Browsing Category

ଓଡ଼ିଶା

ନାଇଁ ଉଠିପାରବାର ଧାନ୍‌, ପଡିରହିଛେ ୨୮ ହଜାର ବସ୍ତା ଧାନ୍‌

ରାଜ୍ୟନେ ଚାଲିଛେ ଧାନ୍ ଘିନା କାମ୍ । ନୂଆପଡା ଜିଲ୍ଲାନେ ଭିଲ୍ ୨୦୨୦-୨୧ ଖରିଫ୍ ଧାନ୍ ଘିନା ଗଲା ନଭେମ୍ବର ୧୮ ତାରିଖନୁ ମୁଲ ହେଇଛେ । କିନ୍ତୁ ମଣ୍ଡି ଖୁଲବାର ଗୁଟେ ମାସ୍ ହେଇଯାଇଥିଲେ ଭିଲ୍ ଇହାଦେ ତକ୍ ବସ୍ତା ବସ୍ତା ଧାନ୍ ପଡିରହିଛେ ମଣ୍ଡିନେ । ପହେଲା ଖେପ୍‌ର ୫୦ ଭାଗ୍ ଧାନ୍ ଘିନା…

ସମ୍ବଲପୁରର ଦୁଃଖ୍

ପଶ୍ଚିମ ଓଡ଼ିଶାର ଗୁଟେ ବଡ ଜିଲ୍ଲା । ହେଲେ ସହରେ ଅତି ଢିଲା ଆଇନ ଶୃଙ୍ଖଳା ବ୍ୟବସ୍ଥା । ଜୁନରୁ ଉତ୍ତରାଞ୍ଚଲ ଡିଆଇଜି ନାଇଁନ, ନଭେମ୍ବର ଅଧାରୁ ଏସପି ନାଇଁନ । ଘରର ବଡ କିହେ ନାଇଁ ଥଲେ ସେ ଘରର ଅବସ୍ଥା ଯାହା ହେବାର୍ କଥା ଇହାଦେ ସମ୍ବଲପୁରର ଅବସ୍ଥା ବିଲକୁଲ ସେନ୍ତା । ଗଲା ଦୁଇ ମାସ ଭିତରେ…

ଗରିବକୁଁ ରୁଜଗାର ଯୁଗାବାରନେ ନାଇଁ ହୁଏ କେନ୍‌ସି ସମସ୍ୟା

କରୋନା ଲାଗି ଇହାଦେ ଦେଶ ମାନକଁର ଅର୍ଥନୀତି ଦୁହୁଲି ଯାଇଛେ । ଇହାଦେ ଭିଲ୍ ସ୍ଥିତି ପୁରା ହିସାବେ ଠିକ୍ ନାଇଁ ହେଇଥିଲେ ଭିଲ୍ ଧୀରେ ଧୀରେ ଆଘରର ଲେଖେଁ କରାଯାଉଛେ । କରୋନା କାଲନେ ହେଇଥିବାର ଲକ୍‌ଡାଉନ୍ ସଟଡାଉନ୍ ଲାଗି କେତନି ଲୋକ୍ ରୁଜଗାର ହରେଇଥିବାର ବେଲେ ଇହାଦେ ଭିଲ୍ କେତେ ଲୋକ୍…

ଏମଏସଏମଇ ଲାଗି ମୁଖ୍ୟମନ୍ତ୍ରୀକଁର କୋଭିଡ୍ ପେକେଜ୍‌

କରୋନା କାଲନେ ଇତାର ମୁକାବିଲା ଆରୁ ଅର୍ଥନୀତିକେ ଠିକ୍ କରବାର ଲାଗି ରାଜ୍ୟ ସରକାର ଆର ଗୁଟେ ପଦକ୍ଷେପ ନେଇଛନ୍ । ଆଏଜ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମଏସଏମଇ ଲାଗି ୧୮୯.୪୨ କୋଟି ଟଙ୍କାର ପେକେଜ୍ ଘୁଷନା କରିଛନ୍ । ରାଜ୍ୟନେ ଥିବାର ଅଣୁ,କ୍ଷୁଦ୍ର, ଆରୁ ମଧ୍ୟମ ବର୍ଗର ଉଦ୍ୟୋଗୀକଁର ଲାଗି…

ପରିବା ବେପାରୀକଁର ନାଁନେ ଜିଏସଟି ମାମଲା

ରାଉରକେଲାନେ ଜିଏସଟି ଠକେଇର ନୂଆଁ ମାମଲା ଆସିଛେ । ହେଲେ ଇଟା ଜନେ ଗରିବ ଲୁକକଁର ନାଁରେ ଆସିଥିବାର ଜନାପଡିଛେ । କୋଟି କୋଟି ଟଙ୍କା ସରକାରୀ ରାଜସ୍ୱନୁ ମାରୁଥିବାର ଘଟନା ମାନେ ଇହାଦେ ଦେଖବାକେ ମିଲୁଛେ । ରାଉରକେଲାନେ ଜନେ ପରିବା ବେପାରୀକଁର ନାଁନେ ଜିଏସଟି ଠକେଇ ମାମଲା ହେଇଛେ ।…

ମାଓବାଦୀକଁର୍‌ କବ୍‌ଜା ନୁ ମୁକଲିବା ସ୍ୱାଭିମାନ ଅଂଚଲ୍‌

ଆମର୍‌ ଓଡିଶାର୍‌ ସ୍ୱାଭିମାନ ଅଂଚଲ ମାନ୍‌କେ ମାଓବାଦି ମାନେ କବ୍‌ଜା କରିଥିବାର୍‌ କେ ନେଇକରି ସେ ଅଂଚଲ ମାନକୁଁ କେନ୍ତା କରି ମାଓବାଦୀ ମାନକଁର୍‌ କବ୍‌ଜା ନୁ ଛଡାଯିବା ସେ ନେଇକରି ଡିଜିପି ଅଭୟ ନିଷ୍ପତି ନେଇଛନ୍‌ । ଅଧିକା ମାଓବାଦୀ ରହିଥିବାର୍‌ ଅଂଚଲ୍‌ ମାନକଁର୍‌ ସୀମା ସିଲ୍‌ କରବାର୍‌…

ଟିଟଲାଗଡ଼ନେ ମନ୍ତ୍ରୀ ଟୁକୁନୀ ସାହୁକଁର ସମୀକ୍ଷା ବୈଠକ

ଟିଟଲାଗଡ଼ ନିର୍ବାଚନ୍ ମଣ୍ଡଳୀର ବିକାଶ ଦିଗନେ ହେଉଥିବାର ଭିନ୍ ଭିନ୍ କାମ୍‌ର ସମୀକ୍ଷା କଲେ ମନ୍ତ୍ରୀ । ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଟିଟଲାଗଡ଼ ପୌର କଲ୍ୟାଣ ମଣ୍ଡପନେ ବସିଥିବାର ସମୀକ୍ଷା ବୈଠକନେ ସାମିଲ ହେଇକରି ଇସବୁ ଉପରେ ଆଲୋଚନା କରିଛନ୍ । ଟିଟଲାଗଡ଼ନେ…

ଖୁଲବା ସମ୍ବଲପୁରର ସମଲେଇ ମନ୍ଦିର

ପୁରୀ ଜଗନ୍ନାଥ ମନ୍ଦିର ଖୁଲବାର ଅନୁମତି ମିଲଲା ବାଦ୍ ଇହାଦେ ସମ୍ବଲପୁରର ସମଲେଇ ମନ୍ଦିର ଖୁଲବାର ନେଇକରି ଭିଲ୍ କଥା ଚାଲିଛେ । ମନ୍ଦିର ଖୁଲବାର ନେଇକରି ଟ୍ରଷ୍ଟ ବୋର୍ଡ ଆଡୁ ଗୁଟେ ବୈଠକ କରାଯାଇକରି ଆଲୋଚନା କରାଯାଇଛେ । ଇ ବୈଠକନେ ବହୁତ୍ ଜଲଦି ଭକତ୍‌କଁର ଲାଗି ମନ୍ଦିର ଖୁଲାଯିବା ବଲିକରି…

ଖୁଲିପାରେ ଧର୍ମାନୁଷ୍ଠାନ୍‌

କରୋନା ଲାଗି ସବୁ ଧର୍ମାନୁଷ୍ଠାନ ବନ୍ଦ୍‌ ରହିଥିବାର୍‌ ବେଲେ ବହୁତ୍‌ ଜଲ୍‌ଦି ସବୁ ଧାର୍ମିକ୍‌ ସ୍ଥଲୀ ମାନେ ଖୁଲାଯିବା ବଲିକରି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଟ୍ୱିଟ୍‌ କରିଛନ୍‌ । କୋଭିଡ ସମିୟା ନେ ଧର୍ମାନୁଷ୍ଠାନ୍‌ ମାନେ ଖୁଲବାର୍‌ କେ ନେଇକରି ସବୁ ଜିଲ୍ଲା ର ଜିଲ୍ଲାପାଲ ମନକୁଁ…

ଟ୍ରାଫିକ୍ ସମସ୍ୟା ବନିଛେ ମୁଡଦୁଖା

ସମ୍ବଲପୁର ସହରନେ ଟ୍ରାଫିକ୍ ବେବସ୍ଥା ବେହାଲ୍ । ସହରର ଅଇଁଠାପାଲି ଛକ୍‌ନୁ କଚରୀ ଛକ୍ ରାସ୍ତା କଥା ନାଇଁ କହେବାର ହିଁ ଭଲ୍ । ଫ୍ଲାଇଓଭର କାମ୍ ଚାଲିଥିବାର ବେଲକେ ରାସ୍ତାନେ ଆଏବାର ଯିବାର ଲାଗି ବାଟ୍ ନାଇଁନ୍ । ୨୦୧୬ନୁ ଫ୍ଲାଇଓଭର ବନା କାମ୍ ମୁଲ ହେଇଥିଲେ ଭିଲ୍ ଇହାଦେ ତକ୍ ଇଟା ପୁରା…