ଆଜିନୁ ହେବା ହାଉସ୍ ଫୁଲ୍

ଆଗରୁ କରୋନା ଲାଗି ସବୁ ସିନେମା ହଲ୍ ଗାଇଡଲାଇନ୍ ଆର୍ କମ୍ ଦର୍ଶକ୍ କେ ନେଇକରି ଖୁଲାଯାଇଥିବାର୍ ବେଲ୍‌କେ ଆଏଜନୁ ଦେଶର୍ ସବୁ ସିନେମା ହଲ୍ ମାନେ ହାଉସ୍ ଫୁଲ୍ ହେବା ବଲିକରି କେନ୍ଦ୍ର ସରକାର୍ ଅନୁମତି ଦେଇଛନ୍ । ସେଥିର୍ ଲାଗି କେନ୍ଦ୍ର ସୂଚନା ଆର୍ ପ୍ରସାରଣ ମନ୍ତ୍ରାଳୟ୍ ଆଡୁ ଷ୍ଟାଣ୍ଡାର୍ଡ…

ଆଜି ବସ୍‌ବା କେନ୍ଦ୍ର ବଜେଟ୍

ଆଜି ସକାଲର୍ ୧୧ ବଜେ ୨୦୨୧-୨୦୨୨ ର କେନ୍ଦ୍ର ବଜେଟ୍ ଉପସ୍ଥାପନ୍ କରବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ବସୁଥିବାର୍ ବଜେଟ ଉପ୍‌ରେ ସବୁ ଲୁକକଁର ଆସ୍ ରହିଥିବାର୍ ବେଲ୍‌କେ କୋଭିଡ ସେସ୍‌, ଧନୀ ମାନକଁର୍‌୍ ଉପ୍‌ରେ ଟେକ୍ସ୍ ବଢବା , ଆମଦାନୀ ବଢବାର୍ ଆର୍ ଇତ୍ୟାଦି ଜିନିଷ୍ ର…

ପଟ୍ଟଚିତ୍ର କଲା ଲାଗି ରାଉରକେଲାର୍ ଝି କୁଁ ପ୍ରଶଂସା କର୍‌ଲେ ମୋଦୀ

ରାଉରକେଲା ଟୁକେଲ୍ ଭାଗ୍ୟଶ୍ରୀକୁଁ ତାକଁର୍ ପଟ୍ଟଚିତ୍ର କଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ । ଭାଗ୍ୟଶ୍ରୀ ବିନା ତାଲିମ୍ ନେ ପଥର୍ ,କାଚ୍ ବୁତଲ୍‌, ବଲ୍‌ବ୍ ଥି ସୁନ୍ଦର୍ ସୁନ୍ଦର୍ ଚିତ୍ର କରୁଛନ୍ । ସେ ନିଜର୍ ତୁଲୀ ନେ ପଥର୍ ଥି ଜଗନ୍ନାଥ୍‌କଁର୍ ଭିନ୍ ଭିନ୍ ବେଶ,…

ଝାରସୁଗୁଡା ଜଙ୍କସନ୍ ର ବିକାଶ୍ କେଭେ ?

ଝାରସୁଗୁଡା ଜିଲ୍ଲା ର ରେଲୱେ ଷ୍ଟେସନ୍ ଅବସ୍ଥା ଦିନ୍‌କୁ ଦିନ୍ ଖରାପ୍ ହେବାର୍‌କେ ଲାଗିଛେ । ଝାରସୁଗୁଡା ଜିଲ୍ଲାର୍ ରେଲୱେ ଜଙ୍କ୍‌ସନ୍ ଅଧିନ୍ ଥି ୫ଟା ରେଲୱେ ଷ୍ଟେସନ୍ ଆର୍ ୩ଟା ରେଲଡିଭିଜନ୍ ରହିଛେ । ଝାରସୁଗୁଡା ରେଲୱେ ଷ୍ଟେସନ୍ ଓଡିଶାର୍ ଗୁଟେ ବଡ ଆର୍ ପୁରଣା ରେଲୱେ ଜଙ୍କସନ୍ ହେଇଥିବାର୍…

କାଲିନୁୁ ଖୁଲ୍‌ବା ଅଙ୍ଗନବାଡି

କରୋନା ମହାମାରୀ ଉତାରୁ ଇହାଦେ ରାଏଜ୍‌ନେ ସବୁ ସ୍କୁଲ୍ , କଲେଜ୍ ଖୁଲିଥିବାର୍ ବେଲ୍‌କେ ରାଜ୍ୟ ସରକାର୍‌କଁର୍ ଆଡୁ ଅଙ୍ଗନ୍‌ବାଡି ଖୁଲ୍‌ବାର୍ କେ ନେଇକରି ନିର୍ଦ୍ଦେଶ ଜାରି ହେଇଛେ । ରାଜ୍ୟ ସରକାର୍‌କଁର୍ ନିର୍ଦ୍ଦେଶ୍ ହିସାବେ ସବୁ ଜିଲ୍ଲା ର୍ ଜିଲ୍ଲାପାଲ ଆର୍ ମୁନସିପାଲିଟି କମିଶନର୍…

ପଦ୍ମ ସମ୍ମାନନେ ସମ୍ମାନିତ୍ ଓଡିଶାର୍ ମହିଲା

ଆମର୍ ଦେଶର୍ ପଦ୍ମ ପୁରସ୍କାର୍ ବହୁତ୍ ବଡ ଟେ ସମ୍ମାନ ଆଏ ଆର୍ ଇ ସମ୍ମାନ୍ ଦେଶର୍ ଭିନ୍ ଭିନ୍ କ୍ଷେତ୍ର ନେ ନାଁ କରିଥିବାର୍ ଲୋକମାନକୁଁ ମିଲିଥିସି । ସେନ୍ତା ଇ ବରଷ୍ ଆମର୍ ଓଡିଶାର୍ ୬ ଜଣକୁଁ ପଦ୍ମ ପୁରସ୍କାର୍ ଦିଆଯିବା ବଲିକରି ଘୋଷଣା କରିଛନ୍ ଭାରତ ସରକାର୍ । ସେ ୬ ଜଣକଁର୍ ଭିତ୍‌ରୁ ଆମର୍…

ଗାଜିପୁର୍ ସୀମାନେ ଲାଗ୍‌ଲା ୧୪୪ ଧାରା

ନୂଆଦିଲ୍ଲୀ ନେ ଚାଷୀ ଆନ୍ଦୋଲନ୍ ଜୋର୍ ଧରିଥିବାର୍ ବେଲେ ଗଣତନ୍ତ୍ର ଦିବସ୍ ଦିନ ଚାଷୀ ସଂଗଠନ୍ ଆଡୁ ହେଇଥିବାର୍ ହିଂସାକାଣ୍ଡ କେ ନେଇକରି ପ୍ରଶାସନ୍ ଆଡୁ କଡା କାର୍ଯ୍ୟନୁଷ୍ଠାନ ନିଆଯାଇଛେ । ଦିଲ୍ଳୀ ର ସବୁ ସୀମା ଆଡୁ ଆନ୍ଦୋଲନକାରୀ ମାନକୁଁ ହଟାବାର୍ ଲାଗି ତ୍ତଉତ୍ତରପ୍ରଦେଶ୍ ସରକାର୍ ଜିଲ୍ଲା…

ଶ୍ରୀଲଙ୍କା ନେ ପହଁଚିଲା ଭାରତ ର କୋଭିଡ ଟିକା

ଭାରତ ନୁ ଶ୍ରୀଲଙ୍କା କେ ପଠାଯାଇଥିବାର୍ ୫ ଲାଖ୍ କୋଭିଡ ଟିକା ଆଏଜ୍ ଶ୍ରୀଲଙ୍କା ପହଁଚିଛେ । ତହାକେ ନେଇକରି ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର କହିଛନ୍ ଯେ ଶ୍ରୀଲଙ୍କା ଭାରତ୍ ର ଗୁଟେ ବିଶ୍ୱସ୍ଥ ଦେଶ୍ ହେଇଥିବାର୍ ନୁ ‘ଭ୍ୟାକସିନ୍ ମୈତ୍ରୀ' କାର୍ଯ୍ୟକ୍ରମ୍ ଅନୁସାରେ ଶ୍ରୀଲଙ୍କା କେ ଭାରତ୍ ଇ…

ରାଉରକେଲାନେ ଉଡଲା ସବୁନୁ ଉଚ୍ଚା ତ୍ରିରଙ୍ଗା

ରାଉରକେଲା ର ଟେଲିଫୋନ୍ ଭବନ୍ ପାସେ ଥିବାର୍ ଇସ୍ପାତ୍ ଉଦ୍ୟାନ୍ ନେ ଉଡ୍‌ଲା ରାଏଜର୍ ସବୁନୁ ଉଚ୍ଚା ଜାତୀୟ ପତାକା । ଜାନୁଆରୀ ୨୬ ଦିନ ରାଏଜର୍ ସବୁନୁ ଉଚ୍ଚା ପତାକା କେ ଉଡାଗଲା । ୨୩୦ ଫୁଟ୍ ଉଚ୍ଚା ଖୁଣ୍ଟନେ ଇ ୭୨ଫୁଟ୍ ଲମ୍ବା ଆର ୪୮ଫୁଟ୍ ଚଉଡା ଥିବାର୍ ଇ ପତାକା ଉତ୍ତୋଳନ କରାଯାଇଛେ ।…

ଭାରତ ର ଗୌରବ୍ ଶେଫାଲି ବର୍ମା

ଗୁଟେ ୧୬ ବର୍ଷୀୟା ଟୁକେଲ ଉପରେ ପୁରା ଭାରତର ନଜର ଥିଲା । ଗଲା ବର୍ଷ ମାର୍ଚ୍ଚ ୮ ତାରିଖ୍ ମହିଲା ଦିବସ୍ ଦିନ ଯେତେବେଲେ ଆଇସିସି ମହିଲା କ୍ରିକେଟ୍ ଟି ୨୦ ୱାର୍ଲଡ କପ୍ ଅଷ୍ଟ୍ରେଲିଆ ଆର ଭାରତ ଭିତରେ ମ୍ୟାଚ୍ ଚାଲିଥିଲା । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ୍ ଷ୍ଟାଡିୟମ୍‌ନେ ଖଚାଖଚ୍ ଭିଡ…