ଅବାଦବାଥି ଲୋୟର ସୁକ୍ତେଲ୍
ବଲାଙ୍ଗିର ଜିଲ୍ଲାର ଜୀବନ୍ରେଖା କୁହାଯାଉଥିବାର ସୁକତେଲ୍ ଜଲସେଚନ୍ ପ୍ରକଳ୍ପ କାମ୍ ଇହାଦେ ଭିଲ୍ ଅଧପନ୍ତରିଆ ହେଇକରି ପଡିରହିଛେ । ଗଲା ଦୁଇ ଦଶନ୍ଧି ଧରିକରି ଇ ପ୍ରକଳ୍ପ ଲାଗି କାମ୍ କରାଯାଉଥିଲେ ଭିଲ ଇଟା ପୂରା ହେଇନାଇଁ ପାରବାର । ପହେଲାନୁ ପ୍ରକଳ୍ପକେ ନେଇକରି ବିରୋଧ ହେଇଆସୁଥିଲା ।…