Browsing Category

ଓଡ଼ିଶା

ସତରଞ୍ଜର ଖିଲାଡି : ପଦ୍ମିନୀ ରାଉତ

ଚେସ୍ ଖେଲକେ ସବୁଖେଲ୍ ମାନକଁର ଭିତରେ ଅଏତକା ଅଏଧକା ବୁଦ୍ଧିଖର୍ଚ୍ଚା ହେଉଥିବାର ଖେଲବଲିକରି କୁହାଯାଇସି । ବିଶ୍ୱନାଥନ୍ ଆନନ୍ଦ, ହାଉ ୟିଫାନ୍ ବାଗିର ଚେସ୍ ଗ୍ରାଣ୍ଡମାଷ୍ଟର ମାନକଁର ଖେଲ୍ ଜଗତନେ ନାଁ ଡାକ୍ ପଡୁଥିସି । ବୁଦ୍ଧି, ବିଦ୍ୟା, ଧର୍ଯ୍ୟ ଇ ସବୁଥିର କରାମତି ସେ ଘଡେକେ ଦେଖେଇ ପାରଲେ…

ଆଏଜ୍ ୩ ତେଜସ୍ୱୀ ନାରୀ’କଁର୍ ଜନମ୍‌ଦିନ୍ 

ନାରୀ ମାନେ ଆଜିର୍ ଯୁଗେ କେନସି କ୍ଷେତ୍ର ନେ ଆର୍ ପଛେ ନାଇ ରହି ସେମାନେ ସବୁ କ୍ଷେତ୍ର ନେ ନିଜର୍ ପ୍ରତିଭା କେ ଦେଖେଇ କରି ଆଗ୍‌କେ ବଢିଛନ୍ । ଆଜିର୍ ଦିନେ ଜନମ୍ ନେଇଥିଲେ ଆମର୍ ଭାରତ୍ ର ଏନ୍ତା ୩ ଜନ ମହିଲା ଯେନମାନେ ଆମର୍ ଦେଶର୍ ଟୁକେଲ୍ ପାୱାର୍ ର ଉଦାହରଣ ଆନ । ସେମାନେ ହେଲେ ନିରୁପା…

ଦିଲ୍ଲୀ ଗଲା ବଜାଶାଲ୍‌

ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସନେ ଦିଲ୍ଲୀ ପରେଡ୍ ପଡିଆନେ ଦୁଲକିବା ଢୋଲ୍‌, ନିଶାନ୍ । କଳହାଣ୍ଡି ଭବାନୀପାଟଣାର ପ୍ରତିଭା ଅନୁଷ୍ଠାନର ବଜାଶାଲ୍ ନୃତ୍ୟ ଦଲ୍ ଇଠାନେ ଦେଖାବେ ଆମର ରାଜ୍ୟର କଲା ସଂସ୍କୃତିକେ । ଦଲ ଆଡୁ ସବୁ ନୃତ୍ୟଶିଲ୍ପୀ ଗଲା କିଛି ଦିନ୍ ହେଲା ଜୋରଦାର ଅଭ୍ୟାସ୍ କରିଆସୁଥିଲେ…

ସାବିତ୍ରୀବାଇ ଫୁଲେ କିଏ ?

ଭାରତ୍ ର ଟୁକେଲ ପାୱାର ଆଏଜ୍ ଜଗତ ଜିତା । ଏନ୍ତା କେନସି କାମ ନାଇନ ଯେନଟା ଟୁକେଲ ଟେ କରି ନାଇପାରେ । ବାକି ଆଘର୍ ସମିଆ ଏନ୍ତା ନାଇଥାଇ । ଆଘର୍ ସାମାଜ୍ ନେ ମହିଲା ମାନେ ଘର୍ ଭିତ୍‌ରେ ରହେବାର୍ ଆର୍ ସବୁକାମ୍ କରବାର୍‌କେ ବାଧ୍ୟ ହେଉଥିଲେ । ବହୁତ୍ ପ୍ରଥା , ପରମ୍ପରା ଥିଲା ଯେନଟା ମହିଲା…

ଜାନୁଆରି ୬ ନୁ ଖୁଲବା ନୃସିଂହନାଥ୍

କରୋନା ଲାଗି ୯ ମାସ୍ ଧରିକରି ବନ୍ଦ ରହିଥିବାର୍ ବରଗଡ ଜିଲ୍ଲାର୍ ପାଇକମାଲ୍ ର ନୃସିଂହନାଥ୍ ମନ୍ଦିର୍ ହେଲେ ଇହାଦେ ସବୁ ଧର୍ମିକ୍‌ପୀଠ ମାନେ ଖୁଲିଯାଇଥିବାର୍ ନୁ ଆଏବାର୍ ଜାନୁଆରୀ ୬ ତାରିଖ୍ ନୁ ନୃସିଂହନାଥ ମନ୍ଦିର୍ ଖୁଲବାର୍ କେ ନେଇକରି ସୂଚନା ମିଲିଛେ । କୋଭିଡ ଗାଇଡଲାଇନ୍ କେ ମାନିକରି…

ଆଏବାର୍ ୧୧ନୁ ଖୁଲ୍‌ବା ସବୁ ବିଶ୍ୱବିଦ୍ୟାଲୟ

କରୋନା ମହାମାରୀ ଲାଗି ପୁରା୯ ମାସ ଧରିକରି ସବୁ ସ୍କୁଲ , କଲେଜ ବନ୍ଦ ରହିଥିଲା । ହେଲେ ଇହାଦେ ପରିସ୍ଥିତି ସୁଧରିବାର୍ କେ ନେଇକରି ଜାନୁଆରୀ ୧୧ ନୁ ସବୁ ବିଶ୍ୱବିଦ୍ୟାଳୟ ଆର୍ ମହାବିଦ୍ୟାଳୟ୍ ଖୁଲବା ବଲିକରି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆଡୁ ସୂଚନା ମିଲିଛେ । କଲେଜ୍ ଖୁଲବାର୍ ଉତାରୁ…

ସମଲେଇ ମାଁର୍ ଦର୍ଶନ୍ କଲେ ୧୦,୦୦୦ ଭକତ୍‌

ଖୁଲଲା ସମ୍ବଲପୁରର ମାଁ ସମଲେଇକଁର ମନ୍ଦିର । ଗଲା ୯ ମାସ୍ ତକ୍ ଭକତକଁର ଲାଗି ବାରଣ ଥିଲା ମାଁକଁର ମନ୍ଦିର । କରୋନା କାଲ୍ ଲାଗି ଯେନ୍‌ଠାନେ ସବୁକିଛି ବନ୍ଦ ରହିଥିଲା ସେଠାନେ ଭିନ୍ ଭିନ୍ ଧର୍ମାନୁଷ୍ଠାନ୍ ମାନେ ଭିଲ୍ ବନ୍ଦ ରହିଥିଲା । ଇହାଦେ ଧୀରେ ଧୀରେ ସ୍ଥିତି ସୁଧୁରିବାରନେ ଲାଗିଥିବାର…

୯ ମାସ ଉତାରୁ ଦର୍ଶନ ଦେଲେ ମାଁ ସମଲେଇ

କରୋନା ମହାମାରି ଲାଗି ସବୁ ଧର୍ମାନୁଷ୍ଠାନ ମାନେ ବନ୍ଦ ରହିଥିଲା ହେଲେ ୯ ମାସ୍ ଉତାରୁ ଆଏଜ୍ ଖୁଲିଛେ ସମ୍ବଲପୁର ର ଅଧୀଷ୍ଠାତ୍ରି ଦେବୀ ମା ସମଲେଇକଁର୍ ମନ୍ଦିର୍ । ହେତ୍‌କି ଦିନ୍ ଟାକଲା ଉତାରୁ ଆଏଜ୍ ମାଁ କେ ଦର୍ଶନ କରିଛନ୍ ଭକତ୍ । କରୋନା ଲାଗି ସବୁ ଗାଇଡଲାଇନ୍ ଭିତରେ ଖୁଲାଗଲା ମନ୍ଦିର୍ ।…

ଜାନୁଆରୀ ୧୬ନୁ ହେବା ଅନ୍ତର୍ଜାତୀୟ ଫିଲ୍ମ ଫେସ୍ଟିଭାଲ୍

ଗୋଆ ନେ ହେବାର୍ କେ ଯାଉଥିବାର୍ ୫୧ତମ ଅନ୍ତର୍ଜାତୀୟ ଫିଲ୍ମ ଫେସ୍ଟିଭାଲ୍ ଇ ବଛର୍ ଜାନୁଆରୀ ୧୬ ତାରିଖ ନୁ ୨୬ ତାରିଖ୍ ତକ୍ ହେବାର୍ କେ ଯାଉଛେ । ଇ ଫେସ୍ଟିଭାଲ୍ ନେ ୱାର୍ଲ୍ଡ ର୍ ଭିନ୍ ଭିନ୍ ଦେଶ୍‌ନୁ ମୋଟ୍ ୨୨୪ ଟା ସିନେମା ପ୍ରଦର୍ଶନ୍ କରାଯିବା । ଯେନଥି ପହେଲା ଥର୍ ଲାଗି ଗୁଟେ ଓଡିଆ…

ଖୁଲବା ସ୍କୁଲ୍‌

ରାଜ୍ୟନେ ଜାନୁଆରୀ ୮ ତାରିଖନୁ ଖୁଲବା ସ୍କୁଲ୍ । ଇ ବରଷ୍ ଶହେ ଦିନ୍ ଛୁଆଁକୁ ସ୍କୁଲନେ ଶିକ୍ଷାଦାନ୍ ଦିଆଯିବା । ଇ ନେଇକରି ରାଜ୍ୟ ବିଦ୍ୟାଳୟ ଆର ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ । ସ୍କୁଲ ଖୁଲବାର ସାଙ୍ଗେ ଆଏବାର ମେ ୩ ତାରିଖନୁ ୧୫ ତାରିଖ ତକ୍ ବୋର୍ଡ ପରୀକ୍ଷା ହେବା ।…