Browsing Category

ଓଡ଼ିଶା

ଶୀତେ ଥରୁଛେ ଓଡିଶା

ଓଡିଶା ନେ ଇ କିଛିଦିନ୍ ହେବା ଶୀତର୍ ଲହରୀ ବେଶି ବଢିଯାଇଥିବାର୍ ଦେଖବାର୍ କେ ମିଲିଛେ । ଉତ୍ତର୍ ଭାରତ୍ ଆଡୁ ଓଡିଶା କେ ଥଣ୍ଡା ପବନ ବହି ଥିବାର୍ ନୁ ସାରା ରାଏଜ୍ ନେ ସର୍ବନିମ୍ନ୍ ତାପମାତ୍ରା ୪ ନୁ ୫ ଡିଗ୍ରୀ ତକ୍ ହେଇଯାଇଛେ । ଫୁଲବାଣୀନେ ସବୁନୁ କମ୍ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସ୍…

ନାବାଲକ୍ ଅପରାଧୀ ଗଲା ସୁଧାର ଗୃହ

ଅପରାଧ ଆରୁ ଅପରାଧୀକଁର ଅଡ୍ଡା ବନିଥିବାର ସମ୍ବଲପୁର ସହର ଗଲା କିଛି ଦିନ୍ ହେଲା ଉଠୁଛେ ପଡୁଛେ । ହତ୍ୟା, ନିଶା କାରବାର ଲେଖେଁ ଘଟନା ଫି ଦିନ୍ ଦେଖବାକେ ମିଲୁଛେ । କୁନି ହତ୍ୟା ମାମଲାନେ ଅଭିଯୁକ୍ତକେ ଗିରଫ୍ ଦାବିନେ ଜଲୁଥିଲା ସମ୍ବଲପୁର ସହର । ଘଟନାନେ ଶନିବାର ଦିନ ଜନେ ନାବାଲକ୍ ସାଙ୍ଗେ ୬…

ପରୀ ହତ୍ୟା ମାମଲାନେ ନାବାଲକ୍ ଛାତ୍ର ଗିରଫ୍

ପରୀ ହତ୍ୟା ମାମଲାନେ ଅଭିଯୁକ୍ତ ନାବାଲକ୍ ଗିରଫ୍ । ନୟାଗଡ଼ ଯଦୁପୁରର ଚର୍ଚ୍ଚିତ୍ ପରୀ ହତ୍ୟା ଘଟନାନେ ଏସ୍‌ଆଇଟି (ସ୍ୱତନ୍ତ୍ର ଅନୁସନ୍ଧନାକାରୀ ଦଳ) ଆଡୁ ତଦନ୍ତ ଚାଲିଥିବାର ବେଲକେ ଘଟନାନେ ଜନେ କଲେଜ ପଢୁଆ ଛାତ୍ରକୁଁ ଗିରଫ୍ କରାଯାଇଛେ । ଗିରଫ୍ ଅଭିଯୁକ୍ତ ନାବାଲକ୍ ହେଇଥିବାରନୁ ପ୍ରେସ୍…

ବାପାର ନାଁନେ ଥାନାନେ ଅଭିଯୋଗ୍‌

ମଦ ଆରୁ ଦୁଶରା କେନସି ଭି ନିଶାର ଅଭ୍ୟାସ ଥରେ ଲାଗିଗଲେ ଆଉ ନାଇଁ ଛାଡେ । ଆଉ ଇ ନିଶା ଲାଗି କେତେ ଲୁକକଁର ସଂସାର ଭାଙ୍ଗିଛେ ତାର ହିସାବ ନାଇଁ । ଏନ୍ତାକି କେତେଟା ଜାଗାନେ ଲୁକକଁର ଜୀବନ୍ ଭିଲ୍ ଯାଉଛେ । ଆରୁ ସବୁନୁ ଖରାପ୍ ହେଲା ଘରେ କେହି ସଦସ୍ୟ ମଦ୍ ପାଏନ୍ ନିଶା କରିକିନା ଉତ୍ପାତ୍ ହେଲେ…

ପଶ୍ଚିମ୍ ଓଡିଶାର୍ ଭବିଷ୍ୟତ୍ କେନ୍ ଆଡେ ! (ଭାଗ୍-୨)

ଆପଣ୍ ମାନେ ଆଘର୍ ଲେଖାନେ ଇନେ ପଢିଥିଲେ ଯେ କେନ୍ କିସମେ ସାରାଦେଶେ ନିଶା କାର୍‌ବାର୍ ଆର୍ ଅପରାଧ୍ ବଢି ବଢି ଚାଲିଛେ ଆର୍ ଆମର୍ ପଶ୍ଚିମ୍ ଓଡିଶାନେ ବି କେନ୍ ହିସାବେ ୧୪-୧୫ ବର୍ଷିଆ ଛୁଆକଁର୍‌ନୁ ମୂଲ୍‌କରି ବଡ୍‌ଲୋକମାନକର ତକ୍ ଇ ସବୁ ଭିତରେ ପଶି ସାରିଛନ୍ । ସେନେ ଚିନ୍ତାର୍ କଥା ଇଟା ଆଏ…

ଆନ୍ତର୍ଜାତିକ ସିନେମାନେ ନୀଳମାଧବ ପଣ୍ଡାକଁର ଫିଲ୍ମ ‘କାଲିର ଅତୀତ’

ଓଡ଼ିଆ ଫିଲ୍ମ ଜଗତ୍ ଲାଗି ଖୁସି ଖବର । ଗୋଆ ଆନ୍ତର୍ଜାତିକ ସିନେମା ଉତ୍ସବ-୨୦୨୦ ପନୋରମାନେ ନାଁକରା ଅନ୍ତର୍ଜାତିକ ଫିଲ୍ମ ନିର୍ମାତା ଆରୁ ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡାକଁର ଫିଲ୍ମ ‘କାଲିର ଅତୀତ’ ବଛା ହେଇଛେ । ଇଟା ନେଇକରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ…

ଏଥର ସସ୍ତାନେ ସ୍ୱାସ୍ଥ୍ୟ ସେବା

କରୋନା ସମିୟାନେ ସବୁଆଡେ ସଂକ୍ରମଣ ସଂଖ୍ୟା ବଢୁଥିବାର୍‌ ବେଲେ ଚିକିତ୍ସା ଭଲ ହିସାବେ ହେଇ ନାଇ ପାରବାର୍‌ । ସେଥିର୍‌ ଲାଗି ରାଜ୍ୟ ମାନକଁର୍‌ ନେ ସସ୍ତା ଥି ଚିକିତ୍ସା କରବାର୍‌ ୍‌ ବେବସ୍ଥା କେ ନେଇକରି ସୁପ୍ରିମକୋର୍ଟ ଶୁଣାଣି କରିଛେ । ସୁଲଭ ଚିକିତ୍ସା ପାଇବାର୍‌ ଟା ଲୋକମାନକଁର୍‌…

ହଜିଯିବାକେ ବସଲାନ୍ ଜୀରା ନଦୀ

ବରଗଡ଼ର ଜୀବନ୍ ରେଖା ଜୀରା ନଏଦ ହଜବାରନେ ଲାଗଲାନ । ଜୀରା ନଦୀ ବରଗଡ଼କେ ଗୁଟେ ପରିଚୟ ଭିଲ୍ ଦେଇଛେ କହେଲେ କିଛି ଭୁଲ୍ ନାଇଁ ହୁଏ । ବରଗଡ଼ ନାଁକରା ଧନୁଯାତରାନେ ଜୀରା ନଦୀ ବନସି ଯମୁନା ନଦୀ । ଧନୁଯାତ୍ରା ସମିଆଁନେ ଜୀର ନଦୀନେ କୃଷ୍ଣକଁର ଲୀଲାଖେଲା ଦେଖାଯାଉଥିବାର ଲେକେ ବାକି ସମିଆଁନେ ନଦୀର…

୩ ତାରିଖ୍‌ ଖୁଲବା ସବୁ ଧର୍ମାନୁଷ୍ଠାନ୍

ଏତ୍‌କି ଦିନର୍‌ ଅପେକ୍ଷା ଉତାରୁ ତାକଁର୍‌ ଭକତ ମାନକୁଁ ଦର୍ଶନ ଦେବେ ମାଁ ,ପୂରୀ ମନ୍ଦିର୍‌ ଆର୍‌ ଲିଙ୍ଗରାଜ୍‌ ମନ୍ଦିର୍‌ ଖୁଲୁଥିବାର୍‌ ବେଲେ ସମ୍ବଲପୁର୍‌ର ସମଲେଇ ମନ୍ଦିର୍‌ ଖୁଲବାର୍‌ କେ ନେଇକରି ଆର୍‌ ତାର ସାଙ୍ଗେ ସବୁ ଧର୍ମାନୁଷ୍ଠାନ୍‌ ଖୁଲବାର୍‌ କେ ନେଇକରି ବୈଠକ୍‌ ବସିଥିଲା ।…

ପଶ୍ଚିମ୍ ଓଡିଶାର୍ ଭବିଷ୍ୟତ୍ କେନ୍ ଆଡେ ! (ଭାଗ୍‌-୧)

ଆଏଜ୍ ଇନେ ଯେନ୍ କଥାଟା ପଡିଛେ ସେଟା ଅବଶ୍ୟ ଖାଲି ପଶ୍ଚିମ୍ ଓଡିଶାର୍ କଥା ନୁହେସେ । କଥାଟା କମ୍ ବେଶୀ କରି ପୁରା ଦେଶର୍ ଲାଗି ସତ୍ ଆଏ । ବାକି ମୁନୁଷ୍ ପର୍‌କୁତି ତ ସବକେ ଜନା । ଦୁନିଆଁ ଭାସି ଯଉ.. ବାକି ନିଜର୍ ଘରର୍ କଥକେ ଆଘୋକରି କହେବା । ସେ ହିସାବେ ଯେନ୍ ଅସବିଧାକେ ଇନେ ଆମେ ଉଜାଗର୍…