ଗଛେ ପିଟିହେଲା ଇନୋଭା ଗାଡି, ଦୁର୍ଘଟଣାନେ ୩ ଜନ୍‌କଁର ଗଲା ଜୀବନ୍‌

ବଲାଙ୍ଗିର ଦେଓଗାଁ ସାଗରପାଲିନେ ସଡକ୍ ଦୁର୍ଘଟନାନେ ୩ ଜନକଁର ଜୀବନ୍ ଯାଇଛେ । ଘଟନା ଜାଗାନେ ଦୁଇ ଜନକଁର ଜୀବନ୍ ଯାଇଥିବାର ବେଲକେ ଜନକୁଁ ମେଡିକାଲନେ ସ୍ଥାନାନ୍ତର ସମିଆଁନେ ଜୀବନ୍ ଯାଇଥିବାର ନେଇକରି ଜନାପଡିଛେ । ଗାଡି ଡ୍ରାଇଭର ଅବସ୍ଥା ଗୁରୁତର ଥିବାର ବେଲକେ ତାକୁଁ ବୁର୍ଲା ମେଡିକାଲନେ…

ରାଜ୍ୟନେ ଫେର୍ କମ୍‌ଲା ପାରା

ଗଲା ୨୪ ଘଣ୍ଟାନେ ରାଜ୍ୟର ସବୁ ଜିଲ୍ଲାନେ ପାଗ୍ ଶୁଖଲା ରହିଥିଲା । ଇହାଦେ ଫେର୍ ଘାଏ ଭିନ୍ ଭିନ୍ ଜାଗାନେ ଥଣ୍ଡା ଅନୁଭୂତ୍ ହେବାରନେ ଲାଗିଛେ । ରାଜ୍ୟର ୬ଟା ଜାଗାନେ ୧୦ ଡିଗ୍ରୀ ତଲେ ପାରା ରହିଛେ । ସୂଚନା ହିସାବେ କନ୍ଧମାଲ ଜିଲ୍ଲାର ଜି. ଉଦୟଗିରି ଠାନେ ସବୁନୁ କମ୍ ପାରା ୩.୨ ଡିଗ୍ରୀ,…

ମହିପାଣି ଟ୍ରେନ୍ ଦୁର୍ଘଟଣାନେ ହାତୀ ମରବାର ଘଟନା

ସୁନ୍ଦରଗଡ଼ ବିଶ୍ରା ମହିପାଣି ପାଶେ ଟ୍ରେନ୍ ଧକ୍କାନେ ଦୁଇଟା ହାତୀ କଟିକରି ମରବାର ଘଟନାନେ ବନ ବିଭାଗର ତଦନ୍ତ । ଘଟନାର ତଦନ୍ତ ଉତାରୁ ଟ୍ରେନ୍ ଡ୍ରାଇଭରକଁର ନାଁନେ ମାମଲା ରୁଜୁ କରାଯାଇଛେ । ଶୁକ୍ରବାର ଟ୍ରେନ୍ ଡ୍ରାଇଭରକୁଁ ଗିରଫ୍ କରାଯିବା ବଲି ସୂଚନା ମିଲିଥିଲା । ଟ୍ରେନ୍ ଡ୍ରାଇଭରକୁଁ ବନ…

ଗରିବ ମେଧାବୀକୁଁ ‘ସୁଦକ୍ଷ’ କରାବା ରୋଜଗାରକ୍ଷମ୍

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ନିଆରା ଚେଷ୍ଟା । ଗରିବ ମେଧାବୀ ଛାତ୍ରଛାତ୍ରୀକଁର ଶିକ୍ଷା ଲାଗି ଗୁଟେ ପ୍ରୟାସ ମୁଲ କରିଛନ୍ । ମାହାଲିଆଥି ଇମାନକୁଁ ନିଯୁକ୍ତି ଭିତ୍ତିକ୍ ଶିକ୍ଷା ଯୁଗେଇ ଦିଆଯିବା । ‘ସୁଦକ୍ଷ’ କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ୍ । ଇଥରେ ଯୁକ୍ତ ୨…

ଭାରତନେ ଦିଆଯିବା ଋଷ୍ ଟିକା ‘ସ୍ପୁଟ୍‌ନିକ-୫’

ଭାରତନେ ଆରମ୍ଭ ହେଇଯାଇଛେ ଟିକାକରଣ ପ୍ରକ୍ରିୟା । ଆରୁ ଇହାଦେ ପହେଲା ଖେପ୍‌ନେ କରୋନା ଯୋଦ୍ଧାକୁଁ ଦିଆଯାଉଛେ କରୋନା ଟିକା । ପୁନେ ସେରମ୍ ଇନଷ୍ଟିଚ୍ୟୁଟ୍ ଆରୁ ଭାତ ବାୟୋଟେକ୍ ଆଡୁ ପ୍ରସ୍ତୁତ ଟିକା କୋଭିସିଲ୍ଡ ଆରୁ କୋଭାକ୍ସିନ୍ ଟିକା ଦିଆଯାଉଛେ । ମାର୍ଚ୍ଚ ଏପ୍ରିଲ୍ ମାସ ଭିତରେ ଭାରତନେ…

ଖୁଲବା ପ୍ରାଥମିକ୍ ସ୍କୁଲ୍‌

ସରସ୍ୱତୀ ପୂଜା ଉତାରୁ ଖୁଲବା ରାଜ୍ୟର ସବୁ ପ୍ରାଥମିକ ସ୍କୁଲ । ଇଟାନେଇକରି ସ୍କୁଲ ଆରୁ ଗଣଶିକ୍ଷା ବିଭାଗ ଆଡୁ ସବୁ ପ୍ରକ୍ରିୟା ଆରମ୍ଭ ହେଇଛେ । ସ୍କୁଲ ଛୁଆ ଆସବାର ଆଘୋନୁ ସ୍କୁଲର ସବୁ ଶ୍ରେଣୀ କୁଠରୀ ସାଙ୍ଗେ ସ୍କୁଲ କ୍ୟାମ୍ପସ ମାନକୁଁ ସାନିଟାଇଜଡ୍ କରବାକେ ନିର୍ଦ୍ଦେଶ ଦିଆଯାଇଛେ । ହେଲେ…

ହରିଶଙ୍କର-ନୃସିଂହନାଥ ମନ୍ଦିରନେ ହେବା ରୋପୱେ

ପଶ୍ଚିମ ଓଡ଼ିଶା ଗସ୍ତ କରିଛନ୍ ଆଏଜ୍ ୫-ଟି ସଚିବ ଆର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବଲାଙ୍ଗିର ଆରୁ ବରଗଡ ଜିଲ୍ଲା ଗସ୍ତ କରିଥିବାର ବେଲକେ ପାଇକମାଲନେ ନୃସିଂହନାଥ ମନ୍ଦିର ବୁଲି ଦେଖିଛନ୍ । ବରଗଡ଼ ସତିଭଟା ଏୟାରଷ୍ଟ୍ରିପ୍‌ନେ ପୁହୁଞ୍ଚିଲା ଉତାରୁ ସେଠାନୁ ନୃସିଂହନାଥ ମନ୍ଦିରକେ…

ମହିଲା ସଂରକ୍ଷଣ ବିଲ୍ ପାରିତ ଲାଗି ଦାବି

ରାଜ୍ୟସଭାନେ ମହିଲା ସଶକ୍ତିକରଣ ପ୍ରସଙ୍ଗ ଉଠାଲା ବିଜେଡି । ମହିଲା ସଂରକ୍ଷଣ ବିଲ୍ ପାରିତ୍ କରବାର ନେଇକରି ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାର ଶୂନ୍ୟକାଲନେ ଦାବି ରଖିଛନ୍ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଲାକଁର ବିକାଶ ଆରୁ ତାକଁର ସୁରକ୍ଷା ଦିଗନେ ସବୁବେଲେ କାମ୍…

ପଶ୍ଚିମ ଓଡ଼ିଶା ଗସ୍ତନେ ୫-ଟି ସଚିବ

ପଶ୍ଚିମ ଓଡ଼ିଶା ଗସ୍ତନେ ୫-ଟି ସଚିବ ଭିକେ ପାଣ୍ଡିଆନ । ବରଗଡ଼ ଆରୁ ବଲାଙ୍ଗିର ଗସ୍ତ କରିଛନ୍ ୫-ଟି ସଚିବ । ଇ ଅବସରନେ ବରଗଡ଼ ପାଇକମାଲ ନୃସିଂହନାଥ ମନ୍ଦିର ବୁଲି ଦେଖବାର ସାଙ୍ଗେ ଇଠାନେ ହେଉଥିବାର ବିକାଶମୁଖି କାମ୍‌ର ସମୀକ୍ଷା କରବେ । ସେଆଡେ ବଲାଙ୍ଗିର ହରିଶଙ୍କର ମନ୍ଦିର ଯାଇକରି ଭିନ୍ ଭିନ୍…

ଫେବୃଆରୀ ୬ନୁ +୨ ଫର୍ମ ଫିଲପ୍‌

ମେ ୧୫ ତାରିଖନୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବାକେ ଯାଉଛେ । ଆଗକେ ପରୀକ୍ଷା ଥିବାର ବେଲକେ ଆଏବାର ୬ ତାରିଖନୁ ଫର୍ମ ଫିଲପ୍ ପ୍ରକ୍ରିୟା ଆରମ୍ଭ କରାଯିବାର ନେଇକରି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆଡୁ ବିଜ୍ଞପ୍ତି ଜାରି କରାଯାଇଛେ । ଫେବୃଆରୀ ୬ ତାରିଖନୁ ୧୨ ତାରିଖ ତକ୍…