Browsing Category

ଓଡ଼ିଶା

କେବିସିନେ ସମ୍ବଲପୁର ବହ

କେବିସିନେ କମାଲ୍ ଦେଖାଲେ ସମ୍ବଲପୁର ବହ। ପ୍ରଫେସର ଡ. ସସ୍ମିତା କର କୌନ ବନେଗା କରୋଡପତିନେ ଭାଗ୍ ନେଇକରି ୩ଲାଖ୍ ୨୦ ହଜାର ଟଙ୍କା ପୁରସ୍କାର ଜିତିଛନ୍ । ଗୁଟେ ଘରୋଇ ଟିଭି ଚେନାଲ୍‌ନେ ପ୍ରସାରିତ୍ ଟିଭି ସୋ’ନେ ସସ୍ମିତା ଭାଗ୍ ନେଇଥିଲେ । ଗଲା ଗୁରୁବାର ଆରୁ ଶୁକ୍ରବାର ଦୁଇ ଦିନ୍ ଧରିକରି…

ଖୁଲବା ପୁରୀ ଜଗନ୍ନାଥ ମନ୍ଦିର

୯ ମାସ୍ ଉତାରୁ ଭକତ୍‌କଁର ଲାଗି ଖୁଲବା ପୁରୀ ଜଗନ୍ନାଥ ମନ୍ଦିର । ମନ୍ଦିର ଖୁଲବାର ନେଇକରି ରାଜ୍ୟ ସରକାରକୁଁ ସୁପାରିସ୍ କରାଯିବା । ଯଦି ସୁପାରିସ୍ ହିସାବେ ରାଜ୍ୟ ସରକାର ମନ୍ଦିର ଖୁଲବାର ଲାଗି ଅନୁମତି ଦେବେ ମନ୍ଦିର ପ୍ରଶାସନ୍ ଆଡୁ ଇ ଦିଗନେ ଜଲଦି କେନସି ପଦକ୍ଷେପ୍ ନିଆଯିବା । କରୋନା…

କାହିଁଗଲା ୬୦ଲାଖ୍ ?

ପୁରା ହେଇନାଇଁ ପାରଲା କାମ୍‌, ହେଲେ ସୁଝବାକେ ପଡବା ଋଣ୍ । ସମ୍ବଲପୁର ମୁଦିପଡ଼ାନେ ଥିବାର ଜୁଡା ବଁଧର କାମ୍ ଲାଗି ଆସିଥିଲା ଟଙ୍କା, ହେଲେ ହେଇନାଇଁ ପାରଲା କାମ୍ । ସେଆଡେ ଇହାଦେ ଋଣ୍ ସୁଝବାକେ ପଡବା ଏସ୍‌ଏମ୍‌ସି । ଜୁଡା ବଁଧର ସାଫ ସଫେଇ ସାଙ୍ଗେ ଇତାର ପୁନଃଉଦ୍ଧାର ଲାଗି ଏସଏଚଜି…

ପ୍ରଦୁଷଣ୍‌ ଭିତ୍‌ରେ ଝାରସୁଗୁଡା ଜିଲ୍ଲା

ଝାରସୁଗୁଡା ଜିଲ୍ଲା ନେ ବହୁତ୍‌ ବହୁତ୍‌ କାରଖାନା ମାନେ ତିଆରି କରାଯାଉଥିବାର୍‌ ନୁ ସେନର୍‌ ପରିବେଷ ଉପରେ ଇହାଦେ କାହାରିର୍‌ ଆଖି ନାଇ ଯିବାର୍‌ । ଶିଲ୍ପ ନା ଥି ଜଙ୍ଗଲ୍‌ କେ କାଟି ଦିଆଯାଉଛେ । ସବୁନୁ କମ୍‌ ଜଙ୍ଗଲ୍‌ ରହିଥିବାର୍‌ ଜିଲ୍ଲା ହିସାବେ ଝାରସୁଗୁଡା ଜିଲ୍ଲା ର ନା ଆସୁଛେ ।…

ସମ୍ବଲପୁରେ ଚାଲିଛେ ମିଲର୍ସ ରାଜ୍ 

ରାଜ୍ୟନେ ଭିନ୍ ଭିନ୍ ଜାଗାନେ ଖୁଲଲାନ ଧାନ୍ ମଣ୍ଡି । ପଂଜିକୃତ୍ କରେଇଥିବାର ଚାଷୀକଁରନୁ ଧାନ୍ ଘିନା କାମ୍ ମୁଲ ହେଇଛେ । ହେଲେ ଧାନ୍‌ଥି କଟନ୍ ଛଟନି କରାଯାଉଥିବାରନୁ ଚାଷୀକଁର ଭିତରେ ଅସନ୍ତୋଷ ଦେଖବାକେ ମିଲିଛେ । ସମ୍ବଲପୁରର ଭିନ୍ ଭିନ୍ ମଣ୍ଡି ମାନକେ ମିଲର୍ସକଁର ମନମାନି ଚାଲିଥିବାର…

ବୌଦ୍ଧନେ ନାଇଁ ଖୁଲଲା କପାମଣ୍ଡି, ଚାଷୀ ନିରାଶ୍‌

ବୌଦ୍ଧ ମନମୁଣ୍ଡା ଆରଏମସିନେ ନାଇଁ ଖୁଲଲା କପା ମଣ୍ଡି । ଜିଲ୍ଲା ପ୍ରଶାସନ ଆଡୁ କପା ଚାଷୀକଁର ସୁବିଧା ଲାଗି କପା ମଣ୍ଡି ଖୁଲବାର ନେଇକରି ଗଲା ୧ ତାରିଖନେ ଘୁଷନା କରାଯାଇଥିଲା । ଫି ଗୁରୁବାର କପା ମଣ୍ଡିକେ ଚାଷୀ କପା ଆନିକରି ବିକି ପାରବେ ବଲିକରି କୁହାଯାଇଥିଲା । ହେଷଳ ଚାଷୀ ମଣ୍ଡି ଆସିକରି…

ଭୁବନେଶ୍ୱର୍‌ ନୁ ରାଉରକେଲା କେ ଚାଲବା ଡବଲ ଡେକର୍‌ ଟ୍ରେନ୍‌

କୋରୋନା କାଲ୍‌ଥି ଟ୍ରେନ୍‌ ଚଲାଚଲ୍‌ କେ ନେଇକରି ବନେଟେ ଅସୁବିଧାନେ ପଡିଥିଲେ ଯାତ୍ରୀ ମାନେ । ହେଲେ ଇ କିଛି ମାସ୍‌ ଉତାରୁ ସବୁ ଟ୍ରେନ୍‌ ଯା ଆସ୍‌ ଲାଗି ସୁବିଧା କରାଯାଉଛେ । କେତେଟା ପୂରନା ଟ୍ରେନ ସାଙ୍ଗେ ନୂଆ ଟ୍ରେନ୍‌ ଚାଲବା ବଲିକରି ସୂଚନା ମିଲୁଛେ । ବେଙ୍ଗଲୋର୍‌ନେ ହେଇଥିବାର୍‌…

କେନେ ଟୋକନ୍ ଟେନସନ୍ ତ କେନେ କଟନିଛଟନି

ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନେ ଇହାଦେ ଭରଦର ଚାଲିଛେ ଧାନ୍ ଘିନା । ଚାଷୀକଁର୍ ଯେନଟା ସବୁଥୁର ମୁଡ ଦୁଖା ପାଲଟିସି ସେଟା ହେଲା ଧାନ୍ ବିକଲା ବେଲକେ କଟନି ଛଟନିକେ ନେଇ । ମିଲ୍ ମାଲିକ ମାନେ ମନମୁଖୀ କାରବାର୍ କରୁଥିବାର୍ ଚାଷୀ ମାନେ କହୁଛନ୍ । ଚାଷୀ ମଣ୍ଡିନୁ ମିଲ ମାଲିକକଁର୍ ପାଖକେ…

‌ନୂଆ ସଂସଦ୍‌ ଭବନ୍‌ର ମାଏଟ୍‌ ପୂଜା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନ ଲାଗି ନୁଆ ଦିଲ୍ଲୀ ନେ ଗୁରୁବାର୍‌ ଦିନ ଶିଲାନ୍ୟାସ କରିଛନ୍‌ । ପହେଲାନୁ ନୁଆ ସଂସଦ ଭବନ କେ ନେଇକରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିବାର୍‌ ବେଲେ ଗୁରୁବାର୍‌ ଦିନ ତାର ଭୁମି ପୂଜା ହେଇଛେ । ପ୍ରଧାନମନ୍ତ୍ରୀ ତାକଁର ଉଦ୍‌ବୋଧ୍‌ନ୍‌ ଭାଷଣ୍‌ ନେ…

ଭିମସାରନେ ଖୁଲବା ଫାର୍ମାସି କଲେଜ୍‌

ବୁର୍ଲା ଭିମ୍‌ସାରନେ ଖୁଲବା ପଶ୍ଚିମ ଓଡ଼ିଶାର ପହେଲା ସରକାରୀ ଫାର୍ମାସି କଲେଜ । ଆଏବାର ୧୭ ତାରିଖନେ ହେବାକେ ଥିବାର ପରିଚାଳନା ବୋର୍ଡ ବୈଠକନେ ପ୍ରସ୍ତାବନେ ମୋହର ବାଜଲା ବାଦ୍ କଲେଜ ଖୁଲବାର ନେଇକରି ସବୁ ପ୍ରକ୍ରିୟା ମୁଲ ହେବା । ଇଟା ନେଇକରି ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ସୂଚନା…