ଆଏଜ୍‌ ଶପଥ୍‌ ନେବେ ନୀତୀଶ କୁମାର୍‌

ପାଟନା : ବିହାର୍‌ର ମୁଖ୍ୟମନ୍ତ୍ରୀ ହିସାବେ ଆଏଜ୍‌ ୪.୩୦ ବଜେ ରାଜଭନବନ୍‌ ଠାନେ ଶପଥ୍‌ ପାଠ୍‌ କରବେ ନୀତୀଶ୍‌ କୁମାର୍‌ । ୭ନଂ ଥର୍‌ ବିହାର ମୁଖ୍ୟମନ୍ତ୍ରୀ ହେଇଛନ ନୀତୀଶ କୁମାର୍‌ । ତାକଁର୍‌ ସାଙ୍ଗେ ୧୬ ଜନ୍‌ ସଦସ୍ୟ ଭିଲ୍‌ ଆଏଜ୍‌ ଶପଥ୍‌ ନେବେ । ଭିଆଇପି ଆର୍‌ ହାମ୍‌ ଦଲ୍‌ନୁ ଭିଲ୍‌ ଜନେ…

କେନ୍ଦ୍ରର୍‌ ନୁଆ କରୋନା ପ୍ୟାକେଜ୍‌

ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ୍‌ କରୋନା ଲାଗି ନୁକସାନ୍‌ ଥି ଚାଲିଥିବାର ଦେଶ୍‌ର ଅର୍ଥନୀତିକେ ସୁଧ୍‌ରାବାର ଲାଗି ଗୁରୁବାର ଦିନ ଗୁଟେ ବଡଭାରି ପ୍ୟାକେଜ୍‌ ଘୋଷନା କରିଛନ୍‌ । ସେଟାକେ ଆତ୍ମନିର୍ଭରଶୀଲ୍‌ ଭାରତ୍‌ ୩.୦ ଯୋଜନା ବୋଲିକରି ନା ଦିଆଯାଇଛେ । ୨,୬୫,୦୮୦କୋଟିର ଟଁକାର ଇ ଯୋଜ୍‌ନାନେ…

ଦିଆଲିନେ ନାଇ ଫୁଟେ ଫଟ୍‌କା

କରୋନା ଲାଗି ବନ୍ଦ୍‌ ହେଇଛେ ଦିଆଲିର୍‌ ‌ ମଜା ଫଟ୍‌କା‌ ଫଟା । କରୋନା ସଂକ୍ରମନକେ ଦେଖିକରି ସରକାର ଦିଆଲିର୍‌  ଫଟ୍‌କା ଫୁଟାବାରନେ ରୋକ୍‌ ଲଗେଇଛନ୍‌ । ହେଲେ ଇ ସମିୟାନେ ଫଟକ୍‌ା ବେପାରୀର୍‌ ମୁଡେ ଚଡକ୍‌ ପଡିଯାଈଛେ । ବେପାର୍‌ ଲାଗି ସବୁ ରାସ୍ତା ଇହାଦେ ବନ୍ଦ । ଦିଆଲି ଲାଗି…

ଗୁଟେ କୁଟୁମ୍‌ନୁ‌ ୬ଜନକଁର ମର୍ଡର

ବଲାଙ୍ଗୀର ଜିଲ୍ଲା ପାଟନାଗଡ୍‌ ଆର୍‌ଥରେ ଚର୍ଚ୍ଚାକେ ଆସିଛେ । ଇ କିଛି ବଛର ଆଗରୁ ପାଟନାଗଡ୍‌ ପାର୍ସଲ୍‌ବମ୍‌ ବ୍ଲାଷ୍ଟ୍‌ର ସେ ଘ୍‌ଟନା ଲୋକ ମାନକଁର୍‌ ମନୁ ନାଇ ଲିଭି ଥିବାର୍‌ ବେଲେ ଇହାଦେ ପାଟନାଗଡ୍‌ର ଆର୍‌ ଗୁଟେ କୁଟୁମ୍‌ନୁ‌ ୬ଜନକଁର ମର୍ଡର ହେଇଛେ । ବଲାଙ୍ଗୀର୍‌ ପାଟନାଗଡ୍‌…

ତିର୍ତ୍ତୋଳ ଆର୍‌ ବାଲେଶ୍ୱରନେ ବିଜେଡି

ବାଲେଶ୍ୱର ଆର୍‌ ତିର୍ତ୍ତୋଳ ନେ ଚାଲିଥିବାର ବିଧାନସଭା ଉପନିର୍ବାଚନ୍‌ର ଲଢେଇନେ ବିଜେଡି ଜିତିଛେ । ବାଲେଶ୍ୱର ଆସନ୍‌କେ ଭାଜପାର୍‌ ହାତୁ ଛଡେଇ ଆନଛେ ବିଜେଡି । ଆର୍‌ ତିର୍ତ୍ତୋଳନେ ଭିଲ୍‌ ନିଜର ଆସନକେ ହାତଛଡା ହେବାରକେ ନାଇ ଦେଇ । ତିର୍ତ୍ତୋଳ୍‌ନେ ଭାଜପା ୨ନଂ ଜାଗାନେ ରହିଥିବାର ବେଲେ…

ଆଇପିଏଲ୍‌୨୦୨୦:- ‘ମୁମ୍ବାଇ ଇ୍‌ଣ୍ଡିଆନସ୍‌ ଚମ୍ପିୟାନ୍‌’

ଇ ବଛର ଆଇପିଏଲ୍‌ ମେଚ୍‌ର ଫାଇନାଲ୍‌ ମୁକାବିଲା ସରିଯାଇଛେ । ଦୁବାଇନେ ଚାଲିଥିବାର ଆଇପିଏଲ୍‌୨୦୨୦ ଲିଗ୍‌ର ମଙ୍ଗଲବାର ଖେଲାଯାଇଥିବାର ଫାଇନାଲ୍‌ ମେଚ୍‌ନେ ଦିଲ୍ଲୀକେ ହରେଇକରି ମୁମ୍ବାଇ ବିଜୟର ମୁକୁଟ୍‌ ପିନ୍ଧିଛେ । ଦିଲ୍ଲୀ କ୍ୟାପିଟାଲ୍ସ୍‌କେ ୫ ୱିକେଟ୍‌ନେ ହରେଇକରି ମୁମ୍ବାଇ ୫ନଂଥର୍‌…

ଆଏଜ ଆଇପିଏଲ୍‌ ୨୦୨୦ ଫାଇନାଲ

ଆଇପିଏଲ୍‌ ୨୦୨୦ର ଆଏଜ୍‌ ହେବା ଫାଇନାଲ । ଦିଲ୍ଲୀ କ୍ୟାପିଟାଲସ୍‌ ଆର୍‌ ମୁମ୍ବାଇ ଇଣ୍ଡିଆନସ୍‌ ଭିତରେ ଆଏଜ୍‌ ଦେଖବାରକେ ମିଲବା ଜୋରଦାର୍‌ ମୁକାବିଲା । ୪ଥର୍ର ଚମ୍ପିୟାନ୍‌ ମୁମ୍ବାଇ ଆଏଜ୍‌ ୫ନଂ ଥର ଟାଇଟଲ୍‌ ଜିତବାର୍‌ ଆସ୍‌ ରଖିଛେ । ସେଆଡେ ଦିଲ୍ଲୀ ତାର ଜୁଆନ୍‌ ଖିଲାଡୀ ମାନକୁଁ ନେଇକରି…

ଅନଲାଇନ୍‌ନେ ବିକ୍ରି ହେଉଛେ ଡିଜାଇନର୍‌ ସମ୍ବଲପୁରୀ ଡ୍ରେସ୍‌

ସମ୍ବଲପୁରୀର୍‌ କ୍ରେଜ୍‌ ଇହାଦେ ସବୁଆଡେ ଦେଖ୍‌ବାରକେ ମିଲୁଛେ ସବୁ ବଡ୍‌ ବଡ୍‌ ଲୋକ୍‌ନୁ ଧରିକରି ସେଲବ୍ରେଟି ମାନେ ଭିଲ୍‌ ସମ୍ବଲପୁରୀ କପଡାକେ ପସନ୍ଦ୍‌ କରୁଛନ । ସମ୍ବଲପୁରୀର୍‌ ବଢୁଥିବାର ଇ ପ୍ରକାରର ଲୋକପ୍ରିୟତା ଦେଖିକରି ଆମର୍‌ ସମ୍ବଲପୁରର୍‌ ଡିଜାଇନର୍‌ ପ୍ରମୋଦ୍‌ ମହାପାତ୍ରଙ୍କର୍‌…

କରୋନାଥି ଗଲା ଆଉ ୧୩ଟା ଜୀବନ୍‌

କରୋନା ସଂକ୍ରମନ ରାଏଜ୍‌ନେ ଇଆଡେ କମୁଥିବାର ବେଲ୍‌କେ ମରବାର୍‌ ସଂଖ୍ୟା ବଢୁଛେ । ଗଲା ୨୪ ଘଣ୍ଟାଥି ୧୩ ଜନ କୋରୋନା ରୋଗୀର ଜୀବନ ଯାଇଛେ ଆର୍‌ ଇତାକେ ମିଶେଇକରି ରାଏଜ୍‌ନେ ମୋଟ୍‌ କେରୋନା ମର୍‌ବାର ସଂଖ୍ୟା ୧୪୫୪ ହେଇଛେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ୍‌ ଆଡୁ ସୁଚନା ମିଲିଛେ ।…

ଓଡିଶାର ଝି ହେଲେ ପହେଲା ମହିଲା ସିଡିଏସ୍‌ ଟପ୍ପର୍‌

ସଂଯୁକ୍ତ ପ୍ରତିରକ୍ଷା ସେବା (ସିଡିଏସ) ପରିକ୍ଷାନେ ଟପ୍ପ୍‌ର ହେଇଛନ୍‌ ଆଦିତି ପରିଡା । ସେ ଓଡିଶାର୍‌ ପହେଲା ମହିଲା ଯିଏକି ସିଡିଏସ୍‌ ପରୀକ୍ଷାନେ ସାରା ଭାରତ୍‌ନେ ଟପ୍‌ କରିଛନ୍‌ । ତାଙ୍କର୍‌ ଘର୍‌ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍‌ର ନାଧରାନେ । ତାଙ୍କର ବାପା ଭାରତୀୟ ସେନା ବାହିନୀର୍‌…