ହରିଶଙ୍କରକେ ଚାଲବା ପର୍ଯ୍ୟଟନ୍ ବସ୍‌

ରାଜ୍ୟ ସରକାର ପର୍ଯ୍ୟଟନ୍ କ୍ଷେତ୍ରର ବିକାଶ ଲାଗି କାମ୍ ମୁଲ କରିଛନ୍ । ସୋନପୁର କୋଟସମଲାଇନେ ଥିବାର ପାତାଳି ଶ୍ରୀକ୍ଷେତ୍ର ଉତାରୁ ଇହାଦେ ହରିଶଙ୍କରର ପୀଠ୍‌ର ଭିତ୍ତିଭୂମିର ବିକାଶ ଲାଗି କାମ ମୁଲ ହେଇଛେ । ଇଥିର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଟେ କୋଟି ଟଙ୍କା ମଂଜୁର କରିଛନ୍ ।…

ଜିଏମ୍‌ୟୁନେ ହେବା ବୟସ୍କ ଲୁକକଁର ଉପରେ ଗବେଷଣା

ବୁଢା ଲୁକକଁର ଦିହିପାହା, ଶିକ୍ଷା, ସାମାଜିକ୍ ସ୍ଥିତି ଉପରେ ଗବେଷଣା କରବାର ଲାଗି ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକେ ମିଲିଛେ ଅନୁମତି । ବୃଦ୍ଧାବସ୍ଥାକେ ନେଇକରି ରାଜ୍ୟର ପହେଲା ଗବେଷଣା କେନ୍ଦ୍ର ହିସାବେ ଜିଏୟୁକେ ରାଜ୍ୟ ସରକାର ଦେଇଛନ୍ ମଞ୍ଜୁରୀ । ଗଲା ଶନିବାର ଦିନ ବନାରସ…

୨୦ତାରିଖନୁ ଶୀତ ଅଧିବେଶନ୍

ଆଏବାର ୨୦ ତାରିଖନୁ ମୁଲ ହେବାକେ ଯାଉଛେ ବିଧାନସଭାର ଶୀତ ଅଧିବେଶନ୍ । ଗୃହକାର୍ଯ୍ୟ ଯେନ୍ତା ଠିକ୍ ହିସାବେ ହେବା ଆରୁ ଦୁଶରା ଆଲୋଚନା ଲାଗି ସର୍ବଦଳୀୟ ବୈଠକ ଡାକିଛନ୍ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଇ ନେଇକରି ଆଏବାର ୧୮ ତାରିଖନେ ସର୍ବ ଦଳୀୟ ବୈଠକ ଡାକିଛନ୍ ବାଚସ୍ପତି । ଇହାଦେ ଭିଲ୍…

ଜିଏମ୍‌ୟୁର ‘ଦିଲୱାଲୋ କି ଦିୱାଲି’

ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ଏନ୍‌ଏସ୍‌ଏସ୍ ଆଡୁ ଦିଆଲୀ କାର୍ଯ୍ୟକ୍ରମ ପାଲିତ୍ ହେଇଯାଇଛେ । ସମ୍ବଲପୁର ଯୁଯୁମୁରାନେ ଗଲା ତିନ୍ ବରଷ୍ ହେଲା ଦିଆଲୀ ପାଲନ କରାଯାଇ ଆସୁଛେ । ଇ ବରଷ ଭିଲ୍ ଦିଲ୍ ୱାଲୋ କି ଦିୱାଲୀ କାର୍ଯ୍ୟକ୍ରମ୍ କରାଯାଇକରି ଦୀଆଲି ପାଲନ କରାଯାଇଛେ । କରୋନା ବେମାରୀ ବଢବାର…

ହେପି ବାର୍ଥଡେ ସାନିଆ

ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜାକଁର ଆଏଜ୍ ହେଉଛେ ଜନମ୍ ଦିନ୍ । ୩୪ ବରଷଥି ପାଦ୍ ଥାପିଛନ୍ ଇ ଖେଲାଲି । ତାକଁର ଜନମ୍ ଦିନ୍‌ଥି ସାଙ୍ଗ ସାଥିନୁ ନେଇକରି ତାକଁର ଫ୍ୟାନ୍ ଫଲୋୟର୍ସ ସଭେଁ ଜନେଇଛନ୍ ଗୁରଦୁଟେ ଶୁଭେଚ୍ଛା ଆରୁ ଭଲ ପାଏବାର । ଟେନିସ୍ ଜଗତଥି ବନେ ନାଁ କରିପାରିଛନ୍ ଇ ଭାରତୀୟ…

ଆମେରିକାନୁ ଦୀଆଲିର ଶୁଭେଚ୍ଛା

ଦୀଆଲିନେ ଆମେରିକାର ନୂଆ କରି ରାଷ୍ଟ୍ରପତି ନିର୍ବାଚିତ୍ ହେଇଥିବାର ଜୋ ବାଇଡେନ୍ ଆରୁ ଉପରାଷ୍ଟ୍ରପତି ନିର୍ବାଚିତ୍ ହେଇଥିବାର କମଳା ହ୍ୟାରିସ୍ ଶୁଭେଚ୍ଛା ଜନେଇଛନ୍ । ଯୁକ୍ତରାଷ୍ଟ୍ର ଆମେରିକା ତରଫୁ ଭାରତ ଆରୁ ପୁରା ଦୁନିଆଁନେ ଦୀଆଲି ମନଉଥିବାର ସବୁ ଭାରତୀୟକୁଁ ଦୀଆଲିନେ ଗୁର୍ଦ୍ଦୁଟେ ଶୁଚ୍ଛୋ…

ଯବାନକଁର ସାଙ୍ଗେ ଦୀଆଲି ମନାଲେ ପ୍ରଧାନମନ୍ତ୍ରୀ

ଫି ବଛର ମେତାର ଇ ବଛର ଭିଲ୍ ସୀମାନେ ଥିବାର ଆମର ବୀର ଯବାନକଁର ସାଙ୍ଗେ ଦୀଆଲି ମାନିଛନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜସ୍ଥାନର ଜୈସଲମେର ସୀମାନେ ଥିବାର ଯବାନକୁଁ ଦୀଆଲି ଶୁଭେଚ୍ଛା ଜନାବାର ସାଙ୍ଗେ ସେଠାନୁ ଦେଶବାସୀକୁଁ ସମ୍ବୋଧନ୍ କରିଥିଲେ । ୧୩୦ କୋଟି ଦେଶବାସୀକଁର ତରଫୁ ଦେଶର…

୨୦ ବରଷ୍ ବାଦ୍ ନିଜର ଘରକେ ଫିରଲେ ବିରଜୁ

୨୦ ବରଷ୍ ବାଦ୍ ନିଜର ମାଁ ମାଏଟ୍ ସୁନ୍ଦରଗଡ଼ର କୁତ୍ରାକେ ଫିରଲେ ବିରଜୁ କୁଲୁ । ପାକିସ୍ତାନର ଗୁଟେ ଜେଲନେ ଗଲା ୨୦ ବରଷ୍ ହେଲା ବନ୍ଦୀ ହେଇକିନା ରହିଥିଲେ ବିରଜୁ । ଗାଁନେ ପୁହୁଁଞ୍ଚିଲା ବାଦ୍ କୁତ୍ରା ବିଡ଼ିଓ ଆରୁ ବିରଜୁକଁର କୁଟୁମ୍ ଗାଁର ଲୋକ୍ ତାକୁଁ ସ୍ୱାଗତ ଜନେଇଥିଲେ । ଖୋବ୍ ଜଲଦି…

ଆଜି ଧନ୍‌ତେରସ

ଆଝି ହେଉଛେ ଧନ୍‌ତେରସ୍ । କାର୍ତ୍ତିକ ମାସର ଅନ୍ଧାର ପଖ୍ ତ୍ରୟୋଦଶୀନେ ପୂରା ଦେଶ ପାଲୁଛେ ଧନତେରସ୍ । ଇ ଦିନେ ସୁନା ହେଉ କି ରୂପା କି କେନସି ଦାମି ଜିନିଷ ଘିନଲେ ଘରେ ଧନ୍ ବଢସି ବଲି ଲୁକକଁର ବିଶ୍ୱାସ ରହିଛେ । ଧନତେରସ୍ ଲାଗି ସୁନା ଦୁକାନ ମାନକେ ଜବର ଭିଡ ଦେଖବାକେ ମିଲିଛେ । ରାଜଧାନୀ…

୨୦୨୦ର ‘ଇସ୍ରୋ’ର ପହେଲା ମହାକାଶ ଅଭିଯାନ୍

ଇସ୍ରୋକେ ମିଲଲା ଆର ଗୁଟେ ସଫଲତା । ଶନିବାର ଦିନ୍ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ଆଡୁ ୧୦ଟା କୃତିମ ଉପଗ୍ରହ କକ୍ଷପଥକେ ଛଡାଯାଇଛେ । ଇ ସବୁ ଉପଗ୍ରହକେ ପୋଲାର୍ ସାଟେଲାଇଟ୍ ଲଞ୍ଚ୍ ଭେଇକ୍‌ଲ୍ ମାଧ୍ୟମନେ ମହାକାଶକେ ପଠାଯାଇଛେ । ପିଏସ୍‌ଏଲ୍‌ଭି ର ଇଟା ହେଉଛେ ୫୧ ନମ୍ବର ଉତକ୍ଷେପଣ୍ । ଆଜି…