ସୂତା ଦାମ୍ ବଢିଗଲା ଉତାରୁ ଚିନ୍ତା ନେ ସମ୍ବଲପୁରୀ ବୁଣାକାର୍

କେନ୍ଦ୍ର ବଜେଟ୍ ୨୦୨୧ ନେ ସୂତା ର ଦାମ୍ ଉପରେ ଟିକସ୍ ଲାଗ୍‌ବାର୍ ନୁ ଇହାଦେ ମୁଡେ ହାତ୍ ଦେଇଛନ୍ ବୂଣାକାର୍ । କଟନ୍ ର ଦାମ୍ ବଢି ଯିବାର୍ ନୁ ସୂତା ର୍ ଦାମ୍ ଭିଲ୍ ବଢିଯିବା ଯେନଥିର୍ ଲାଗି ଗୁଟେ ବୁଣାକାର୍ କେ ଯେତ୍‌କି ଲାଭ୍ ମିଲୁଥିଲା ସେତ୍‌କି ଭିଲ୍ ନାଇ ମିଲେ । ସେଥିର୍ ଲାଗି ବଲିକରି…

ମେ ୩ନୁ ହେବା ମେଟ୍ରିକ୍ ପରୀକ୍ଷା

ମାଧ୍ୟମିକ ଶିକ୍ଷା ପରିସଦ୍ (ବୋର୍ଡ) ଆଡୁ କରାଯାଉଥିବା ମେଟ୍ରିକ୍ ପରୀକ୍ଷା ଇ ବରଷ୍ ମେ ୩ ତାରିଖ୍ ନୁ ମୂଲ୍ ହେଇକରି ମେ ୧୫ ତାରିଖ୍ ଶେଷ୍ ହେବା । ରାଏଜର୍ ମୁକ୍ତ ବିଦ୍ୟଲୟର୍ ସାର୍ଟିଫିକେଟ୍ ପରୀକ୍ଷା (ମେଟ୍ରିକ୍ ) ବି ମେ ୩ ନୁ ଆରମ୍ଭ ହେଇକରି ମେ ୧୨ ନେ ଶେଷ୍ ହେବା । କରୋନା ଲାଗି ଇ…

ଓଡିଶାକେ ବାତ୍ୟା ଆର୍ ମରୁଡି ମୁକାବିଲା ଲାଗି ମିଲ୍‌ବା ୯୦୦କୋଟି

ଓଡିଶା ସବୁବେଲେ ବାତ୍ୟା ଆର୍ ମରୁଡି ଲେଖେ ବହୁତ୍ ଟେ ପ୍ରାକୃତିକ୍ ବିପର୍ଯ୍ୟୟ ମାନକଁର୍ ସାମ୍ନା କରିଥିସି । ସେଥିର୍ ଲାଗି ଆଏବାର୍ ୫ ବରଷ୍ ଭିତ୍‌ରେ ରାଏଜ୍ କେ ମରୁଡି ମୁକାବିଲା କର୍‌ବାର୍ ଲାଗି ୧୦୦ କୋଟି ଆର୍ ବାତ୍ୟା ୱାର୍ଣ୍ଣିଂ ସିଷ୍ଟମ୍ ଲାଗି ୮୦୦ କୋଟି ଟକାଁ ର୍ ଅନୁଦାନ ମିଲ୍‌ବା ।…

ଖୋର୍ଦ୍ଧା – ବଲାଙ୍ଗିର୍ ରେଲ୍ ଲାଇନ୍‌କେ ୧୦୦୦କୋଟି

ନୂଆଦିଲ୍ଲୀ ନେ ବସିଥିବାର୍ ସଂସଦ୍ ବଜେଟ ୨୦୨୧-୨୦୨୨ନେ ଓଡିଶାର୍ କେତେଟା ପ୍ରକଲ୍ପ ସାମିଲ୍ କରାଯାଇଥିବାର୍ ବେଲ୍‌କେ ସେ ଭିତ୍‌ରେ ପଶ୍ଚିମ ଓଡିଶା ର୍ କେତେଟା ପ୍ରକଲ୍ପ କାମ୍ ଭିଲ୍ ବଜେଟ୍ ନେ ଉପସ୍ଥାପନ କରାଯାଇଥିଲା । ଓଡିଶାର୍ ରେଲ୍ ପ୍ରକଲ୍ପ ନେ ଖୋର୍ଦ୍ଧାରୋଡ ନୁ ବଲାଙ୍ଗିର୍ ୨୮୯ କିମି…

ମେ’୪ ନୁ ସିବିଏସ୍‌ଇ ପରୀକ୍ଷା 

ଇ ବରଷ୍ ସିବିଏସ୍‌ଇ ର ମେଟ୍ରିକ୍ ଆର୍ ପ୍ଲସ୍ ୨ ପରୀକ୍ଷା ଆଏବାର୍ ମେ' ୪ ତାରୀଖ୍ ନୁ ହେବା ବଲିକରି ସିବିଏସ୍‌ଇ ବୋର୍ଡ ଆଡୁ ଘୋଷଣା କରାଯାଇଛେ । ଆଗ୍‌ରୁ ଇ ନେଇକରି ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ‘ନିଶଙ୍କ' ଇ ବିଷୟ୍ ନେ ଆଗରୁ ସୁଚନା ଦେଇଥିଲେ । ମେ ୪ ତାରିଖ୍ ନୁ ହେଉଥିବାର୍ ସିବିଏସ୍‌ଇ…

ଦୌଡରାଣୀ ଦୂତୀକଁର୍ ଜନମ ଦିନ୍‌

ଓଡିଶାର୍ ଗର୍ବ ଆର୍ ଗୌରବ୍ , ଭାରତର୍ ର ଗର୍ବ ଆର୍ ଗୌରବ୍ ସବୁ ଟୁକେଲ୍ ଜାତିର୍ ଗର୍ବ ଆର୍ ଗୌରବ୍ , ଯିଏ ନର୍ଧୁ ଥିଲେ ସାରା ଦୂନିଆ ଦେଖୁଥିସି ଆଏଜ୍ ତାକଁର୍ ଜନମ୍ ଦିନ୍ । ନାଁ ତାକଁର୍ ଦୂତୀ ଚାନ୍ଦ । ଦୂତି ଜନେ ଆନ୍ତର୍ଜାତୀକ୍ ମହିଳା ଖେଲାଲୀ ହିସାବେ ସାରା ଦେଶ୍ ଆର୍ ଆମର୍ ଦେଶ୍ ବାହାରେ…

ବଜେଟ୍‌ନେ ଓଡିଶା ର୍ ବିକାଶ୍

ସଂସଦ୍ ନେ ହେଇଥିବାର୍ ୟୁନିଅନ୍ ବଜେଟ୍ ୨୦୨୧-୨୦୨୨ର ଉପସ୍ଥାପନା ନେ ଓଡିଶାର୍ ଭିତ୍ତିଭୂମି ବିକାଶ୍ ଆର୍ ନୀଳାଚଳ ଇସ୍ପାତ୍ ଇତ୍ୟାଦି ବିଷୟ୍ ଉପ୍‌ରେ କହିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଓଡିଶାର୍ ଭିତ୍ତିଭୂମି ବିକାଶ୍ ସାଙ୍ଗେ ନୀଳାଚଳ ଇସ୍ପାତ୍ ର୍ ପୂଞ୍ଜି ପ୍ରତ୍ୟାହାର୍…

ଛୁଆ ମାନକୁଁ ଅକ୍ଟୋବର୍ ନେ ଦିଆଯିବା କୋଭିଡ୍ ଟିକା

ଆଏବାର୍ ଅକ୍ଟୋବର୍ ଭିତ୍‌ରେ ଛୁଆ ମାନକଁର୍ ଲାଗି କୋଭିଡ ଟିକା ତିଆରି କରାଯିବା ବଲିକରି ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଗ୍ରୁପ୍ ର୍ ନିର୍ଦ୍ଦେଶକ୍ ପିସି ନାମ୍ବିଆର୍ କହିଛନ୍ । ପଜିଟିଭ୍ ଠାବ୍ କରାଯାଇଥିବାର୍ ଛୁଆ ମାନକୁଁ ଟିକା ସାଙ୍ଗେ ଟିକା ନୁ ତିଆରି କରାଯାଇଥିବାର୍ ବଟିକା ଭିଲ୍ ଦିଆଯିବା ।…

ବଜେଟ୍ ୨୦୨୧-୨୦୨୨ ନେ କାଣା ହେଲା ଶସ୍ତା ଆର୍ କାଣା ମହଙ୍ଗା

ଆଜି ସଂସଦ୍ ଭବନ୍ ନେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ୨୦୨୧-୨୦୨୨ ର ବଜେଟ୍ ଉପସ୍ଥାପନ୍ କରିଛନ୍ । ଯେନ୍‌ଟା କି ପହେଲା ଥର ଲାଗି ପେପର୍ ଲେସ୍ କରାଯାଇଛେ । ଭିନ୍ ଭିନ୍ କ୍ଷେତ୍ର ଲାଗି ଅଲ୍‌ଗା ଅଲ୍‌ଗା ପ୍ୟାକେଜ୍ ଘୋଷଣା କରାଯାଇଛେ । ଆର୍ ଇ ବରଷ୍ ବଜେଟ୍ ନେ କେତେଟା ଜିନିଷ୍ ଶସ୍ତା ଆର୍…

ଏପ୍ରିଲ୍ ୧୧ନୁ ଆରମ୍ଭ ହେବା ଆଇପିଏଲ୍‌୧୪ 

ଟ୍ୱେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ୧୪ ଭାରତ୍ ନେ ଖେଲାଯିବା ବଲିକରି ବିସିସିଆଇ ଆଡୁ ସୂଚନା ମିଲିଛେ । ୨୦୨୧ ର ଆଇପିଏଲ୍ ମେଚ୍ ଏପ୍ରିଲ୍ ୧୧ନୁ ଆରମ୍ଭ ହେବାର୍‌କେ ଯାଉଥିବାର୍ ବେଲ୍‌କେ ଇ ଟୁର୍ଣ୍ଣାମେଣ୍ଟ ଜୁନ୍ ୫ କି ୬ ତାରିଖ୍ ଦିନ ଉଦ୍‌ଯାପନ୍ କରାଯିବା…