ସମ୍ବଲପୁର ଆଇଆଇଏମ ହେଲା ବିଜେନେସ୍‌ୱାର୍ଲଡ୍‌ ‘ବି ସ୍କୁଲ’

ଅକ୍ଟୋବର ୨୨ନେ  ବାହାରିଥିବାର ‘ବିଜ୍‌ନେସୱାର୍ଲଡ୍‌'ର ବି–ସ୍କୁଲ୍‌ ଲିଷ୍ଟ୍‌ନେ ଆଇଆଇଏମ୍‌ ସମ୍ବଲପୁର ୧୮ନଂ ଜାଗାନେ ରହିଛେ । ଦେଶନେ ନୁଆ ଖୁଲିଥିବାର୍‌ ଆଇଆଇଏମ୍‌ ଭିତରେ ଆଇଆଇଏମ ସମ୍ବଲପୁରର ପ୍ରଦର୍ଶନ ଭଲ୍‌ ରହିଥିବାର ବେଲେ ତାର ବିକାଶ ଭିଲ୍‌ ଭଲଭାବେ ହେଉଛେ । ଅନୁଷ୍ଠାନ୍‌ନେ ହେଉଥିବାର…

ଫାଇନାଲନେ ମୁମ୍ବାଇ ଇଣ୍ଡିଆନସ୍‌ର ଧମାକାଦାର ଏଣ୍ଟ୍ରି

ଆଇପିଏଲ୍‌୨୦୨୦ର କାଲି ପହେଲା କ୍ୱାଲିଫାୟର ମୁକାବିଲାନେ ଦିଲ୍ଲୀ କେପିଟାଲସ୍‌କେ ୫୭ ରନ୍‌ନେ ହରେଇକରି ମୁମ୍ବାଇ ଇ୍‌ଣ୍ଡିଆନସ୍‌ ଫାଇନାଲନେ ତାର ଧମାକାଦାର ଏ୍‌ଣ୍ଟ୍ରି କରିଛେ । କାଲିର ମେଚ୍‌ନେ ମୁମ୍ବାଇ ଇଣ୍ଡିଆନସ୍‌ ୫ୱିକେଟ୍‌ନେ ୨୦୦ରନ୍‌ କରିଥିବାର ବେଲେ ଦିଲ୍ଲୀ କେପିଟାଲସ୍‌ ୮/୧୪୩ ରନ୍‌…

ଆଜି ପହେଲା କ୍ୱାଲିଫାୟରନେ ମୁମ୍ବାଇ ଆର ଦିଲ୍ଲୀ ମୁହାମୁହିଁ

ୟୁଏଇନେ ୪୬ଦିନ ଧରି ଚାଲିଥିବାର୍‌ ଆଇପିଏଲ-୨୦୨୦ ଆର୍‌ କେତେଦିନ ଭିତରେ ସରବାର କେ ଯାଉଛେ । ଗଲା ମେଚ୍‌ଥି ସନରାଇଜର ହାଇଦ୍ରାବାଦନୁ ମୁମ୍ବାଇ ଇଣ୍ଡିଆନସ୍‌ ୧୦ୱିକେଟ ନେ ହାରିଥିବାର ଉତାରୁ ଭିଲ୍‌ ତାର ପଏଣ୍ଟ୍‌ସ ଲାଗି ପଏଣ୍ଟ୍‌ ଟବେଲ୍‌ ନେ ୧ନଂ ଜାଗା ପାଇଛେ । ବେଲେ ସେଆଡେ ରୟାଲ୍‌…

ରାଜ୍ୟନେ ହେବା ପ୍ରକୃତି ପର୍ଯ୍ୟଟନକେନ୍ଦ୍ରର୍‌ ବିକାଶ୍‌

ଗଲା ୫ ବଛର ଭିତରେ ପର୍ଯ୍ୟଟନ୍‌ ବିଭାଗ୍‌ନେ ୧୦୧ପ୍ରତିଶତ ରାଜସ୍ୱ ବଢିଛେ । ଫି ବରଷ୍‌ ବରେହିପାନି, ଚାନ୍ଦିପୁର, ଚିତ୍ରକୋଣ୍ଡା, ସିତାଗୁଡା, ନୃସିଂନାଥ, କୋରାପୁଟ ର ପାଇନ ଜଙ୍ଗଲ୍‌ ,ପାଟୋରା ଡେମ୍‌, ଆର ଟେନସାକେ ପ୍ରକୃତି ପର୍ଯଟନକେନ୍ଦ୍ର ହିସାବେ ତାର ବିକାଶ୍‌ କରବାର ଲାଗି ରାଜ୍ୟ ସରକାର…

ସମଲେଶ୍ୱରୀ ମନ୍ଦିର୍‌ ଲାଗି ଆସଲା ୨କୋଟି

ସମ୍ବଲପୁର୍‌ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀକଁର୍‌ ମନ୍ଦିର୍‌ ବିକାଶ୍‌ ଲାଗି ରାଜ୍ୟ ସରକାର୍‌ ଆଡୁ ୨କୋଟି ଟଙ୍କା  ପର୍ଯ୍ୟଟନ୍‌ ବିଭାଗ୍‌କେ ଦିଆଯାଇଛେ । ସବୁ ବଛର ସମଲେଶ୍ୱରୀ ଗୁଡିକେ ଦେଶ ଆର ଦେଶ ବାହାରୁ ହଜାର ହଜାର ପର୍ଯ୍ୟଟକ୍‌ ଦର୍ଶନ୍‌ ଲାଗି ଆସିଥିସନ । ଗଲା ବଛର ରିପୋର୍ଟ…

ବେଷ୍ଟ୍‌ ‘ମେକ୍‌ଅପ’ମଡେଲ୍‌ ର ଟାଇଟଲ ଜିତଲେ ସମ୍ବଲପୁର ଟୁକେଲ ମୀମାଂସା

ସମ୍ବଲପୁର ର ମୀମାଂସା ରଥ ଅପେରା ରିକ୍ରିଏସନ୍ସ ପ୍ରାଇଭେଟ ଲିମିଟେଡ ଦ୍ୱାରା ନଭେମ୍ବର ୧ ତାରିଖ ଦିନ ଆୟୋଜିତ କରାଯାଇଥିବାର ଇଣ୍ଟରନେସନଲ ଫେସନ ଶୋ'୨୦୨୦ ନେ ବେଷ୍ଟ ମେକ୍‌ଅପ୍‌ ମଡେଲ ର ଟାଇଟଲ ଜିତିକରି ଆମର ରାଏଜ ଆର ଦେଶ ର ଗୌରବ ବଢେଇଛନ । କରୋନା ମହାମାରି ଲାଗି ଇ ପ୍ରତିଯୋଗିତା ର୍ଭଚୁଆଲି…

ଆମେରିକାର ରାଷ୍ଟ୍ରପତି ନିର୍ବାଚନ୍ : ଟ୍ରମ୍ପ୍ ଆର୍ ବାଇଡେନ୍ କଁର ଭିତରେ କଡା ଟକ୍କ‌ର୍

କରୋନା ଭିତରେ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ୍ ଗନତି ଆରମ୍ଭ ହେଇଯାଇଛେ । ଶେଷଖବର ଅନୁସାରେ ମୋଟ୍ ୫୩୮ଟା ଇଲେକ୍ଟୋରାଲ କୋଲେଜ୍ନୁ ରିପବ୍ଲିକାନ୍ ପାର୍ଥି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇହାଦେ ତକ୍ ୧୭୪ ଭୋଟ ପାଇଥିବାର ବେଲେ ଜୋ ବାଇଡେନ୍ ୨୨୩ ଭୋଟ ନେ ଆଗେ ରହିଛନ । ହେଲେ ଇହାଦେ…