ମେଟ୍ରିକ୍ ପରୀକ୍ଷା ଫର୍ମ ଫିଲ୍ଅପ୍ ଇହାଦେର ଲାଗି ବନ୍ଦ
ଶିକ୍ଷାବର୍ଷ ମୁଲ ନାଇଁ ହେଉନୁ ରାଜ୍ୟନେ ମେଟ୍ରିକ୍ ପରୀକ୍ଷା ଲାଗି ଫର୍ମ ଫିଲ୍ଅପ୍ କଥା ଜୋର୍ ଧରିଛେ । ସେଆଡେ ଫର୍ମ ଫିଲଅଫ୍ ବିଜ୍ଞପ୍ତିକେ କାଢିଦେବାର ଲାଗି କହିଛନ୍ ସ୍କୁଲ ଆରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ପହେଲାନୁ ମାଧ୍ୟମିକ ଶିକ୍ଷା ପରିଷଦ ୯ ତାରିଖନୁ ମେଟ୍ରିକ୍ ପରୀକ୍ଷା…