ଜିଦ୍‌ନେ ଚାଷୀ

ଇହାଦେ ଭିଲ୍ ନୂଆଁ କୃଷି ଆଇନ୍ ବିରୋଧନେ ଜାରି ରହିଛେ ଚାଷୀ ଆନ୍ଦୋଲନ୍ । ପ୍ରଶାସନ୍ , ପୁଲିସର ଅଟକାବାର ଉତାରୁ ଭିଲ୍ ଚାଷୀ ନିଜର ଜିଦ୍‌ନେ ରହିଛନ୍ । ସିଂଘୁ ଆରୁ ଗାଜିପୁର ସୀମା ଧାରନାଥି ଚାଷୀକଁର ସଂଖ୍ୟା ବଢବାରନେ ଲାଗିଛେ । ହରିୟାଣା ଆରୁ ପଞ୍ଜାବରୁ ଶହ ଶହ ଚାଷୀ ଆନ୍ଦୋଳନନେ ସାମିଲ୍…

ଆଏବାର ମାସୁ ଖୁଲବା ଅଙ୍ଗନୱାଡି

ଫେବୃଆରୀ ମାସ ଲାଗି କରୋନା ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର । ନୂଆଁ ଗାଇଡ ଲାଇନ୍ ହିସାବେ କଣ୍ଟେନମେଣ୍ଟ ଜୋନ୍ ଅଂଚଲନେ ଲକ୍‌ଡାଉନ୍ ଜାରି କରାଯାଇପାରବା । ଫେବୃଆରୀନୁ ସ୍କୁଲ କଲେଜ ଖୁଲବାର ଉପରେ ରାଜ୍ୟ ଗଣଶିକ୍ଷା ଆରୁ ଉଚ୍ଚଶିକ୍ଷା ବିଭାଗ ଉପରେ ଛାଡିଦିଆଯାଇଛେ । ସେନ୍ତା ଆଏବାର ମାସ ୧…

ନ୍ୟାୟିକ୍ ବେବସ୍ଥାନେ ତିନ୍ ନମ୍ବରନେ ଓଡ଼ିଶା

ଓଡ଼ିଶା ପୁସିଲକେ ମିଲିଛେ ବଡ୍ ସଫଲତା । ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟନେ ପୁଲିସର ନ୍ୟାୟିକ ବେବସ୍ଥାନେ ଓଡ଼ିଶା ପୁଲିସକେ ତିନ୍ ନମ୍ବରନେ ରହିଛେ । ଦେଶର ୧୮ଟା ବୃହତ୍‌, ମଧ୍ୟମ୍ ରାଜ୍ୟ, ୭ଟା ଛୋଟ ରାଜ୍ୟକେ ନେଇକରି ହେଇଥିବାର ସର୍ଭେ ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟନେ ଏନ୍ତା ସଫଲତା ମିଲିଛେ ଓଡ଼ିଶାକେ…

ଇସ୍ରାଏଲ୍ ଦୂତାବାସ ପାଶେ ଆଇଇଡି ବିସ୍ଫୋରଣ

ଦିଲ୍ଲୀନେ ଶୁକ୍ରବାର ଇସ୍ରାଏଲ୍ ଦୂତାବାସ ପାଶେ ଆଇଇଡି ବିସ୍ଫୋରଣ ହେଇଛେ । ଗଲାକାଲି ବେଲବୁଡା ୫ ବଜା ବିସ୍ଫୋରଣ ହେଇଥିବାର ନେଇକରି ଜନାପଡିଛେ । ଘଟନାନେ କାହାର ଜୀବନ୍ ନାଇଁ ଯାଇ କି କେହି ଖଣିଆଁ ନାଇଁ ହେଇ, ତେବେ ପାଶେ ଥିବାର ଗାଡି ମଟର ବମ୍‌ଥି ନଷ୍ଟ ହେଇଛେ । ବିସ୍ଫୋରଣ ଘଟନା ଜାନଲା…

ଛୁଆକଁର ସୁରକ୍ଷା ଲାଗି ସୁନ୍ଦରଗଡ଼ ପୁଲିସର ଚେଷ୍ଟା

ଛୁଆ ମାନକଁର ସୁରକ୍ଷା ଲାଗି ସୁନ୍ଦରଗଡ଼ ପୁଲିସ ଆଡୁ ଗୁଟେ ସୁନ୍ଦର ଚେଷ୍ଟା । ‘ଆମ ଖୁସି ଆମ ସୁରକ୍ଷା’ ନାଁନେ ଗୁଟେ ପ୍ରକଳ୍ପର ଶୁଭାରମ୍ଭ ହେଇଛେ । ରାଜଗାଙ୍ଗପୁର ପୁଲିସ ଷ୍ଟେସନ୍‌ନେ ଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ ଡିଆଇଜି କବିତା ଜଲାନ । ଏସ୍‌ପି ସାଗରିକା ନାଥ ବି କାର୍ଯ୍ୟମକ୍ରମନେ…

୯ ଅଧିକାରୀ ବାହାର

ଦୁର୍ନିତୀ ଆରୁ ଅପାରଗ ଅଧିକାରୀକଁର ବିରୁଧନେ କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟ ସରକାର । ଭିନ୍ ଭିନ୍ ବିଭାଗର ଅଧିକାରୀକୁଁ ବାଧ୍ୟତାମୂଳକ ଅବସର ଦିଆଯାଇଛେ । ଖଣି ବିଭାଗର ଜନେ ଉପନିର୍ଦ୍ଦେଶକ ଆରୁ ଶ୍ରମ ବିଭାଗର ଯୁଗ୍ମ କମିଶନରକଁର ସାଙ୍ଗେ ଜଙ୍ଗଲ, ଜନସ୍ୱାସ୍ଥ୍ୟ, ଆରୁ ଶ୍ରମ ବିଭାଗର ୯ ଜନକୁଁ…

ଟିକାକରଣନେ ଭାରତର ଦାୟିତ୍ୱକେ ରାଷ୍ଟ୍ରପତିକଁର ପ୍ରଶଂସା

ସଂସଦର ବଜେଟ୍ ଅଧିବେଶନ୍ ଆରମ୍ଭନେ ସଂସଦର ମିଳିତ ଅଧିବେଶନନେ ଅଭିଭାଷଣ ରଖିଛନ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଇ ଅବସରନେ ଗଣଟିକାକରଣକେ ପ୍ରଶଂସା କରିଛନ୍ ରାଷ୍ଟ୍ରପତି । ଭାରତ ଆରମ୍ଭ କରିଥିବାର ବିଶ୍ୱର ସବୁନୁ ବଡ ଟିକାକରଣ ଅଭିଯାନ ଗୁଟେ ଗୌରବର କଥା ବଲି କହିଛନ୍ ସେ । କରୋନା କାଲନେ…

ବିଶ୍ୱର ସବୁନୁ ବଡ୍ ଇସ୍ପାତ୍ କାରଖାନା ହେବା ଅନୁଗୁଳନେ

ଅନୁଗୁଳନେ ବିଶ୍ୱର ସବୁନୁ ବଡ୍ ଇସ୍ପାତ୍ କାରଖାନା ପ୍ରତିଷ୍ଠା କରବା ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ (ଜେଏସପିଏଲ୍‌) । ଓଡ଼ିଶାକେ ଶହେ ନିୟୁତ୍ ଟନ୍ ଇସ୍ପାତ୍ ତିଆର କରୁଥିବାର ହବ୍ ଭାବେ ପ୍ରତିଷ୍ଠା କରାଯିବା । ଇଟା ନେଇକରି ଜେଏସପିଏଲ୍ ଅଧ୍ୟକ୍ଷ ନବୀନ ଜିନ୍ଦଲ ଭିଜନ୍ ୨୦୩୦…

ଫିରୁଛେ ଜାଡ୍‌

ଫେର୍ ଫିରୁଛେ ଜାଡ୍ । ଆଏବାର ୩ ଦିନ ଭିତରେ ୪ ଡିଗ୍ରୀ ପାରା କମବାର ସମ୍ଭାବନା ରହିଛେ । ହେଲେ ଲଗାତାର ପାରା କମବାର କେନସି ସମ୍ଭାବନା ନାଇଁନ । ପାରା କମବାର ୨ ଦିନ୍ ଉତାରୁ ଫେର୍ ପାରା ବଢବା ଆରୁ ଜାଡ୍ କମବାର ନେଇକରି ଆଂଚଳିକ ପାଏନପାଗ ବିଭାଗ ଆଡୁ ସୂଚନା ଦିଆଯାଇଛେ । ରାଜ୍ୟର କିଛି…

ବଜେଟ୍ ଅଧିବେଶନ୍ ଆରମ୍ଭ

ଆଜିନୁ ଆରମ୍ଭ ହେଲା ସଂସଦର ବଜେଟ୍ ଅଧିବେଶନ୍ । ବଜେଟ୍ ଅଧିବେଶନ୍‌ନ ପହେଲା ଦିନେ ଦୁହି ଗୃହକେ ସମ୍ବୋଧିତ୍ କରୁଛନ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଇତାର ଆଘୋନୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦନେ ସମ୍ବୋଧନ୍ କରିଛନ୍ । ବରଷ ୨୦୨୧ର ପହେଲା ବଜେଟ୍ ଅଧିବେଶନ୍ ବଲି ପ୍ରଧାନମନ୍ତ୍ରୀ…