Browsing Category

ଓଡ଼ିଶା

କାର୍ତ୍ତିକ୍‌ ପୁନି ଉପ୍‌ରେ ଲାଗ୍‌ଲା କଟକନା

କରୋନା ସଂକ୍ରମଣ ଲାଗି ଇ ବଛର୍‌ କାର୍ତ୍ତିକ୍‌ ପୁନିନେ କରାଯାଉଥିବାର୍‌ କାର୍ଯ୍ୟକ୍ରମ୍‌ ମାନକୁଁ ବନ୍ଦ୍‌ କରାଯାଇଛେ । ଆଏବାର୍‌ ନଭେମ୍ବର୍‌ ୩୦ ତାରିଖ୍‌ନେ ପଡୁଥିବାର୍‌ କାର୍ତ୍ତିକ୍‌ ପୁନିକେ ନେଇକରି ରାଏଜ୍‌ନେ କେତେଟା ନିୟମ୍‌ ଲାଗୁ କରାଯାଇଛେ । କାର୍ତ୍ତିକ୍‌ ମାସେ କରାଯାଉଥିବାର୍‌ ସବୁ…

ବେଙ୍କ ବାହାରୁ ଲୁଟ୍‌

ବଲାଙ୍ଗିର କଣ୍ଟାବାଞ୍ଜି ଆନ୍ଧ୍ରା ବେଙ୍କ ବାହାରୁ ଲୁଟ୍ । ଝନେ ଗରାଖକଁରନୁ ୭ ଲାଖ୍ ଟଙ୍କା ଲୁଟି ନେଲେ ଲୁଟେରା । ଇ ନେଇକରି କଣ୍ଟାବାଞ୍ଜି ଥାନାନେ ଲିଖିତ୍ ଅଭିଯୋଗ କରାଯାଇଥିବାର ବେଲେ ପୁଲିସ୍ ତଦନ୍ତ ମୁଲ୍ କରିଛେ । ବେଲପଡା ଥାନା ମଧ୍ୟପୁର ଗାଁର ରାଜାରାମ ନାଏକ କଣ୍ଟାବାଞ୍ଜି-ବଲାଙ୍ଗିର…

୬ ବିଶ୍ୱବିଦ୍ୟାଳୟନେ ନୂଆଁ କୁଳପତି ନିଯୁକ୍ତ୍ କଲେ ରାଜ୍ୟପାଲ୍‌

ରାଜ୍ୟର ୬ଟା ବିଶ୍ୱବିଦ୍ୟାଳୟର ନୂଆଁ କୁଳପତିକଁର ନାଁ ଘୋଷଣା କରାଯାଇଛେ । ସୋମବାର ଦିନ୍ ଇ ସବୁ ବିଶ୍ୱବିଦ୍ୟାଳୟ ଲାଗି ନୂଆଁ କୁଳପତିକୁଁ ନିଯୁକ୍ତ କରିଛନ୍ ରାଜ୍ୟପାଲ ପ୍ରଫେସର ଗଣେଷୀ ଲାଲ । ରାଜଭବନନେ ସୋମବାର ବେଲବୁଡେ ସମସ୍ତକଁର ନାଁ ଘୋଷଣା କରାଯାଇଥିଲା । ଇ ୬ ଜନ୍ କୁଳପତି ଆଏବାର ୪…

ଫେମିନା ମିସ୍ ଇଣ୍ଡିଆ-୨୦୨୦ : ଓଡିଶା ଟପ୍-୫ନେ ବଲାଙ୍ଗିରର୍ ଟୁକେଲ୍

ଫେମିନା ମିସ୍ ଇଣ୍ଡିଆ-୨୦୨୦ ବିଉଟି କଣ୍ଟେଷ୍ଟନେ ବି ଦେଖବାରକେ ମିଲବା ବଲାଙ୍ଗିରର ଟୁକେଲ ପାୱାର । କାରନ୍ ଓଡ଼ିଶାନୁ ବଛାଯାଇଥିବାର୍ ଟପ ଫାଇଭ ଭିତରେ ରହିଛନ୍ ବଲାଙ୍ଗିର ଜିଲ୍ଲାର ଶୁଭଶ୍ରୀ ରାୟଗୁରୁ । ଇହାଦେ ଶୁଭଶ୍ରୀ ହାଇଦ୍ରାବାଦନେ ଅଛନ୍ । ମଡେଲିଂ ଦୁନିଆନେ କାମ କରବାର୍ ଲାଗି ଇଚ୍ଛା…

ଲକ୍‌ଡାଉନ୍‌ନେ ୧୦ କ୍ୱିଣ୍ଟାଲ ମାଛ ବିକଲେ ଏସଏଚଜି ଗୃପ୍‌

ରାଜ୍ୟ ସରକାର ମହିଲା ସଶକ୍ତିକରଣ ଦିଗନେ କରିଛନ୍ କେତନିଟେ ଯୋଜନା । ଆର୍ ଦେଖବାର୍ କେ ମିଲୁଛେ ଯେ ସରକାରକଁର୍ ମିଶନ୍ ଶକ୍ତି କାର୍ଯ୍ୟକ୍ରମ୍ ଚାଲ୍‌ଲା ଦିନୁ ବହୁତ୍ ଟେ ସ୍ୱୟଂ ସହାୟକ ଗୋଷ୍ଠୀ ନିଜର୍ ଗୁଡେ ନିଜେ ଠିଆ ହେଇକରି କେତେ କେତେ ସଫଲ୍ କଥାର୍ ନାୟିକା ହେଇପାରିଛନ୍ ଆର୍…

ଆସୁଛେ ବାତ୍ୟା ‘ନିଭାର’

ବଙ୍ଗୋପ୍‌ସାଗର୍‌ନେ କାଲି ଲଘୁଚାପ ହେବାର୍‌ ଉତାରୁ ବାତ୍ୟାର୍‌ ବଡ୍‌ ରୂପ୍‌ ନେଇଛେ । ୨୫ ତାରିଖ୍‌ ନେ ପୁଡୁଚେରୀ ଆର୍‌ ତାମିଲ୍‌ନାଡୁ ନେ ୧୦୦ ନୁ ୧୧୦ କିମି ତକ୍‌ ପବନ ବହେବାର୍‌ ସାଙ୍ଗେ ବାତ୍ୟାର୍‌ ରୂପ୍‌ ନେବା ବାତ୍ୟା ‘ନିଭାର୍‌ ' । ବାତ୍ୟାର୍‌ ଗତି ଧୀରେ ଧୀରେ ପଶ୍ଚିମ୍‌ ଆଡେ…

ବେଲବୁଡଲେ ହାତୀ ଡର୍‌

ଜଙ୍ଗଲ ଛାଡିକରି ଗାଁ ମୁହାଁ ହେଉଛନ୍ ହାତୀ ଗୁହୁଡା । ସୋନପୁର ଜିଲ୍ଲାର ବିନକା ଅଞ୍ଚଲନେ ହାତୀ ମାନେ ଆସିକରି ଧାନ୍ ଚାଉଲ ଖାଇ କରି ବନେ ନୁକସାନ୍ କରୁଛନ୍ । ମହାନଦୀ ପାର ହେଇକରି ହାତୀମାନେ ଗାଁ ମୁହାଁ ହେଉଛନ୍ । ଖାନା ଖୁଜବାର ଆଶ୍‌ଥି ଗାଁ ମାନକୁଁ ଢୁକି କରି ବନେ ନୁକସାନ୍ କରୁଛନ୍ । ଧାନ୍…

ବରଗଡ଼ ମେଡିକାଲନେ ନିଆଁ, ଲାଖ୍ ଲାଖ୍ ଟଙ୍କାର ସମ୍ପତ୍ତି ଖାର୍‌

ବରଗଡ଼ ଜିଲ୍ଲା ମେଡିକାଲନେ ଥିବାର ଶିଶୁ ୱାର୍ଡନେ ଲାଗଲା ନିଆଁ । ନିଆଁ ଲାଗିଯିବାରନୁ ମେଡିସିନ୍ ଆରୁ ଦୁଶରା କାଗଜ ପତର୍ ଜଲିପୁଡିକରି ଖାର୍ ହେଇଯାଇଛେ । ଘଟନା ଜାଗାନେ ଦମ୍‌କଲ୍ ଗାଡି ପୁହୁଁଚିକରି ନିଆଁକେ ଆୟତ୍ କରିଥିଲେ । ଡାକ୍ତରଖାନା କର୍ମଚାରୀ ନିଆଁ ଲାଗବାର ନେଇକରି ଖବର ଦେଲା ବାଦ୍…

ଆଏଜ୍ ଅଏଁଲା ନଅମୀ

ଆଏଜ୍ ଅଏଁଲା ନଅମୀ ଆରୁ ରାଧା ପାଦ ଦର୍ଶନ୍ । କାର୍ତ୍ତିକ ମାସର ଉଜଲ୍ ପଖର ନଅମୀନେ ସାକ୍ଷୀଗୋପାଲ ମନ୍ଦିରନେ ଅଏଁଲା ନଅମୀର ଲାଗି ଜବର୍ ଭିଡ ହେଉଥିବାର ବେଲକେ ଇ ବରଷ୍ କରୋନା ଲାଗି ବିନା ଭକତ୍‌ଥି ହେଉଛେ ପୂଜା । କରୋନା ନିୟମ୍ ହିସାବେ ମନ୍ଦିର ଭିତରେ ମାହାପୁରୁକଁର ସବୁ ନୀତି ଅନୁଷ୍ଠିତ୍…

ରାଜ୍ୟପାଳ ଗଣେଷୀ ଲାଲକଁର ସ୍ତ୍ରୀକଁର ବିୟୋଗ୍‌

ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍‌କଁର ସ୍ତ୍ରୀ ସୁଶୀଳା ଦେବୀକଁର ବିୟୋଗ୍ । ଗଲା କିଛି ଦିନ୍ ତଲେ କରୋନା ବେମାରନେ ପଡିକରି ମେଡିକାଲନେ ଭର୍ତ୍ତି ଥିଲେ । ୧୯୪୬ ମସିହା ଡିସେମ୍ବର ୬ ତାରିଖନେ ହରିଆଣାର ହିସାରଠାନେ ଜନମ୍ ହେଇଥିଲେ ସୁଶୀଳାଦେବୀ । ତାକଁର ଚାରଟା ଝି’ ଆରୁ ତିନଟା ପୁଓ ଅଛନ୍ ।…