ଫାଇନାଲନେ ଦିଲ୍ଲୀ କ୍ୟାପିଟାଲସ୍‌

ଆଇପିଏଲ୍‌ ୨୦୨୦ ଲିଗ୍‌ ର ରବିବାର ଖେଲାଯାଇଥିବାର ମେଚ୍‌ନେ ସନରାଇଜର୍ସ ହାଇଦ୍ରାବାଦ୍‌କେ ହରେଇକରି ଦିଲ୍ଲୀ କ୍ୟାପିଟାଲସ୍‌ ଫାଇନାଲ୍‌କେ ପହଁଚିଛେ । ଆଗରୁ ଭିଲ୍‌ ଆଇପିଏଲ୍‌ ର ସବୁ ଫାଇନାଲ୍‌ ମୁକାବିଲାକେ ପହଁଚୁ ପହଁଚୁ ଦିଲ୍ଲୀ ରହିଯାଇଥିସି ହେଲେ ଇ ବଛର ଦିଲ୍ଲୀ ତାର ଫାଇନାଲର ଟିକେଟ୍‌କେ…

କମଲା ହାରିସ୍ କିଏ ?

ଆମେରିକାର ପହେଲା ମହିଲା ଉପରାଷ୍ଟ୍ରପତି ହିସାବେ ନିର୍ବାଚିତ୍ ହେଇଛନ୍ କମଲା ହାରିସ୍ । ଆମେରିକାର ଗଲା ୨ ଶତାଦ୍ଦିର ଇତିହାସରେ ଯେନଟା ପୁରା ନୂଆ । ଆମେରିକା ନିର୍ବାଚନ୍, ଯେନ୍ ନିର୍ବାଚନ୍ ଉପରେ ପୁରା ଦୁନିଆର ନଜର ରହିଥିଲା । ସେ ନିର୍ବାଚନ୍ନେ ରାଷ୍ଟ୍ରପତି ହିସାବେ ଜୋ ବାଇଡେନ…

ବନ୍ଦ୍‌ ହେବା ସମ୍ବଲପୁର୍‌ର କୋଭିଡ୍‌ ହସ୍ପିଟାଲ୍‌

ସମ୍ବଲପୁରନେ କୋଭିଡ୍‌ ସଂକ୍ରମନ୍‌ ରୋଗୀ ମାନ୍‌ଙ୍କର୍‌ ସଂଖ୍ୟା ଧିରେ ଧିରେ କମବାର୍‌କେ ଲାଗିଥିବାର ବେଲେ ହସ୍ପିଟାଲନେ ଇହାଦେ ୨୪ ଜନ୍‌ କୋରୋନା ରୋଗୀଙ୍କର ଚିକିତ୍ସା ସରବାର ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛେ । ସେଥିରଲାଗି ୫ଦିନ୍‌ ହେଲା ନୁଆ କୋଭିଡ୍‌ ରୋଗୀ ଭିଲ୍‌ ଭର୍ତି ନାଇ ହେବାର ।…

ଆଏଜ୍‌ ଦିଲ୍ଲୀ କ୍ୟାପିଟାଲସ୍‌ ଆର୍‌ ସନରାଇଜର୍ସ ହାଇଦ୍ରାବାଦ୍‌ ଭିତରେ ହେବା କଡା ଟକ୍କର୍‌

ଆଇପିଏଲ ୨୦୨୦ନେ ଆଏଜ୍‌ ସେକେଣ୍ଡ କ୍ୱାଲିଫାୟର୍‌ ମେଚ୍‌ ଖେଲବେ ‌ ଦିଲ୍ଲୀ କ୍ୟାପିଟାଲସ୍‌ ଆର୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ । ଫାଇନାଲକେ ଯିବାର ଲାଗି ଆଜି ମିଲବା ଲାଷ୍ଟ୍‌ ଚାନସ୍‌ ହେଥିର୍‌ ଲାଗି ଦୁହି ଟିମ୍‌ ଭିତରେ କଡା ଟକ୍କର୍‌ ସାଙ୍ଗେ ଗୁଟେ ଜୋର୍‌ଦାର୍‌ ମେଚ୍‌ ହେବା ବୋଲି ସଭେ…

ସୋନପୁରେ୍‌ ବଢ୍‌ବା ଶୀତ୍‌ର ଜାଡ୍‌

ଓଡିଶାନେ ଶୀତର୍‌ ଲହରି ମାଡିଆସୁଛେ ଗଲା ୨୪ ଘଣ୍ଟା ଭିତରେ ସୋନପୁର ଜିଲ୍ଲାନେ ସବୁନୁ କମ୍‌ ତାପମାତ୍ରା ୧୧.୮ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛେ ତ ହେଥିର ଲାଗି ଆଏବାର ଦିନା ଚାରେ ସୋନପୁରନେ କନ୍‌ କନା ଶୀତ୍‌ ହେବା ବୋଲି କୁହାଯାଉଛେ । ସୋନପୁର ଉତାରୁ ଅନୁଗୁଳନେ ୧୨.୬ଡିଗ୍ରୀ ସେଲସିୟସ୍‌…

ହୀରାକୁଦନେ ହେବା ‘ଇକୋ ରିଟ୍ରିଟ୍‌’

ଇ ବଛର ପହେଲା ଥର ଲାଗି ସମ୍ବଲପୁରର ଜମାଦାରପାଲି ଏୟାର୍‌ଷ୍ଟ୍ରିପ୍‌ ପାସେଥିବାର ବଲବସପୁରର ହୀରାକୁଦ ଡେମ୍‌ ପାସେ ‘ଇକୋ ରିଟ୍ରିଟ' କରାଯିବା । ରାଜ୍ୟ ପର୍ଯ୍ୟଟନ୍‌ ବିଭାଗ ଆଡୁ ଗଲା ବଛର କୋଣାର୍କ ମେରିନ୍‌ ଡ୍ରାଇଭ୍‌ନେ ଇକୋ ରିଟ୍ରିଟ୍‌କେ ବହୁତ୍‌ ପ୍ରସଂଶା ମିଲିଥିବାର ବେଲେ ଇ ବଛର ହୀରାକୁଦ…

ଆମେରିକାର୍‌ ନୁଆ ରାଷ୍ଟ୍ରପତି ‘ଜୋ ବାଇଡେନ୍‌ ‘

ରିପବ୍ଲିକାନ୍‌ ପାର୍ଥି ଡୋନାଲ୍ଡ ଟ୍ରମ୍ପ୍‌କୁଁ ହରେଇକରି ଜୋ ବାଇଡେନ୍‌ ନୁଆ ରାଷ୍ଟ୍ରପତି ହେବେ ବୋଲି ଘୋଷନା କରାଯାଇଛେ । ପେନସାଲଭାନିଆନେ ବାଇଡେନ୍‌ ଜିତବାର୍‌ ଉତାରୁ ସେ ନିଜର ଜିତ୍‌ ଘୋଷନା କରିଛନ୍‌ । ତାର ସାଙ୍ଗେ ଭାରତର ବଂଶୋଦ୍ଭବ କମଲା ହାରିସ୍‌ ଉପରାଷ୍ଟ୍ରପତି ହେବେ ଯିଏକି…

ଗୀତ୍‌ ଗାଇକରି କରୁଛନ୍‌ ସଚେତନ୍‌

ମହିଲା ମାନେ ଇହାଦେ ସବୁ କ୍ଷେତ୍ରନେ ଆଗେ ରହୁଛନ ଆର ମହିଲା ମାନକୁଁ ଆତ୍ମନିର୍ଭର କରବାରଲାଗି ଆମର ରାଜ୍ୟ ସରକାର ଭିଲ ମହିଲା ସ୍ୱୟଂସହାୟତ ଗୋଷ୍ଠୀ ମାନକେ ଉତ୍ସହିତ୍‌ କରୁଛନ । ସେନ୍ତା ସୋନପୁର ଜିଲ୍ଲା ସୁବର୍ଣ୍ଣପୁରନେ କୁଟସିଂହା ମା' ଭୈରବୀ ମହିଲା ସ୍ୱୟଂ ସହାୟକ ଗୋଷ୍ଠୀ ର ମେମ୍ବର୍‌ ମାନେ…

ଇ ବଛର ନାଇ ଖୁଲେ ସ୍କୁଲ୍‌

ଇ ବଛର ସ୍କୁଲ ନାଇ ଖୁଲବାର ଲାଗି ରାଜ୍ୟ ସରାକାର ଘୋଷନା କରିଛନ । ଆଗରୁ ନଭେମ୍ବରନେ ସ୍କୁଲ୍‌ ଖୁଲବା ବୋଲି ଶୁନାଯାଉଥିଲେ ଭିଲ୍‌ କରୋନା ସଂକ୍ରମନନେ ଛାତ୍ରଛାତ୍ରୀ ମାନକଁର ଦିହିଁପାହା ର ସୁରକ୍ଷାକେ ନେଇକରି ରାଜ୍ୟ ସରକାର ଡିସେମ୍ବର୩୧ ତକ୍‌ ସ୍କୁଲ୍‌ ବନ୍ଦ ରଖିକେ ନିଷ୍ପତି ନେଇଛନ ।…

କଲା ମଣ୍ଡଲକେ ଝୁରୁଛେ କଲାକାର

ବଲାଙ୍ଗିର କଲା ମଣ୍ଡଲ ତରଫନୁ ଫି ବଛର ଇ ସମିୟାନେ ଲୋକ ସଂସ୍କୃତିକେ ବଂଚେଇ କରି ରଖବାର ଲାଗି ସବୁ କଲାକାର ମାନଙ୍କୁ ନେଇ କରି ଲୋକ ମୋହତ୍ସବ ଆୟୋଜିତ କରାଯାଇଥିସି । ସବୁ ଆଡର କଲାକାର ମାନେ ନିଜର ନାଚ୍‌ ଗାନା ବାଜନା କରିକିନା ନିଜର୍‌ କଲାର୍‌ ଯାଦୁ ଦେଖେଇଥିସନ ହେଲେ ଇ ବରଷ କୋଭିଡ୍‌ କଟକନା…