Browsing Category

ଓଡ଼ିଶା

ରେକର୍ଡନେ ଗୁଟେ ଆର ବାହାରେ ଗୁଟେ

ପ୍ରାୟ୍ ସହର ମାନକେ ବଁଧ ହେଉ କି କଟା ନାଇଁ ହେଲେ ଜୋର୍‌ଟେ ଥିବା । ଆଘୋ ଲୋକ୍ ଇ ବଁଧ କଟା ଉପରେ ଭରଷି କରି ଚଲୁଥିଲେ । ଖାଏବାର, ପିଇବାରନୁ ନେଇକରି ଉହ୍ନିଆଁ କାମେ ଲଗଉଥିଲେ ବଁଧର ପାଏନ୍ । ପଶ୍ଚିମ ଓଡ଼ିଶାର ପୁରନା ସହର ବରଗଡ଼ନେ ଭିଲ୍ ରହିଛେ ୨୩ନୁ ଅଏତକା ବଁଧ୍ କଟା । ଜିଲ୍ଲା ଦେଇକରି…

ପୁହୁରା ହେଇକରି ପଡିଛେ ସମ୍ବଲପୁରର ପର୍ଯ୍ୟଟନ୍‌ସ୍ଥଲୀ  

ଫି ବଛର୍‌ ସମ୍ବଲପୁର୍‌କେ ଇ ଶୀତ୍‌  ମାସେ ବହୁତ୍‌ ଟେ ପର୍ଯ୍ୟଟକ୍‌ ଆସିଥିସନ୍‌ ଆର୍‌ ଇ ଯାଗାନେ ବୁଲବାର୍‌ ସାଙ୍ଗେ ପିକ୍‌ନିକ୍‌ ଭିଲ୍‌ କରିଥିସନ୍‌ । ହେଲେ ସେନର୍‌ ଅବସ୍ଥା ଇହାଦେ ଦେଖି ନାଇହୁଏ ପୁଲାପୁଲା ମଏଲା ଆର୍‌ କେଚ୍‌ରା ସାଙ୍ଗେ ଜାଗା ସବୁ ପୁହୁର୍‌ ହେଇକରି ପଡି ରହିଛେ । ଜାଗା…

ହେଲମେଟ୍ ନାଇଁ ପିନ୍ଧଲେ ବଢବା ଅସବିଧା

ଇହାଦେ ରାଜ୍ୟ ପରିବହନ୍ ବିଭାଗ ଆଡୁ ଗାଡି ମଟର ନିୟମ ଉପରେ ଜୋରଦାର ଚେକିଂ କରାଯାଉଛେ । ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନେ ଆଂଚଳିକ୍ ପରିବହନ୍ ବିଭାଗ ଆରୁ ପୁଲିସ ଅଧିକାରୀ ମାନେ ଚଢଉ ଚଲେଇଛନ୍ । ସବୁର୍ଣ୍ଣପୁରନେ ଭିଲ୍ ଜୋରଦାର୍ ଚାଲିଛେ ଗାଡିମଟର ଯାଂଚ । ଆଂଚଳିକ୍ ପରିବହନ୍ ବିଭାଗ ଆର ପୁଲିସ୍…

ଆରୁ ନାଇଁନ ଶଲାବୁଢାର ଗୀତିକାର ନେତ୍ରାନନ୍ଦ ବାରିକ

ସମ୍ବଲପୁରୀ-କୋଶଲୀ ନାଁକରା ପୁରଖା ଗୀତିକାର ନେତ୍ରାନନ୍ଦ ବାରିକ୍ । ସେ ଫଟାଇଲି ଖାଇଲି ବେଲ୍ ଗୀତ୍ ହେଉ କି, ଫେର୍ ଶଲା ବୁଢାର ଗୀତ୍‌ । ଇ ସବୁ ହିଟ୍ ଗୀତ୍‌ର ଲେଖକ୍ ନେତ୍ରାନନ୍ଦ ବାରିକ୍ ଆରୁ ଇ ଦୁନିଆଁନେ ନାଇଁନ । ଗଲା କିଛି ଦିନ୍ ହେଲା ତାକଁର ଦିହି ଖରାପ ଥିବାର ବେଲକେ ବେଶୀ…

ସମ୍ବଲପୁର୍‌ନେ ହେଲା ରେଫରାଲ୍‌ ମୃତ୍ତିକା(ମାଏଟ୍‌) ପରୀକ୍ଷାକେନ୍ଦ୍ର

ସମ୍ବଲପୁର୍‌ ଜିଲ୍ଲା ମୁଦିପଡାନେ ରହିଥିବାର୍‌ କୃଷି କାର୍ଯ୍ୟାଲୟ ପାସେ କାଲି ବିଶ୍ୱ ମୃତ୍ତିକା ଦିବସନେ ରେଫେରାଲ୍‌ ମୃତ୍ତିକା(ମାଏଟ୍‌) ପରୀକ୍ଷାଗାର୍‌ ଥାପନା କରାଯାଇଛେ । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର୍‌ ଭୂଚେତନା କାର୍ଯ୍ୟକ୍ରମ୍‌ର ଇକ୍ରିସାଟ୍‌ ଆଡୁ ଇତାର୍‌ ଥାପନା କରାଯାଇଛେ । କୃଷି…

ବୌଦ୍ଧ କପାଚାଷୀକଁର ଲାଗି ଖୁସି ଖବର

ବୌଦ୍ଧ ଜିଲ୍ଲାନେ ପହେଲାକରି ଖୁଲବାକେ ଯାଉଛେ କପାମଣ୍ଡି । ଜିଲ୍ଲାର ମନମୁଣ୍ଡା ଆରଏମସି ମଣ୍ଡିନେ ଖୁଲିଥିବାର କପାମଣ୍ଡି ଫି ଗୁରୁବାର ଖୁଲାଯିବା । ଇଟା ନେଇକରି କୃଷି ବିଭାଗ, ଆରଏମସି ଆରୁ ଜିଲ୍ଲା ପ୍ରଶାସନ ଉଚ୍ଚ ଅଧିକାରୀମାନକଁର ବୈଠକନେ ମଙ୍ଗଲବାର ନିଷ୍ପତ୍ତି ନିଆଯାଇଥିବାର ସୂଚନା ଦେଇଛନ୍…

ଇ ବଛର୍ ନାଇଁହୁଏ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା !

ବିଶ୍ୱର ସବୁନୁ ବଡ ଖୁଲା ମଂଚନେ ହେଉଥିବାର ନାଟକ ବରଗଡ଼ର ଧନୁଯାତ୍ରା । ୧୧ ଦିନ୍ ତକ୍ ।ହଉଥିବାର ଇ ଯାତ୍ରା ବିଶ୍ୱ ପ୍ରସିଦ୍ଧ । ଇ ୧୧ ଦିନ୍ ତକ୍ ମଥୁରା ନଗରୀ ବନୁଥିବାର ବରଗଡ଼ର ରଜା ହେଇଥିସନ୍ ମହାରାଜା କଂସ । କୃଷ୍ଣକଁର ଜନ୍ମନୁ ନେଇକରି ସବୁ ଲିଲାଖେଲା ଆରୁ କଂସ ବଧ ତକ୍ ଚାଲସି ଯାତ୍ରା ।…

ଭିସୁଟ୍‌ର ସମାବର୍ତ୍ତନ୍ ଉତ୍ସବ୍‌

ବୁର୍ଲା ଭିସୁଟ୍‌ର ୧୨ ନମ୍ବର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେଇଯାଇଛେ । ବିଷା୍‌ବସରରାୟ ଅଡିଯଣିୟମନେ ଇ କାର୍ଯ୍ୟକ୍ରମ୍ ଅନୁଷ୍ଠିତ ହେଇଥିବାର ବେଲକେ ଭିସୁଟ କୁଳପତି ପ୍ରଫେସର ଅଟଳ ଚୌଧୁରୀକଁର ଅଧ୍ୟକ୍ଷତାନେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଇ ଅବସରନେ ଭିସୁଟ୍‌ର ଦୁଶରା କର୍ମଚାରୀ ଆରୁ…

ସୁନ୍ଦରଗଡ଼ନେ ଆରମ୍ଭ ହେଲା ଆଧୁନିକ୍ ପରିମଲ୍ ସେବା

ସାଫ୍ ସୁତର କାମ କରୁଥିବାର କର୍ମଚାରୀ ସମାଜର ବଡ୍ ସେବକ୍ ବଲି କହିଛନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଜିଲ୍ଲାରେ ଅତ୍ୟାଧୁନିକ୍ ପରିମଲ୍ ବେବସ୍ଥାର ଶୁଭାରମ୍ଭ କରିଛନ୍ ମୁଖ୍ୟମନ୍ତ୍ରୀ । ଜିଲ୍ଲାର ରାଉରକେଲା ମହାନଗର ନିଗମ ସାଙ୍ଗେ ବୀରମିତ୍ରପୁର ପୌରସଂସ୍ଥା ଆରୁ କୋଇରା ଆରୁ…

ବଲାଙ୍ଗିରନେ ଅଡିଟରିୟମ୍ ଲାଗି ୪ କୋଟି ଟଙ୍କା ମଞ୍ଜୁର୍‌

ବଲାଙ୍ଗିରନେ ଆଧୁନିକ୍ ଷ୍ଟାଇଲନେ ବନବା ଅଡିଟରିୟମ୍ । ଇଥିର ଲାଗି ପଶ୍ଚିମ ଓଡ଼ିଶା ବିକାଶ ପରିଷଦକେ ମଂଜୁରୀ ମିଲିଯାଇଛେ । ଗଲା ମାର୍ଚ୍ଚ ମାସେ ଏଲ୍‌ଏଣ୍ଡଏସ୍ କ୍ଲବ୍‌ନେ ୪ କୋଟି ଟଙ୍କା ଖର୍ଚ୍ଛାନେ ଗୁଟେ ଅଡିଟରିୟମ୍ ବନାବାର ଲାଗି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପଶ୍ଚିମ ଓଡ଼ିଶା ବିକାଶ…