Browsing Category

ଓଡ଼ିଶା

ଫୋକସ୍‌ନେ ପଶ୍ଚିମ ଓଡ଼ିଶା

ପଶ୍ଚିମ ଓଡ଼ିଶାନେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆରୁ ୫-ଟି ସଚିବ । ସମ୍ବଲପୁର ଆରୁ ରାଉରକେଲା ଗସ୍ତନେ ଯାଇଛନ୍ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆରୁ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ । ଇହାଦେ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ଉପରେ ଫୋକସ୍ ରଖିଛନ୍ । ସମ୍ବଲପୁର ମାଁ ସମଲେଇ ମନ୍ଦିର ବିକାଶ କାମ୍…

ଭାରତୀୟ ସେନା ଉପମୁଖ୍ୟ ହେବେ ଓଡ଼ିଆ ପୁଓ

ଭାରତୀୟ ସେନାର ଉପମୁଖ୍ୟ ହେବେ ଓଡ଼ିଆ ପୁଓ ଚଣ୍ଡିପ୍ରସାଦ ମହାନ୍ତି । ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଜୟବଡ଼ନେ ଚଣ୍ଡିପ୍ରସାଦ ମହାନ୍ତିକଁର ଜନମ୍ । ଇହାଦେ ସେ ସଦର୍ଣ୍ଣ କମାଣ୍ଡର କମାଣ୍ଡିଂ ଇନ୍ ଚିଫ୍ ରହିଛନ୍ । ଇହାଦେ ଭାରତୀୟ ସେନାନେ ଉପମୁଖ୍ୟ ଥିବାର ସତିନ୍ଦର କୁମାର ସାଇନି ଆଏବାର ୩୧…

୩ ବିଶ୍ୱ ବିଦ୍ୟାଳୟନେ ନାଇଁନ କୁଳପତି

ପଶ୍ଚିମ ଓଡ଼ିଶାର ୩ଟା ବିଶ୍ୱବିଦ୍ୟାଳୟନେ ଖାଲି ପଡିଛେ କୁଳପତି ପଦ୍ । ସମ୍ବଲପୁର ସଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆରୁ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟନେ କେହି କୁଳପତି ଦାୟିତ୍ୱନେ ନାଇଁନ । ସମ୍ବଲପୁରର ଦୁଇ ବିଶ୍ୱବିଦ୍ୟାଳୟନେ ଭାରପ୍ରାପ୍ତ କୁଳପତି…

ପଶ୍ଚିମ ଓଡ଼ିଶାର ‘ବଡ଼ମାଁ’ ପାର୍ବତୀ ଗିରି

ଗୁଟେ ୧୪ ବର୍ଷୀୟା ଟୁକେଲ । ନାଁ ତାର ପାର୍ବତୀ , ସଭାନେ ଲୁକକୁଁ ବୁଝଉଛେଯେ ‘ଭାଏ ବୁହେନ ମାନେ ଆମକୁଁ ସମକୁଁ ଏକ୍ ହେବାରକେ ପଡବା ଆର୍ ଏକ୍ ହେଇକରି ଫିରଙ୍ଗି ସରକାରକେ ଖେଦବାରକେ ପଡବା, ପିଟାମରା କରି କରି ନାଇଁ , ମହାତ୍ମା ଗାନ୍ଧିକଁର୍ ରାସ୍ତାନେ ଚାଲିକରି ଅହିଂସା ଆନ୍ଦୋଲନ୍ କରବାରକେ…

ରାଏଜ୍ ନେ ଦିନେ ଥି ହେଲା ୩୨,୨୫୬ ଟିକାଦାନ୍

ରାଏଜ୍‌ନେ ସୋମବାର୍ ଦିନ ୩୮୦ଟା ଟିକାଦାନ୍ କେନ୍ଦ୍ରନେ ଟିକାଦାନ୍ କରାଯାଇଥିଲା । ସୋମବାର୍ ଦିନ ରାଏଜ ଦିନେ ଥି ରେକର୍ଡ ନୁ ଅଧିକା ଟିକାଦାନ୍ କରାଯାଇଥିଲା । ସୋମବାର୍ ଦିନ ମୋଟ୍ ୩୨ହଜାର୨୫୬ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ । ଯେନଥିର୍ ଲାଗି ଟିକାକରଣ୍ ୧୦୨ ଶତକଡା ତକ୍ ପହଂଚିପାରିଛେ…

ଡୁମେରଜୋର ବ୍ୟାଙ୍କ୍ ଲୁଟ୍ ଘଟନାନେ ତିନ୍ ଗିରଫ୍‌

ସୁନ୍ଦରଗଡ଼ କୁଆଁରମୁଣ୍ଡା ଫାଣ୍ଡି ଡୁମେରଜୋର ଏସବିଆଇ ବ୍ୟାଙ୍କ ଲୁଟ୍ ଘଟନାନେ ୩ ଜନକୁଁ ଗିରଫ କଲା ପୁଲସ୍ । ଘଟନାନେ ଆହୁରି ୯ ଜନ୍ ଅଭିଯୁକ୍ତ ଫେରାର ଥିବାର ବେଲକେ ପୁଲିସ୍ ଇମାନକୁଁ ଖୁଜୁଛେ । ଗିରଫ ହେଇଥିବାର ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଗୋବିନ୍ଦପୁର ଫଟାଟାଙ୍ଗରର ମୁନା ମାଝୀ,…

ପୂର୍ବ ଉତାରୁ ପଶ୍ଚିମ ଓଡ଼ିଶାନେ ନକଲି କାରବାର

ପୂର୍ବ ଓଡ଼ିଶା ଉତାରୁ ଇହାଦେ ଫେର୍ ପଶ୍ଚିମ୍ ଓଡ଼ିଶାନେ ଭିଲ୍ ନକଲି ସମାନ୍ କାରବାର ଚାଲିଥିବାର ଜନାପଡିଛେ । ସମ୍ବଲପୁରନୁ ନକଲି ସର୍ଫ ଜବତ ହେଲା ଉତାରୁ ଇହାଦେ ଖାଦ୍ୟ ସୁରକ୍ଷା ବିଭାଗ ଆର ପୁଲିସ୍ ଆଡୁ ଭିନ୍ ଭିନ୍ ଜାଗାନେ ଚଢାଉ କରାଯାଉଛେ । ଗଲା ଶନିବାର ସମ୍ବଲପୁରର ଦୁଇଟା ଭିନ୍ ଭିନ୍…

ଆରୁ ନାଇଁନ ଲଳିତ ଦାଦା

ପୁରଖା ସମାଜସେବୀ ଲଳିତ ନାୟକକଁର ବିୟୋଗ୍ । ଭୁବନେଶ୍ୱର ଏମ୍‌ସନେ ଚିକିତ୍ସା ଚାଲିଥିବାର ବେଲେ ଆଏଜ ସଖାଲୁ ତାକଁର ଦେହାନ୍ତ ହେଇଛେ । ଗଲା କିଛି ମାସ୍ ହେଲା କ୍ୟାନସର୍ ବେମାରନେ ପଡିଥିବାର ବେଲକେ ଭୁବନେଶ୍ୱର ଏମ୍‌ସନେ ରହିକରି ଚିକିତ୍ସିତ୍ ହେଉଥିଲେ । ଗଲା ଜୁନ୍ ମାସ ୨୯ ତାରିଖନେ ସେ ତଲେ…

ସାରା ଦେଶେ ନାଁ କର୍‌ଲା ବରଗଡ ଆର୍ ପଦମପୁର୍ ବସ୍ ଡିପୋଟ୍

ସକ୍ଷମ୍ ୨୦୨୧ ନେ ପଦମପୁର୍ ଆର୍ ବରଗଡ୍ କେ ମିଲ୍‌ଲା ବେଷ୍ଟ୍ ବସ୍ ଡିପୋଟ୍ ଅୱାର୍ଡ । ତେଲ୍ ସଂରକ୍ଷଣ୍ ଲାଗି ଓଡିଶା ର୍ ପଦମ୍‌ପୁର୍ ଆର୍ ବରଗଡ କେ ଦିଆଯାଇଛେ ଇ ଅୱର୍ଡ । ଆମର୍ ଦେଶ୍ ର୍ ପେଟ୍ରୋଲ୍‌ିୟମ୍ ମନ୍ତ୍ରାଳୟ ଆଡୁ ପେଟ୍ରୋଲିୟମ୍ ଆର୍ ଗେସ୍ ସଂରକ୍ଷଣ କେ ନେଇକରି କରାଯାଇଥିବାର୍…

୨୧ନୁ ବିନା କୋଭିଡ ରିପୋର୍ଟ ଥି ଜଗନ୍ନାଥ୍‌କୁଁ ଦର୍ଶନ୍ କର୍‌ବେ ଭକତ୍

କରୋନା କଟକଣା ଭିତ୍‌ରେ ପୁରୀ ର ଜଗନ୍ନାଥ୍ ମନ୍ଦିର୍ ଖୁଲିଥିବାର୍ ବେଲ୍‌କେ ଆଏବାର୍ ୨୧ତାରିଖ୍ ନୁ କୋଭିଡ୍ ରିପୋର୍ଟ ନାଇ ଦେଖାଲେ ବି ମନ୍ଦିର୍ ଭିତର୍‌କେ ଅନୁମତି ମିଲ୍‌ବା ବଲିକରି ପୁରୀ ଜିଲ୍ଲାପାଳକଁର୍ ଆଡୁ ସୂଚନା ମିଲିଛେ । ଇ ନେଇକରି ପୁରୀ ଜିଲ୍ଲାପାଳକଁର୍ ଅଧିନ୍‌ଥି ବସିଥିବାର୍…