ଆଦର୍ଶ ବିଦ୍ୟାଲୟର୍ ନାଁ ଲେଖା ଲାଗି ଆରମ୍ଭ ହେଲା ଫର୍ମଫିଲପ୍

jରାଏଜନେ ଥିବାର୍ ୨୫୦ଟା ଆଦର୍ଶ ବିଦ୍ୟାଲୟର୍ ନାଁ ଲେଖା ଲାଗି ବିଜ୍ଞପ୍ତି ବାହାରିଛେ ଯେନଥି ୬ କ୍ଲାସ୍ ର ନାଁ ଲେଖା ଲାଗି ସୂଚନା ଦିଆଯାଇଛେ । ନାଁ ଲେଖା ଲାଗି ଆବେଦନ୍ କର୍‌ବାର୍ ଶେଷ୍ ତାରିଖ୍ ଫେବୃଆରୀ ୨୦ ତାରିଖ୍ ଥିବାର୍ ବେଲ୍‌କେ ଆଏବାର୍ ମାର୍ଚ୍ଚ ୮ ତାରିଖ୍ ଦିନେ ପ୍ରବେଶିକା ପରୀକ୍ଷା…

ଦେଶ୍‌ନେ କରାଯାଉ ୪ଟା ରାଜ୍‌ଧାନୀ – ‘ମମତା ବାନର୍ଜୀ’

କାଲି କୋଲକାତାନେ କରାଯାଇଥିବାର୍ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମ୍‌ନେ କୋଲ୍‌କାତା ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଦେଶର୍ ୪ଟା ଜାଗାକେ ରାଜ୍‌ଧାନୀ କରାଯାଉ ବଲିକରି ଉଦ୍‌ବୋଧନ୍ କରିଛନ୍ । ଖାଲି ନୂଆଦିଲ୍ଲୀ କାଏଁକରି ଦେଶର୍ ୪ଟା ପର୍ଯ୍ୟାୟ୍ ଭିତ୍ତିକ୍ ରାଜଧାନୀ ରହେବାର୍ ଦର୍‌କାର୍ ବଲିକରି ସେ…

ଦେଶ୍‌ବ୍ୟାପି ପାଲନ୍ କରାଗଲା ‘ପରାକ୍ରମ୍ ଦିବସ୍ ‘

କାଲି ଦେଶର୍ ସବୁ ଆଡେ ନେତାଜୀ ସୁବାଷ ଚନ୍ଦ୍ର ବୋଷ୍‌କଁର୍ ୧୨୫ତମ ଜନମ୍ ଦିବସ୍ କେ ‘ପରାକ୍ରମ୍ ଦିବସ' ହିସାବେ ପାଲନ୍ କରାଯାଇଛେ । କୋଲକାତାନେ କରାଯାଇଥିବାର୍ ନେତାଜୀ ଜୟନ୍ତୀର ଜାତୀୟ୍ କାର୍ଯ୍ୟକ୍ରମ୍ ନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ୍ ଦେଇଥିଲେ । କୋଲକାତା ର ଭିକ୍ଟୋରିଆ…

ଭାରତ୍ ଆର୍ ଚୀନ୍ ଭିତ୍‌ରେ ବସ୍‌ବା ୯ନଂ କମାଣ୍ଡରସ୍ତରୀୟ ବୈଠକ୍‌

ଭାରତ୍ ଆର୍ ଚୀନ୍ ଭିତ୍‌ରେ ଲାଗିରହିଥିବାର୍ ସୀମା ବିବାଦ୍ ର ସମାଧାନ୍ ନାଇ ହେଇ ପାରୁଥିବାର୍ ବେଲ୍‌କେ ଭାରତ୍ ଆର୍ ଚୀନ୍ ଭିତ୍‌ରେ ୮ଥର୍ ଇ ବୈଠକ୍ ବସି ସାରିଛେ ହେଲେ କଛି ସମାଧାନ୍ ନାଇ ବାହାରି । ସେଥିର୍ ଲା୍‌ଗି ୯ ମାସ୍ ଆଗରୁ ଲଦାଖ୍ ନେ ଭାରତ୍ ଆର୍ ଚୀନ୍ ଭିତ୍‌ରେ ସୀମା କେ ନେଇକରି ଲାଗି…

ସମ୍ବଲ୍ ମାଏଟ୍ ର ବୀର୍ ପୁଓ ବୀର୍ ସୁରେନ୍ଦ୍ର ସାଏ

ସ୍ୱାଧୀନତା ସଂଗ୍ରାମ୍ ଥି କେତେ କେତେ ସଂଗ୍ରାମୀ ମାନେ ନିଜର୍ ଜୀବନ୍ କେ ବାଜି ଲଗେଇ ଦେଇଥିବାର୍ ବେଲ୍‌କେ ସେ ଭିତ୍‌ରୁ ଜନେ ଥିଲେ ପଶ୍ଚିମ ଓଡିଶାର୍ ସମ୍ବଲ୍ ମାଏଟର୍ ପୁଓ ବୀର ସୁରେନ୍ଦ୍ର ସାଏ । ଯାହର୍ ହାତେ ଧନୁଶର୍ ଥିବାର୍ ତକ୍ ଦୁନିଆର୍ ସବୁନୁ ଶକ୍ତିଶାଲୀ ସାମ୍ରାଜ୍ୟର୍ ରଜା ଭିଲ୍…

ରାଜ୍ୟସଭା ସାଂସଦ୍ ରଂଜନ୍ ଗୋଗୋଇକୁଁ ‘ଜେଡ ପ୍ଲସ୍‌’ ସୁରକ୍ଷା

ଦେଶର୍ ପୂର୍ବତନ୍ ମୁଖ୍ୟ ବିଚାର୍‌ପତି ରଂଜନ୍ ଗୋଗୋଇକୁଁ କେନ୍ଦ୍ର ସରକାରକଁର୍ ଆଡୁ ସବୁ ନୁ ବଡ ‘ଜେଡ୍ ପ୍ଲସ୍ ' ସୁରକ୍ଷା ଦିଆଯିବା ବଲିକରି ଘୋଷଣା କରାଯାଇଛେ । ଗୋଗୋଇ ପହେଲା ନୁ ସୁପ୍ରିମ୍‌କୋର୍ଟ ର ମୁଖ୍ୟ ବିଚାରପତି ଥିବାର୍ ବେଲ୍‌କେ ଇହାଦେ ସେ ରାଜ୍ୟସଭାର୍ ସଦସ୍ୟ ଅଛନ୍ । ସେଥିର୍ ଲାଗି…

ଫେସ୍‌ବୁକ୍ ନୁ ଚୋରି ହେଲା ଡାଟା

୫.୬୨ ଲାଖ୍ ଭାରତୀୟ କଁର୍ ଫେସ୍‌ବୁକ୍ ନୁ ଡାଟା ଚୋରୀ ଅଭିଯୋଗ୍‌ନେ ଇଂଲଣ୍ଡ୍‌ର ‘କେମ୍ବ୍ରିଜ୍ ଆନାଲିଟିକା' ର୍ ନାଁ ଥି ‘ସେଣ୍ଟ୍ରାଲ୍ ଇନ୍‌ଭେଷ୍ଟିଗେସ୍‌ନ ବ୍ୟୁରୋ'(ସିବିଆଇ) ମାମ୍‌ଲା ରୁଜୁ କରିଛେ । ତାର୍ ସାଙ୍ଗେ ଇଂଲଣ୍ଡ୍ ର ଆର୍ ଗୁଟେ ପ୍ରତିଷ୍ଠାନ୍ ‘ଗ୍ଲୋବାଲ୍ ସାଇନ୍ସ୍ ରିସର୍ଚ'…

ରାଉରକେଲା ନେ ରାଏଜର୍ ସବୁନୁ ଉଚ୍ଚା ପତାକା ସ୍ତମ୍ଭ

ଆଏବାର୍ ଜାନୁଆରୀ ୨୬ ନେ ରାଏଜର୍ ସବୁନୁ ବଡ୍ ପତାକା ସ୍ତମ୍ଭ ନେ ଜାତୀୟ ପତାକା ଉଡାବାର୍ ଲାଗି ପ୍ରସ୍ତୁତି ଚାଲିଛେ । ରଉରକେଲା ଇସ୍ପାତ୍ କାରଖାନା(ଆର୍‌ଏସ୍‌ପି) ଆଡୁ ଓଡିଶାର୍ ସବୁନୁ ଉଚ୍ଚା ପତାକା ସ୍ତମ୍ଭ କେ ସହରର୍ ସେକ୍ଟର୍‌-୬ ଟେଲିଫୋନ୍ ଭବନ୍ ଆର୍ ଭଞ୍ଜ କଲାମଣ୍ଡପ୍ ପାସେ ତିଆରି…

ବୌଦ୍ଧ୍ ଆର୍ ସୋନପୁର୍ ଜିଲ୍ଲାର୍ ବିକାଶ୍ ପ୍ରକଲ୍ପର୍ ସମୀକ୍ଷା କଲେ ଡବ୍ଲୁଓଡିସି ଅଧ୍ୟକ୍ଷ

ବୌଦ୍ଧ ଆର୍ ସୋନପୁର୍ ଜିଲ୍ଲାର୍ ଉଦ୍ୟୋଗୀ ମାନକଁର୍ ବିକାଶ୍ ଲାଗି ମୁଖ୍ୟମନ୍ତ୍ରୀକଁର୍ ମୁଖ୍ୟ ପରାମର୍ଶଦାତା ଆର୍ ପଶ୍ଚିମ ଓଡିଶାର୍ ବିକାଶ୍ ପରିଷଦ୍‌(ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ନିର୍ଦ୍ଦେଶ୍ ଦେଇଛନ୍ । ବୌଦ୍ଧ ଜିଲ୍ଲାପାଳକଁର୍ ସମ୍ମିଲନୀ କକ୍ଷ ନେ ହେଇଥିବାର୍ ବୈଠକ୍‌ନେ…

ବଦ୍‌ଲିଯିବା କୋଣାର୍କର୍ ରୂପ୍‌ରେଖ୍

ରାଜ୍ୟ ସରକାର୍ ପୁରୀ କେ ଗୁଟେ ବିଶ୍ୱ ଐତିହ ସହର୍ ବନାବାର୍ ଲାଗି ତାର୍ ବିକାଶ୍ କାମ୍ ର ଯୋଜ୍‌ନା ଆରମ୍ଭ କରିଛନ୍ । ପୁରୀ ର କୋଣାର୍କ କେ ଆନ୍ତର୍ଜାତୀୟ୍ ରୂପ୍‌ରେଖ୍ ଦେବାର୍ ଲାଗି ରାଜ୍ୟ ସରକାରକଁର୍ ଆଡୁ ନିଲିଆ ନକ୍ସା ବନା ଯାଇଛେ । ୧୯୮୪ ମସିହା ନେ ୟୁନେସ୍କୋ ଆଡୁ କୋଣାର୍କ କେ ବିଶ୍ୱ…