲା ହପ୍ତା ଚାଲିଛେ ବାକି ଖରାକେ ଦେଖିକରି ଲାଗୁଛେ ସତେ ଯେନ୍ତା କି ଇ ଟା ପୁରା ଖରା ମାସର୍ ମଝା ମଝି ସମିଆ । ପଶ୍ଚିମ୍ ଓଡିଶର୍ ସବୁ ସହର୍ ଖରାନେ ସିଝୁଛନ୍ । ଲାଗୁଛେ ସେନେ ସାଧା ଚାଉଲ୍‌ନୁବି ଲିଆ ଫୁଟ୍‌ବା । ଲୋକ୍ ମାନ୍‌କର ଅବସ୍ଥାତ କହେଲେ ନାଇଁ ସରେ । ବାକି ଇକଥା…

ଘରୁ ଟେକିନେଇକରି ମାରିଦେଲା ହାତୀ

ହାତୀ ଆକ୍ରମଣନେ ଜନେ ବୁଢାକଁର ଜୀବନ୍ ଯାଇଛେ । ଘଟନାଟା ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଂଚଲର ପଣକିଟାଲ ଗାଁନେ ଦେଖବାକେ ମିଲିଛେ । ଘରେ ଶୁଇଥିବାର ବେଲକେ ବୃଦ୍ଧ ଜନକୁଁ ଘରୁ ଟେକି ଆନିକରି କଚଡେଇକରି ମାରିଦେଲା ହାତୀ । ମୃତକ୍ ଜନକ୍ ହେଉଛନ୍ ନାରାୟଣ ଭୂଇଁ । ସୂଚନା ହିସାବେ ପାହାନ୍ତିଆ…

ଟିକା ନେଲେ ରାଷ୍ଟ୍ରପତି

ଦେଶନେ ଦୁଇ ନମ୍ବର ଖେପ୍ କରୋନା ଟିମ୍ କରୋନା ଟିକାକରଣ ଜାରି ରହିଛେ । ଆଏଜ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର୍ମି ରିସର୍ଚ୍ଚ ଆର ରେଫରାଲ ହସ୍ପିଟାଲନେ କରୋନାର ପହେଲା ଡୋଜ୍ ନେଇଛନ୍ । ଇତାର ଆଘୋନୁ ଗଲା ମାର୍ଚ୍ଚ ୧ ତାରିଖ ଦିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରୁ ଭିନ୍ ଭିନ୍ ରାଜ୍ୟର…

କାଏଲ୍ ଠାନୁ ୪ ନମ୍ବର୍ ଟେଷ୍ଟ୍

ଆଏବାରକ କାଏଲ୍ ଠାନୁ ମୁଲ୍ ହେବାର୍‌କେ ଯାଉଛେ ଭାରତ ଆର୍ ଇଂଲଣ୍ଡ ଭିତରେ ଶେଷ୍ ଟେଷ୍ଟ୍ ମ୍ୟାଚ୍ । ଇହାଦେ ତକର୍ ୩ଟ ଟେଷ୍ଟ୍ ଭିତରୁ ଭାରତ ୨ ଟା ଆର୍ ଇଂଲଣ୍ଡ ଗୁଟେ ଟେଷ୍ଟ ଜିତିସାରିଛନ୍ । ହେଥର୍ ଲାଗି ଇ ୪ ନମ୍ବର୍ ମ୍ୟାଚ୍‌କେ ଜିତିକରି ଇଂଲଣ୍ଡ୍ ସିରିଜ୍‌କେ ୨-୨ କରବାର୍ ଲାଗି ଚାହେବାର୍…

ଟ୍ରେନ୍‌ନେ ପିଟି ହେଇକରି ଗଲା ଯୁଆନକଁର ଜୀବନ୍‌

ନିଜର ଭୁଲ୍ ଲାଗି ଅକାରଣଥି ଗଲା ଯୁଆନକଁର ଜୀବନ୍ । ରେଲ ଲାଇନ୍ ପାର୍ ହେଉଥିବାର ବେଲକେ ଆସୁଥିବାର ଟ୍ରେନ୍ ଦିହେ ପିଟିହେଇକରି ଜନେ ଯୁଆନକଁର ଜୀବନ୍ ଯାଇଛେ । ଘଟନାଟା ସମ୍ବଲପୁର ଫାଟକ ରେଲ ଷ୍ଟେସନର ହେଇଥିବାର ନେଇକରି ଜନାପଡିଛେ । ଦୁର୍ଘଟଣାର ଚିତ୍ର ସିସିଟିଭିନୁ ମିଲିଛେ ଯେନଟାକି ଇହାଦେ…

ବୌଦ୍ଧନୁ ଯିବା ରଥକାଠ୍‌

ଚାର ନମ୍ବର ଥର୍ ଲାଗି ବୌଦ୍ଧନୁ ରଥକାଠ ଯିବା । ମହାପ୍ରଭୁ ଜଗନ୍ନାଥକଁର ରଥଯାତରା ଲାଗି ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜର କରଡାକୋଠା ସଂରକ୍ଷିତ୍ ଜଙ୍ଗଲନୁ ରଥକାଠ ଅନୁକୂଳ କରାଯାଇଛେ । ଇଥିର ଲାଗି ଶ୍ରୀମନ୍ଦିର ପ୍ରଶାସନର ୩ ଜନିଆ ଟିମ୍‌କଁର ଦେଖରେଖ ଭିତରେ ସବୁ କାମ୍ କରାଯାଇଛେ । ଶ୍ରୀମନ୍ଦିର…

ରେଞ୍ଜରକୁଁ କରାଗଲା ବାହାର୍‌

ସମ୍ବଲପୁର ଜିଲ୍ଲା ଯୁଜୁମୁରା ଅଂଚଲନେ ହାତୀ ମରବାର ଘଟନା ଉପରେ ନିଆଗଲା କାର୍ଯ୍ୟାନୁଷ୍ଠାନ୍ । ଇ ଅଂଚଲନେ ବାରମ୍ବାର ହାତୀ ମାନକଁର ମୃତ୍ୟୁ ହେଉଥିବାରନୁ ରେଞ୍ଜର ଗୌରୀ ଦାଶକୁଁ ନିଲମ୍ବନ କରାଯାଇଛେ । ସମ୍ବଲପୁର ଡିଏଫଓ ଡ. ସଞ୍ଜିତ୍ କୁମାର ରେଞ୍ଜରକୁଁ ନିଲମ୍ବନ୍ କରିଛନ୍ । ଗୁଟେ ବଛର ଭିତରେ…