Browsing Category
ଓଡ଼ିଶା
ଫେର୍ କମାଲ୍ ଦେଖାଲେ ଟିଟଲାଗଡ଼ର ପୁଓ ଜିତେନ୍ଦ୍ର
ଅନ୍ତର୍ଜାତୀୟ ଫିଲ୍ମ ଦୁନିଆନେ ନାଁ କରିଥିବାର ପଶ୍ଚିମଓଡ଼ିଶାର ଜିତେନ୍ଦ୍ର ମିଶ୍ରକଁର ଫିଲ୍ମ ଦେଖା ହେଇଛେ ଅଲମ୍ପିଆ ଫିଲ୍ମୋତ୍ସବନେ । ଟିଟଲାଗଡନେ ଜନମ୍ ହେଇଥିବାର ଜିତେନ୍ଦ୍ରକଁର ପ୍ରଜୋଜନାଥି ବନିଥିବାର ଫିଲ୍ମ ‘ହ୍ୟୁମନ ଓକ’୍ ୨୩ ନମ୍ବର ଅଲମ୍ପିଆ ଫିଲ୍ମୋତ୍ସବନେ ଦେଖା ହେଇଛେ । ଗ୍ରୀସ୍ନେ…
ଜିପ୍ ଧକ୍କାନେ ୮ବଛରର ଛୁଆର ଗଲା ଜୀବନ୍
ସମ୍ବଲପୁର ସହରନେ ୮ ବଛରର ଗୁଟେ ଛୁଆ ଦୁର୍ଘଟଣାନେ ମରିଯାଇଥିବାର ବେଲକେ ଆଶର ପାଶର ଜାଗାନେ ଝମେଲିଆ ସ୍ଥିତି ବନିଛେ । ସମ୍ବଲପୁର ଲକ୍ଷ୍ମୀ ଟକିଜ୍ ଛକ୍ ପାଶେ ଦୁର୍ଘଟଣା ଘଟିଥିବାର ବେଲକେ ଇଥରେ ସାହିଲ କୁମାର ନାଁର ଗୁଟେ ୮ ବଛର ନାବାଲକର ଜୀବନ୍ ଯାଇଛେ । ସେ ନିଜର କକାକଁର ସାଙ୍ଗେ ଠିଆ…
ନକଲି ନୋଟ୍ କାରବାର କରୁଥିବାର ଗେଙ୍ଗ୍ ଗିରଫ୍
ଝାରସୁଗୁଡ଼ାନେ ନକଲି ନୋଟ୍ କାରବାରନେ ଥିବାର ଗୁଟେ ଗେଙ୍ଗ୍କେ ଧରିଛେ ପୁଲିସ୍ । ଝାରସୁଗୁଡ଼ା ବନହରପାଲି ପୁଲିସ ଇ ଗେଙ୍ଗ୍କେ ଧରବାରନେ ସଫଲ ହେଇଛେ । ବନ୍ଧବାହାଲଠାନେ କିଛି ଜନ୍ ନକଲି ନୋଟ୍ ବେଭହାରକାରୀକଁର ଖବର ପାଏଲା ବାଦ୍ ଇ ଘଟନାନେ ୩ ଜନ୍କୁଁ ଗିରଫ୍ କରାଯାଇଛେ । ଗିରଫ୍…
ମେଘୁଆ ପାଗ୍ ଲାଗି ଚାଷୀକଁର୍ ମୁଡବଥା
ବରଗଡନେ ଖରିଫ୍ ଧାନ୍ ସଂଗ୍ରହର୍ ପକ୍ରିୟା ଚାଲିଥିବାର ବେଲେ ତାର ସାଙ୍ଗେ ଧାନ କିନାବିକା ଭିଲ୍ ଆରମ୍ଭ ହେଇଯାଇଛେ । ଟୋକନ୍ କଟକନା ଲାଗି ଇ ବଛର୍ ଧାନ ମଣ୍ଡିନୁ ଧାନ୍ ଆନି ନାଇ ପାରବାର୍ ଚାଷୀ । ଧାନ୍ ରଖ୍ବାର୍ ସୁବିଧା ନାଇ ହେଉଥିବାର୍ନୁ ଖୁଲାନେ ଧାନ ସବୁ ପଡି ରହିଛେ । ଆର୍…
ସମ୍ବଲପୁରର ନୂଆଁ ଭିଜିଲାନ୍ସ ଏସ୍ପି ସାରା ଶର୍ମା
ସମ୍ବଲପୁର ଭିଜିଲାନ୍ସ ବିଭାଗର ଏସ୍ପି ହିସାବେ ଯୋଗ ଦେଇଛନ୍ ସାରା ଶର୍ମା । ସମ୍ବଲପୁରର ଟୁକେଲ ଆରୁ ପଶ୍ଚିମ ଓଡ଼ିଶାର ପହେଲା ମହିଲା ଆଇପିଏସ୍ ଅଧିକାରୀ ଭାବେ ଜନା ସାରା ୨୦୧୦ ବେଚ୍ର । ସେ ଇତାର ଆଘୋନୁ ଗଜପତି ଏସ୍ପି ହିସାବେ ଦାୟିତ୍ୱ ଭାର ନେଇଥିଲେ । ଗଜପତିନେ କାମ୍ କରବାର ସମିଆଁନେ…
ଜିଏମ୍ୟୁ କୁଳପତି ହିସାବେ କାର୍ଯ୍ୟଭାର ନେଲେ ପ୍ରଫେସର ଏନ୍.ନାଗରାଜୁ
ଜିଏମ୍ୟୁର ନୂଆଁ କୁଳପତି ହିସାବେ ଯୋଗ ଦେଲେ ପ୍ରଫେସର ଏନ୍.ନାଗରାଜୁ । ପ୍ରଫେସର ଅତନୁ କୁମାର ପତିକଁର କାର୍ଯ୍ୟକାଲ ଶେଷ ହେଲା ଉତାରୁ ରାଜ୍ୟ ସରକାର ଜିଏମ୍ୟୁ କୁଳପତି ହିସାବେ ଏନ୍. ନାଗରାଜୁକୁଁ ନିଯୁକ୍ତ କରିଛନ୍ । ଶୁକ୍ରବାର ସେ ବିଧିବଦ୍ଧ ହିସାବେ କାମ୍ନେ ଯୋଗ ଦେବାର ସାଙ୍ଗେ…
ସମ୍ବଲପୁରର୍ ଭିନ୍ ଭିନ୍ ଜଗନ୍ନାଥ ମନ୍ଦିର୍ନେ ମହାପ୍ରଭୁକଁର୍ ନାଗାର୍ଜୁନ୍ ଭେଷ୍
ପବିତ୍ର କାର୍ତ୍ତିକ୍ ମାସ୍ ର ଶୁକ୍ଲପକ୍ଷ ଦ୍ୱାଦଶୀ ମଲ ତିଥିନେ ଶ୍ରୀ ଜଗନ୍ନାଥ ଭଗବାନକଁର୍ ନାଗାର୍ଜୁନ୍ ଭେଷ୍ କରବାର୍ ପରମ୍ପରା ରହିଛେ । ସମ୍ବଲପୁର୍ ସହରର୍ ଭିନଭିନ୍ ଜଗନ୍ନାଥ ମନ୍ଦିର୍ ନେ ବି ଜଗନ୍ନଥ , ବଲଭଦ୍ର , ସୁଭଦ୍ରାକଁର୍ ନଗାର୍ଜୁନ ଭେଷ୍ ଦେଖ୍ବାରକେ ମିଲିଛେ ।…
କାଲିଆକଁର ଲାଗି ସୁବର୍ଣ୍ଣପୁରନୁ ଗଲା ତୁଲସୀ ଆରୁ ପଦମ୍ ଫୁଲ୍
କରୋନା କାଲଥି ମହାପ୍ରଭୁ ଜଗନ୍ନାଥକଁର ନାଗାର୍ଜୁନ୍ ବେଶ୍ ହେଉଥିବାର ବେଲକେ ଭକତ ଇ ଦୁର୍ଲଭ୍ ବେଶର ଦର୍ଶନନୁ ବଂଚିତ୍ ରହିଛନ୍ । ଗହଲ ଚହଲ ହେଲେ ବେମାରୀ ବଢବାର ଡର ଥିବାରନୁ ଭକତକୁଁ ମନ୍ଦିର ବାରଣ ଥିଲା । ୨୬ ବଛର ବାଦ୍ ମହାପୁରକଁର ନାଗାର୍ଜୁନ୍ ବେଶ ହେଉଥିବାର ବେଲକେ ଭକତ ମନ୍ଦିର ନାଇଁ…
ନାଗାର୍ଜୁନ୍ ବେଶ୍ର ରହସ୍ୟମୟ କଥା
୨୫ ବର୍ଷ ଉତାରୁ ବୀର୍ ନାଗାର୍ଜୁନ୍ ବେଶେ ସଜେଇ ହେଇଛନ୍ କାଲିଆ, ବଲିଆ ଆର୍ ତାକଁର୍ ବହେନ୍ ସୁଭଦ୍ରା । ଦେବ୍ ଦୁର୍ଲଭ୍ ଇ ନାଗାର୍ଜୁନ୍ ବେଶ୍କେ ଦେଖବାର୍ ଲାଗି ଅଲଗା ବର୍ଷ ମାନକୁଁ ୪ଟା ରଥଯାତରାର ଲୋକ୍ ଭିଡ୍ ହେବାର୍ ଦେଖା ଯାଇଥିସି । ବାକି ଇଥର ଇ କରୋନା ଭିତରେ ଭକ୍ତମାନେ ମହାପୁରୁକୁଁ…
କମୁଛେ ପାରା, ବଢୁଛେ ଥଣ୍ଡା
ରାଜ୍ୟନେ ଧୀରେ ଧୀରେ ବଢୁଛେ ଜାଡ୍ । ଭିନ୍ ଭିନ୍ ଜାଗାନେ ପାରା କମବାର ସାଙ୍ଗେ ଥଣ୍ଡା ପଡଲାନ୍ । ରାଜ୍ୟର ୯ ସହରର ପାରା ୧୫ ଡିଗ୍ରି ତଲେ ଥିବାର ରେକର୍ଡ ହେଇଛେ । ଦାରିଙ୍ଗବାଡିନେ ସବୁନୁ କମ୍ ପାରା ୧୦ ଡିଗ୍ରି ରେକର୍ଡ ହେଇଥିବାର ବେଲକେ ସୋନପୁରନେ ୧୨.୬ ଡିଗ୍ରି, ଫୁଲବାଣୀ ଆରୁ ଅନୁଗୁଳ…