ଆର ଖେପେ ଟିକା ନେବେ ପ୍ରଧାନମନ୍ତ୍ରୀ ଆର୍ ମୁଖ୍ୟମନ୍ତ୍ରୀ

ଦେଶ୍‌ନେ ଇହାଦେ ପହେଲା ଖେପ୍‌ର ଟିକାଦାନ୍ ଚାଲୁଥିବାର୍ ବେଲ୍‌କେ ବହୁତ୍ ଜଲ୍‌ଦି ଟିକାଦାନ୍ ର ୨ନଂ ଖେପ୍ ଆରମ୍ଭ ହେଇଯିବା । ପହେଲା ଖେପ୍ ଥି ସବୁ ସ୍ୱାସ୍ଥ୍ୟକର୍ମୀ ମାନକୁଁ ଟିକା ଦିଆଯାଇଥିଲା ହେଲେ ଆଏବାର୍ ଖେପେ ପ୍ରଧାନମନ୍ତ୍ରୀ ଆର୍ ସବୁ ରାଏଜ୍ ର ମୁଖମନ୍ତ୍ରୀ ମାନେ ଟିକା ନେବେ । ପହେଲା…

ବିନା ରିପୋର୍ଟନେ ଭକତ୍ କଲେ ମହାପ୍ରଭୁକଁର୍ ଦର୍ଶନ୍

ପୁରୀ ମନ୍ଦିର୍ ଖୁଲ୍‌ବାର୍ ଉତାରୁ କରୋନା କଟକଣା ଭିତ୍‌ରେ ସବୁ ନିୟମ୍ ଆର୍ କୋଭିଡ ରିପୋର୍ଟ ଦେଖେଇକରି ଭକତ୍ ଦର୍ଶନ୍ କରୁଥିବାର୍ ବେଲ୍‌କେ ଆଏଜ୍ ନୁ ବିନା କୋଭିଡ୍ ରିପୋର୍ଟ ଦେଖେଇକରି ମହାପ୍ରଭୁକଁର୍ ଦର୍ଶନ୍ କର୍‌ଲେ ଭକତ୍ । ମହାପ୍ରଭୁକଁର୍ ଦର୍ଶନ୍ ଲାଗି ସବୁ ସୁରକ୍ଷା ବେବ୍‌ସ୍ଥା…

ଶପଥ୍ ନେଲେ ଆମେରିକାର୍ ନୂଆ ରାଷ୍ଟ୍ରପତି ଆର୍ ଉପରାଷ୍ଟ୍ରପତି

ଆମେରିକାନେ କାଲି ନୂଆ ରାଷ୍ଟ୍ରପତି ଆର୍ ଉପରାଷ୍ଟ୍ରପତି ହିସାବେ ଜୋସେଫ୍ ରୋବିନେଟ୍ ବାଇଡେନ୍ ଆର୍ ନୂଆ ଉପରାଷ୍ଟ୍ରପତି ହିସାବେ କମଲା ହାରିସ୍ ବୁଧୁବାର୍ ଦିନ ଶପଥ୍ ଗ୍ରହଣ୍ କରିଛନ୍ । ୭୮ ବରଷର୍ ବାଇଡେନ୍ ଆମେରିକାର୍ ୪୭ନଂ ରାଷ୍ଟ୍ରପତି ହେଇଥିବାର୍ ବେଲ୍‌କେ କମଲା ହାରିସ୍ ଆମେରିକାର୍ ୪୯ନଂ…

ସମ୍ବଲପୁର୍ ବିଶ୍ୱବିଦ୍ୟାଲୟର୍ ନୂଆ କୁଳପତି ହେଲେ ପ୍ରଫେସର୍ ସଂଜୀବ ମିତ୍ତଲ

ସମ୍ବଲପୁର୍ ବିଶ୍ୱବିଦ୍ୟାଳୟ୍ ର କୁଳପତି ପଦ୍ ବହୁତ୍ ଦିନୁ ଖାଲି ରହିଥିବାର୍ କେ ନେଇକରି ବହୁତ୍ ଦିନୁ ଚର୍ଚ୍ଚା ଲାଗିରହିଥିବାର୍ ବେଲ୍‌କେ ଆଜି ସମ୍ବଲପୁର ବିଶ୍ୱବିଦ୍ୟାଲୟର୍ ନୂଆ କୁଳପତି ହିସାବେ ପ୍ରଫେସର୍ ସଂଜୀବ୍ ମିତ୍ତଲ କୁଁ ନିଯୁକ୍ତି କରାଯାଇଛେ । ରାଜ୍ୟପାଳ ଗଣେଶି ଲାଲ୍ ତାହାକୁଁ ନୂଆ…

ଛାଡ୍ ହେବା ଘରୋଇ ସ୍କୁଲ୍ ଫି

କରୋନା ସମିଆ ନେ ସବୁ ସରକାରୀ ଆର୍ ଘରୋଇ ସ୍କୁଲ୍ ବନ୍ଦ ରହିଥିବାର୍ ନୁ ସ୍କୁଲ୍ ଫି ଛାଡ୍ କେ ନେଇକରି ବିବାଦ୍ ଚାଲିଥିଲା । ସେନେଇକରି ରାଜ୍ୟ ସରକାର୍ କିଛି ଶତ୍‌କଡା ସ୍କୁଲ୍ ମାନକଁର୍ ଫି ସବୁ ଛାଡ କରାଯିବା ବଲିକରି ନିଷ୍ପତି ନେଇଛନ୍ । ଗଣଶିକ୍ଷା ବିଭାଗ୍ ର ରିପୋର୍ଟ ଅନୁସାରେ ୭ଟା…

ଏପ୍ରିଲ୍ ନୁ ତିଆରି ହେବା ସବୁନୁ ବଡ୍ ହକି ଷ୍ଟାଡିୟମ୍ 

ରାଉରକେଲା ନେ ଦେଶର୍ ସବୁନୁ ବଡ୍ ହକି ଷ୍ଟାଡିୟମ୍ ର ପ୍ରତିଷ୍ଠା ହେବା ବଲିକରି ମୁଖ୍ୟମନ୍ତ୍ରୀ ଘୋଷଣା କର୍‌ବାର୍ ଉତାରୁ ମୁଖ୍ୟମନ୍ତ୍ରୀକଁର୍ ନିର୍ଦ୍ଦେଶ୍ ଅନୁସାରେ ରାଜ୍ୟ ପ୍ରଶାସନ ଉଚ୍ଚସ୍ତରୀୟ୍ ଟିମ୍ ରାଉରକେଲା ପହଂଚିକରି ସବୁ ଦେଖ୍‌ରେଖ୍ କରିଛନ୍ । ସେ ଭିତ୍‌ରେ ମୁଖ୍ୟ ଶାସନ୍ ସଚିବ୍…

ଫେର୍ ରକତ୍ ସର୍ ସର୍ ହେଲା ଶୁଲିଆ ପୀଠ୍

ବଲାଙ୍ଗିର୍ ନାଁ କରା ଶୁଲିଆ ଯାତ୍‌ରା ଫେର୍ ଥରେ ରକତ୍ ନେ ଭିଜି ଯାଇଛେ । କରୋନା କାଲ୍ ନେ ସବୁ ନିୟମ୍ ଭିତ୍‌ରେ ଶେଷ୍ ହେଇଛେ ଶୁଲିଆ ଯାତ୍‌ରା । ବଲି ପଡିଛନ୍ ପଶୁ ,ପକ୍ଷୀ । ଶୁଲିଆ ଯାତ୍‌ରା ବଡଖଲା ଆର୍ ସାନ୍‌ଖଲା ନେ ମାନସିକ୍‌ଧାରୀ ମାନେ ପଶୁ, ପକ୍ଷୀ ମାନକୁଁ ବଲି ପକେଇଛନ୍ ।…

ଆରମ୍ଭ ହେବା ସମଲେଇ ମନ୍ଦିର୍ ର୍ ବିକାଶ୍ କାମ୍

ସମ୍ବଲପୁର୍ ର ସମଲେଇ ମନ୍ଦିର୍ ର୍ ବିକାଶ୍ କାମ୍ ମୂଲ କର୍‌ବାର୍ କେ ନେଇକରି ଆଏଜ୍ ମୁଖ୍ୟମନ୍ତ୍ରୀକଁର୍ ନିର୍ଦ୍ଦେଶ ଅନୁସାରେ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଲ୍ ସମ୍ବଲପୁର୍ ର୍ ସମଲେଇ ମନ୍ଦିର୍ ପରିଦର୍ଶନ୍ କରିଛନ୍ । ମନ୍ଦିର୍ ର ବିକାଶ୍ ଆର୍ ମନ୍ଦିର୍ କେ ଆହୁରି ସୁନ୍ଦର୍ ବନାବାର୍ ଲାଗି ଆଗ୍‌ରୁ…

‘ପରାକ୍ରମ ଦିବସ୍‌’ ହିସାବେ ପାଳନ୍ କରାଯିବା ନେତାଜୀକଁର୍ ଜନମ୍ ଦିନ୍

ସବୁ ବରଷ୍ ଜାନୁଆରୀ ୨୩ ତାରିଖ୍ କେ ନେତାଜୀ ସୁବାଷ୍ ଚନ୍ଦ୍ର ବୋଷ୍‌କଁର୍ ଜନମଦିନ୍ ହିସାବେ ପାଳନ୍ କରା ଯାଉଥିବାର୍ ବେଲ୍‌କେ ଆଗ୍‌କେ ତହାକଁର୍ ଜନମ୍ ଦିବସ୍ କେ ପରାକ୍ରମ ଦିବସ୍ ହିସାବେ ପାଳନ୍ କରାଯିବା ବଲିକରି କେନ୍ଦ୍ର ସରକାର୍‌କଁର୍ ଆଡୁ ଘୋଷଣା କରାଯାଇଛେ । କେନ୍ଦ୍ର ସଂସ୍କୃତି…

ରାଏଜ୍ ନେ ଦିନେ ଥି ହେଲା ୩୨,୨୫୬ ଟିକାଦାନ୍

ରାଏଜ୍‌ନେ ସୋମବାର୍ ଦିନ ୩୮୦ଟା ଟିକାଦାନ୍ କେନ୍ଦ୍ରନେ ଟିକାଦାନ୍ କରାଯାଇଥିଲା । ସୋମବାର୍ ଦିନ ରାଏଜ ଦିନେ ଥି ରେକର୍ଡ ନୁ ଅଧିକା ଟିକାଦାନ୍ କରାଯାଇଥିଲା । ସୋମବାର୍ ଦିନ ମୋଟ୍ ୩୨ହଜାର୨୫୬ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ । ଯେନଥିର୍ ଲାଗି ଟିକାକରଣ୍ ୧୦୨ ଶତକଡା ତକ୍ ପହଂଚିପାରିଛେ…