Browsing Category

ଦେଶ୍‌-ବିଦେଶ୍‌

ସାରା ଦେଶେ ନାଁ କର୍‌ଲା ବରଗଡ ଆର୍ ପଦମପୁର୍ ବସ୍ ଡିପୋଟ୍

ସକ୍ଷମ୍ ୨୦୨୧ ନେ ପଦମପୁର୍ ଆର୍ ବରଗଡ୍ କେ ମିଲ୍‌ଲା ବେଷ୍ଟ୍ ବସ୍ ଡିପୋଟ୍ ଅୱାର୍ଡ । ତେଲ୍ ସଂରକ୍ଷଣ୍ ଲାଗି ଓଡିଶା ର୍ ପଦମ୍‌ପୁର୍ ଆର୍ ବରଗଡ କେ ଦିଆଯାଇଛେ ଇ ଅୱର୍ଡ । ଆମର୍ ଦେଶ୍ ର୍ ପେଟ୍ରୋଲ୍‌ିୟମ୍ ମନ୍ତ୍ରାଳୟ ଆଡୁ ପେଟ୍ରୋଲିୟମ୍ ଆର୍ ଗେସ୍ ସଂରକ୍ଷଣ କେ ନେଇକରି କରାଯାଇଥିବାର୍…

୨୧ନୁ ବିନା କୋଭିଡ ରିପୋର୍ଟ ଥି ଜଗନ୍ନାଥ୍‌କୁଁ ଦର୍ଶନ୍ କର୍‌ବେ ଭକତ୍

କରୋନା କଟକଣା ଭିତ୍‌ରେ ପୁରୀ ର ଜଗନ୍ନାଥ୍ ମନ୍ଦିର୍ ଖୁଲିଥିବାର୍ ବେଲ୍‌କେ ଆଏବାର୍ ୨୧ତାରିଖ୍ ନୁ କୋଭିଡ୍ ରିପୋର୍ଟ ନାଇ ଦେଖାଲେ ବି ମନ୍ଦିର୍ ଭିତର୍‌କେ ଅନୁମତି ମିଲ୍‌ବା ବଲିକରି ପୁରୀ ଜିଲ୍ଲାପାଳକଁର୍ ଆଡୁ ସୂଚନା ମିଲିଛେ । ଇ ନେଇକରି ପୁରୀ ଜିଲ୍ଲାପାଳକଁର୍ ଅଧିନ୍‌ଥି ବସିଥିବାର୍…

ନରୱେ ନେ ଫାଇଜର୍ ଟିକା ନେଲା ୨୩ ଜୀବନ୍

ୟୁରୋପର୍ ନରୱେ ନେ ଫାଇଜର୍ ର କରୋନା ଟିକା କେ ନେଇକରି ୨୩ ଜନକଁର୍ ଜୀବନ୍ ଯାଇଛେ । ଟିକା ନେବାର୍ ଉତାରୁ ସେମାନେ ଅସୁସ୍ଥ ହେଇକରି ନିଜର୍ ଜୀବନ୍ ହରେଇଛନ୍ । ମେଡିକାଲ୍ ରିପୋର୍ଟ ଅନୁସାରେ ଫାଇଜର୍ ଟିକା ନେବାର୍ ଉତାରୁ ପାଶ୍ୱର୍ପ୍ରତିକ୍ରିୟା ହେବାର୍ ଥି ଜୀବନ୍ ଯାଇଥିବାର୍ ସୂଚନା ମିଲିଛେ ।…

ଦେଶେ ପହେଲା ଦିନ ଭଲ୍ ହିସାବେ ସରିଯାଇଛେ କରୋନା ଟିକାଦାନ୍

କରୋନା ଟିକାଦାନ୍ ପ୍ରକ୍ରିୟା ଶନିବାର୍ ଦିନୁ ଆରମ୍ଭ ହେଇଯାଇଥିବାର୍ ବେଲ୍‌କେ ପହେଲା ଦିନ ସାରା ଦେଶ୍‌ନେ ବହୁତ୍ ଭଲ୍ ଭାବେ ଦେଶ୍‌ନେ ଟିକାଦାନ୍ ପ୍ରକ୍ରିୟା ସରିଯାଇଛେ । ପ୍ରଧାନ୍‌ମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକାଦାନ ପ୍ରକ୍ରୟାକେ ଶୁଭାରମ୍ଭ କରିଥିଲେ । ପହେଲା ଦିନ ସାରା ଦେଶ୍‌ନେ ୧ ଲାଖ୍…

‘କୋଭିସିଲ୍ଡ‌’ ଟିକା ନେଲେ ‘ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ‘ର ସିଇଓ ଆଦର୍ ପୁନାୱାଲା

ଆଜି ସାରା ଦେଶ୍ ନେ ଟିକାଦାନ୍ ପ୍ରକ୍ରିୟା ଆରମ୍ଭ ହେଇଥିବାର୍ ବେଲ୍‌କେ ସବୁ ଆଡେ ଟିକା ଦାନ୍ କରାଯାଇଛେ । ଦେଶ୍ ନେ କୋଭିସିଲ୍ଡ ଆର୍ କୋଭେକ୍ସିନ୍ ଟିକା କେ କରୋନା ଟିକା ହିସାବେ ଟିକା ଦାନ୍ କରାଯାଇଛେ । ଟିକା ଦାନ୍ ନେ ସେରମ୍ ଇନଷ୍ଟିଚ୍ୟୁଟ୍ ର ସିଇଓ ଆଦର୍ ପୁନାୱାଲା ତାକଁର୍ କମ୍ପାନୀ…

ଆରମ୍ଭ ହେଲା ଦେଶ୍‌ବ୍ୟାପି ଟିକାଦାନ୍ ପ୍ରକ୍ରିୟା

ଆଏଜ୍ ସାରା ଦେଶେ ମୂଲ୍ ହେଇଯାଇଛେ କରୋନା ଟିକାଦାନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ୍‌ବ୍ୟାପି ଈ ଟିକାଦାନ୍ ପ୍ରକ୍ରିୟାର୍ ଆରମ୍ଭ ନେ ଦେଶ୍ ର ଲୋକମାନକୁଁ ସମ୍ବୋର୍ଦ୍ଧନ୍ କରିଛନ୍ । ଦେଶନେ ଦୁଇ ପ୍ରକାର୍ ର୍ କରୋନା ଟିକା ପ୍ରସ୍ତୁତ୍ କରାଯାଇଥିବାର୍ ବେଲେ ଆଏଜ୍ ସେ ଟିକା ଦାନ୍…

ସିଏମ୍ ନଂ୧ – ‘ନବୀନ ପଟ୍ଟନାୟକ’

ଆମର୍ ଦେଶର୍ ସବୁନୁ ଲୋକପ୍ରିୟ୍ ମୁଖ୍ୟମନ୍ତ୍ରୀ ହିସାବେ ଓଡିଶାର୍ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ୍ ୧ନଂ ଥି ଅଛନ୍ । ଶ୍ରୀ ନବୀନ ପଟ୍ଟନାୟକ କଁର୍ ଉପରେ ଲୋକମାନେ ସନ୍ତୋଷ୍ ଥିବାର୍ କେ ନେଇକରି ସି-ଭୋଟ୍ ସର୍ଭେନୁ ଜନା ପଡିଥିଲା । ପହେଲାନୁ ନବୀନ ପଟ୍ଟନାୟକ ଜନେ ଆଦଶ୍‌ର୍ ମୁଖ୍ୟମନ୍ତ୍ରୀ…

ବୈଠକ୍ ଉତାରୁ ବୈଠକ୍ ଚାଲିଛେ, ହେଇ ନାଇଁ ପାରବାର ସମାଧାନ୍‌

ଫେର୍ ବିଫଲ୍ ହେଲା ସରକାର ଆରୁ କୃଷି ସଂଗଠନ୍ ଭିତରେ ଆଲୋଚନା । ନୂଆଁ କୃଷି ଆଇନ୍‌କେ ନେଇକରି ଧାରନା ବସିଥିବାର ଚାଷୀ ଇହାଦେ ଭିଲ୍ ନିଜର ଜିଦ୍‌ନେ ରହିଛନ୍ । ଆଏଜ୍ ୯ ନମ୍ବର ଥର ସରକାର ଆରୁ କୃଷି ସଂଗଠନ୍ ବୈଠକ ବସିଥିଲା । ସରକାରକଁର ଆଡୁ ଆଜିର ବୈଠକନେ ଫେର୍ କୃଷି ଆଇନ୍‌ନେ ସଂଶୋଧନ କରବାର…

ଇଣ୍ଡୋନେସିଆର ସୁଲାୱେସିନେ ଭୂମିକମ୍ପ

ଇଣ୍ଡୋନେସିଆ ଉପରେ ଫେର୍ ଦୁଃଖ୍‌ର ଖବର । ଶୁକ୍ରବାର ସଖାଲୁ ଇଣ୍ଡୋନେସିଆର ସୁଲାୱେସିନେ ଗୁଟେ ବଡଧରଣର ଭୂମିକମ୍ପ ହେଇଛେ । ଇଥରେ ୭ଜନ୍‌କଁର ଜୀବନ୍ ଯାଇଥିବାର ବେଲକେ ଶହ ଶହ ଲୋକ୍ ଖଁଣିଆ ହେଇଛନ୍ । ରିକ୍ଟର ସ୍କେଲ୍ ହିସାବେ ୬.୨ ଥିଲା ଭୂମିକମ୍ପର ତୀବ୍ରତା । ସେଆଡେ ଭୂମିକମ୍ପ ଲାଗି ଘରଦ୍ୱାର…

‘ଜୟ ଯବାନ୍‌’

ଜାନୁଆରୀ ୧୫ ସେନା ଦିବସ୍ । ଦେଶର ସୁରକ୍ଷା ଲାଗି ଅହରହ ସୀମାନେ ପହରା ଦେଉଛନ୍ ଆମର ବୀର ଯବାନ୍ । ଜୀବନ୍‌ର ବାଜି ଲଗେଇ କରି ଦେଶବାସୀକଁର ଲାଗି ନିଜର ସବୁକିଛି ସମର୍ପି ଦେଇଥିବାର ବୀର ଯବାନକୁଁ ସମ୍ମାନ ଦେବାର ଦିନ୍ ଯବାନ୍ ଦିବସ୍ । ସେନା ଦିବସନେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁଭେଚ୍ଛା…